Tag Archives: Home Middle

ଜି.ଉଦୟଗିରିକୁ ପୁଣି ଫେରିଲା ଶୀତ, ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ

ଜି.ଉଦୟଗିରି,୨୮ା୧: କିଛି ଦିନ ହେବ ଲାଗିରହିଥିବା ମେଘୁଆ ପାଗ ହଟିଯିବା ପରେ ଜି.ଉଦୟଗିରିକୁ ପୁଣିଥରେ ଶୀତ ଫେରିଛି। ରବିବାର ସର୍ବନିମ୍ନ ତାପମାତ୍ରା ୬.୪ ରହିଥିବା ରେକର୍ଡ କରିଛି କୃଷି ଗବେଷଣା କେନ୍ଦ୍ର। ଯାହା ଫଳରେ ଶୀତର ପ୍ରକୋପ ବଢ଼ିଛି। ଦିନର...

ଭାରତର ଲଜ୍ଜାଜନକ ପରାଜୟ: ବାଜି ପଲଟାଇଲେ ହାର୍ଟଲେ

ହାଇଦ୍ରାବାଦ୍‌,୨୮।୧: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଲଜ୍ଜାଜନକ ପରାଜୟ ବରଣ କରିଛି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ୨୩୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର ୨୦୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।...

ହିନ୍ଦୀ ରାଷ୍ଟ୍ରଭାଷା ନୁହେଁ…, ରାଜ ଠାକରେଙ୍କ ବିବାଦୀୟ ବୟାନ

ମୁମ୍ବାଇ,୨୮।୧: ନଭି ମୁମ୍ବାଇର ସିଡକୋ ପ୍ରଦର୍ଶନୀ କେନ୍ଦ୍ରରେ ଆୟୋଜିତ ବିଶ୍ୱ ମରାଠୀ ସମ୍ମିଳନୀରେ ଏମଏନଏସ ଅଧ୍ୟକ୍ଷ ରାଜ ଠାକରେ ଏକ ବଡ଼ ବୟାନ ଦେଇଛନ୍ତି। ଏଠାରେ ରାଜ ଠାକରେ ପୁଣି ଥରେ ମରାଠୀ କାର୍ଡ ଖେଳିଛନ୍ତି। ସେ କହିଛନ୍ତି ଯେ...

ବିହାରରେ ନବମ ଥର ପାଇଁ ନୀତୀଶ ସରକାର, ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ସହ ନେଲେ ଶପଥ

ପାଟଣା, ୨୮।୧: ନୀତୀଶ କୁମାରଙ୍କ ଇସ୍ତଫା ପରେ ବିହାରରେ ଏକ ନୂତନ ସରକାର ଗଠନ ହେବାକୁ ଯାଉଥିଲେ ମଧ୍ୟ ଜେଡିୟୁ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ରବିବାର ସନ୍ଧ୍ୟାରେ ନବମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଶପଥ ଗ୍ରହଣ...

ଭାରତରେ କ’ଣ ନାହିଁ ନିଯୁକ୍ତି ସୁଯୋଗ, ଆମ ଯୁବବର୍ଗ କାହିଁକି ଯିବେ ଇସ୍ରାଏଲ…

ନୂଆଦିଲ୍ଲୀ,୨୮।୧ : ଉତ୍ତରପ୍ରଦେଶ ଏବଂ ହରିୟାଣାର ଲୋକମାନେ ଇସ୍ରାଏଲରେ ନିଯୁକ୍ତି ସୁଯୋଗ ପାଇଁ ଧାଡ଼ିବାନ୍ଧି ଛିଡା େହୋଇଥିବା ଖବର ନେଇ କଂଗ୍ରେସ ଦଳ ସରକାରଙ୍କୁ କଡ଼ ାସମାଳୋଚନା କରିଛି। ଦଳ କହିଛି ଏହି ଘଟଣା ଦେଶରେ ସୃଷ୍ଟି ହୋଇଥିବା ଗୁରୁତର...

ଝିଟିପିଟି ଭଳି ରଙ୍ଗ ବଦଳାଇବା ଭଲ ଭାବେ ଜାଣନ୍ତି ନୀତୀଶ: କଂଗ୍ରେସ…

ପାଟନା,୨୮।୧ : ବିହାରର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା ପରେ କଂଗ୍ରେସ ଦଳ ତାଙ୍କୁ ଝିଟିପିଟି ସହିତ ତୁଳନା କରିଛି ଏବଂ ତାଙ୍କ ବିରୋଧରେ ବିଶ୍ୱାସଘାତକତା ଅଭିଯୋଗ କରିଛି । ଝିଟିପିଟି ଭଳି ରଙ୍ଗ ବଦଳାଇବା ନୀତୀଶ ଭଲ...

ରାହୁଲ ଦେଲେନି ନ୍ୟାୟ, ଏବେ ପଦ୍ମ ଧରିବେ ଅଙ୍ଗକିତା ଦତ୍ତ, ୧୦୦ ରୁ ଅଧିକ ସମର୍ଥକଙ୍କ ସହ ହେବେ ସାମିଲ…

ଗୁଆହାଟୀ,୨୮।୧ : ଆସାମ ଯୁବ କଂଗ୍ରେସର ପୂର୍ବତନ ସଭାପତି ଅଙ୍ଗକିତା ଦତ୍ତ ୨୮ ଜାନୁଆରୀରେ ଭାରତୀୟ ଜନତା ପାର୍ଟି (ଭାଜପା) ରେ ଯୋଗଦେବାକୁ ତାଙ୍କ ନିଷ୍ପତ୍ତି ନିଶ୍ଚିତ କରିଛନ୍ତି। ପୂର୍ବରୁ କଂଗ୍ରେସରୁ ବହିଷ୍କୃତ ହୋଇଥିବା ଅଙ୍ଗକିତା ଭାରତୀୟ ଯୁବ କଂଗ୍ରେସ...

ଫେବୃଆରୀରେ ଦୁଇଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର, ୨୮।୧: ଆସନ୍ତା ମାସରେ ଦୁଇଥର ଓଡ଼ିଶା ଗସ୍ତରେ ଆସି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବ ଘୋଷଣା ଅନୁଯାୟୀ ଫେବୃଆରୀ ୩ ତାରିଖରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବାକୁ ଦିନିକିଆ ଗସ୍ତରେ ଓଡ଼ିଶା ଆସିବେ। ଏହାରି...

‘ମୁଁ ନୀତୀଶଙ୍କ ବିରୋଧରେ ଥିଲି, ଆଗକୁ ମଧ୍ୟ ରହିବି’

ପାଟନା,୨୮ା୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ସକାଳେ ରାଜ୍ୟପାଳ ରାଜେନ୍ଦ୍ର ଭି ଆର୍ଲେକରଙ୍କ ନିକଟରେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।  ଆଜି ସନ୍ଧ୍ୟାରେ ନୀତୀଶ କୁମାର ପୁଣିଥରେ ଏନଡିଏ ସହିତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି...

ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ ମୋଦି: ୨ କୋଟିରୁ ଅଧିକ ଛାତ୍ରୀଛାତ୍ର କରିଛନ୍ତି ପଞ୍ଜୀକରଣ…

ନୂଆଦିଲ୍ଲୀ,୨୮।୧ : ୨୯ ଜାନୁଆରୀ ୨୦୨୪ ସୋମବାର ପରୀକ୍ଷା ଉପରେ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହେବ। ୨ କୋଟିରୁ ଅଧିକ ଛାତ୍ରୀଛାତ୍ର, ଅଭିଭାବକ ଏବଂ ଶିକ୍ଷକ ଏହି ପରୀକ୍ଷା ପେ ଚର୍ଚ୍ଚା(ପିପିସି) କାର୍ଯ୍ୟକ୍ରମ ପାଇଁ ପଞ୍ଜୀକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ...

ପାରିଶ୍ରମିକ ମିଳିନି, ୧୨ଲକ୍ଷ ବାକି ଅଛି; ରାମଲଲାଙ୍କ ମୂର୍ତ୍ତି ତିଆରି କରିଥିବା ଅରୁଣ ଯୋଗୀରାଜଙ୍କୁ ନେଇ ଆସିଲା ବଡ ଅଭିଯୋଗ

ଅଯୋଧ୍ୟା,୨୮।୧: ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନ ହୋଇଥିବା ରାମଲଲାଙ୍କ ମୂର୍ତ୍ତିକାର ଅରୁଣ ଯୋଗୀରାଜ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଗତ କିଛି ମାସ ମଧ୍ୟରେ ସେ ଦିନରାତି କାମ କରି ରାମଲଲାଙ୍କ ସୁନ୍ଦର କମନୀୟ ରୂପକୁ ଆକାର ଦେଇଛନ୍ତି। ଏହି...

ମହାକୁମ୍ଭ-୨୦୨୫: ଶ୍ରଦ୍ଧାଳୁଙ୍କୁ ୫ ଟଙ୍କାରେ ଜଳଖିଆ, ୧୦ ଟଙ୍କାରେ ମିଳିବ ଭୋଜନ…

ପ୍ରୟାଗରାଜ,୨୮।୧ : ଆଗାମୀ ମହାକୁମ୍ଭ ୨୦୨୫ ପାଇଁ ଏକ ପରୀକ୍ଷାମୂଳକ ଭାବରେ ପ୍ରୟାଗର ସଙ୍ଗମ ଅଞ୍ଚଳରେ ମାଘ ମେଳା ୨୦୨୪ ଆୟୋଜିତ ହେଉଛି। ଆଗାମୀ ମହାକୁମ୍ଭ ପାଇଁ ବିଶ୍ୱ ସ୍ତରୀୟ ପ୍ରସ୍ତୁତି ଚାଲିଛି। ମେଳା ଅଞ୍ଚଳରେ ଶ୍ରଦ୍ଧାଳୁମାନଙ୍କୁ ମାତ୍ର ୫ଟଙ୍କାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri