Tag Archives: Home Middle

ମହାକୁମ୍ଭ-୨୦୨୫: ଶ୍ରଦ୍ଧାଳୁଙ୍କୁ ୫ ଟଙ୍କାରେ ଜଳଖିଆ, ୧୦ ଟଙ୍କାରେ ମିଳିବ ଭୋଜନ…

ପ୍ରୟାଗରାଜ,୨୮।୧ : ଆଗାମୀ ମହାକୁମ୍ଭ ୨୦୨୫ ପାଇଁ ଏକ ପରୀକ୍ଷାମୂଳକ ଭାବରେ ପ୍ରୟାଗର ସଙ୍ଗମ ଅଞ୍ଚଳରେ ମାଘ ମେଳା ୨୦୨୪ ଆୟୋଜିତ ହେଉଛି। ଆଗାମୀ ମହାକୁମ୍ଭ ପାଇଁ ବିଶ୍ୱ ସ୍ତରୀୟ ପ୍ରସ୍ତୁତି ଚାଲିଛି। ମେଳା ଅଞ୍ଚଳରେ ଶ୍ରଦ୍ଧାଳୁମାନଙ୍କୁ ମାତ୍ର ୫ଟଙ୍କାରେ...

‘ଅଳିଆ ଏବେ ପୁଣି ଅଳିଆ ଗଦାକୁ ଗଲା’

ନୂଆଦିଲ୍ଲୀ,୨୮ା୧: ଅଳିଆ ଏବେ ପୁଣି ଅଳିଆ ଗଦାକୁ ଗଲା ବୋଲି ରବିବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ନୀତୀଶ କୁମାରଙ୍କୁ  କଟାକ୍ଷ କରିଛନ୍ତି। ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧିଲା: ମନ କି ବାତରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୮।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ରେଡିଓ କାର୍ଯ୍ୟକ୍ରମ ’ମନ କି ବାତ’ର ୧୦୯ତମ ଏପିସୋଡ ମାଧ୍ୟମରେ ତଥା ଚଳିତ ବର୍ଷର ପ୍ରଥମ ସଂସ୍କରଣ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି...

ଜେଲ୍‌ରୁ ନିର୍ବାଚନ ଲଢିବେ ପାକିସ୍ତାନର ଏହି ତିନି ମହିଳା, ଶରିଫ ପରିବାରଙ୍କୁ ଦେବେ କଡା ଟକ୍କର

ଇସଲାମବାଦ,୨୮।୧: ସାଧାରଣ ନିର୍ବାଚନ ନେଇ ପାକିସ୍ତାନରେ ରାଜନୀତି ସରଗରମ। କାରଣ ମଇଦାନକୁ ଓହ୍ଲାଇଛନ୍ତି ଜେଲ୍‌ରେ ସଜା କାଟୁଥିବା ୩ ମହିଳା ନେତା। ପିଟିଆଇର ଏହି ମହିଳା ନେତାମାନେ ଜେଲ୍‌ରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଯାହା ଏବେ ଜାତୀୟ ରାଜନୀତିକୁ ଚର୍ଚ୍ଚାର...

ଏବେ ପିଲାମାନେ ବି କରିପାରିବେ ଟ୍ରେଡିଙ୍ଗ, ଏହି କମ୍ପାନୀ ଆରମ୍ଭ କଲା ଚିଲଡ୍ରେନ ଆକାଉଣ୍ଟ

ନୂଆଦିଲ୍ଲୀ,୨୮।୧: ଦେଶର ବଡ ଟ୍ରେଡିଙ୍ଗ କମ୍ପାନୀ ଜେରୋଧା ଏକ ନୂଆ ଘୋଷଣା କରିଛି। ଏଥର ଯୁବକ ଓ ବୟସ୍କଙ୍କ ପରି ପିଲାମାନେ ମଧ୍ୟ ଟ୍ରେଡିଙ୍ଗ କରିପାରିବେ। ସେମାନେ ବି ଶେୟାର ମାର୍କେଟରେ ଟଙ୍କା ନିବେଶ କରିପାରିବେ। ଜୋରାଧା ସୋସିଆଲ ମିଡିଆରେ...

୨୮ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଭାଜପା ପଦ୍ମରେ ରଙ୍ଗ ଦେଲେ ନୀତୀଶ…

ପାଟନା,୨୮।୧ : ବିହାର ସିଏମ ନୀତୀଶ କୁମାର ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ବିହାରରେ ଗ୍ରାଣ୍ଡ ଆଲାଇନ୍ସ ସହିତ ତାଙ୍କର ୧୮ ମାସର ମେଣ୍ଟ ଶେଷ କରିଛନ୍ତି। ଗତ ୯ ବର୍ଷରେ ନୀତୀଶ ୪ ଥର...

୯ ବର୍ଷରେ ୪ ଥର ଦଳବଦଳ କରିଛନ୍ତି ନୀତୀଶ: ଏବେ ପୁଣି କଳ୍ପନାଜଳ୍ପନା ଜାରି…

ପାଟନା,୨୮।୧ : ବିହାର ସିଏମ ନୀତୀଶ କୁମାର ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ବିହାରରେ ଗ୍ରାଣ୍ଡ ଆଲାଇନ୍ସ ସହିତ ତାଙ୍କର ୧୮ ମାସର ମେଣ୍ଟ ଶେଷ କରିଛନ୍ତି। ପ୍ରକାଶ ଥାଉକି, ନୀତୀଶ ପୂର୍ବରୁ ଆରଜେଡି ଠାରୁ...

ରାହୁଲଙ୍କ ଜଣେ ଡୁପ୍ଲିକେଟ ଅଛନ୍ତି: ଭାରତ ଯୋଡୋ ନ୍ୟାୟ ଯାତ୍ରାରେ କରୁଛନ୍ତି କାମ, ହିମନ୍ତ ଆଣିଲେ ଅଭିଯୋଗ…

ଗୁଆହାଟୀ,୨୮।୧ : ଆସାମ ସିଏମ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ସେ ଖୁବ ଶୀଘ୍ର ରାହୁଲ ଗାନ୍ଧୀଙ୍କ ଡୁପ୍ଲିକେଟଙ୍କର ନାମ ଏବଂ ଠିକଣା ପ୍ରକାଶ କରିବେ। ଆସାମରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ରାହୁଲ...

ଇସ୍ତଫା ଦେଲେ ନୀତିଶ, ସଂଧ୍ୟାରେ ନେବେ ଶପଥ

ପାଟନା,୨୮।୧: ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆଲକରଙ୍କୁ ସାକ୍ଷାତ କରି ନୀତିଶ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାପୂର୍ବରୁ ସେ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ବିଧାୟକ ଓ ବରିଷ୍ଠ ନେତାଙ୍କୁ ସାକ୍ଷାତ...

ପ୍ରଥମଥର ମାନିଲା ପାକିସ୍ତାନ, ବେଲୁଚିସ୍ତାନ ମାଗୁଛି ସ୍ବାଧୀନତା

ଇସଲାମାବାଦ,୨୮ା୧: ପାକିସ୍ତାନ ଇତିହାସରେ ପ୍ରଥମଥର ପାଇଁ କୌଣସି ରାଜନୈତିକ ନେତା ସ୍ବୀକାର କରିଛନ୍ତି ଯେ, ବେଲୁଚିସ୍ତାନର ଲୋକମାନେ ସ୍ବାଧୀନତା ଦାବି କରୁଛନ୍ତି। ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନଓ୍ବରୁଲ ହକ୍‌ କାକର ସ୍ବୀକାର କରିଛନ୍ତି ଯେ, ବେଲୁଚିସ୍ତାନର ଲୋକମାନେ କେବଳ ପାକିସ୍ତାନ...

୩୩ ଚାଇନା ବିମାନ ଆମକୁ ଘେରି ରହିଛି: ତାଇଓ୍ବାନର ଅଭିଯୋଗ…

ତାଇପେ,୨୮।୧ : ନିଜର ବିସ୍ତାରବାଦୀ ନୀତି ଯୋଗୁ ଚାଇନା ପ୍ରାୟତଃ ହେଡଲାଇନରେ ରହିଥାଏ। ଏଭଳି ମନୋଭାବ ଯୋଗୁ ନିଜର ପଡୋଶୀ ଦେଶମାନଙ୍କ ସହିତ ଚାଇନାର ସମ୍ପର୍କ ମଧ୍ୟ ଭଲ ନାହିଁ। ଏହି ସମୟରେ ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ...

ବିହାର ରାଜନୀତି ଧରପଗଡ: ଶାହାଙ୍କ ତେଲଙ୍ଗାନା ଗସ୍ତ ରଦ୍ଦ, ହୋଇପାରେ ବଡ ଘୋଷଣା

ନୂଆଦିଲ୍ଲୀ,୨୮।୧: ବିହାରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ଭାଜପା ଓ ଜେଡିୟୁ ମଧ୍ୟରେ ମେଣ୍ଟ ନେଇ ପ୍ରସ୍ତୁତି ଚାଲିଥିବାବେଳେ ପାର୍ଟି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଏପଟେ ଭାଜପା ବିହାରରେ ସହଯୋଗୀ ଦଳ ଦ୍ୱାରା ବଳ ଗୋଟାଇବାରେ ଲାଗିପଡିଛି। ଲୋକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri