Tag Archives: Home Middle

କଟକଣାକୁ ବେଖାତିର: ପୁଣି କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୨୮।୧ : ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ସହ ତିକ୍ତତା ମଧ୍ୟରେ ଉତ୍ତର କୋରିଆ ପୁଣି ଥରେ କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ରବିବାର ଦିନ ଦକ୍ଷିଣ କୋରିଆର ସୈନ୍ୟବାହିନୀ କହିଛି ଉତ୍ତର କୋରିଆ ପୂର୍ବ ସାମରିକ ବନ୍ଦରରୁ...

ବାଲୁଚଙ୍କ ଉପରେ ଅତ୍ୟାଚାର: ଉଦ୍‌ବେଗ ପ୍ରକାଶ କଲା ଆମେରିକା…

ଓ୍ବାଶିଂଟନ,୨୮।୧ : ଆମେରିକାର ସାଂସଦ ବ୍ରାଡ ଶେରମାନ ପାକିସ୍ତାନର ବାଲୁଚିସ୍ତାନରେ ଲୋକଙ୍କ ପ୍ରତି ହେଉଥିବା ହିଂସା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ବାଲୁଚିସ୍ତାନରେ ନିଖୋଜ ତଥା ହତ୍ୟାକୁ ପାକିସ୍ତାନ ବନ୍ଦ କରିବା ଉଚିତ। ସେ ବାଲୁଚିସ୍ତାନ ଏବଂ ସିନ୍ଧ...

ଅତ୍ୟଧିକ ଖୁଚୁରା ଋଣ ବ୍ୟାଙ୍କିଙ୍ଗ ସେକ୍ଟର ପାଇଁ ପାଲଟିବ ଚିନ୍ତାର କାରଣ, ଚେତାବନୀ ଦେଲା ଆରବିଆଇର

ନୂଆଦିଲ୍ଲୀ,୨୭।୧: ଭାରତର ବଢୁଥିବା ଖୁଚୁରା ଋଣ ବ୍ୟାଙ୍କିଙ୍ଗ ସେକ୍ଟର ପାଇଁ ଚିନ୍ତାର କାରଣ ପାଲଟିପାରେ। ବ୍ୟାଙ୍କ ଏବଂ ଅଣ-ବ୍ୟାଙ୍କିଙ୍ଗ ସଂସ୍ଥା(NBFC)ଗୁଡ଼ିକର କୌଣସି ବନ୍ଧକ ବିନା ଋଣ ଅଭିବୃଦ୍ଧି ବାର୍ଷିକ ହାରରେ ୨୫-୩୦% ବୃଦ୍ଧି ପାଇଛି, ମୁଖ୍ୟତ କ୍ରେଡିଟ୍ କାର୍ଡ, ଦୀର୍ଘ...

ବ୍ରିଟେନରେ ଆମେରିକା ଆଣବିକ ଅସ୍ତ୍ରଶସ୍ତ୍ର ହେବ ମୁତୟନ, ହିରୋସୀମାଠାରୁ ୩ ଗୁଣା ଶକ୍ତିଶାଳୀ,ରୁଷିଆର ବଢ଼ିଲା ଚିନ୍ତା…

ଓ୍ବାଶିଂଟନ,୨୭।୧ : ଆମେରିକା ଏପରି ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି ଯାହାକୁ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ଆଦୌ ପସନ୍ଦ କରିବେ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ରୁଷିଆର ବଢୁଥିବା ବିପଦ ମଧ୍ୟରେ ଆମେରିକା ୧୫ ବର୍ଷ ମଧ୍ୟରେ ପ୍ରଥମ...

ଡୁରାଣ୍ଡ ଲାଇନ: ପାକିସ୍ତାନକୁ ତାଲିବାନର ନାଲି ଆଖି, ଏହା କାଳ୍ପନିକ ବୋଲି କହିଲା…

କାବୁଲ,୨୭।୧ : ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ସୀମା ବିବାଦକୁ ନେଇ ପାକିସ୍ତାନକୁ ନାଲି ଆଖି ଦେଖାଇଛି। ତାଲିବାନ ସରକାରର ସୀମା ତଥା ଆଦିବାସୀ ବ୍ୟାପାର ମନ୍ତ୍ରୀ ମଲ୍ଲିକ ନୁରୁଲ୍ଲା ନୁରି କହିଛନ୍ତି ପାକିସ୍ତାନ ସହିତ ଆଫଗାନିସ୍ତାନର କୌଣସି ସରକାରୀ...

ଚାଇନା ଆଗରେ ପୁଣି ହାତ ପାତିଲା ପାକିସ୍ତାନ: ଆମକୁ ଦିଅ ୨ ବିଲିୟନ ଡଲାର ଋଣ…

ଇସଲାମାବାଦ,୨୭।୧ : ଅର୍ଥନୈତିକ ସଙ୍କଟ ସହ ସଂଘର୍ଷ କରୁଥିବା ପାକିସ୍ତାନ ଏହାର ଘନିଷ୍ଠ ସହଯୋଗୀ ଚାଇନା ସମ୍ମୁଖରେ ସହାୟତା ପାଇଁ ହାତ ପାତିଛି। ବେଜିଂରୁ ପାକିସ୍ତାନ ଦୁଇ ବିଲିୟନ ଡଲାରର ଆର୍ଥିକ ସହାୟତା ଲୋଡିଛି। କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାର ଉଲ...

ତୈଳବାହୀ ଜାହାଜ ଉପରେ ପୁଣି ହୋଉଥି ଆକ୍ରମଣ: ଭାରତୀୟ ନୌସେନା ନେଲା କଡ଼ା ପଦକ୍ଷେପ…

ପ୍ରୟାଗରାଜ,୨୭।୧ : ଆଦନ ଗଲ୍ଫରେ ବ୍ରିଟିଶ ଚୈଳ ଟ୍ୟାଙ୍କର ଏମଭି ମାର୍ଲିନ ଲୁଆଣ୍ଡାରେ ଅଗ୍ନିକାଣ୍ଡ ପରେ ଭାରତୀୟ ନୌସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୌସନା ଶନିବାର କହିଛି ଏମଭି ମାର୍ଲିନ ଲୁଆଣ୍ଡାରେ ଅଗ୍ନି ନିର୍ବାପକ କାର୍ଯ୍ୟରେ ସାହାଯ୍ୟ କରିବାକୁ ଏକ...

ଚାଉଳ-ଗହମ ପାଲଟିବ ଜହର: ଆଉ ୧୬ ବର୍ଷ ପରେ ଖାଇ ହେବ ନାହିଁ, ICAR ଦେଲା ଚେତାବନୀ…

ନୂଆଦିଲ୍ଲୀ,୨୭।୧ : ବର୍ତ୍ତମାନ ଦେଶରେ ଚାଉଳ ଏବଂ ଗହମରେ ପୁଷ୍ଟିକର ମୂଲ୍ୟର ଅଭାବ ରହିଛି। ଇଣ୍ଡିଆନ କାଉନସିଲ ଅଫ କୃଷି ଅନୁସନ୍ଧାନ (ଆଇସିଏଆର) ର ବୈଜ୍ଞାନିକମାନଙ୍କ ଦ୍ୱାରା ପରିଚାଳିତ ଏକ ଗବେଷଣାରୁ ଜଣାପଡିଛି ଉଚ୍ଚ ଅମଳକ୍ଷମ କିସମର ବିକାଶ ଉପରେ...

‘ସ୍ଲିମ୍‌’ର ପ୍ରଥମ ଫଟୋ ଜାରି କଲା ନାସା

ଓ୍ବାଶିଂଟନ,୨୭ା୧: ଆମେରିକୀୟ ସ୍ପେସ୍‌ ଏଜେନ୍ସି ନାସାର ଏଲ୍‌ଆର୍‌ଓ ମହାକାଶଯାନ ଚନ୍ଦ୍ର (ସ୍ଲିମ୍‌) ପାଇଁ ଜାପାନର ଚନ୍ଦ୍ର ଲ୍ୟାଣ୍ଡର ସ୍ମାର୍ଟ ଲ୍ୟାଣ୍ଡରର ଚିତ୍ର କଏଦ କରିଛି। ସ୍ଲିମ୍‌ ଗତ ସପ୍ତାହରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା । ଏହା ସହିତ ଜାପାନ ଚନ୍ଦ୍ରପୃଷ୍ଠରେ...

ବିହାରରେ କୁହୁକ ସଂଖ୍ୟା କିଏ ଛୁଇଁବ ? କଳ୍ପଜଳ୍ପନା ଜାରି…

ପାଟନା,୨୭।୧ : ବିହାରରେ ରାଜନୈତିକ ସଙ୍କଟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଡିୟୁ-ଆରଜେଡି-କଂଗ୍ରେସ ମେଣ୍ଟରୁ ବାହାରି ଯିବାକୁ ଯୋଜନା କରିଛନ୍ତି। ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ଜେଡିୟୁରେ ୪୫ ଜଣ ସଦସ୍ୟ ଥିବାବେଳେ ଏନଡିଏର ୮୨ ଜଣ...

ଅପମାନ ସହି ପାରିଲେନି ନୀତୀଶ, ଶେଷରେ ନେଲେ କଡ଼ା ପଦକ୍ଷେପ: ଜେଡିୟୁ…

ପାଟନା,୨୭।୧ : ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଜନତା ଦଳ (ୟୁନାଇଟେଡ) (ଜେଡିୟୁ) ର ରାଜନୈତିକ ପରାମର୍ଶଦାତା ତଥା ମୁଖପାତ୍ର କେ.ସି .ତ୍ୟାଗୀ ଶନିବାର ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଂଗ୍ରେସ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି...

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୧(ଅସମାପିକା ସାହୁ): ବିଶିଷ୍ଟ ସଂଗ୍ରାମୀ ତଥା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସଂଗଠନର ସଭାପତି ନୀଳମଣି ସାମଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବ ବୟସରେ ସ୍ବାଧୀନତା ଆନ୍ଦୋଳନରେ ଯୋଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri