Tag Archives: Home Middle

ଅପମାନ ସହି ପାରିଲେନି ନୀତୀଶ, ଶେଷରେ ନେଲେ କଡ଼ା ପଦକ୍ଷେପ: ଜେଡିୟୁ…

ପାଟନା,୨୭।୧ : ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଜନତା ଦଳ (ୟୁନାଇଟେଡ) (ଜେଡିୟୁ) ର ରାଜନୈତିକ ପରାମର୍ଶଦାତା ତଥା ମୁଖପାତ୍ର କେ.ସି .ତ୍ୟାଗୀ ଶନିବାର ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଂଗ୍ରେସ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି...

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୧(ଅସମାପିକା ସାହୁ): ବିଶିଷ୍ଟ ସଂଗ୍ରାମୀ ତଥା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସଂଗଠନର ସଭାପତି ନୀଳମଣି ସାମଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବ ବୟସରେ ସ୍ବାଧୀନତା ଆନ୍ଦୋଳନରେ ଯୋଗ...

ଇଣ୍ଡିଆ ଛାଡି ସବୁ ସହଯୋଗୀ ଗଲେଣି, ଆଉ ନାହିଁ ମେଣ୍ଟ: ଭାଜପା…

କୋଲକାତା,୨୭।୧ : ଭାଜପା ଏମପି ଦିଲୀପ ଘୋଷ ଶନିବାର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘୋଷଣାକୁ ସୂଚାଇ ଇଣ୍ଡିଆ ବ୍ଲକର ଅସ୍ତିତ୍ୱକୁ ଉପହାସ କରିଛନ୍ତି। ସେ କହିଛନ୍ତି ଏସବୁ...

ଇତିହାସ ରଚିଲେ ରୋହନ ବୋପାନ୍ନା, ଅଷ୍ଟ୍ରେଲିଆନ୍‌ ଓପନ ଜିତି ସୃଷ୍ଟି କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭।୧: ୪୩ ବର୍ଷ ବୟସରେ ପ୍ରଥମ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ରଚିଛନ୍ତି ଭାରତୀୟ ଟେନିସ ତାରକା ରୋହନ ବୋପାନ୍ନା। ଏହି ଭେଟେରାନ ଭାରତୀୟ ଖେଳାଳି ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନଙ୍କ ସହ ଅଷ୍ଟ୍ରେଲିଆନ୍‌ ଓପନ ଗ୍ରାଣ୍ଡସ୍ଲାମ ପୁରୁଷ ଡବଲ୍ସ...

କଂଗ୍ରେସ ବିକିବ ରାହୁଲଙ୍କ ଦସ୍ତଖତ ହୋଇଥିବା ଟି ଶର୍ଟ: ଦାମ ରହିଛି…

ନୂଆଦିଲ୍ଲୀ,୨୭।୧ : କଂଗ୍ରେସ ଶନିବାର କହିଛ ୨୦୨୪ଲୋକସଭା ନିର୍ବାଚନ ପୂର୍ବର କ୍ରାଉଡ ଫଣ୍ଡ ଅଭିଯାନ ମାଧ୍ୟମରେ ୨୦କୋଟି ଟଙ୍କା ମାର୍କ ଅତିକ୍ରମ କରିବାକୁ ଆଶା ରଖାଯାଇଛି। କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ କହିଛନ୍ତି ଡିସେମ୍ବର ୧୮ ରେ ଦଳ ଆରମ୍ଭ...

କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ‘ପେଲେ’ଙ୍କ କବରରୁ ବାହାରିବ ମୃତଦେହ, ଝିଅ ଆଣିଲେ ସଙ୍ଗୀନ ଅଭିଯୋଗ, ଏହି ରହସ୍ୟର ହେବ ପର୍ଦ୍ଦାଫାଶ

ସାଓପାଓଲୋ,୨୭।୧: ବ୍ରାଜିଲିଆନ୍‌ କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ପେଲେ ୨୦୨୨ ଡିସେମ୍ବର ୩୦ରେ ମୃତ୍ୟୁବରଣ କରିଥିଲେ। ୮୨ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇ ଆରପାରିକୁ ଚାଲିଯାଇଥିଲେ। ହେଲେ ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିବାଦ ଭିତରକୁ ଠେଲି ହୋଇଯାଇଛି।...

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ୧୦୨ ବର୍ଷ ବୟସରେ ଦେହାନ୍ତ

କଟକ,୨୭।୧: ସ୍ୱାଧୀନତା ସଂଗ୍ରାମୀ ତଥା ଅଲ ଇଣ୍ଡିଆ ଫ୍ରିଡମ ଫାଇଟର୍ସ ଆସୋସିଏସନର ସଭାପତି ନୀଳମଣି ସାମଲ ୧୦୧ ବର୍ଷ ବୟସରେ କଟକ ଏସସିବି ମେଡିକାଲ କଲେଜ ଏବଂ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି। ବ୍ରେନଷ୍ଟ୍ରୋକ୍ ହେବା ପରେ ତାଙ୍କୁ...

Budget: ଯେବେ ଯୁଦ୍ଧ ଯୋଗୁ ଭୁଷୁଡି ପଡିଥିଲା ଦେଶର ଅର୍ଥନୀତି, ଆସିଥିଲା ‘ବ୍ଲାକ୍‌ ବଜେଟ୍‌’

ନୂଆଦିଲ୍ଲୀ,୨୭।୧: ଚଳିତ ବର୍ଷ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଭାବରେ ନିଜର ଷଷ୍ଠ ବଜେଟ୍‌ ଉପସ୍ଥାପନା କରିବାକୁ ଯାଉଛନ୍ତି। ନିର୍ମଳା ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଅଟନ୍ତି ଯିଏ କି, ୨୦୧୯ ଜୁଲାଇରୁ ୫ ପୂର୍ଣ୍ଣକାଳୀନ/ବାର୍ଷିକ ବଜେଟ୍‌ ଉପସ୍ଥାପନ...

ଲୋକେ କହୁଛନ୍ତି ଜୁନିୟର ମୋଦି: କିଏ ସେ ଯୁବକ ସୋସିଆଲ ମିଡ଼ିଆରେ ହେଉଛନ୍ତି ଭାଇରାଲ…

ଚେନ୍ନାଇ,୨୭।୧ : ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଟ୍ରେଣ୍ଡରେ ରହୁଛି। ସମ୍ପ୍ରତି ଆନ୍ନାମଲାଇ କିଓ୍ବାର୍ଡ ସୋସିଆଲ ମିଡିଆ ଏକ୍ସରେ ଟ୍ରେଣ୍ଡିଂରେ ରହିଛି। ଆନ୍ନାମଲାଇ କିୱାର୍ଡ ସହିତ ଏପର୍ଯ୍ୟନ୍ତ ୪୫ହଜାର ପୋଷ୍ଟ କରାଯାଇଛି। ଏହି ପୋଷ୍ଟଗୁଡିକରେ ଲୋକମାନେ ଆନ୍ନାମଲାଇଙ୍କୁ...

ରାଜ୍ୟପାଳ ମଝି ରାସ୍ତାରେ ବସିଲେ, କହିଲେ ମୋଦି-ଶାହାଙ୍କୁ ଫୋନ ଲଗାଅ…

ଥିରୁଭାନନ୍ତପୁରମ,୨୭।୧ : କେରଳ ରାଜ୍ୟପାଳ ଏବଂ ଏସଏଫଆଇକର୍ମୀମାନଙ୍କ ମଧ୍ୟରେ ପୁଣିଥରେ ବିବାଦ ଲାଗି ରହିଛି। ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ କଳା ପତାକା ପ୍ରଦର୍ଶନ କରାଯିବାରୁ ରାଗିଯାଇ କୋଲାମର ମଝି ରାସ୍ତାରେ ଏକ ଚେୟାରରେ ସେ ବସି ପଡ଼ିଥିଲେ। ସେ...

INDIA: ପୁଣି ଯୋଡିହେବେ କଂଗ୍ରେସ ମମତା ! ଅଖିଳେଶ ଗ୍ରହଣ କରିବେ ଗୁରୁତ୍ୱପୂର୍ଣ୍ଣ ଭୂମିକା…

ନୂଆଦିଲ୍ଲୀ,୨୭।୧ : ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସ ମଧ୍ୟରେ ମିଳିତ ହେବାର ସମ୍ଭାବନା ରହିଛ ମିଳିତ ହେବାର ସମ୍ଭାବନା ବିଷୟରେ ମଧ୍ୟ କଂଗ୍ରେସ ନିରନ୍ତର କଥାବାର୍ତ୍ତା କରୁଛି। ସୂଚନାନୁସାରେ, ଖୁବ ଶୀଘ୍ର ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଂଗ୍ରେସ...

‘ମଦ ଭଗବାନଙ୍କ ଉପହାର, ସେଥିପାଇଁ ମଣିଷଙ୍କୁ ମିଳିଛି’, ପୋପ ଫ୍ରାନ୍ସିସଙ୍କ ଆଶ୍ଚର୍ଯ୍ୟଜନକ ବୟାନ

ଭାଟିକାନ ସିଟି,୨୭।୧: କ୍ୟାଥୋଲିକ ଚର୍ଚ୍ଚର ବର୍ତ୍ତମାନର ମୁଖ୍ୟ ରୋମର ବିଶପ ତଥା ଭାଟିକାନ ସିଟିର ସାର୍ବଭୌମ ପୋପ ଫ୍ରାନ୍ସିସଙ୍କ ତାଜା ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ କହିଛନ୍ତି, ମଦ ହେଉଛି ‘ଭଗବାନଙ୍କ ଉପହାର’ । ସେଥିପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri