Tag Archives: Home Middle

ଯନ୍ତ୍ରଣା କମ୍‌ କରିବା ପାଇଁ ଅପରାଧିଙ୍କୁ ଦିଆଗଲା ନାଇଟ୍ରୋଜେନ ଗ୍ୟାସରେ ମୃତ୍ୟୁଦଣ୍ଡ, ବିଶ୍ୱରେ ପ୍ରଥମ

ଆଲବାମା,୨୬।୧: ଆମେରିକା ଆଲବାମା ରାଜ୍ୟରେ କେନେଥ ସ୍ମିଥ ନାମକ ଜଣେ ହତ୍ୟାକାରୀଙ୍କୁୁ ନାଇଟ୍ରୋଜେନ ଗ୍ୟାସ ସାହାଯ୍ୟରେ ମୃତ୍ୟୁଦଣ୍ଡ ଦିଆଯାଇଛି। ଅପରାଧିଙ୍କୁ ଦିଆଯାଉଥିବା ମୃତ୍ୟୁଦଣ୍ଡରେ ଯନ୍ତ୍ରଣା କମ କରିବାକୁ ଅନେକ କୌଶଳ ଅବଲମ୍ବନ କରାଯାଉଥିଲା ହେଲେ ଆମେରିକାରେ ପ୍ରଥମ ଥର ନାଇଟ୍ରୋଜେନ...

୮ ଲକ୍ଷ ପର୍ଯ୍ୟନ୍ତ ଦରମା ହେବ ଟ୍ୟାକ୍ସ ଫ୍ରି, ଫାଇଲ ପ୍ରସ୍ତୁତ

ନୂଆଦିଲ୍ଲୀ, ୨୬।୧: ଦେଶର ସାଧାରଣ ବଜେଟ୍‌ର ଉପସ୍ଥାପନା ପାଇଁ ମାତ୍ର ୫ଦିନ ବାକି ଅଛି। ଏହାର ଅର୍ଥ ହେଉଛି ଦେଶର ମଧ୍ୟବର୍ତ୍ତୀ ବଜେଟ ୧ ଫେବୃଆରୀ ୨୦୨୪ରେ ଉପସ୍ଥାପିତ ହେବ। ବଜେଟ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ଅର୍ଥମନ୍ତ୍ରୀ...

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଗଡି

ନୂଆଦିଲ୍ଲୀ,୨୬।୧: ଦେଶର ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଗଡି ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ସମସ୍ତଙ୍କ ଆଖି ପ୍ରଧାନମନ୍ତ୍ରୀ ମୋଦିଙ୍କ ସୱତନ୍ତ୍ର ପଗଡି ଉପରେ ରହିଛି। ବାସ୍ତବରେ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଏବଂ...

କର୍ତ୍ତବ୍ୟ ପଥରେ ଭାରତର ଶକ୍ତି ଦେଖିଲା ବିଶ୍ୱ, ଗର୍ଜିଲା ରାଫାଲ, ପ୍ରଜ୍ଞାପନ ମେଢ଼ରେ ଚନ୍ଦ୍ରୟାନ-୩ର ଝଲକ

ନୂଆଦିଲ୍ଲୀ,୨୬।୧: ଶୁକ୍ରବାର ସମଗ୍ର ଦେଶ ୭୫ ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ନ୍ୟାଶନାଲ ଓ୍ବାର୍‌ ମେମୋରିଆଲରେ ପହଞ୍ଚତ୍ ଶହୀଦମାନଙ୍କୁ...

Video: ୩ ବର୍ଷ ପରେ କର୍ତ୍ତବ୍ୟ ପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ,୨୬।୧: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼(ଟାବ୍ଲୋ) ଗଡ଼ିଛି। ରାଜ୍ୟ ସରକାର ବିକଶିତ ଭାରତ ଉପରେ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିଛନ୍ତି। ରଘୁରାଜପୁର ଗ୍ରାମରେ ମହିଳାମାନେ କିପରି ବିଭିନ୍ନ ପ୍ରକାର ଅଦରକାରୀ ଜିନିଷରୁ ପଟ୍ଟଚିତ୍ର ପ୍ରଦର୍ଶନ କରିବା...

ପୁଣି ଚର୍ଚ୍ଚାରେ ମୋଦିଙ୍କ ଲୁକ୍‌

ନୂଆଦିଲ୍ଲୀ,୨୬।୧: ସାଧାରଣତନ୍ତ୍ର ଦିବସ ତଥା ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଗଡି ବାନ୍ଧିବାର ପରମ୍ପରା ଜାରି ରଖିଛନ୍ତି। ଦିଲ୍ଲୀର ଓ୍ବାର୍‌ ମେମୋରିଆଲରେ ଶହୀଦମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ସାଫ୍ରନ ରଙ୍ଗର ‘ବାନ୍ଧନୀ’ ପଗଡ଼ି...

କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୬।୧: ସାଧାରଣତନ୍ତ୍ର ଦିବସ ପରେଡ୍‌ର ଗ୍ରାଣ୍ଡ ଇଭେଣ୍ଟ ଆରମ୍ଭ ହୋଇଛି। ଏହାପୂର୍ବରୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ କର୍ତ୍ତବ୍ୟ ପଥରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟ ଅତିଥି ଫ୍ରାନ୍ସର ରାଷ୍ଟ୍ରପତି...

ସାଧାରଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଲା ଆମେରିକା-ରୁଷିଆ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬।୧: ଆମେରିକା ଏବଂ ରୁଷିଆ ଭାରତକୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ଆମେରିକା ଭାରତକୁ ଏହାର ପ୍ରମୁଖ ରଣନୀତିକ ଅଂଶୀଦାର ବୋଲି ବର୍ଣ୍ଣନା କରିଛି । ସାଧାରଣତନ୍ତ୍ର ଦିବସ ଅବସରରେ ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତି...

IND vs ENG: ଭାରତର ସ୍କୋର ୧୭୦ ରନ୍‌ ପାର୍‌, ଅର୍ଦ୍ଧ ଶତକଠାରୁ ଅଳ୍ପ ଦୂରରେ ରାହୁଲ, ଯଶସ୍ବୀ-ଶୁବମନ ଆଉଟ୍‌

ହାଇଦ୍ରାବାଦ,୨୬।୧: ହାଇଦ୍ରାବାଦରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ମ୍ୟାଚ ଜାରି ରହିଛି। ଟସ ଜିତିବା ଏବଂ ପ୍ରଥମେ ବ୍ୟାଟିଂ କରିବା ପରେ ଇଂଲଣ୍ଡ ଦଳ ଏହାର ପ୍ରଥମ ଇନିଂସରେ ୨୪୬ ରନ୍‌ କରିଥିଲା।...

୭୫ତମ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର,୨୬ା୧: ଶୁକ୍ରବାର ରାଜ୍ୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଶୁଭ ଅବସରରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି। ଏଥର ପରେଡରେ...

ସାଧାରଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୧: ଶୁକ୍ରବାର ରାଜ୍ୟରେ ପାଳନ ହେଉଛି ୭୫ତମ ସାଧାଣରତନ୍ତ୍ର ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। Warm wishes to everyone on the occasion of 75th #RepublicDay. On this auspicious...

ରାଜ୍ୟ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର,୨୬ା୧: ଶୁକ୍ରବାର ରାଜ୍ୟ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ରାଜଧାନୀର ଗାନ୍ଧୀମାର୍ଗ ପୂରା ପ୍ରସ୍ତୁତ ରହିଛି। ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ସାମିଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri