Tag Archives: Home Middle

ଇଣ୍ଡିଆରେ ଫାଟ ବଢ଼ିଲା: କଂଗ୍ରେସଠାରୁ ଦୂରେଇଲେ ନୀତୀଶ, ଭାରତ ନ୍ୟାୟ ଯାତ୍ରାରେ ହେବେନି ସାମିଲ…

ପାଟନା,୨୫।୧ : ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଂଶଗ୍ରହଣ କରିବେ ନାହିଁ। ଏହୀ ଯାତ୍ରା ୨୯ ଜାନୁଆରୀରେ ବିହାରରେ ପହଞ୍ଚିବାକୁ ଯାଉଛି। ନୀତୀଶଙ୍କ ଏହି ପଦକ୍ଷେପକୁ ଇଣ୍ଡିଆରେ ବଢୁଥିବା ଫାଟର ଆଉ ଏକ...

ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା, ମାର୍ଚ୍ଚ ୧୫ ଯାଏ ରେଜିଷ୍ଟ୍ରେଶନ

ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା(ଓଜେଇଇ) ପରୀକ୍ଷା ପାଇଁ ଘୋଷଣା ହୋଇଛି ତାରିଖ। ମେ’ ୬ରୁ ୧୦ ପର୍ଯ୍ୟନ୍ତ ହେବ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଅନୁଯାୟୀ ୨୫ ଜାନୁଆରୀ ଠାରୁ ରେଜିଷ୍ଟ୍ରେଶନ ଆରମ୍ଭ ହୋଇ ମାର୍ଚ୍ଚ ୧୫ ଯାଏ ଚାଲିବ।...

ବକ୍ସିଂରୁ ଅବସର ନେଇ ନାହିଁ: ମିଥ୍ୟା ଖବରକୁ ଖଣ୍ଡନ କଲେ ମେରି କମ୍‌…

ନୂଆଦିଲ୍ଲୀ,୨୫।୧ : ଗତକାଲି ଭାରତୀୟ ମହିଳା ବକ୍ସର ମେରି କମଙ୍କ ଅବସର ନେଇଥିବା ଖବର ସାମ୍ନାକୁ ଆସିଥିଲା। କିଛି ଘଣ୍ଟା ପରେ, ମେରି କମ ଅବସର ନେଇଥିବା ଖବରକୁ ଭୁଲ ବୋଲି ଘୋଷଣା କରିଛନ୍ତି। ମେରି କମ କହିଛନ୍ତି ସେ...

ଟେମ୍ପୋକୁ ଧକ୍କାଦେଲା ଟ୍ୟାଙ୍କର, ୧୨ ମୃତ, ଘନ କୁହୁଡ଼ି ଦୁର୍ଘଟଣାର କାରଣ…

ଶାହାଜାହାନପୁର,୨୫।୧ : ଗୁରୁବାର ସକାଳେ ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲାରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ୟାଙ୍କର ଆଲ୍ଲାହାଗଞ୍ଜ ପୋଲିସ ଷ୍ଟେଶନ ଅଞ୍ଚଳରେ ଟେମ୍ପୋକୁ...

ଧସିଲା ସୁନାଖଣି, ୭୦ ମୃତ

ମାଳି,୨୫ା୧: ଆଫ୍ରିକାର ମାଳିରେ ଏକ ବେଆଇନ ସୁନା ଖଣି ଭୁଶୁଡ଼ିବା ଯୋଗୁ ୭୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଖଣି ଭୁଶୁଡ଼ିବା ପରେ ବର୍ତ୍ତମାନ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।...

Saudi Arabia To Open 1st Alcohol Store: ପ୍ରଥମ ମଦ ଦୋକାନ ଏବେ ସାଉଦିରେ !…

ରିୟାଦ,୨୫।୧ : ସାଉଦି ଆରବର ରାଜଧାନୀ ରିୟାଦରେ ପ୍ରଥମ ମଦ ଦୋକାନ ଖୁବ ଶୀଘ୍ର ଖୋଲିବାକୁ ଯାଉଛି। ଖବର ଅନୁଯାୟୀ ଏଠାରେ କେବଳ ଅଣ-ମୁସଲମାନ କୂଟନୀତିଜ୍ଞଙ୍କୁ ମଦ ଦିଆଯିବ। ମଦ୍ୟପାନ ଉପରେ ସାଉଦି ଆରବର ଆଭିମୁଖ୍ୟ ଅତ୍ୟନ୍ତ କଠୋର। ଯଦି...

Naked Man’ Festival: ମହିଳା ହେବେ ସାମିଲ, ୧୬୫୦ ବର୍ଷ ପରେ ମିଳିଲା ଅନୁମତି…

ଟୋକିଓ,୨୫।୧ : ଜାପାନରେ ୧୬୫୦ ବର୍ଷ ପରେ ମହିଳାମାନଙ୍କୁ ଏକ ପୁରୁଷ ମହୋତ୍ସବରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଛି, କିନ୍ତୁ ଏଥିପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି। ଏହି ଉତ୍ସବର ନାମ ହେଉଛି ‘ନଗ୍ନ ମଣିଷ’ ମହୋତ୍ସବ(ନେକେଡ ମ୍ୟାନ ଫେଷ୍ଟଭାଲ)।...

ମହାକାଶର Snowman ଫଟୋ ଶେୟାର କଲା NASA: ସୋସିଆଲ ମିଡିଆରେ ଭାଇରାଲ…

ଓ୍ବାଶିଂଟନ,୨୫।୧ : ଆମେରିକାର ସ୍ପେସ ଏଜେନ୍ସି ନାସା ପ୍ରାୟତଃ ସୋସିଆଲ ମିଡିଆରେ ମହାକାଶରୁ ଆସୁଥିବା ନୂତନ ଫଟୋଗୁଡ଼ିକୁ ଶେୟାର କରିଥାଏ। ନାସା ବେଳେବେଳେ ମିଲ୍କି ୱେ ଏବଂ ବେଳେବେଳେ ଏକ ବଡ ମେଟେରାଇଟର ଫଟୋ ପଠାଇଥାଏ। ନିକଟରେ ନାସା ମହାକାଶର...

୨୭୭ ସାହସିକତା ପଦକ, ଓଡ଼ିଶାରୁ ପାଇବେ ୧୫ ଜଣ

ଭୁବନେଶ୍ୱର,୨୫ା୧: ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କ୍ଷେତ୍ରରେ ୨୭୭ ଜଣଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ। ଏଥିମଧ୍ୟରେ ଓଡ଼ିଶାର ୧୫ ଜଣଙ୍କ ନାଁ ରହିଥିବା ଏମ୍‌ଏଚ୍‌ଏ ପକ୍ଷରୁ ସୂଚନା ଦିଆଯାଇଛି। ୨ ଜଣ ଏସ୍‌ଆଇ, ଜଣେ ହାବିଲଦାର, ୭ କମାଣ୍ଡୋ ସାହସିକତା...

Gallantry Awards: ୧୧୩୨ କର୍ମଚାରୀ ହେବେ ସମ୍ମାନୀତ, ଜମ୍ମୁ-କଶ୍ମୀର ପୋଲିସର ସର୍ବାଧିକ ୭୨ ଜଣ, ତାଲିକାରେ ଓଡ଼ିଶାର ୧୫ ଜଣ…

ନୂଆଦିଲ୍ଲୀ,୨୫।୧ : କେନ୍ଦ୍ର ସରକାର ଗୁରୁବାର ଜାତୀୟ ସାହସିକତା ଏବଂ ସେବା ପୁରସ୍କାର ଘୋଷଣା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ ଚଳିତ ବର୍ଷ ପୋଲିସ, ଅଗ୍ନିଶମ ସେବା, ହୋମଗାର୍ଡ, ସିଭିଲ ଡିଫେନ୍ସ ଏବଂ ସୁଧାର ସେବା...

ଆସନ୍ତା ୨୭ରେ ରାଜ୍ୟର ସମସ୍ତ ସ୍କୁଲ-କଲେଜ ଛୁଟି

ଭୁବନେଶ୍ବର,୨୫।୧(ଅସମାପିକା ସାହୁ): ଆସନ୍ତା ଶନିବାର (୨୭ ତାରିଖ)ରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପ ଲୋକାର୍ପଣ ହେବାକୁ ଯାଉଛି। ଏହି ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ସାରା ରାଜ୍ୟରେ ସ୍କୁଲ ଓ...

Indian Railways: କବଚ ବ୍ରେକିଂ ସିଷ୍ଟମର ସଫଳ ପରୀକ୍ଷଣ, ୧୬୦ କିମି ବେଗରେ ଯାଉଥିବା ଟ୍ରେନ ରେଡ ସିଗନାଲରେ ଆପେଆପେ ଅଟକି ଗଲା…

ଆଗ୍ରା,୨୫।୧ : ଉତ୍ତର କେନ୍ଦ୍ରୀୟ ରେଳବାଇର ଆଗ୍ରା ଡିଭିଜନ ସୂଚନା ଦେଇଛି ଅଟୋମେଟିକ ଟ୍ରେନ ପ୍ରୋଟେକ୍ସନ ସିଷ୍ଟମ ‘କବଚ’ର ବ୍ରେକିଂ ସିଷ୍ଟମର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷା ଏକ ସେମି ହାଇ ସ୍ପିଡ ଟ୍ରେନରେ କରାଯାଇଥିଲା। ଯେଉଁଥିରେ ଘଣ୍ଟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri