Tag Archives: Home Middle

ଏବେ ଗାଁରେ ମିଳିବ ସିକଲସେଲ ଆନିମିଆ-ଜଳାତଙ୍କ ଔଷଧ: କେନ୍ଦ୍ର ସରକାର କିଣିବା ଆରମ୍ଭ କଲେ…

ନୂଆଦିଲ୍ଲୀ,୨୫।୧ : ଜେନେଟିକ ରୋଗ ସିକଲସେଲ ଆନିମିଆ ଏବଂ ଜଳାତଙ୍କ ସଂକ୍ରମଣ ସମ୍ବନ୍ଧୀୟ ଜରୁରୀ ଔଷଧ ତାଲିକାରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ନୂତନ ତାଲିକା ଅନୁଯାୟୀ ପ୍ରତ୍ୟେକ ଜିଲା ଏବଂ ଉପ-ଜିଲା ଡାକ୍ତରଖାନାରେ ହେମୋଫିଲିଆ ଔଷଧ ଉପଲବ୍ଧ ହେବ।...

ଜବତ ଖଣିଜକୁ ମିଳୁନି ପରିବହନ ଅନୁମତି, ରାଜସ୍ବ ହରାଉଛନ୍ତି ସରକାର

ଯୋଡ଼ା,୨୫ା୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଦୁଇଟି ରେଳ ସାଇଡିଂରୁ ଦାବିଦାର ନ ଥିବା ଲୁହାପଥରକୁ ଗତ ଡିସେମ୍ବରରେ ଖଣି ବିଭାଗ ଜବତ କରିଥିଲା। ଇତି ମଧ୍ୟରେ ତାହା ନିଲାମ ହୋଇସାରିଥିବା ବେଳେ ରେଳ ମନ୍ତ୍ରଣାଳୟ...

ସ୍ଲିପ୍‌ ଅଫ ଟଙ୍ଗ୍‌: ପୁଣି ଭୁଲ କହିଲେ ରାହୁଲ, ଚା‘ ଗରମ ପାଇଁ ଷ୍ଟୋଭ୍‌ରେ କୋଇଲା ପକାଇବା ଦରକାର…

ଗୁଆହାଟୀ,୨୫।୧ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ରାହୁଲ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ କହୁଛନ୍ତି, ସକାଳେ ଉଠି, ଚା ଗରମ କରିବା...

ଅବସର ଘୋଷଣା କଲେ କିମ୍ବଦନ୍ତୀ ବକ୍ସର ମେରି କମ୍

ନୂଆଦିଲ୍ଲୀ,୨୪।୧: ଛଅ ଥର ବିଶ୍ୱ ଚାମ୍ପିଅନ୍ ତଥା ୨୦୧୨ ଅଲିମ୍ପିକ୍ ପଦକ ବିଜେତା ମଙ୍ଗଟେ ଚୁଙ୍ଗନେଜାଙ୍ଗ ମେରି କମ୍ ବୁଧବାର ବକ୍ସିଂରୁ ଅବସର ଘୋଷଣା କରିଛନ୍ତି। ଆନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ୍ (ଆଇବିଏ) ନିୟମ ଅନୁଯାୟୀ ପୁରୁଷ ଏବଂ ମହିଳା ବକ୍ସରମାନଙ୍କୁ...

୪ର୍ଥ ପର୍ଯ୍ୟାୟରେ ୬ ଜିଲାରେ ୨୮୬ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧(ଅସମାପିକା ସାହୁ): ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଖୋର୍ଦ୍ଧା, ସୁବର୍ଣ୍ଣପୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର ଆଦି ୬ଟି ଜିଲାର ୨୮୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି।...

ବିସିସିଆଇ କଲା ଘୋଷଣା, ଏହି ଦୁଇ ସହରରେ ଆୟୋଜିତ ହେବ ମହିଳା ପ୍ରିମିୟର ଲିଗ୍ ୨୦୨୪

ମୁମ୍ବାଇ,୨୪।୧: ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି ବିସିସିଆଇ। ୨୩ ଫେବୃଆରୀରୁ ୧୭ ମାର୍ଚ୍ଚ ପର୍ଯ୍ୟନ୍ତ ବେଙ୍ଗାଲୁରୁ ଏବଂ ଦିଲ୍ଲୀରେ ବହୁ ପ୍ରତୀକ୍ଷିତ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହେବ। ଏହି ରୋମାଞ୍ଚକର ଟି...

ସାର୍ବଜନୀକ ହେବ ଜ୍ଞାନବାପି ମସ୍‌ଜିଦ୍‌ ଉପରେ ASI ସର୍ଭେ ରିପୋର୍ଟ

ବାରାଣସୀ, ୨୪।୧: ଜ୍ଞାନବାପି ମସ୍‌ଜିଦ୍‌ ଉପରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସ୍‌ଆଇ)ର ସର୍ଭେ ରିପୋର୍ଟ ସମସ୍ତ ପକ୍ଷକୁ ଦିଆଯିବ। ଏନେଇ ଫାଷ୍ଟ ଟ୍ରାକ୍‌ କୋର୍ଟ ନିଷ୍ପତ୍ତି ନେଇଛନ୍ତି। ତେବେ ବର୍ତ୍ତମାନ ଏହି ନକଲ ସାର୍ବଜନୀନ ହେବ ନାହିଁ। ସନ୍ଧ୍ୟାରେ କୋର୍ଟ ଆଦେଶ...

ଆଇପିଏସ ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ୬ ଜିଲାର ଏସ୍‌ପି

ଭୁବନେଶ୍ୱର,୨୪।୧: ଆଇପିଏସ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର। କଟକ-ଭୁବନେଶ୍ୱର ନୂଆ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ୧୯୯୪ ବ୍ୟାଚ୍ ଆଇପିଏସ ଅଫିସର ସଂଜୀବ ପଣ୍ଡା। ଏବେ କମିଶନର ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୋଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି।...

ଭିଆଇପିଙ୍କୁ ଅଯୋଧ୍ୟା ନ ଆସିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଅଯୋଧ୍ୟା,୨୪।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ମଙ୍ଗଳବାର ୫ଲକ୍ଷରୁ ଅଧିକ ଲୋକ ରାମଲଲାଙ୍କ ଦର୍ଶନ କରିଛନ୍ତି। ଲୋକ ଗହଳିକୁ ଦୃଷ୍ଟିରେ ରଖି ଏବେ ମନ୍ଦିରରେ ଦର୍ଶନ ସମୟକୁ ବୃଦ୍ଧି କରାଯାଇଛି। ଏବେ...

Plane Crash: ୟୁକ୍ରେନ ସୀମାରେ ରୁଷିଆ ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ,୬୫ ମୃତ…

ମସ୍କୋ,୨୪।୧ : ରୁଷିଆର ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ମିଳିଛି। କୁହାଯାଉଛି ଏହି ବିମାନଟି ୟୁକ୍ରେନ ସୀମା ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବିମାନରେ ଥିବା ୬୫ ଜଣ ଲୋକ ଥିବା ଜଣାଯାଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ...

ୟୁପିରେ ଧନବର୍ଷା: ଦୁଇ ଦିନ ଭିତରେ ରାମ ମନ୍ଦିରକୁ ଦାନ ହେଲାଣି ୩.୧୭କୋଟି ଟଙ୍କା

ଅଯୋଧ୍ୟା,୨୪।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଅର୍ଥବ୍ୟବସ୍ଥାରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ତେଣୁ ଆଗାମୀ ସମୟରେ ସହ ଜଡ଼ିତ ଅର୍ଥବ୍ୟବସ୍ଥାର ବଡ ବିସ୍ତାର ହେବାର ସମ୍ଭାବନା ରହିଛି। ଦେଶର ବ୍ୟବସାୟୀ ସଙ୍ଘ କନଫେଡେରସନ ଅଫ...

Mamata Banerjee Accident: ମମତା ଦିଦିଙ୍କ କାର ଦୁର୍ଘଟଣା ଗ୍ରସ୍ତ, ମୁଣ୍ଡରେ ଆଘାତ…

କୋଲକାତା,୨୪।୧ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ବିଷୟରେ ବଡ ଖବର ଆସୁଛି। ମମତାଙ୍କ କାର  ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ସେ ଆହତ ହୋଇଛନ୍ତି। କୁହାଯାଉଛି ଘନ କୁହୁଡ଼ି ଯୋଗୁ କାର ଡ୍ରାଇଭର ବ୍ରେକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri