Tag Archives: Home Middle

ଶିମିଳିପାଳରେ ହେବ କଳାବାଘ ସଫାରୀ

ଭୁବନେଶ୍ୱର,୨୪ା୧(ଅସମାପିକା ସାହୁ): ମୟୂରଭଞ୍ଜ ଜିଲାର ଶିମିଳିପାଳରେ କଳାବାଘର ସଫାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ବୁଧବାର ଘୋଷଣା କରିଛନ୍ତି। Glad to announce that #Odisha is setting up an exclusive Melanistic Tiger Safari near Similipal Tiger...

ଜ୍ୟୋତିରାଦିତ୍ୟ ସିନ୍ଧିଆ ଦେଲେ କଂଗ୍ରେସକୁ ବଡ ଝଟ୍‌କା, କଂଗ୍ରେସର ୨୦୦ରୁ ଅଧିକ ନେତା ଭାଜପାରେ ସାମିଲ୍‌

ଚମ୍ବଲ,୨୪।୧: ଲୋକସଭା ନିର୍ବାଚନକୁ ନେଇ ମିଳିତ ମେଣ୍ଟ ଇଣ୍ଡିଆ ଗଠନ କରିଥିବା କଂଗ୍ରେସକୁ ବୁଧବାର ଗୋଟିକ ପରେ ଗୋଟିଏ ଝଟ୍‌କା ମିଳିବାରେ ଲାଗିଛି। ଆସନ ବୁଝାମଣାକୁ ନେଇ ଟିଏମସି, ପଞ୍ଜାବ ଏଏପି ଏକାକୀ ନିର୍ବାଚନ ଲଢିବା ନେଇ ଘୋଷଣା କରିବା...

କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝି

ଭବାନୀପାଟଣା,୨୪ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପୂର୍ବତନ ମନ୍ତ୍ରୀ ତଥା ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝି ବୁଧବାର ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଭବାନୀପାଟଣା ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସମର୍ଥକଙ୍କ ସହ...

ପ୍ରଳୟର ନିକଟତର ହେଲା ପୃଥିବୀ: ମହା ବିନାଶ ଘଣ୍ଟାରେ ଆଉ ବାକି ୯୦ ସେକେଣ୍ଡ…

ଓ୍ବାଶିଂଟନ,୨୪।୧ : ପ୍ରଳୟ ଘଣ୍ଟା ସାଙ୍କେତିକ ଭାବରେ ଦର୍ଶାଏ ଯେ ଆମେ ବିପର୍ଯ୍ୟୟର କେତେ ନିକଟତର। ଏହାର ସମୟ ପୁଣି ଥରେ ବଡ ଧ୍ୱଂସ ନିକଟରେ ପହଞ୍ଚିଛି। ଘଣ୍ଟାର ସମୟ ମଧ୍ୟରାତ୍ରି ପୂର୍ବରୁ ୯୦ ସେକେଣ୍ଡ ଦୂରରେ ରହିଛି। ବୈଜ୍ଞାନିକମାନେ...

୬ ମୃତକଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧(ଅସମାପିକା ସାହୁ): ମୟୂରଭଞ୍ଜର ଦ୍ବାରଶୁଣି ଘାଟିରେ ଏକ ସଡ଼କ ଦୁର୍ଘଟଣାରେ ବୁଧବାର ୬ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ...

ବିରୋଧୀ ମେଣ୍ଟ ଇଣ୍ଡିଆକୁ ଡବଲ ଝଟ୍‌କା: ଟିଏମସି ପରେ ଓହରିଲା ଏଏପି, ଏକା ଲଢିବା ନେଇ ଘୋଷଣା

ନୂଆଦିଲ୍ଲୀ,୨୪।୧: ବିରୋଧୀ ମିଳିତ ମେଣ୍ଟ ଇଣ୍ଡିଆକୁ ଡବଲ ଝଟ୍‌କା। ୨୪ନିର୍ବାଚନକୁ ଦୃଷ୍ଟିିରେ ରଖି ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟକୁ ଗୋଟିକ ପରେ ଗୋଟିଏ ଶକ୍ତ ଝଟକା ଲାଗିଛି। ଆସନ ବୁଝାମଣାରେ ବିଫଳ ହୋଇ କଂଗ୍ରେସ ଗୋଟିଏ ପରେ ଗୋଟିଏ ସହଯୋଗୀ...

ଭାରତ-ଫ୍ରାନ୍ସ ବନ୍ଧୁତା: ଆମେରିକା-ଚାଇନା ମନରେ ଦୁଃଖ…

ପ୍ୟାରିସ/ନୂଆଦିଲ୍ଲୀ,୨୪।୧ : ଗଣତନ୍ତ୍ର ଦିବସ ପରେଡରେ ଭାଗ ନେବାକୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଜାନୁଆରୀ ୨୫ ରେ ରାଜସ୍ଥାନର ଜୟପୁର ସହରରେ ପହଞ୍ଚିବେ। ଜୟପୁର ପରେ ଫ୍ରାନ୍ସ ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବେ ଯେଉଁଠାରେ ତାଙ୍କୁ ସ୍ବାଗତ କରାଯିବ। ଏହାପୂର୍ବରୁ...

ଚିକିତ୍ସା ବିଜ୍ଞାନରେ ବିରଳ: ଟ୍ରାନ୍ସଜେଣ୍ଡର ପୁରୁଷ ହେଲେ ଗର୍ଭବତୀ

ରୋମ,୨୪।୧: ଟ୍ରାନ୍ସଜେଣ୍ଡର ବ୍ୟକ୍ତି କେବେ ଗର୍ଭବତୀ ହେବାର ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଇଟାଲୀରେ ଏପରି ଅଜବ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଲିଙ୍ଗ ପରିବର୍ତ୍ତନ ପାଇଁ ସର୍ଜରୀ କରିବାକୁ ବ୍ୟକ୍ତିଜଣକ ୫ ମାସର ଗର୍ଭବତୀ ହୋଇଥିବା ଜଣାପଡିଛି।...

କର୍ମଚାରୀଙ୍କ ଉପରେ ଝୁଲୁଛି ଖଣ୍ଡା: ଅଫିସରେ ଲୋପ ପାଇବ ୮ ହଜାର ପଦବୀ, AIର ସହାୟତା ନେବାକୁ ଯାଉଛି ଏହି ବଡ଼ କମ୍ପାନୀ…

ବର୍ଲିନ,୨୪।୧ : ଜର୍ମାନ ସଫ୍ଟୱେର୍‌ କମ୍ପାନୀ SAP SE ଏହାର ବ୍ୟବସାୟ ପଦ୍ଧତିକୁ ସଂପୂର୍ଣ୍ଣ ରୂପେ ବଦଳାଇବାକୁ ଯାଉଛି। କମ୍ପାନୀ ବର୍ତ୍ତମାନ ଏଥିପାଇଁ ଏଆଇ ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରିବ। ଏହା କମ୍ପାନୀର ବ୍ୟବସାୟରେ କାର୍ଯ୍ୟ କରିବାର ପଦ୍ଧତିକୁ...

NGO ଉପରେ ମୋଦି ସରକାରଙ୍କ ଚଡ଼କ: FCRA ଲାଇସେନ୍ସ ରଦ୍ଦ…

ନୂଆଦିଲ୍ଲୀ,୨୪।୧ : କେନ୍ଦ୍ର ସରକାର ଅନେକ ଅନ୍ତର୍ଜାତୀୟ ଏନଜିଓର ଲାଇସେନ୍ସ ବାତିଲ କରିଛନ୍ତି। କାରଣ ଏହି ଏନଜିଓଗୁଡ଼ିକର ଏଫସିଆରଏ (ବିଦେଶୀ ଯୋଗଦାନ ନିୟାମକ ଅଧିନିୟମ) ଖାତା ବିବରଣୀ ଗାଏବ ହୋଇ ଯାଇଛି । ଏଥିସହ ଏହି ଏନଜିଓ ମାନଙ୍କ ପାଖକୁ...

ଇଣ୍ଡିଆ ମେଣ୍ଟରେ ଫାଟ: ପଶ୍ଚିମବଙ୍ଗରେ ଏକା ଲଢିବେ ମମତା, କଂଗ୍ରେସକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୨୪।୧: ବିରୋଧୀ ମହାମେଣ୍ଟ ଇଣ୍ଡିଆକୁ ଲାଗିଛି ବଡ ଝଟ୍‌କା। ତୃଣମୂଳ କଂଗ୍ରେସ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଏକା ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି। ବୁଧବାର ମମତା ଏହି ଘୋଷଣା କରି କହିଛନ୍ତି, ଆଗାମୀ ଲୋକସଭା...

ଦୁଆରଶୁଣୀ ଘାଟିରେ ଓଲଟିଲା ଟ୍ରକ୍‌ : ୬ ମୃତ, ୧୦ ଗୁରୁତର 

ବାରିପଦା,୨୪।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୪୯ନଂ ଜାତୀୟ ରାଜପଥ ଦୁଆରଶୁଣୀଘାଟିରେ  ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରାନୁଷ୍ଠାନର ଲାଇଟ ଓ ସାଉଣ୍ଡ ବକ୍ସ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି । ଏଥିରେ  ୬...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri