Tag Archives: Home Middle

୬ ଜଣ ସହକର୍ମୀଙ୍କୁ ଗୁଳି ଚଳାଇବା ପରେ ନିଜକୁ ଗୁଳି କଲେ ଆସାମ ରାଇଫଲ୍ସର ଜଣେ ଯବାନ

ଇମ୍ଫାଲ,୨୪।୧: ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ନିୟୋଜିତ ହୋଇଥିବା ଆସାମ ରାଇଫଲ୍ସ ଏକ ସୈନିକ ୬ ଜଣ ସହକର୍ମୀଙ୍କୁ ଗୁଳି କରି କରିବା ପରେ ନିଜକୁ ଗୁଳି କରିଛନ୍ତି। ପ୍ରକାଶ ଥାଉକି, ବୁଧବାର ସକାଳେ ଏହି ଘଟଣା ପରେ ଆସାମ ରାଇଫଲ୍ସ...

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ଆପତ୍ତି ଉଠାଇଲେ ୫୭ମୁସଲିମ ଦେଶ, ବାବ୍ରି ମସଜିଦକୁ ନେଇ କହିଲେ ଏପରି…

ନୂଆଦିଲ୍ଲୀ,୨୪।୧: ଅର୍ଗାନାଇଜେଶନ ଅଫ୍‌ ଇସଲାମିକ କର୍ପୋରେଶନ(OIC) ୫୭ ମୁସଲିମ ଦେଶର ସଂଗଠନ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ଆପତ୍ତି ଉଠାଇଛି। ମନ୍ଦିର ପ୍ରତିଷ୍ଠା ଉପରେ ଅଭିଯୋଗ କରି ସଂଗଠନ କହିଛି, ୫ଦଶକ ଧରି ଏଠାରେ ବାବ୍ରୀ ମସଜିଦ ରହି...

ଧନୀଘରର ପୁଅଙ୍କୁ ବିବାହ କରିବାକୁ ଚାହୁଁଥିଲେ କରନ୍ତୁ ଏହି ସର୍ଜରୀ, କ୍ଲିନିକ୍‌ ଦେଉଛି ବମ୍ପର ଅଫର

ସାଂଘାଇ,୨୪।୧: ଯେକୌଣସିି ବ୍ୟବସାୟ ଚଳାଇବା ପାଇଁ ହେଲେ ଏକ ଭଲ ମାର୍କେଟିଂ ଷ୍ଟ୍ରାଟେଜୀ ରହିବା ଜରୁରୀ। ଆପଣ ଭଲଭାବରେ ଜାଣିଥିବେ ଯେ, ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବ୍ୟବସାୟୀମାନେ ବିଭିନ୍ନ ପ୍ରକାରର ଲୋଭନୀୟ ଅଫର ଆଣିଥାନ୍ତି। କିଛି ଲୋକ ତାଙ୍କ...

ସାବଧାନ ! ବିପି, ଡାଇବେଟିସ, କାଶ, ଜ୍ୱର ପାଇଁ ଥିବା ୭୦ ଔଷଧ ଠିକ ଭାବେ କରୁନି କାମ:ସିଡିଏସସିଓ ଜାରି କଲା ବିଫଳ ତାଲିକା…

ନୂଆଦିଲ୍ଲୀ,୨୪।୧ : ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସସିଓ) ର ଅନୁସନ୍ଧାନରେ ହିମାଚଳ ପ୍ରଦେଶର ୨୫ ଫାର୍ମାସ୍ୟୁଟିକାଲ ଶିଳ୍ପରେ ଉତ୍ପାଦିତ ୬୦ଟି ଔଷଧ ଏବଂ ଇଞ୍ଜେକଶନ ଧାର୍ଯ୍ୟ ମାନକ ପୂରଣ କରୁନି ବୋଲି ଜଣାପଡିଛି। ଏସବୁ ଔଷଧ ଗୁଣାତ୍ମକ...

ଆତ୍ମହତ୍ୟା କରିବାକୁ ଚଢିଥିଲେ ବ୍ରିଜରେ, ବିରିୟାନୀ ଲୋଭରେ ଓହରିଲେ, ଭାଇରାଲ ହେଉଛି ଭିଡିଓ

କୋଲକତା,୨୪।୧: ସବୁ ଦିଗରୁ ନିରାଶ ହୋଇ ବସିଲେ ମଣିଷ ଆତ୍ମହତ୍ୟାର ଦିଗ ଆପଣାଇଥାଏ। ଗୋଟିଏ ପରେ ଗୋଟିଏ ଅସଫଳତାରେ ବିରକ୍ତି ହୋଇ ଆତ୍ମହତ୍ୟା କରିଦେବା ହିଁ ସର୍ବଶେଷ ମାର୍ଗ ଭାବେ ଦେଖିଥାଏ। ଆତ୍ମହତ୍ୟାସ୍ଥଳରେ ଲୋକଗହଳିରେ କାଳେ କରିହେବନି ବୋଲି ବ୍ୟକ୍ତି...

ପ୍ରାଣ ପ୍ରତିଷ୍ଠା ନେଇ ଖୁସି ନୁହନ୍ତି କମଲ ହାସନ: କହିଲେ ୩୦ ବର୍ଷ ତଳର ସେହି ପୁରୁଣା ମନ୍ତବ୍ୟ ମୁଁ ଦେବି…

ଚେନ୍ନାଇ,୨୪।୧ : ଯେଉଁଠାରେ ଭାରତର ଅନେକ ସେଲିବ୍ରିଟି ଅଯୋଧ୍ୟାରେ ରାମ ମନ୍ଦିରର ପବିତ୍ର ଉତ୍ସବ ପାଳନ କରୁଛନ୍ତି। ଏପରିସ୍ଥଳେ ଦକ୍ଷିଣ ହିନ୍ଦୀ ସିନେମାର ସୁପରଷ୍ଟାର କମଲ ହାସନ ଏପରି କିଛି କରିଛନ୍ତି ଯାହା ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି।...

ରାମଭକ୍ତଙ୍କ ପାଇଁ ଖୁସି ଖବର: ଏବେ ରାତିରେ ୩ ଘଣ୍ଟା ଅଧିକ ରାମଲାଲାଙ୍କ ଦର୍ଶନ କରିହେବ…

ଅଯୋଧ୍ୟା,୨୪।୧ : ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲାଲାଙ୍କ ଦର୍ଶନ କରିବାକୁ ଯାଉଥିବା ରାମ ଭକ୍ତଙ୍କ ପାଇଁ ଖୁସି ଖବର ରହିଛି। ଏବେ ରାତିରେ ୩ ଘଣ୍ଟା ଅଧିକ ରାମଲାଲାଙ୍କ ଦର୍ଶନ କରିହେବ । ମନ୍ଦିର ପ୍ରଶାସନ ଦର୍ଶନ ସମୟ ବଢ଼ାଇବାକୁ...

ଶାହାଙ୍କ ହାତରେ କାଠକଣ୍ଢେଇ ପାଲଟିଛନ୍ତି ହିମନ୍ତ: ରାହୁଲ ଆଣିଲେ ଅଭିଯୋଗ…

ଗୁଆହାଟୀ,୨୪।୧ : ଭାରତ ଯୋଡୋ ନ୍ୟାୟ ଯାତ୍ରାର ଏକାଦଶ ଦିନରେ ରାହୁଲ ଗାନ୍ଧୀ ଆସାମର ବାରପେଟାରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି। ବୁଧବାର ଦିନ ଯାତ୍ରା ଆରମ୍ଭରେ ରାହୁଲ କହିଛନ୍ତି ଆସାମ ସିଏମ ହିମନ୍ତ ବିଶ୍ୱ ଶର୍ମା ଦେଇଥିବା...

ଶ୍ରମିକଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ, ୬ ମୃତ

ଓଟାଓ୍ବା,୨୪।୧: ଉତ୍ତର କାନାଡାର ଏକ ଖଣିକୁ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ଯାତ୍ରୀବାହୀ ବିମାନ ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାନୁସାରେ, ଏହି ଦୁର୍ଘଟଣାରେ ଜଣଙ୍କର...

Byju Loss: ସବୁଠାରୁ ବଡ କ୍ଷତିରେ ଚାଲିଛି ବାଇଜୁ

ନୂଆଦିଲ୍ଲୀ,୨୪।୧: ଏକଦା ଦେଶର ସବୁଠାରୁ ମୂଲ୍ୟବାନ ଷ୍ଟାର୍ଟଅପ କୁହାଯାଉଥିବା ବାଇଜୁ ବର୍ତ୍ତମାନ ନିଜକୁ ଅସୁବିଧାରେ ଘେରି ରହିଛନ୍ତି। ଏଡେକ କମ୍ପାନୀର କ୍ଷତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୨୨ଆର୍ଥିକ ବର୍ଷରେ ବିଜୁ ୮୨୪୫ କୋଟି ଟଙ୍କା କ୍ଷତି ସହିଛି। ବର୍ତ୍ତମାନ...

ଭୟଙ୍କର ମହାମାରୀ ଆଣିପାରେ ଜୋମ୍ବି ଭୂତାଣୁ

ନୂଆଦିଲ୍ଲୀ,୨୪।୧: ଆର୍ଟିକ୍‌ ବରଫ ତଳେ ପୋତିହୋଇ ରହିଥିବା ଜୋମ୍ବି ଭୂତାଣୁ ଆଉ ଏକ ଭୟଙ୍କର ମହାମାରୀ ଆଣିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଫଳରେ ମାନବଜାତି ପାଇଁ ବଡ଼ ବିପଦ ଆସୁଥିବା ସେମାନେ ସତର୍କ କରାଇଛନ୍ତି। ଆର୍କ୍ଟିକର ସ୍ଥାୟୀ...

ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ: କପୂର୍ରୀଙ୍କୁ ଭାରତ ରତ୍ନ ଘୋଷଣା କରି ଇଣ୍ଡିଆ ସମ୍ମୁଖରେ ଖେଳିଲେ ପଛୁଆବର୍ଗ କାର୍ଡ…

ନୂଆଦିଲ୍ଲୀ,୨୩।୧ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଚଳିତ ବର୍ଷ ମରୋଣପରାନ୍ତ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି। କର୍ପୁରୀ ଠାକୁର ଦୁଇଥର ବିହାରର ମୁଖ୍ୟମନ୍ତ୍ରୀ ଏବଂ ଥରେ ଉପମୁଖ୍ୟମନ୍ତ୍ରୀ ଥିଲେ। ସେ ଦଳିତ ତଥା ପଛୁଆ ବର୍ଗର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri