Tag Archives: Home Middle

ଶ୍ରୀରାମ କଲେ ମାଲାମାଲ: ବଜାରରେ ଧାର୍ମିକ ପତାକା ଆଉଟ ଅଫ ଷ୍ଟକ, ତିନିଗୁଣା ଦାମ୍‌ରେ ବିକ୍ରି ହେଲା ଦୀପ…

ନୂଆଦିଲ୍ଲୀ,୨୩।୧ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ନେଇ ରାଜଧାନୀ ଦିଲ୍ଲୀ ବଡ଼ ଧରଣର କାରବାର ହୋଇଛି। ରାମନାମୀ ଗେରୁଆ ପତାକା ଆଉଟ ଅଫ ଷ୍ଟକ ହୋଇଯାଇଥିଲା। କେବଳ ଏତିକି ନୁହେଁ, ଦୀପଗୁଡ଼ିକ ତିନି ଗୁଣା ଅଧିକ...

୧୫କେଜି ସୁନା, ୧୮ହଜାର ହୀରା ଓ ପନ୍ନାର ଅଳଙ୍କାର ପିନ୍ଧିଛନ୍ତି ରାମଲଲା

ଅଯୋଧ୍ୟା,୨୩।୧: ଅଯୋଧ୍ୟାନଗରୀରରେ ପ୍ରତିଷ୍ଠା ହୋଇ ସାରିଛି ରାମ ମନ୍ଦିର। ସୋମବାର ମନ୍ଦିରକୁ ଉଦ୍‌ଘାଟନ କରିବା ସହ ରାମଲଲାଙ୍କ ୫ବର୍ଷିୟ ବାଳକ ସ୍ବରପକୁ ସ୍ଥାପନା କରାଯାଇଛି। ବାଳୁତ ରାମଲଲାଙ୍କୁ ମୂଲ୍ୟବାନ ସୁନା-ହୀରା ଖଚିତ ଅଳଙ୍କାରରେ ସୁସଜ୍ଜିତ କରାଯାଇଛି। ଅଳଙ୍କାରରେ ୧୫କେଜି ସୁନା,...

ନିର୍ବାଚନ କମିଶନରଙ୍କ ଟ୍ବିଟକୁ ନେଇ ବଢିଲା ସମ୍ଭାବନା, ଏପ୍ରିଲରେ ହୋଇପାରେ ନିର୍ବାଚନ

ଆଦିଲ୍ଲୀ,୨୩।୧: ଚଳିତ ବର୍ଷର ଏପ୍ରିଲ ମାସରେ ହୋଇପାରେ ସାଧାରଣ ନିର୍ବାଚନ। ନିର୍ବାଚନ କମିଶନରଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ହୋଇଥିବା ଟ୍ବିଟକୁ ନେଇ ବଢ଼ିଲା ସମ୍ଭାବନା। ଏପ୍ରିଲ ୧୬ ସମ୍ଭାବ୍ୟ ଭୋଟ ଗ୍ରହଣ ତାରିଖ କି ବୋଲି ପ୍ରଶ୍ନ ଉଠିଥିଲା। ଏନେଇ...

Aadhaar Biometric: ଆଧାର ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ବାୟୋମେଟ୍ରିକ ଲକ-ଅନଲକ କରିବାର ସହଜ ଉପାୟ ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧ : ଆଧାର କାର୍ଡ ପ୍ରତି ଲୋକଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଏଥିରେ ଜଣଙ୍କର ପ୍ରତ୍ୟେକ ତଥ୍ୟ ଅଛି। ଦେଶ ବୈଷୟିକ କ୍ଷେତ୍ରରେ ଯେତେ ବିକାଶ କରୁଛି, ବିପଦ ମଧ୍ୟ ସେତିକି ବଢୁଛି। ହ୍ୟାକରମାନେ ସର୍ବଦା ନୂଆ ଉପାୟରେ ଠକେଇ...

ପାକିସ୍ତାନରେ ନିର୍ବାଚନୀ ହିଂସା: ଘରେ ଇମ୍ରାନଙ୍କ ଦଳୀୟ ପତାକା ଲଗେଇବାରୁ ପୁଅକୁ ହତ୍ୟା କଲେ ବାପା

ସଲାମବାଦ,୨୩।୧: ପାକିସ୍ତାନରେ ନିର୍ବାଚନକୁ ନେଇ ହିଂସା ତେଜିବାରେ ଲାଗିଛି। ଏହି ଭିତରେ ହତ୍ୟା ଓ ଅପହରଣକୁ ନେଇ ଦେଶରେ ଅନେକ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ହିଂସା ଦେଶରେ ଉଗ୍ରରୂପ ଧାରଣ କରିଛି। ସଦ୍ୟତମ...

ରାମଲାଲାଙ୍କ ଦର୍ଶନ ମାତ୍ର ହଜାରେ ଟଙ୍କାରେ: ଯିବା-ଆସିବା-ଖାଇବା ମାଗଣା, କିଏ ଦେଉଛି ଜାଣନ୍ତୁ…

ଅଯୋଧ୍ୟା,୨୩।୧ : , ଅଯୋଧ୍ୟାରେ ଭଗବାନ ରାମଙ୍କ ନୂତନ ମନ୍ଦିର ଉଦଘାଟନ କରାଯାଇଛି। ଉଦଘାଟନୀ ଉତ୍ସବର ପ୍ରଥମ ଦିନରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇବାକୁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଥିଲା। ଭକ୍ତଙ୍କ ଏହି ଭାବନାକୁ ଦୃଷ୍ଟିରେ ରଖି ସେମାନଙ୍କୁ...

ରାମଲଲାଙ୍କ ଦର୍ଶନ ପାଇଁ ଭିଡ ବେକାବୁ: ପୋଲିସର ଲାଠିଚାର୍ଜ, ଭକ୍ତ ଆହତ

ଅଯୋଧ୍ୟା,୨୩।୧: ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ମଙ୍ଗଳବାର ପ୍ରବଳ ଭିଡ ହୋଇଛି। ସ୍ଥିତି ଏଭଳି ହୋଇଥିଲା ଯେ, ପୋଲିସକୁ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ମୃଦୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ତଥାପି ସ୍ଥିତି ନିୟନ୍ତ୍ରଣକୁ ଆସି ପାରି ନ...

ଶେୟାର ବଜାରରେ ଭୂକମ୍ପ: ନିବେଶକଙ୍କ ୮ ଲକ୍ଷ କୋଟି ବୁଡ଼ିଲା…

ମୁମ୍ବାଇ,୨୩।୧ : ଷ୍ଟକ ମାର୍କେଟରେ ମଙ୍ଗଳବାର ମାସିକ ଅବଧି ଶେଷ ହେବା ପୂର୍ବରୁ ବଜେଟ ଏବଂ ବେଞ୍ଚମାର୍କ ସୂଚକାଙ୍କ ହ୍ରାସ ପାଇଛି। ମଙ୍ଗଳବାର ସକାଳେ ଏକ ଶକ୍ତିଶାଳୀ ଆରମ୍ଭ ସତ୍ତ୍ୱେ ସେନସେକ୍ସ ଏବଂ ନିଫ୍ଟି ରେଡ ହୋଇ ଯାଇଥିଲା। ୧,୦୫୩.୧୦...

ନିଜ କମ୍ପାନୀର ସର୍ଭିସକୁ ଖରାପ କହିଲା ‘ଏଆଇ ଚାଟବୋଟ୍‌’, କଷ୍ଟମରଙ୍କୁ କଲା ଗାଳି, ଭାଇରାଲ ହେଉଛି ସ୍କ୍ରିନସଟ୍‌

ଶିଂଟନ୍‌,୨୩।୧: ନିକଟରେ ସୋସିଆଲ ମିଡିଆରେ ଏକ ସ୍କ୍ରିନସଟ୍‌ ଭାଇରାଲ ହୋଇଛି। ଯେଉଁଥିରେ ଏଆଇ ଚାଟ୍‌ବୋଟ୍‌ ନିଜ କମ୍ପାନୀର ସର୍ଭିସ ଖରାପ ବୋଲି ମେସେଜ କରିଛି। ଜଣେ ବ୍ୟକ୍ତି କିଛି ପ୍ରଶ୍ନ ପଚାରିବାରୁ ଚାଟବୋଟ୍‌ ଏପରି ରିପ୍ଲାଏ କରିଛି। କହିରଖୁଛୁ କି,...

ICC Test Team : କୋହଲି-ରୋହିତ-ବୁମରା ଟେଷ୍ଟ ଦଳରୁ ବାହାର, ୨ ଭାରତୀୟ ଖେଳାଳି ସାମିଲ…

କୋଲକାତା,୨୩।୧ : ଆଇସିସି ୨୦୨୩ବର୍ଷର ସର୍ବୋତ୍ତମ ଟେଷ୍ଟ ଦଳ ଘୋଷଣା କରିଛି। ବିଶ୍ୱ ଚାମ୍ପିୟନ ହୋଇଥିବା ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଶ୍ରେଷ୍ଠ ଦଳରେ ପାଞ୍ଚ ଜଣ କଙ୍ଗାରୁ ଖେଳାଳିଙ୍କୁ...

ଆସାମରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମୟରେ ପୋଲିସର ଲାଠିଚାର୍ଜ, ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ

ଗୁଆହାଟୀ,୨୩।୧ : ଆସାମରେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଚାଲିଥିବା ସମୟରେ ଉତ୍ତେଜନା ଦେଖାଦେଇଛି । କଂଗ୍ରେସର ୫ ହଜାରରୁ ଅଧିକ କର୍ମକର୍ତ୍ତାଙ୍କୁ ଗୁଆହାଟୀରେ ପ୍ରବେଶ କରିବାକୁ ଅନୁମତି ଦିଆ ନ ଯିବାରୁ ଉତ୍ତେଜନା ଦେଖାଦେଇଛି। ଉତ୍ତେଜନା ଦେଖାଯିବାରୁ...

ମହିଳା କେନ୍ଦ୍ରିକ ହେବ ଗଣତନ୍ତ୍ର ଦିବସ: ଭାରତୀୟ ମୂଳ ଫରାସୀ ସୈନିକ ପରେଡରେ କରିବେ ଅଂଶଗ୍ରହଣ, ପ୍ରଥମ ଥର ପାଇଁ ମହିଳା କଣ୍ଟିଜେଣ୍ଟ ସାମିଲ…

ନୂଆଦିଲ୍ଲୀ,୨୩।୧ : ଭାରତୀୟ ସେନାର ମେଜର ଜେନେରାଲ ସୁମିତ ମେହେଟ୍ଟା ମଙ୍ଗଳବାର ଗଣତନ୍ତ୍ର ଦିବସ ପରେଡ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରଥମ ଥର ପାଇଁ ସମସ୍ତ ମହିଳା ସୈନିକଙ୍କୁ ନେଇ ଏକ ସୈନ୍ୟ କଣ୍ଟିଜେଣ୍ଟ କତ୍ତର୍ବ୍ୟ ପଥରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri