Tag Archives: Home Middle

ଆଇସିସି ଦିନିକିଆ ଟିମ ଅଫ ଦି ଇୟର ଘୋଷଣା: ଦଳରେ ସ୍ଥାନ ପାଇଲେ ୬ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୩।୧: ଆଇସିସି  ଦିନିକିଆ ଟିମ ଅଫ ଦି ଇୟର ଘୋଷଣା କରିଛି। ଏଥିରେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଛି। ଏହି ସ୍ବତନ୍ତ୍ର ଦଳରେ ଭାରତର ୬ ଜଣ ଖେଳାଳି ନିଜ ସ୍ଥାନ ହାସଲ କରିବାରେ ସଫଳ ହୋଇଥିବାବେଳେ ୨ ଜଣ...

୩ ବରିଷ୍ଠ ନେତାଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ 

କଟକ,୨୩।୧: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ଘର ସଜଡ଼ା ଆରମ୍ଭ କରି ଦେଇଛି । ମଙ୍ଗଳବାର ୩ ବରିଷ୍ଠ ନେତାଙ୍କ ଉପରୁ  କଂଗ୍ରେସ ନିଲମ୍ବନ  ଆଦେଶ  ଉଠାଇଛି।  ସେମାନେ  ହେଲେ,  କଟକ-ବାରବାଟୀ ବିଧାୟକ  ମହମ୍ମଦ ମୋକିମ୍‌, ବରିଷ୍ଠ କଂଗ୍ରେସ...

ମିଜୋରାମରେ ଦୁର୍ଘଟଣାର ସମ୍ମୁଖୀନ ହେଲା ମ୍ୟାନ୍‌ମାର ସେନା ବିମାନ, ୬ ଆହତ

ଆଇଜଲ,୨୩।୧: ମଙ୍ଗଳବାର ସକାଳେ ମିଜୋରାମରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ମ୍ୟାନ୍‌ମାର ସୈନ୍ୟ ବିମାନ ଏଠାରେ ଥିବା ଲେଙ୍ଗପୁଇ ବିମାନବନ୍ଦରରେ ରନୱେରୁ ଖସିଯାଇଛି। ବିମାନରେ ପାଇଲଟଙ୍କ ସମେତ ବିମାନରେ ୧୪ ଜଣ ଲୋକ ଥିଲେ। ଏଥିମଧ୍ୟରୁ ୬ ଜଣ ଆହତ...

ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଗୁଆହାଟୀରେ ପ୍ରବେଶ ପାଇଁ ରାସ୍ତା ବନ୍ଦ, କଂଗ୍ରେସ କର୍ମୀଙ୍କ ଉତ୍ତେଜନା

ଗୁଆହାଟୀ,୨୩।୧: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଉତ୍ତର ପୂର୍ବର ଆସାମର ଗୁଆହାଟୀରେ ପୁଣିଥରେ ବିବାଦ ଦେଖାଦେଇଛି। ସହରରେ ଯାତ୍ରା କରିବାକୁ ଅନୁମତି ନ ଥିବାରୁ କଂଗ୍ରେସ କର୍ମୀ ଏବଂ...

ବନ୍ଦ ହେଲା ରାମ ମନ୍ଦିର ଦର୍ଶନ

ଅଯୋଧ୍ୟା,୨୩।୧: ଅଯୋଧ୍ୟାରେ ଅବସ୍ଥିତ ରାମ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବାରୁ ମନ୍ଦିରରେ ପ୍ରବେଶ ବନ୍ଦ ହୋଇଯାଇଛି। ରାମ ମନ୍ଦିରର ପ୍ରବେଶ ଦ୍ୱାରରେ ଭକ୍ତମାନଙ୍କୁ ଅଟକାଇ ଦିଆଯାଇଥିଲା। ଗର୍ଭଗୃହ ଭିତରେ ଭକ୍ତଙ୍କ ଭିଡ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି।...

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସାମିଲ ହେଉ ଭାରତ: ଏଲନ ମସ୍କ

ନୂଆଦିଲ୍ଲୀ,୨୩।୧: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ କେତେକ ପ୍ରସଙ୍ଗରେ ବିଶ୍ୱର ବୃହତ୍ତମ ସଂଗଠନ ମିଳିତ ଜାତିସଂଘରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା...

OSRTC ବସ୍‌କୁ ଧକ୍କା ଦେଲା ଘରୋଇ ବସ: ଏକାଧିକ ଆହତ

ଭୁବନେଶ୍ୱର,୨୩।୧: ଭୁବନେଶ୍ୱରର ବାଣୀବିହାର ଓଭରବ୍ରିଜ ଉପରେ ମଙ୍ଗଳବାର ସକାଳୁ ଏକ ଦୁର୍ଘଟଣା ଘଟିଛି। OSRTC ବସ୍‌କୁ ପଛରୁ ଏକ ଘରୋଇ ବସ୍‌କୁ ଧକ୍କା ଦେଇଛି ଘରୋଇ ବସ। ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ଟି ଯାତ୍ରୀଙ୍କୁ ଉଠାଇବା...

ଆମେରିକା ରାଷ୍ଟ୍ରପତିଙ୍କ ନାମରେ ନକଲି ରେକର୍ଡିଂ କଲ, ଭୋଟ ନ ଦେବାକୁ ନିବେଦନ

ଓ୍ବାଶିଂଟନ,୨୩।୧: ଆମେରିକାର ନ୍ୟୁ ହାମ୍ପସାୟରରେ ଆଜି ପ୍ରାଥମିକ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଭୋଟ ଦେବା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ବରରେ ଏକ ନକଲି ରେକର୍ଡିଂ କଲ ନ୍ୟୁ ହାମ୍ପସାୟାର ଲୋକଙ୍କ ନିକଟରେ ପହଞ୍ଚିଛି। ଏହି...

ଆମେରିକାରେ ଗୁଳିମାଡ଼: ୭ ମୃତ

ଓ୍ବାଶିଂଟନ,୨୩।୧: ଆମେରିକାର ଚିକାଗୋରେ ଦୁଇଟି ଭିନ୍ନ ସ୍ଥାନ ଗୁଳି ମାଡ଼ରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଇଲିନୋଇସର ଜୋଲିଏଟର ଓ୍ବେଷ୍ଟ ଏକର୍ସ ରୋଡର ୨୨୦୦ ବ୍ଲକରେ ଏହି ଗୁଳି ବିନିମୟ ହୋଇଛି। ଏହି ଘଟଣା ପରଠାରୁ ଅଭିଯୁକ୍ତ ଫେରାର ଅଛନ୍ତି।...

ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଦିନ ଭକ୍ତଙ୍କ ପାଇଁ ଖୋଲିଲା ରାମ ମନ୍ଦିର, ଭୋର ୩ଟାରୁ ଶ୍ରଦ୍ଧାଳୁଙ୍କ ଭିଡ

ଅଯୋଧ୍ୟା,୨୩।୧: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ସକାଳେ ଭକ୍ତମାନେ ପୂଜାପାଠ କରିବା ପାଇଁ ଶ୍ରୀ ରାମ ମନ୍ଦିରର ମୁଖ୍ୟ ଫାଟକରେ ବହୁ ସଂଖ୍ୟାରେ ଏକାଠି ହେବା ଆରମ୍ଭ କରିଛନ୍ତି ଏବଂ ଶ୍ରୀ ରାମ ଲାଲାଙ୍କ ଦର୍ଶନ କରିଛନ୍ତି। ଆଜିଠାରୁ...

ଦିଲ୍ଲୀ, ନଏଡା, ଗାଜିଆବାଦରେ ଭୂକମ୍ପ

ନୂଆଦିଲ୍ଲୀ,୨୩।୧: ସୋମବାର ରାତିରେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଏନସିଆରର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଭୟଭୀତ ହୋଇ ପଡିଥିଲେ। ରାତିରେ ଘଟିଥିବା ଭୂକମ୍ପ ପରେ ଅନେକ ଲୋକ ରାସ୍ତାରେ ବୁଲୁଥିବା ଦେଖଇବାକୁ ମିଳିଥିଲା। ଜାତୀୟ...

ବାସଭବନରେ ଦୀପ ଜଳାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧: ସୋମବାର ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ସମାପ୍ତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଦୀପ ଜାଳିଛନ୍ତି। ଏଥିସହ ରାମଜ୍ୟୋତି ପ୍ରଜ୍ଜଳିତ କରି ନିଜ ଘରେ ରାମଲାଲାଙ୍କୁ ସ୍ବାଗତ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri