Tag Archives: Home Middle

ଆଜି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା: ସାଧାରଣ ଦର୍ଶନ କେତେବେଳେ, କୌଣସି ଦେୟ ଅଛି କି ନାହିଁ ଜାଣନ୍ତୁ ଏ ସମ୍ପର୍କରେ…

ଅଯୋଧ୍ୟା,୨୨ା୧: ଆଜି ଅର୍ଥାତ୍‌ ସୋମବାର ୨୨ ତାରିଖରେ ଅଯୋଧ୍ୟାରେ ନୂଆ ରାମମନ୍ଦିରର ପ୍ରତିଷ୍ଠା କରାଯିବ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶ ତଥା ବିଶ୍ୱର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟ...

ପ୍ରାଣ ପ୍ରତିଷ୍ଠା ଉତ୍ସବରେ କାହିଁକି ଯୋଗ ଦେବେନି ଲାଲକୃଷ୍ଣ ଆଡଭାଣୀ, ଏହା ହେଉଛି କାରଣ…

ଅଯୋଧ୍ୟା,୨୨।୧ : ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାଣୀ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବେ ନାହିଁ। ସୂତ୍ରରୁ ପ୍ରକାଶ , ସେ ରାମ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବା ସମ୍ଭାବନା କମ। ଥଣ୍ଡା ଯୋଗୁ ଆଡଭାଣୀ...

ଅମରାବତୀରୁ ୫୦୦ କିଲୋଗ୍ରାମ “କୁଙ୍କୁମ” ସହିତ ଅନ୍ୟ ସ୍ଥାନରୁ ରାମ ମନ୍ଦିରରେ ପହଞ୍ଚିଲା ଏସବୁ…

ଅଯୋଧ୍ୟା,୨୨।୧ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କନ୍ନୌଜରୁ ସ୍ବତନ୍ତ୍ର ସୁଗନ୍ଧିତ ଅତର, ଅମରାବତୀରୁ ୫୦୦ କିଲୋଗ୍ରାମ “କୁଙ୍କୁମ”, ଦିଲ୍ଲୀର ରାମ ମନ୍ଦିରରୁ ସଂଗୃହିତ ଶସ୍ୟ, ଭୋପାଳରୁ ଫୁଲ ଏବଂ ମଧ୍ୟପ୍ରଦେଶର ଛିନ୍ଦୱାରା ଠାରୁ ୪,୩୧...

ଅଯୋଧ୍ୟାରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ସହର ଉପରେ ୧୦,୭୧୫ ଏଆଇ କ୍ୟାମେରା ନଜର…

ଅଯୋଧ୍ୟା,୨୨।୧ : ଅଯୋଧ୍ୟାରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୦,୭୧୫ ଏଆଇ ଆଧାରିତ କ୍ୟାମେରା ସହର ଉପରେ ନଜର ରଖିଛି। ଏନଏସଜିର ଦୁଇଟି ସ୍ନାଇପର ଦଳ ନିୟୋଜିତ ହୋଇଛନ୍ତି। ବିସ୍ଫୋରକ ସାମଗ୍ରୀ ପାଇଁ ଭୂମି ଯାଞ୍ଚ କରିବା ପାଇଁ...

୮୪ ସେକେଣ୍ଡର ଅଭିଜିତ ମୂହୁର୍ତ୍ତକୁ ଅପେକ୍ଷା…

ଅଯୋଧ୍ୟା ,୨୨।୧ : ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଶୁଭ ମୂହୁର୍ତ୍ତକୁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି। ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡ ଶୁଭ ଅଭିଜିତ ମୂହୁର୍ତ୍ତକୁ ଚୂଡାନ୍ତ କରାଯାଇଛି। ଶୁକ୍ଳ କୁର୍ମ ଦ୍ୱାଦଶୀ,...

ଅଯୋଧ୍ୟାରେ ସୁଦର୍ଶନଙ୍କ ନୂଆ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ, ୨୨।୧: ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରବିବାର ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଅଯୋଧ୍ୟାର ରାମକଥା ପାର୍କରେ ସୁଦର୍ଶନଙ୍କ ଦ୍ୱାରା ପ୍ରସ୍ତୁତ ରାମମନ୍ଦିରର ୫୦୦ କ୍ଷୁଦ୍ର ପ୍ରତିରୂପ...

ପ୍ରାଣ ପ୍ରତିଷ୍ଠା ନେଇ ସାରା ବିଶ୍ୱରେ ଉତ୍ସାହ: ଆମେରିକା ରାଜରାସ୍ତାରେ ଜୟ ଶ୍ରୀରାମ ସ୍ଲୋଗାନ, ଟାଇମ୍ସ ସ୍କୋୟାରରେ ଲଡୁ ବଣ୍ଟା…

ଓ୍ବାଶିଂଟନ,୨୨।୧ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ବିଶ୍ୱରେ ଉତ୍ସାହ ଦେଖାଦେଇଛି। ଆମେରିକାର ହିନ୍ଦୁମାନଙ୍କ ମଧ୍ୟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଉତ୍ସାହ ରହିଛି। ଏହି ଅବସରରେ, ରାମ ମନ୍ଦିର ଓଭରସିଜ ଫ୍ରେଣ୍ଡସର ସଦସ୍ୟମାନେ ଆମେରିକାର...

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ପ୍ରସଙ୍ଗ: ପୁଣି ଧର୍ମେନ୍ଦ୍ର-ପ୍ରଣବ କଥା କଟାକଟି

ଭୁବନେଶ୍ୱର, ୨୨।୧ (ଅସମାପିକା ସାହୁ): କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ପ୍ରସଙ୍ଗ ନେଇ ପୁଣି ରବିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ କଥା କଟାକଟି ହୋଇଛି। ଧର୍ମେନ୍ଦ୍ର...

ଆନ୍ଦୋଳନକୁ ଓହ୍ଲାଇବ ଓଷ୍ଟା

ଭୁବନେଶ୍ୱର/କଟକ ୨୨।୧(ଅସମାପିକା ସାହୁ/କାର୍ତ୍ତିକ ସାହୁ): ବିଭିନ୍ନ ସମସ୍ୟା ନେଇ ଫେବୃଆରୀ ପ୍ରଥମ ସପ୍ତାହରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)। ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ର ଓ ପରିଚାଳନା କମିଟି ସଦସ୍ୟଙ୍କ ସହ ବିଭିନ୍ନ ସଙ୍ଗଠନ ଏହି...

କୋହଲା ପାଗକୁ ହାଲୁକା ବର୍ଷା

ଭୁବନେଶ୍ୱର, ୨୨।୧(ଅସମାପିକା ସାହୁ): ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ଗୁରୁଚାପ ବଳୟ ପ୍ରଭାବରେ ସାରା ରାଜ୍ୟରେ କୋହଲା ପାଗ ଲାଗି ରହିଛି। ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ମଧ୍ୟ ହୋଇଛି।...

‘ରାମମୟ’ ଅଯୋଧ୍ୟା: ରାମଲାଲାଙ୍କ ୫୦୦ ବର୍ଷ ‘ନିର୍ବାସନ’ର ସମାପ୍ତି କରି ଆଜି ହେବ ‘ପ୍ରାଣ ପ୍ରତିଷ୍ଠା’

ଅଯୋଧ୍ୟା,୨୨।୧: ପ୍ରାୟ ୫୦୦ ବର୍ଷ ଧରି ଯେଉଁ ମହାର୍ଘ୍ୟ ମୁହୂର୍ତ୍ତକୁ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ, ସେହି ଐତିହାସିକ କ୍ଷଣ ଉପନୀତ। ଅଯୋଧ୍ୟା ରାମମନ୍ଦିରରେ ସୋମବାର ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ତର ପ୍ରଦେଶ ସମେତ ସାରା...

ରାମ ଜନ୍ମଭୂମିରେ ସାଢେ ୪ ଘଣ୍ଟା ରହିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୧: ବର୍ଷ ବର୍ଷର ଅପେକ୍ଷା ବର୍ତ୍ତମାନ ଶେଷ ହେବାକୁ ଯାଉଛି। ସେହି ଶୁଭ ସମୟ ସୋମବାର ଦିନ୧୨ଟା ୫ ରୁ ୧୨ଟା ୫୫ମଧ୍ୟରେ ହେବ, ଯେତେବେଳେ ବୈଦିକ ମନ୍ତ୍ର ମଧ୍ୟରେ କମଲ ନୟନଙ୍କ ଅଚଳ ପ୍ରତିମୂର୍ତ୍ତିକୁ ଏହାର ଈଶ୍ୱରୀୟ ମନ୍ଦିରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri