Tag Archives: Home Middle

ପ୍ରାଣ ପ୍ରତିଷ୍ଠାର ପୂର୍ବ ସନ୍ଧ୍ୟାରେ ମୋଦିଙ୍କୁ ପତ୍ର ଲେଖିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୧।୧: ସୋମବାର ଜାନୁଆରୀ ୨୨ରେ ଅଯୋଧ୍ୟାରେ ଥିବା ଶ୍ରୀ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଅତିଥିମାନେ ପହଞ୍ଚିବା ଆରମ୍ଭ କରିଛନ୍ତି ଏବଂ ଏକ ଐତିହାସିକ ଉତ୍ସବ...

ଜଣେ ବ୍ୟକ୍ତି ଭଗବାନଙ୍କ ଉପରେ କବ୍ଜା କରିଛନ୍ତି, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୋଦିଙ୍କୁ ଟାର୍ଗେଟ୍‌ କଲେ ଖାର୍ଗେ

ନୂଆଦିଲ୍ଲୀ,୨୧।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମଲାଲା ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଆସାମର ନାଗାଓଁରେ ଏକ ରାଲିରେ ସମ୍ବୋଧିତ କରି କହିଥିଲେ ଯେ,...

ସକାଳ ୧୦ଟାରୁ ଗୁଞ୍ଜରିତ ହେବ ମଙ୍ଗଳଧ୍ୱନି, ୮୪ ସେକେଣ୍ଡ ଶୁଭ ମୁହୂର୍ତ୍ତରେ ହେବ ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟା,୨୧।୧: ଅଯୋଧ୍ୟାରେ ରାମଲାଲା ପହଞ୍ଚିବାର ସମୟ ପାଖେଇ ଆସିଛି। ସୋମବାର (ଜାନୁଆରୀ ୨୨) ରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସମଗ୍ର ସହରକୁ ଆଧ୍ୟାତ୍ମିକ ରଙ୍ଗରେ ସଜାଯାଇଛି। ସମଗ୍ର ମନ୍ଦିର...

ଶ୍ରୀରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଉତ୍ସବମୁଖର ସମଗ୍ର ଦେଶ, ଅଯୋଧ୍ୟାରେ ପହଞ୍ଚିଲେଣି ଅନେକ ବ୍ୟକ୍ତିବିଶେଷ

ନୂଆଦିଲ୍ଲୀ,୨୧।୧: ଅଯୋଧ୍ୟାରେ ଶ୍ରୀରାମଲାଲା ବିରାଜମାନର ପ୍ରାଣ ପ୍ରତିଷ୍ଠା ସମାରୋହକୁ ଐତିହାସିକ କରିବାପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏହି ଭବ୍ୟ ଉତ୍ସବକୁ ଦେଖିବାପାଇଁ ହଜାର ହଜାର ସଂଖ୍ୟାରେ...

ଅଯୋଧ୍ୟାରେ ରାମଲାଲାଙ୍କ ‘ମ୍ୟାଜିକ’, ସୁନାଠାରୁ ବି ଅଧିକ ହେଲା ଜମିର ଦାମ

ଅଯୋଧ୍ୟା,୨୧।୧: ରାମ ସୁରତ ବର୍ମା ୨୦୧୯ରେ ତାଙ୍କ ଜମି ବିକ୍ରୟ ନିଷ୍ପତ୍ତିରେ ବର୍ତ୍ତମାନ ଅନୁତାପ କରୁଛନ୍ତି। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରୁ ପ୍ରାୟ ୧୫୫ କିଲୋମିଟର (୯୬ ମାଇଲ) ଦୂରରେ ଥିବା ଅଯୋଧ୍ୟା ଜିଲାର ତକପୁରା ଗାଁର ଜଣେ କୃଷକ ଚାରି...

ପାକିସ୍ତାନରେ ବଢ଼ିବ ଅଶାନ୍ତି-ଅରାଜକତା: ଇମ୍ରାନଙ୍କ ଚେତାବନୀ…

ଇସଲାମାବାଦ,୨୧।୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚେତାବନୀ ଦେଇଛନ୍ତି ଯଦି ସାଧାରଣ ନିର୍ବାଚନରେ ସ୍ବଚ୍ଛତା ବଜାୟ ନ ରଖାଯାଏ ଏବଂ ତାଙ୍କ ଦଳ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସମାନ ସୁଯୋଗ ନ ପାଏ, ତେବେ ନିର୍ବାଚନ ପରେ ଦେଶରେ...

ଟ୍ରମ୍ପ ବୁଢ଼ା ହୋଇଗଲେଣି, ରାଷ୍ଟ୍ରପତି ପଦ ପାଇଁ ମାନସିକ ରୂପେ ଅଯୋଗ୍ୟ: ନିକ୍କି ହେଲି…

ଓ୍ବାଶିଂଟନ,୨୧।୧ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଚଳିତ ବର୍ଷ ଶେଷରେ ଅନ୍ତିମ ରାଉଣ୍ଡ ଭୋଟ ପରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହେବେ। ଏଭଳି ପରିସ୍ଥିତିରେ ବିଭିନ୍ନ ରାଜନେତିକ ଦଳଙ୍କ ମଧ୍ୟରେ ଆରୋପ...

ପାକିସ୍ତାନ ସହ ଉତ୍ତେଜନା: ଭାରତର ନିକଟତର ହେବାରେ ଲାଗିଛନ୍ତି ତାଲିବାନ ସରକାର…

କାବୁଲ,୨୧।୧ : ପାକିସ୍ତାନ ଏବଂ ଆଫଗାନିସ୍ତାନର ତାଲିବାନ ସରକାର ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଆଫଗାନିସ୍ତାନର ତାଲିବାନ ସରକାର ଧୀରେଧୀରେ ଭାରତର ନିକଟତର ହେବାରେ ଲାଗିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସରେ ଭାରତୀୟ...

ପ୍ରାଣ ପ୍ରତିଷ୍ଠାକୁ ଯିବେନି ଚନ୍ଦ୍ରଚୂଡ, ରାୟ ଦେଇଥିବା ୫ ଜଣିଆ ସାମ୍ବିଧାନିକ ବେଞ୍ଚର ଜଣେ ବିଚାରପତି ଉତ୍ସବରେ ଦେବେ ଯୋଗ…

ଅଯୋଧ୍ୟା,୨୧।୧ : ଅଯୋଧ୍ୟାରେ ରାମ ମନ୍ଦିର ର୍ନିମାଣ ପାଇଁ ରାସ୍ତା ପରିଷ୍କାର କରିଥିବା ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚର ଜଣେ ବିଚାରପତି କେବଳ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଅଂଶଗ୍ରହଣ କରିବେ। ଜାନୁୟାରୀ ୨୨ ରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ତତ୍କାଳୀନ...

ଆଫଗାନିସ୍ତାନରେ ଭାରତୀୟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ,୨୧।୧: ସ୍କୋ ଅଭିମୁଖେ ଯାଉଥିବା ଏକ ଭାରତୀୟ ବିମାନ ରବିବାର ଆଫଗାନିସ୍ତାନର ବଦାଖଶାନର ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ସ୍ଥାନୀୟ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ବଦାଖଶାନ ପୋଲିସ କମାଣ୍ଡ କହିବା ଅନୁଯାୟୀ ଯାତ୍ରୀବାହୀ ବିମାନ ଗତକାଲି ରାତିରେ...

ମହାକାଶରୁ କିପରି ଦେଖାଯାଉଛି ରାମ ମନ୍ଦିର, ଇସ୍ରୋ ଜାରି କଲା ସାଟେଲାଇଟ ଚିତ୍ର…

ଅଯୋଧ୍ୟା,୨୧।୧ : ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଛି। ଏହି ସମୟରେ, ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ମହାକାଶରୁ ରାମ ମନ୍ଦିରର ଚିତ୍ର ଜାରି କରିଛି। ଇସ୍ରୋ ଏହାର ସ୍ବଦେଶୀ ସାଟେଲାଇଟ ବ୍ୟବହାର...

ରାମଲଲାଙ୍କ ଶଶୁରଙ୍କ ଘରୁ ଆସିଲା ୨୫୧ ପ୍ରକାର ଭାର, ସୁନା-ରୂପାର ବାସନ ସମେତ ୧୨୫ପ୍ରକାର ଉପହାର

ଅଯୋଧ୍ୟା,୨୧।୧: ରାମଙ୍କ ଶଶୁରଘରୁ ଆସିଲା ୨୫୧ ପ୍ରକାର ଭାର। ଅଯୋଧ୍ୟାରେ ଜାନୁଆରୀ ୨୨କୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଯାହାକୁ ନେଇ ବୈଶାଳୀ ଜିଲାର ପାତେପୁରସ୍ଥିତ ଶ୍ରୀରାମ-ଜାନକୀ ମଠରୁ ୨୫୧ ପ୍ରକାର ଭାର ପଠାଯାଇଛି। ମାତା ସୀତାଙ୍କ ସନ୍ମସ୍ଥଳୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri