Tag Archives: Home Middle

ଅଭେଦ୍ୟ ଦୁର୍ଗରେ ପରିଣତ ହେଲା ଅଯୋଧ୍ୟା, ଚାରିଆଡେ ଯବାନଙ୍କ କଡ଼ା ପହରା…

ଅଯୋଧ୍ୟା,୨୧।୧ : ଜାନୁଆରୀ ୨୨ରେ ଭଗବାନ ଶ୍ରୀରାମଙ୍କ ସହର ଅଯୋଧ୍ୟାରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ବର୍ତ୍ତମାନ ପ୍ରାଣ ପ୍ରତିଷ୍ଠା ପାଇଁ ମାତ୍ର କିଛି ଘଣ୍ଟା ବାକି ଅଛି। ଏହି କାର୍ଯ୍ୟ ପାଇଁ ପ୍ରସ୍ତୁତି ଜୋରସୋରରେ...

ଭାରୀ ଜିନିଷ ଅର୍ଡର କରନ୍ତୁ ନାହିଁ, ଥକ୍କି ପଡୁଛୁ; ଗ୍ରାହକଙ୍କୁ ନିବେଦନ କରିବାରୁ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେଲା ଆମାଜନ

ନୂଆଦିଲ୍ଲୀ,୨୧।୧: ଭାଇରାଲ ହେବା ପାଇଁ ଏବେ ଲୋକମାନେ ରିଲ୍ସ ଓ ସର୍ଟସ୍ପ ଭିଡିଓରେ ଅଜବଗଜବ ପ୍ରକାର କୌଶଳ ଆପଣାଉଛନ୍ତି। ସାମ୍ପ୍ରତିକ ସମୟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମାଜନ ପରି ବହୁ ଟେକ୍‌...

ଏମ୍ସ ବଦଳାଇଲା ନିଷ୍ପତ୍ତି: ପ୍ରାଣ ପ୍ରତିଷ୍ଠା ଦିନ ଓପିଡି ରହିବ ଖୋଲା, ସର୍କୁଲାର ଜାରି…

ନୂଆଦିଲ୍ଲୀ,୨୧।୧ : ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରାମ ମନ୍ଦିରରେ ରାମ ଲାଲାଙ୍କ ସମର୍ପଣ ସମାରୋହକୁ ଦୃଷ୍ଟିରେ ରଖି ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବାକୁ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛି। ଏମ୍ସ ରବିବାର...

ମାଳଦ୍ୱୀପରୁ ଭାରତକୁ ଊଡାଣ କରିବନି ବିମାନ, ରାଷ୍ଟ୍ରପତିଙ୍କ ଜିଦି ନେଲା ନାବାଳକଙ୍କ ଜୀବନ…

ମାଲେ,୨୧।୧ : ମାଳଦ୍ୱୀପ ଏବଂ ଭାରତ ମଧ୍ୟରେ ସମ୍ପର୍କ ପୂର୍ବ ଭଳି ନାହିଁ। ଏବେ ସମ୍ପର୍କରେ ଫାଟ ଦେଖାଦେଇଛି। ଏହି ତିକ୍ତତା ଏପରି ଏକ ସମୟରେ ଆସିଥିଲା ଯେତେବେଳେ ମାଳଦ୍ୱୀପ ମନ୍ତ୍ରୀମାନେ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ...

ସାଧାରଣତନ୍ତ୍ର ଦିବସ ୨୦୨୪: ଜାଣନ୍ତୁ, କିଏ କେଉଁଠି କରିବେ ପତାକା ଉତ୍ତୋଳନ ?

ଭୁବନେଶ୍ୱର,୨୧।୧: ଆସନ୍ତା ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ରଘୁବର ଦାସ ଭୁବନେଶ୍ୱରର ଲୋୟର ପିଏମଜିରେ ପତାକା ଉତ୍ତୋଳନ କରିବେ। ଏହାବାଦ୍ ୧୭ ଜଣ ମନ୍ତ୍ରୀ ୧୭ ଟି ଜିଲାର ସଦର ମହକୁମାରେ, ୨ଟି ସ୍ଥାନରେ ଆରଡିସି ଏବଂ ୯ଟି ଜିଲାରେ ସ୍ଥାନୀୟ...

ରାମ ମନ୍ଦିର ପରେ ଅଯୋଧ୍ୟାକୁ ମିଳିବ ମସଜିଦ, ଜାଣନ୍ତୁ କେବେ ହେବ ପ୍ରତିଷ୍ଠା

ଅଯୋଧ୍ୟା,୨୧।୧: ଜାନୁଆରୀ ୨୨ ଅର୍ଥାତ୍‌ ସୋମବାର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦ୍‌ଘାଟନ ହେବାକୁ ଯାଉଛି। ରାମ ମନ୍ଦିର ବିବାଦୀୟ ଭୂମିକୁ ନେଇ ୨୦୧୯ରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ରାୟବେଳେ ଅଯୋଧ୍ୟାରେ ରାମ ମନ୍ଦିର ସହ ମସଜିଦ ନିର୍ମାଣ ପାଇଁ...

ପ୍ରାଣ ପ୍ରତିଷ୍ଠା ଦିନ ଏମ୍ସ ସମେତ ଅନ୍ୟ କେନ୍ଦ୍ର ସରକାରୀ ହସପିଟାଲ ହାଫ୍‌ ଡେ: ମୃତ୍ୟୁ ଘଟୁଥିବା ରୋଗୀଙ୍କୁ ଅପେକ୍ଷା କରିବାକୁ କହିବେ କି ଡାକ୍ତର, ବିରୋଧୀ କହିଲେ ‘ହେ ରାମ’…

ନୂଆଦିଲ୍ଲୀ,୨୧।୧ : ଜାନୁଆରୀ ୨୨ ସୋମବାର, ରାମ ମନ୍ଦିରର ପବିତ୍ର ଉଦଘାଟନୀ ଦିବସରେ ଦିଲ୍ଲୀର ଏମ୍ସ ସହିତ ସମସ୍ତ କେନ୍ଦ୍ରୀୟ ଡାକ୍ତରଖାନାରେ ଅଧା ଦିନର ଛୁଟି ଘୋଷଣା କରାଯାଇଛି। ଏହାକୁ ନେଇ ବିରୋଧୀ ଦଳ ପକ୍ଷରୁ ଆଶ୍ଚର୍ଯ୍ୟ ପ୍ରକଟ କରାଯିବା...

ଭାରତ-ଆମେରିକା ସମ୍ପର୍କ ସାରା ବିଶ୍ୱ ପାଇଁ ଅତ୍ୟନ୍ତ ଲାଭଦାୟକ…

ଓ୍ବାଶିଂଟନ,୨୧।୧ : କେବଳ ଏହି ଦୁଇ ଦେଶ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଲାଭଦାୟକ ଅଟେ। ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସିଂ ସାନ୍ଧୁ ଭାରତୀୟ ଆମେରିକୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବାବେଳେ...

ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉପରେ ଲାଗିବ କି ରୋକ୍‌! କୋର୍ଟରେ ପିଟିଶନ ଦାଖଲ କଲେ ୪ ଛାତ୍ର

ମୁମ୍ବାଇ,୨୧।୧:ପ୍ରାଣ ପ୍ରତିଷ୍ଠାକୁ ନେଇ ଏବେ ସାରାଦେଶ ରାମମୟ। ଏଥିପାଇଁ ଦେଶରେ ୯ଟି ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି ସରକାର। ମହାରାଷ୍ଟ୍ର ସରକାର ମଧ୍ୟ ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଛୁଟି ଘୋଷଣା କରିଛନ୍ତି । ଯାହାକୁ...

କ୍ରିପ୍ଟୋ ନାଁରେ ୧୫ କୋଟିର ଠକେଇ

ବଲାଙ୍ଗୀର, ୨୧ା୧ (ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀରରୁ ପରିଚାଳିତ ଏକ ନକଲି କ୍ରିପ୍ଟୋକରେନ୍ସି ର଼୍ୟାକେଟର ପର୍ଦ୍ଦାଫାଶ କରିଛି ସ୍ଥାନୀୟ ପୋଲିସ। ଏହି କ୍ରିପ୍ଟୋକରେନ୍ସି ଜରିଆରେ ପ୍ରାୟ ୧୫ କୋଟି ଟଙ୍କାର ଠକେଇ ବା ଲୁଟ୍‌ କରାଯାଇଛି। ର଼୍ୟାକେଟର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ...

ମଙ୍ଗୁଳି ଛକରେ ଟ୍ରକ୍‌କୁ ପିଟିଲା କାର୍‌, ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

ଚୌଦ୍ୱାର,୨୧।୧(ମାନସ କୁମାର ସାମଲ): ଓଡିଆ ସିନେଜଗତର ଲୋକପ୍ରିୟ ସିନେ ନିର୍ଦ୍ଦେଶକ ସୁଧାକର ବସନ୍ତ ଦୁର୍ଘଟଣାର ଶିକାର ହୋଇଛନ୍ତି। କଟକ ମଙ୍ଗୁଳିସ୍ଥିତ ବଜରଙ୍ଗୀ ଓ୍ବେ ବ୍ରିଜ୍‌ ନିକଟରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ହସ୍ପିଟାଲରେ ଭର୍ତ୍ତି...

ଗଣମାଧ୍ୟମ, ସୋସିଆଲ ମିଡିଆକୁ ସତର୍କ କରାଇଲା କେନ୍ଦ୍ର; ରାମମନ୍ଦିରକୁ ନେଇ ବିଭ୍ରାନ୍ତ କରନାହିଁ

ନୂଆଦିଲ୍ଲୀ,୨୧।୧: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ କେତେକ ବିଭ୍ରାନ୍ତିକର ଖବର ପ୍ରସାରିତ ହେଉଥିବା ଜଣାପଡ଼ିଛି। ଏଭଳି ଖବର ପ୍ରସାରଣରୁ ଦୂରେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri