Tag Archives: Home Middle

ଗଣିତ ପଢ଼ାଉ ଥିବା ଅଧା ମ୍ୟାଡାମ୍‌-ସାର୍‌ ନିଜେ ପଢ଼ି ନାହାନ୍ତି ଗଣିତ ! : TISS ରିପୋର୍ଟ…

ନୂଆଦିଲ୍ଲୀ,୨୦।୧ : ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (ଟିଆଇଏସଏସ) ରେ ସେଣ୍ଟର ଅଫ ଏକ୍ସଲେନ୍ସ ଇନ ଟିଚର ଏଜୁକେଶନ(ସିଟିଇ) ପ୍ରତ୍ୟେକ ପିଲାଙ୍କ ପାଇଁ ସଠିକ ଶିକ୍ଷକ ଶୀର୍ଷକ ଏକ ଅନୁସନ୍ଧାନ ଅଧ୍ୟୟନ କରିଥିଲା। ଯେଉଁଥିରୁ ଜଣାପଡିଛି ସାରା ଦେଶରେ...

ବୁଲି ବୁଲି ମନ୍ଦିର-ମନ୍ଦିର ପୂଜା, ରାମେଶ୍ୱରମ ସମୁଦ୍ରରେ ବୁଡ଼: ଦକ୍ଷିଣ ବନାମ ଉତ୍ତର ବିବାଦକୁ ସମାପ୍ତ କଲେ ମୋଦି…

ନୂଆଦିଲ୍ଲୀ,୨୦।୧ : ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମ ମନ୍ଦିରର ଉଦଘାଟନ ସଂପର୍କରେ ଦେଶରେ ପ୍ରବଳ ଉତ୍ସାହ ରହିଛି, ସମଗ୍ର ଦେଶ ରାମଙ୍କ ଭକ୍ତିରେ ବୁଡି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ରାମଙ୍କ ଆଗମନ...

ଆସନ୍ତା ୨୫ ବର୍ଷରେ ୧୦ ଦେଶରେ ହିନ୍ଦୁଙ୍କ ସଂଖ୍ୟା ହେବ ସର୍ବାଧିକ…

ଓ୍ବାଶିଂଟନ,୨୦।୧ : ସମଗ୍ର ବିଶ୍ୱରେ ଧାର୍ମିକ ଜନସଂଖ୍ୟା ଦ୍ରୁତ ଗତିରେ ବଦଳୁଛି । ଏକ ଅନୁସନ୍ଧାନ ଅନୁଯାୟୀ, ପ୍ରତିବର୍ଷ ଆମେରିକାରେ ୨୦ ହଜାର ଲୋକ ଇସଲାମ ଧର୍ମ ଗ୍ରହଣ କରନ୍ତି। ଏଥି ସହିତ, ୨୦୧୫ ମସିହାରେ ଆମେରିକୀୟ ଥିଙ୍କ ଟ୍ୟାଙ୍କ...

ସହଜ ନୁହେଁ ଏକ ଦେଶ ଏକ ନିର୍ବାଚନ, ପ୍ରତି ୧୫ ବର୍ଷରେ ଖର୍ଚ୍ଚ ହେବ ୧୦ ହଜାର କୋଟି…

ନୂଆଦିଲ୍ଲୀ,୨୦।୧ : ନିର୍ବାଚନ ଆୟୋଗ କହିଛନ୍ତି ଲୋକସଭା ଏବଂ ବିଧାନସଭା ନିର୍ବାଚନର ଏକକାଳୀନ ନିର୍ବାଚନ ହେଲେ ନୂତନ ’ଇଲେକ୍ଟ୍ରୋନିକ ଭୋଟିଂ ମେସିନ’ (ଇଭିଏମ) କିଣିବା ପାଇଁ ପ୍ରତି ୧୫ ବର୍ଷରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଆବଶ୍ୟକ ହେବ।...

ଆମେରିକାରୁ ଖୁସି ଖବର: କାଲିଫର୍ନିଆ ପିଲା ପଢ଼ିବେ ହିନ୍ଦୀ, ସରକାରୀ ସ୍କୁଲରେ ବିଶ୍ୱ ଭାଷାରେ ସାମିଲ…

ଓ୍ବାଶିଂଟନ,୨୦।୧ : ପ୍ରଥମ ଥର ପାଇଁ ଆମେରିକାର ‘ସିଲିକନ ଭ୍ୟାଲି’ ଭାବରେ ଜଣାଶୁଣା କାଲିଫର୍ନିଆର ଦୁଇଟି ସରକାରୀ ବିଦ୍ୟାଳୟ ସେମାନଙ୍କ ପାଠ୍ୟକ୍ରମରେ ହିନ୍ଦୀକୁ ବିଶ୍ୱ ଭାଷା ଭାବରେ ଅନ୍ତର୍ଭୁକ୍ତ କରିବାକୁ ଯାଉଛନ୍ତି। ଏହା ପରେ, ଛାତ୍ରୀଛାତ୍ରମାନେ ଇଚ୍ଛାଧୀନ ବିଷୟଗୁଡ଼ିକରେ ହିନ୍ଦୀର...

ରାମ ମନ୍ଦିର ଉଦଘାଟନ ଦିନ ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଏମ୍ସ , ସରକାରଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୦।୧ : ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଥିବା ଶ୍ରୀ ରାମ ମନ୍ଦିରରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏନେଇ ସମଗ୍ର ଦେଶରେ ଉତ୍ସବର ପରିବେଶ ରହିଛି। ଶନିବାର କେନ୍ଦ୍ର ସରକାର ରାମ ମନ୍ଦିର ଉଦଘାଟନ ଦିନ ଦିଲ୍ଲୀରେ...

ଅନ୍ତର୍ଜାତୀୟ ଛାତ୍ରସଂଖ୍ୟା ହ୍ରାସ କରିବ କାନାଡ଼ା, ପ୍ରଭାବିତ ହେବେ ଲକ୍ଷାଧିକ ଭାରତୀୟ ଛାତ୍ର

ଅଟଓ୍ବା,୨୦ା୧: ଉଚ୍ଚଶିକ୍ଷା ପାଇଁ ଏଠାକୁ ଆସୁଥିବା ଅନ୍ତର୍ଜାତୀୟ ଛାତ୍ରଙ୍କ ସଂଖ୍ୟା ହ୍ରାସ କରିବାକୁ କାନାଡ଼ା ପ୍ରସ୍ତୁତ ହେଉଛି। ଏହି ବର୍ଷଠାରୁ ଅଧ୍ୟୟନ ଭିଜା ହ୍ରାସ ହେବାର ସମ୍ଭାବନା ଅଛି। ଏହା ଭାରତୀୟ ଛାତ୍ରମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ। କାନାଡାରେ...

ଏସବୁ ମୁସଲମାନ ହେଉଛନ୍ତି ଶ୍ରୀରାମଙ୍କ ବଂଶଜ…

ଅଯୋଧ୍ୟା,୨୦।୧ : ଶ୍ରୀରାମ ଅଯୋଧ୍ୟାରେ ଦୀର୍ଘ ବର୍ଷ ଶାସନ କରିଥିଲେ। ପ୍ରଭୁ ଶ୍ରୀରାମଙ୍କ ଜଳ ସମାଧି ପରେ ଦୁଇ ପୁଅ ଲବ ଏବଂ କୁଶଙ୍କର କ’ଣ ହେଲା? ଏହା ବ୍ୟତୀତ ଶ୍ରୀରାମଙ୍କ ଅନ୍ୟ ସମସ୍ତ ଭାଇମାନଙ୍କର ପିଲାମାନେ କୁଆଡେ ଗଲେ?...

‘ରଘୁପତି ରାଘବ ରାଜାରାମ’ ଭଜନକୁ ପରିବର୍ତ୍ତନ କରି ବୋଲୁଥିଲେ ଗାନ୍ଧୀଜୀ, ଜାଣନ୍ତୁ ମୂଳ ଲେଖା କ’ଣ…

ନୂଆଦିଲ୍ଲୀ,୨୦।୧: ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମମୟ ଦିଶିଲାଣି ସାରାଦେଶ। ଏହାରି ଭିତରେ ଶ୍ରୀରାମଙ୍କ ଭଜନ ଗୋଟିକ ପରେ ଗୋଟିଏ ଲୋକପ୍ରିୟ ହେଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ସବୁ ଭାଷାର ରାମଭଜନ ଶେୟାର କରି...

୧୩ ଜିଲାରେ ୧୯ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଭିତ୍ତି ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୧(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାଜ୍ୟର ୧୩ ଜିଲାରେ ୧୯ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ଏଥିପାଇଁ ୪,୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଅବସରରେ ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ...

ମ୍ୟାନମାର ସୀମାରେ ତାରବାଡ଼ ନିର୍ମାଣ କରିବେ ଭାରତ ସରକାର, ହେବ ଏସବୁ ସୁବିଧା…

ନୂଆଦିଲ୍ଲୀ,୨୦।୧ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର କହିଛନ୍ତି ସରକାର ଭାରତ-ମ୍ୟାନମାର ସୀମାରେ ତାରବାଡ଼ ନିର୍ମାଣ କରିବେ। ଦୁଇ ଦେଶ ମଧ୍ୟରେ ସହଜ ଗମନାଗମନକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯିବ। ଶାହାଙ୍କ ଘୋଷଣା ଏପରି ଏକ...

Video: ତାମିଲନାଡୁ ମନ୍ଦିରରେ ଗଜରାଜଙ୍କଠାରୁ ଆଶୀର୍ବାଦ ଲୋଡ଼ିଲେ ପ୍ରଧାନମନ୍ତ୍ରୀ, ଖୁଆଇଲେ ଗୁଡ଼

ନୂଆଦିଲ୍ଲୀ,୨୦।୧: ଶନିବାର ତିରୁଚିରାପଲ୍ଲୀରେ ତାମିଲନାଡୁର ରଙ୍ଗନାଥସ୍ୱାମୀ ମନ୍ଦିର ପରିଦର୍ଶନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହାତୀଠାରୁ ଆଶୀର୍ବାଦ ଲୋଡିଛନ୍ତି। ହାତୀର ପ୍ରଧାନମନ୍ତ୍ରୀଙ୍କୁ ତାର ଶୁଣ୍ଢରେ ଆଶୀର୍ବାଦ ଦେଉଥିବା ଏକ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀ ମୋଦି ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri