Tag Archives: Home Middle

ବ୍ୟାଙ୍କର ନାଁ ‘ସୀତାରାମ’, ହୁଏନି ଟଙ୍କାପଇସା ନେଣଦେଣ

ଅଯୋଧ୍ୟା,୧୯।୧: ପ୍ରତିଷ୍ଠା ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିର। ଜାନୁଆରୀ ୨୨ରେ ମନ୍ଦିରରେ ବିରାଜମାନ କରିବେ ରାମଲଲା। ଶୁକ୍ରବାର ପ୍ରଥମ ଥର ପାଇଁ ରାମଲଲାଙ୍କ କମନୀୟ ମୂର୍ତ୍ତି ଲୋକଲୋଚନକୁ ଆସିଛି। ତେବେ ପ୍ରାଣ ପ୍ରତିଷ୍ଠା ନେଇ କେବଳ ଦେଶରେ ନୁହେଁ...

ପ୍ୟାରିସ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଫେଲ୍ ମାରିଲା ଭାରତୀୟ ମହିଳା ହକି ଦଳ

ରାଞ୍ଚି,୧୯ା୧: ପ୍ୟାରିସ ଅଲିମ୍ପିକ ୨୦୨୪କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି ଭାରତୀୟ ମହିଳା ହକି ଦଳ। ଶୁକ୍ରବାର ରାଞ୍ଚିରେ ଏଫଆଇଏଚ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟରେ ଜାପାନ ଠାରୁ ୦-୧ ଗୋଲରେ ପରାସ୍ତ ହେବା ପରେ ଆଗାମୀ ପ୍ୟାରିସ ଅଲମ୍ପିକରୁ...

ରାମ ମନ୍ଦିର ପ୍ରତିଷ୍ଠା ପାଇଁ କରିଥିଲେ ଭୀଷ୍ମ ପ୍ରତିଜ୍ଞା, ୩୧ବର୍ଷ ହେଲା ପେଟକୁ ଯାଇନି ଅନ୍ନ

ଅଯୋଧ୍ୟା,୧୯।୧: ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ଏବେ ଗଗନେ ପବନେ କେବଳ ରାମନାମର ହିଁ ଗୁଞ୍ଜରଣ ହେଉଛି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଥମ ଥର ରାମଲଲାଙ୍କ ମୂର୍ତ୍ତିର ଫଟୋ ସାମ୍ନାକୁ ଆସିଛି। କେବଳ ଦେଶବାସୀ ନୁହେଁ ମନ୍ଦିର...

୨୨ରେ ଅଧାଛୁଟି: ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୯ା୧(ଅନିଲ ଦାସ): ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅଧାଦିନ ଛୁଟି ଘୋଷଣା କରିଛନ୍ତି। ଅପରାହ୍ନ ୨ଟା ୩୦ ମିନିଟ ଯାଏ ସମସ୍ତ ସରକାରୀ କାର୍ଯ୍ୟାଳୟ,...

ବିଲ୍‌କିସ୍‌ ବାନୋ ମାମଲା: ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟଙ୍କରୁ ଝଟକା, ଜାନୁଆରୀ ୨୧ ସୁଦ୍ଧା କରିବାକୁ ହେବ ଆତ୍ମସମର୍ପଣ

ନୂଆଦିଲ୍ଲୀ,୧୯।୧: ବିଲ୍‌କିସ୍‌ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟଙ୍କରୁ ଝଟକା ଲାଗିଛି। ଆତ୍ମସମର୍ପଣ କରିବାର ସମୟସୀମା ବୃଦ୍ଧି କରିବାକୁ ଦାବି କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଅଭିଯୁକ୍ତଙ୍କ ଆତ୍ମସମର୍ପଣ କରିବାର ସମୟ...

ଭାବୁକ ହୋଇ ଭାଷଣ ଅଧାରୁ ଅଟକି ଗଲେ ମୋଦି

ନୂଆଦିଲ୍ଲୀ,୧୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ରରେ ପହଞ୍ଚି ସେଠାରେ ହଜାର ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ରାଜ୍ୟକୁ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସୋଲାପୁରରେ ବିକାଶ ପ୍ରକଳ୍ପର ଉଦଘାଟନ କରିଥିଲେ। ଏହି ସମୟରେ ସେ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ।...

ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ‘ସ୍ନାଇପର’

ଟୋକିଓ,୧୯ା୧: ଜାପାନର ଚନ୍ଦ୍ର ମିଶନ ‘ସ୍ନାଇପର’ ଶୁକ୍ରବାର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି। ଜାପାନର ସ୍ପେସ୍‌ ଏଜେନ୍ସି ଜାକ୍ସା କହିଛି ଯେ, ‘ସ୍ନାଇପର ଆଜି ରାତି ୯ଟାରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି। ଗତ ୬ ମାସ ମଧ୍ୟରେ ଚନ୍ଦ୍ର...

ଏଏସ୍‌ଓ ମାମଲା: ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ଭୁବନେଶ୍ୱର,୧୯ା୧: ଏଏସ୍‌ଓ ଚୟନରେ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍‌ କରିଛନ୍ତି। ରାଜ୍ୟ ସରକାର, ଓପିଏସ୍‌ସି ସହ ଅନ୍ୟ ପ୍ରତିପକ୍ଷଙ୍କୁ ସାମିଲ କରି ନୋଟିସ୍‌ କରିଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀ ରଜତ ମିଶ୍ରଙ୍କ ଏସ୍‌ଏଲ୍‌ପିକୁ ଗ୍ରହଣ କରି ସୁପ୍ରିମକୋର୍ଟ ଶୁକ୍ରବାର...

ଗର୍ଭଗୃହରୁ ଆସିଲା ରାମଲାଲାଙ୍କ ନୂଆ ଫଟୋ, ଦେଖନ୍ତୁ ଅଦ୍ଭୁତ ସ୍ବରୂପ

ଅଯୋଧ୍ୟା,୧୯।୧: ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ ପରେ ଏହାର ଫଟୋ ସାମ୍ନାକୁ ଆସିବାରେ ଲାଗିଛି। ଶୁକ୍ରବାର ରାମଲାଲାଙ୍କ ଆଉ ଏକ ଫଟୋ ଆସିଛି, ଯେଉଁଥିରେ ତାଙ୍କର ସମ୍ପୂର୍ଣ୍ଣ ରୂପ ଦେଖିବାକୁ ମଳୁଛି। ଫଟୋରେ ରାମଲାଲାଙ୍କୁ ଫୁଲରେ...

ଫେବୃଆରୀ ୫ରୁ ବିଧାନସଭା

ଭୁବନେଶ୍ୱର,୧୯ା୧: ଫେବୃଆରୀ ୫ରୁ ବିଧାନସଭା ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ୫ରୁ ୧୩ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ଅଧିବେଶନରେ କାମଚଳା ବଜେଟ୍‌ ଆଗତ କରାଯିବ। ୫ରେ ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ୮ରେ ବଜେଟ୍‌ ଉପସ୍ଥାପନ କରାଯିବ।

ଆଜିଠାରୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ରାମ ମନ୍ଦିର, ଏହି ଦିନଠୁ କରିପାରିବେ ଦର୍ଶନ

ଲକ୍ଷ୍ନୌ,୧୯।୧: ଆଜିଠାରୁ ଭକ୍ତମାନଙ୍କ ପାଇଁ ରାମ ମନ୍ଦିର ବନ୍ଦ ରହିବ। ଶୁକ୍ରବାର ସା ୭ଟାରୁ ଅସ୍ଥାୟୀ ରାମ ମନ୍ଦିରରେ ଦର୍ଶନ ହୋଇପାରିବନାହିଁ। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପ୍ରସ୍ତୁତିକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି। ଜାନୁଆରୀ ୨୩ରୁ ଭକ୍ତମାନେ ରାମଲାଲାଙ୍କ ଦର୍ଶନ...

‘ଭଗବାନ ରାମଙ୍କ ଆଦର୍ଶରେ ଆମେ ଚାଲୁଛୁ’, ମହାରାଷ୍ଟ୍ରରେ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୧୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ରର ସୋଲାପୁରରେ ପହଞ୍ଚିଛନ୍ତି। ଏଠାରେ ସେ ୨ ହଜାର କୋଟି ଟଙ୍କା ମୂଲ୍ୟର ଯୋଜନାର ଶିଳାନ୍ୟାସ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ସୋଲାପୁରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri