Tag Archives: Home Middle

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭାଜପାର ମେଗା ପ୍ଲାନ, ମୋଦି କରିବେ ୧୪୦ ରାଲି

ନୂଆଦିଲ୍ଲୀ,୧୯।୧: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ଦଳ ଏକ ମେଗା ଯୋଜନା ପ୍ରସ୍ତୁତ କରିଛି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ସଫଳ ହେଲାନି ମହୁଆଙ୍କ ଚେଷ୍ଟା, ଶେଷରେ ଖାଲି କଲେ ସରକାରୀ ବଙ୍ଗଳା

ନୂଆଦିଲ୍ଲୀ,୧୯।୧: ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକ ସଭାରୁ ବହିଷ୍କୃତ ହୋଇଥିବା ଏମ୍‌ପି ମହୁଆ ମୋଇତ୍ରାଙ୍କୁ ଶେଷରେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଛି। ଦୁଇ ଦିନ ପୂର୍ବେ ବଙ୍ଗଳା ଖାଲି କରିବାକୁ ପୁଣି ଥରେ ମହୁଆକୁ ନୋଟିସ...

ଆଶାକର୍ମୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଅନୁଗୋଳ,୧୯ା୧(ଅମିତ କୁମାର ସାମଲ): ଗର୍ଭବତୀ ମହିଳାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଫେରୁଥିବା ବେଳେ ଦୁର୍ଘଟଣାରେ ଶୁକ୍ରବାର ଜଣେ ଆଶାକର୍ମୀଙ୍କର ମୃତ୍ୟୁ ହାଇଛି। ସ୍କୁଟିରେ ଥିବା ଆଶାକର୍ମୀଙ୍କୁ ଟ୍ରକ୍‌ ଚାପି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାନୁସାରେ,...

ଶଙ୍କରାଚାର୍ଯ୍ୟଙ୍କ ସହ ମୋଦିଙ୍କୁ ତୁଳନା କଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୯।୧: ରାମ ମନ୍ଦିରର ଉଦ୍‌ଘାଟନ ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଝାଡଖଣ୍ଡର ଗୋଡ୍ଡାର ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶଙ୍କରାଚାର୍ଯ୍ୟଙ୍କ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଅଷ୍ଟ୍ରେଲିଆ କଲା ନୂଆ କାରନାମା

ଆଡିଲେଡ,୧୯।୧: ଆଡିଲେଡରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚ ସମୟରେ ଅଷ୍ଟ୍ରେଲିଆ ଦଳ ଏକ ସଫଳତା ହାସଲ କରିଛି। ୧୪୭ ବର୍ଷ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର ଅଷ୍ଟ୍ରେଲିଆ ପ୍ରଥମ ଦଳ ହୋଇପାରିଛି ଯାହାର ପେଇଙ୍ଗ-୧୧ର ଚାରି ବୋଲର ଟେଷ୍ଟ ମ୍ୟାଚରେ...

ବାଇକ୍‌-ସ୍କୁଟି ମୁହାଁମୁହିଁ: ଚାଲିଗଲା ୫ ଜୀବନ, ଜଣେ ଗୁରୁତର

ଗଞ୍ଜାମ,୧୯ା୧: ଗଞ୍ଜାମ ଜିଲା ସୋରଡ଼ା ଥାନା ନିକଟ କେଶରୀପାଟଣା ଗାଁ ଡ୍ରାପ୍‌ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାମ୍ନାକୁ ଆସିଲା ରାମଲାଲାଙ୍କ ମୂର୍ତ୍ତିର ପ୍ରଥମ ଫଟୋ

ନୂଆଦିଲ୍ଲୀ, ୧୮।୧: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭଗବାନ ରାମଙ୍କ ମୂର୍ତ୍ତିର ପ୍ରଥମ ଝଲକ ଏବେ ସାମ୍ନାକୁ ଆସିଛି। ଗୁରୁବାର ରାତିରେ ରାମଲାଲା ମୂର୍ତ୍ତିର...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ଅଧା ଦିନ ବନ୍ଦ ରହିବ ଓଡ଼ିଶା ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୧: ରାମ ମନ୍ଦିରର ଉଦ୍‌ଘାଟନ ଦିନ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ଅଧା ଦିନ ଛୁଟି ଘୋଷଣା ପରେ ଓଡ଼ିଶା ସରକାର ମଧ୍ୟ ସମାନ ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ ୨୨ ରେ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଅଧା ଦିନ ବନ୍ଦ ରହିବ।...

ଆସିଲେ ରାମ, ‘ଜୟ ସିୟାରାମ’ରେ ଗୁଞ୍ଜରିତ ହେଲା ଗର୍ଭଗୃହ

ଅଯୋଧ୍ୟା,୧୮।୧: କେବଳ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ସହର ନୁହେଁ, ସମଗ୍ର ଦେଶ ଏବେ ରାମମୟ ପାଲଟିଛି। ସମସ୍ତେ ୨୨ଜାନୁଆରୀକୁ ଅପେକ୍ଷା କରିଛନ୍ତି। ଯେତେବେଳେ ରାମଲାଲା ମହାନ ରାମ ମନ୍ଦିରରେ ବସିବେ। ଉତ୍ସର୍ଗୀକୃତ ରୀତିନୀତି ମଙ୍ଗଳବାର ଅର୍ଥାତ୍‌ ଜାନୁଆରୀ ୧୬ରୁ...

ଚଟାଣରେ ଶୋଉଛନ୍ତି, କେବଳ ପଇଡ଼ ପାଣି ପିଉଛନ୍ତି; ରାମ ମନ୍ଦିର କାର୍ଯ୍ୟକ୍ରମ ପାଇଁ ଉପାସରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮ା୧: ଅଯୋଧ୍ୟା ରାମ ମନ୍ଦିରରେ ‘ରାମ ଲାଲା’ଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସ୍ୱତନ୍ତ୍ର ରୀତିନୀତିରେ ରହୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ଏବେ ଚଟାଣରେ ଶୋଉଛନ୍ତି ଏବଂ ୧୧ ଦିନିଆ ‘ଉପବାସ’ (ବିଶେଷ ରୀତିନୀତି)...

ଆବୁଧାବିରେ ଶୀଘ୍ର ଶେଷ ହେବ ହିନ୍ଦୁ ମନ୍ଦିର ନିର୍ମାଣ କାର୍ଯ୍ୟ, ମୋଦି କରିବେ ଉଦଘାଟନ

ଦୁବାଇ,୧୮।୧: ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର ଆବୁଧାବିରେ ନିର୍ମିତ ବିଏପିଏସ୍‌ ହିନ୍ଦୁ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ସମୟରେ ରାଷ୍ଟ୍ରଦୂତ ମନ୍ଦିରର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଦେଖିଥିଲେ। ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମନ୍ଦିର ନିର୍ମାଣ ପାଇଁ...

ପ୍ରଥମେ ସନାତନ ଧର୍ମକୁ କହିଲେ ଡେଙ୍ଗୁ, ମ୍ୟାଲେରିଆ, ଏବେ ରାମ ମନ୍ଦିରକୁ ନେଇ ଦେଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୮।୧: ସନାତନ ଧର୍ମ ବିରୁଦ୍ଧରେ ବୟାନ ଦେଇଥିବା ଡିଏମକେ ନେତା ଉଦୟନିଧି ଷ୍ଟାଲିନ ବର୍ତ୍ତମାନ ରାମ ମନ୍ଦିର ଉପରେ ଏକ ବିବୃତ୍ତି ଦେଇଛନ୍ତି। ପୁଣି ଥରେ ସେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଉଦୟାନିଧି କହିଛନ୍ତି ଯେ ଆମେ ମସଜିଦ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri