Tag Archives: Home Middle

ଗୁରୁଚାପ ବଳୟ ସକ୍ରିୟ: ଉପକୂଳ ଅଞ୍ଚଳରେ ଘନକୁହୁଡ଼ି

ଭୁବନେଶ୍ୱର,୧୮ା୧(ଅସମାପିକା ସାହୁ): ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘନକୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଓଡ଼ିଶାକୁ କୁହୁଡ଼ି କବଳିତ...

ପ୍ରେସକ୍ରିପସନ ବିନା ମିଳିବ ନାହିଁ ଆଣ୍ଟି ବାୟୋଟିକ୍‌!

ନୂଆଦିଲ୍ଲୀ,୧୮।୧: ଦେଶରେ ଆଣ୍ଟିବାୟୋଟିକ କିମ୍ବା ଆଣ୍ଟିମାଇକ୍ରୋବାୟଲ ଔଷଧର ଅପବ୍ୟବହାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଡାକ୍ତରମାନଙ୍କୁ ଏହି ଔଷଧ ଲେଖିବାବେଳେ ‘ସଠିକ ସୂଚକ’ ଲେଖିବା ବାଧ୍ୟତାମୂଳକ କରିଛନ୍ତି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ୟୁନିଟ...

ବିଭିନ୍ନ ମୋର୍ଚ୍ଚା ପ୍ରଭାରୀଙ୍କ ନାମ ଘୋଷଣା କଲା ଭାଜପା

ଭୁବନେଶ୍ୱର,୧୮ା୧: ରାଜ୍ୟ ଭାଜପାର ବିଭିନ୍ନ ମୋର୍ଚ୍ଚା ପାଇଁ ଗୁରୁବାର ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଆଜି ସେମାନଙ୍କ ନାମ ଘୋଷଣା କରାଯାଇଛି। ସେଥିମଧ୍ୟରୁ ଦଳର ବରିଷ୍ଠ ନେତା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଅଧା ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ମୋଦି ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ,୧୮।୧: ରାମ ମନ୍ଦିରର ଉଦ୍‌ଘାଟନକୁ ନେଇ ଜୋସୋରରେ ପ୍ରସ୍ତୁତି ଚାଲିଥିବା ବେଳେ କେନ୍ଦ୍ରରେ ମୋଦି ସରକାର ଗୁରୁବାର (ଜାନୁଆରୀ ୧୮) ଏକ ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା...

ଇରାନ-ପାକିସ୍ତାନ ମୁହାଁମୁହିଁ: ଅନେକ ଆତଙ୍କବାଦୀ ନିହତ

ଇସଲାମାବାଦ,୧୮ା୧: ଦୁଇଦିନ ପୂର୍ବେ ଅର୍ଥାତ୍‌ ମଙ୍ଗଳବାର ଇରାନ କରିଥିବା ଆକ୍ରମଣର ଗୁରୁବାର ଜବାବ ଦେଇଛି ପାକିସ୍ତାନ। ଆଜି ପାକିସ୍ତାନ ଇରାନର ସିସ୍ତାନ ଓ ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ବେସ୍‌ ଉପରେ ଆକ୍ରମଣ କରିଛି। ଇସଲାମାବାଦରେ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ...

ଭଜନ ଗାଇଲେ ଫାରୁକ ଅବଦୁଲ୍ଲା, ରାମ ମନ୍ଦିରକୁ ବିରୋଧ କରୁଥିବା କପିଲ ସିବଲ ହେଲେ ରାମମୟ

ନୂଆଦିଲ୍ଲୀ,୧୮।୧: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସମଗ୍ର ଦେଶ ଅପେକ୍ଷା କରିଛି। ଏହି ସମୟରେ ରାମ ମନ୍ଦିରକୁ ନେଇ ଦେଶରେ ରାଜନୀତି ମଧ୍ୟ ଶିଖରରେ ପହଞ୍ଚିଛି। ଗୁରୁବାର ରାଜ୍ୟ ସଭା ଏମପି କପିଲ ସିବଲ ଏବଂ ଜମ୍ମୁ-କଶ୍ମୀରର...

ଇରାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍‌: ୩ ମହିଳା, ୪ ଶିଶୁ ମୃତ

ତେହରାନ,୧୮ା୧: କିଛିଦିନ ପୂର୍ବରୁ ଇରାନ ପାକିସ୍ତାନର ଆତଙ୍କବାଦୀ ବେସ୍‌ ଉପରେ ଆକ୍ରମଣ କରିଥିଲା। ଏହା ପରେ ପାକିସ୍ତାନ ମଧ୍ୟ ଇରାନ ଉପରେ ଆକ୍ରମଣ କରି ନିଜର ରାଗ ଶୁଝାଇଛି। ପାକିସ୍ତାନର କ୍ଷେପଣାସ୍ତ୍ର ଆକ୍ରମଣ ସମ୍ପର୍କରେ ସୂଚନା ଇରାନ କହିଛି, ଏହି...

FasTag Scamକୁ ସାବଧାନ ! ନିମିଷକେ ବ୍ୟାଙ୍କ ଖାତା ହେଉଛି ଖାଲି…

ନୂଆଦିଲ୍ଲୀ,୧୮।୧ : ଭାରତର ସମସ୍ତ ଟୋଲରେ ଡିଜିଟାଲ ଟୋଲ ଟ୍ୟାକ୍ସ ଦେବାକୁ ଫାସଟ୍ୟାଗ ବ୍ୟବହୃତ ହେଉଛି। ଏହି ଇଲେକ୍ଟ୍ରୋନିକ ଟୋଲ ସଂଗ୍ରହ ବ୍ୟବସ୍ଥା ଫାସଟ୍ୟାଗ ମାଧ୍ୟମରେ ନ୍ୟାଶନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ଦ୍ୱାରା ଜାରି ହୋଇଛି। ଫାସଟ୍ୟାଗ ଅଧିଗ୍ରହଣ...

୪ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ବରଗଡ଼,୧୮ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ର ମେଲଛାମୁଣ୍ଡା ଥାନା ବିର୍ଜାମ ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ୪ ଶ୍ରମିକଙ୍କ ଉପରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ନଳକୂପ ଖୋଳିବା...

ଚେନ୍ନାଇ-ମାଲେସିଆ ବିମାନର ଟାୟାର ଫାଟିଲା, ବିମାନରେ ଥିଲେ ୧୩୦ ଯାତ୍ରୀ…

ଚେନ୍ନାଇ,୧୮।୧ : ଚେନ୍ନାଇରୁ କୁଆଲାଲମ୍ପୁର ଅଭିମୁଖେ ଯାଉଥିବା ଏକ ଅନ୍ତର୍ଜାତୀୟ ବିମାନ ଗୁରୁବାର ଏକ ବଡ଼ ଦୁର୍ଘଟଣାକୁ ଅଳ୍ପକେ ରକ୍ଷା ପାଇଛି। ଗୁରୁବାର ଏହି ବିମାନ ଉଡ଼ାଣ ଆରମ୍ଭ କରିବା ମାତ୍ରେ ହଠାତ ଟାୟାର ଫାଟି ଯାଇଥିଲା। ଟାୟାର ଫାଟିଯିବା...

ଜମ୍ମୁ-କଶ୍ମୀର ରାଜୌରୀରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଜଣେ ଯବାନ ଶହୀଦ, ୨ ଆହତ…

ଶ୍ରୀନଗର,୧୮।୧ : ଜମ୍ମୁ-କଶ୍ମୀରର ରାଜୌରୀ ଜିଲାର ନୋଶେରା ଅଞ୍ଚଳରେ ଗୁରୁବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଏହା ସହିତ ଦୁଇଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା...

ରାମଲଲାଙ୍କ ଦର୍ଶନ ପାଇଁ ଆଉ ବୁକିଂ କରିବାକୁ ପଡିବନି ହୋଟେଲ, ଅତିଥିଙ୍କୁ ଘରେ ରଖିବେ ଅଯୋଧ୍ୟାବାସୀ

ଅଯୋଧ୍ୟା,୧୮।୧: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ନେଇ ରୀତିନୀତି ଆରମ୍ଭ ହୋଇ ଯାଇଛି। ଜାନୁଆରୀ ୨୨ରେ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବାବେଳେ ଗୁରୁବାର ମନ୍ଦିରରେ ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ତେବେ ଆପଣ ମନ୍ଦିର ଦର୍ଶନ କରିବାକୁ ଆସୁଥିଲେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri