Tag Archives: Home Middle

ରାମ ମନ୍ଦିର ଉଦଘାଟନ: ଡ୍ରାଇଭରଙ୍କୁ ସ୍ବତନ୍ତ୍ର ଟ୍ରେନିଂ,ପୋଲିସଙ୍କ ପାଇଁ ଡ୍ରେସ କୋଡ, ଭକ୍ତଙ୍କ ଲାଗି ୬ ସୁବିଧା…

ଅଯୋଧ୍ୟା,୧୮।୧ : ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରୀତିନୀତି ଚାଲିଛି। ସମଗ୍ର ଅଯୋଧ୍ୟାରେ ରାମଙ୍କ ନାମର ଝଲକ ଦେଖିବାକୁ ମିଳିଛି। ଅଯୋଧ୍ୟାରେ ରାମ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦୋ ମୁଖ୍ୟମନ୍ତ୍ରୀ...

ମୁସଲମାନ ଯୁବବର୍ଗଙ୍କ ମଧ୍ୟରେ ରାମ ମନ୍ଦିର ନେଇ କ୍ରେଜ୍‌ ବଢ଼ିଲା, ଶରୀରରେ କରୁଛନ୍ତି ରାମଙ୍କ ଟାଟୁ, ଭିଡ଼ିଓ ଭାଇରାଲ…

ଯୋଧପୁର,୧୮।୧ : ଦେଶର ପ୍ରତ୍ୟେକ ସ୍ଥାନରୁ ରାମ ଭକ୍ତମାନେ ରାମ ମନ୍ଦିରର ଉଦଘାଟନୀ ସମାରୋହରେ ଯୋଗଦେବାକୁ ଅଯୋଧ୍ୟା ଆସୁଥିବାବେଳେ କେତେକ ଭିନ୍ନଭିନ୍ନ କାର୍ଯ୍ୟ ମାଧ୍ୟମରେ ସେମାନଙ୍କ ଭକ୍ତି ପ୍ରଦର୍ଶନ କରୁଛନ୍ତି। ରାଜସ୍ଥାନର ଯୋଧପୁରରୁ ରାମ ଭକ୍ତିର ଏକ ବଡ଼ ଉଦାହରଣ...

୨୦୨୪ରେ ୪୫୦ରୁ ଅଧିକ ଆସନରେ ଲଢ଼ିବ ଭାଜପା: ୨୦୧୯ ରେକର୍ଡ ଭାଙ୍ଗିବା ଲକ୍ଷ୍ୟ…

ନୂଆଦିଲ୍ଲୀ,୧୮।୧ : ଭାରତୀୟ ଜନତା ପାର୍ଟି ୨୦୨୪ ଲୋକସଭା ନିର୍ବାଚନ ସମ୍ପର୍କରେ ଆକ୍ସନ ମୋଡ୍‌କୁ ଆସିଛି। ଗୋଟିଏ ପଟେ କଂଗ୍ରେସ ପାର୍ଟି ନେତୃତ୍ୱାଧିନ ଇଣ୍ଡିଆର ସହଯୋଗୀ ଦଳ ପ୍ରାୟ ୩୦୦ ଟି ଆସନରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ୨୦୨୪...

ରାମମନ୍ଦିର ଉପରେ ଡାକ ଟିକେଟ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଉପରେ ଏକ ସ୍ମାରକ ଡାକ ଟିକେଟ୍‌ ଉନ୍ମୋଚନ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ସାରା ବିଶ୍ୱରେ ପ୍ରଭୁ ରାମଙ୍କ ଉପରେ ପ୍ରକାଶିତ ଷ୍ଟାମ୍ପଗୁଡ଼ିକର ଏକ ପୁସ୍ତକ ମଧ୍ୟ ପ୍ରକାଶ...

ବୟସ କମ୍‌ ସହ ସୁନ୍ଦର ଦେଖାଯିବା ପାଇଁ ମାଛର ସ୍ପର୍ମକୁ ମୁହଁରେ ଲଗାଉଛନ୍ତି ମହିଳା, ଫେସିଆଲ ଟ୍ରିଟମେଣ୍ଟର ବଢୁଛି ଚାହିଦା

ନୂଆଦିଲ୍ଲୀ,୧୮।୧: ସୁନ୍ଦର ଦେଖାଯିବା ମହିଳା ମାନେ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ସହ ବିଭିନ୍ନ ପ୍ରକାର ଫେସିଆଲ ଟ୍ରିଟମେଣ୍ଟ କରୁଛନ୍ତି। ଲୋକଙ୍କ ମନରେ ସୁନ୍ଦରତାକୁ ନେଇ ଏବେ ଏପରି ଏକ ଛବି ସୃଷ୍ଟି ହୋଇଛି ଯାହାକୁ ପାଇବା...

ହିନ୍ଦୁତ୍ୱ କାର୍ଡ ଖେଳୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ଚାଲିଛି ଭାଜପାର ‘ମିଶନ ସାଉଥ’

ନୂଆଦିଲ୍ଲୀ,୧୮।୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ପୂର୍ବରୁ ମିଶନ ସାଉଥ ଆରମ୍ଭ କରିଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଅର୍ଥାତ୍‌ ୧୯ ଜାନୁଆରୀ ତାମିଲନାଡୁ ଗସ୍ତ କରିବେ। ରାମ ମନ୍ଦିରର ପ୍ରତିଷ୍ଠାର ହେବାର ଚାରି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ...

ଆସାମରେ ପହଞ୍ଚିଲା ରାହୁଲଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’

ନୂଆଦିଲ୍ଲୀ,୧୮।୧: କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଗୁରୁବାର ନାଗାଲାଣ୍ଡରୁ ଆସାମ ପହଞ୍ଚିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବାହାରିଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ୧୫ ରାଜ୍ୟର ୧୧୦ ଜିଲା ଦେଇ ଗତି କରିବ। ଏହି ଯାତ୍ରା...

ଗୋଟିଏ ତୀରରେ ଦୁଇ ଶିକାର କରିବା ପାକିସ୍ତାନର ଲକ୍ଷ୍ୟ…

ଇସଲାମାବାଦ,୧୮।୧ : ପାକିସ୍ତାନର ବାଲୁଚିସ୍ତାନରେ ଆତଙ୍କବାଦୀ ସଂଗଠନ ଜୈଶ ଅଲ-ଆଦଲର ମୁଖ୍ୟାଳୟରେ ଇରାନ ଏୟାର ଷ୍ଟ୍ରାଇକ କରିଥିଲା। ଏହାର ଗୁରୁତର ପରିଣାମ ସମ୍ପର୍କରେ ପାକିସ୍ତାନ ଚେତାବନୀ ଦେଇଥିଲା। ବର୍ତ୍ତମାନ ଗୁରୁବାର ଦିନ ଇରାନରେ ଥିବା ବାଲୁଚ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ଶିବିର...

ବାପ ପୁଅ ସମ୍ପତ୍ତି ବିବାଦ: ୩୪ ବର୍ଷ ପରେ ମା’ଙ୍କ ଦ୍ୱାରା ଅଣାଯାଇଥିବା ବଳାତ୍କାର ମାମଲା ସୁପ୍ରିମକୋର୍ଟରେ ଖାରଜ…

ନୂଆଦିଲ୍ଲୀ,୧୮।୧ : ବିବାହର ୩୪ ବର୍ଷ ପରେ ଜଣେ ମହିଳାଙ୍କ ଦ୍ୱାରା ଦାଖଲ ହୋଇଥିବା ବଳାତ୍କାର ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ୨୦୧୬ ମସିହାରେ, ‘ମି ଠୁ’ ଅଭିଯାନର ଦୁଇ ବର୍ଷ ପୂର୍ବରୁ, ଜଣେ ମୁସଲମାନ ମହିଳା ଆସାମର ଏକ...

ଦୁନିଆରେ ୧୬ରୁ ଅଧିକ ଦେଶରେ ପୂଜା ପାଉଛନ୍ତି ଶ୍ରୀରାମ, ମୁସଲିମ ଦେଶରେ ମଧ୍ୟ ପୂଜାପାଏ ରାମଙ୍କ ମୂର୍ତ୍ତି

ଆଦିଲ୍ଲୀ,୧୮।୧: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ସ୍ଥାପନ ହେବାକୁ ଯାଉଛି। ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଦିନକୁ ସ୍ମରଣୀୟ କରିବା ପାଇଁ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଭାରତୀୟମାନେ ଉତ୍ସାହିତ ଅଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ...

ବିଲକିସ ବାନୋ ମାମଲା: ସୁପ୍ରିମକୋର୍ଟରେ ପହଞ୍ଚିଲେ ୩ ଅଭିଯୁକ୍ତ, ଆତ୍ମସମର୍ପଣର ଅବଧି ବଢାଇବାକୁ କଲେ ଅପିଲ

ନୂଆଦିଲ୍ଲୀ,୧୮।୧: ବିଲକିସ ବାନୋ ମାମଲାରେ ତିନିଜଣ ଦୋଷୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆତ୍ମସମର୍ପଣର ଅବଧି ବଢାଇବାକୁ ଅଭିଯୁକ୍ତ କୋର୍ଟରେ ଆବେଦନ କରିଛନ୍ତି। ଅଭିଯୁକ୍ତମାନେ ବ୍ୟକ୍ତିଗତ କାରଣ ଦର୍ଶାଇ କିଛି ସମୟ ଛୁଟି ମାଗିଛନ୍ତି। ଗୁଜୁରାଟର ଚର୍ଚ୍ଚିତ ବିଲକିସ ବାନୋ ମାମଲାରେ...

ଜାନୁଆରୀ ୨୨ରେ ୫ ରାଜ୍ୟରେ ଛୁଟି ଘୋଷଣା, ବନ୍ଦ ରହିବ ମଦ ଦୋକାନ

ନୂଆଦିଲ୍ଲୀ,୧୮।୧: ପାଖେଇ ଆସୁଛି ସମୟ। ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନେଇ କେବଳ ଦେଶ ନୁହେଁ ଦେଶ ବାହାର ଲୋକ ବି ଉତ୍ସବ ମୁଖର। ଗୁରୁବାର ରାମ ମନ୍ଦିରରେ ରାମଲଲାଙ୍କ ମୂର୍ତ୍ତିର ସ୍ଥାପନ ହେବାକୁ ଯାଉଛି। ପୂର୍ବରୁ କେବଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri