Tag Archives: Home Middle

ବଢ଼ିପାରେ ଆୟୁଷ୍ମାନ ଭାରତ ବୀମା ରାଶି

ନୂଆଦିଲ୍ଲୀ,୧୭ା୧: ଲୋକ ସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଲୋକଙ୍କୁ ଏକ ବଡ଼ ଭେଟି ଦେବାକୁ ଯାଉଛନ୍ତି।  ପିଟିଆଇ ରିପୋର୍ଟ ଅନୁଯାୟୀ, ସରକାର ଏକ ବିଶେଷ ପ୍ରକାରର ପ୍ରସ୍ତାବ ଉପରେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ...

ପୁଟିନଙ୍କୁ ଭେଟିଲେ କିମ୍‌ଙ୍କ ମନ୍ତ୍ରୀ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୧୭ା୧: ସାମରିକ ସହଯୋଗର ଘଡ଼ିସନ୍ଧି ମୁହୂର୍ତ୍ତରେ ଉତ୍ତର କୋରିଆର ବୈଦେଶିକ ମନ୍ତ୍ରୀ ଚୋ ସୋନ୍‌-ହୁଇ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପର୍ଣ୍ଣ ସମ୍ପର୍କକୁ ପ୍ରଶଂସା କରିଛନ୍ତି। ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭଙ୍କ ନିମନ୍ତ୍ରଣରେ...

୮୫ ବର୍ଷ ପରେ ଟେଷ୍ଟ କ୍ରିକେଟରେ ଘଟିଲା ଏମିତି କାରନାମା

ଆଡିଲେଡ,୧୭।୧: ୱେଷ୍ଟଇଣ୍ଡିଜ ଦ୍ରୁତ ବୋଲର ଶାମର ଜୋସେଫ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ଶାମର ଜୋସେଫ ଷ୍ଟିଭ ସ୍ମିଥଙ୍କୁ ତାଙ୍କର ପ୍ରଥମ ବଲରେ ଆଉଟ୍‌ କରିଥିଲେ। ଏହିପରି ଭାବରେ ଶାମର ଜୋସେଫ ଏକ ଚମତ୍କାର ଢଙ୍ଗରେ ତାଙ୍କର ଟେଷ୍ଟ...

କଂଗ୍ରେସକୁ ଫେରିଲେ ଗମାଙ୍ଗଙ୍କ ପରିବାର

ଭୁବନେଶ୍ୱର,୧୭ା୧: କଂଗ୍ରେସକୁ ଫେରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର। ଏଥିସହିତ ତାଙ୍କ ସ୍ତ୍ରୀ ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ ମଧ୍ୟ ଦଳକୁ ଫେରିଛନ୍ତି। ଦିଲ୍ଲୀରେ ଗିରିଧରଙ୍କ ପରିବାର ସଦସ୍ୟ କଂଗ୍ରେସ ହାତ ଧରିଛନ୍ତି। ଏହି ସମୟରେ...

କଂଗ୍ରେସ ଉପରେ ବର୍ଷିଲେ ମୋଦି

ଥିରୁଭାନନ୍ତପୁରମ,୧୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଯେ ଦାରିଦ୍ର୍ୟ ଦୂରୀକରଣ ପାଇଁ କଂଗ୍ରେସ ସ୍ଲୋଗାନ ଦେଇଛି, କିନ୍ତୁ ଆମେ କାମ କରିଛୁ। ଆମ କାର୍ଯ୍ୟର ପ୍ରଭାବ ଦେଶରେ ଦୃଶ୍ୟମାନ ହେଉଛି। ପ୍ରଧାନମନ୍ତ୍ରୀ...

ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ,୧୭।୧: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଧବାର ଲୋକାର୍ପିତ ହୋଇଛି। ଶୁଭଲଗ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହଙ୍କ ଉପସ୍ଥିତିରେ ମୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହୋଇଛି। ଲୋକାର୍ପଣ ଫଳକରେ...

ମଣିପୁରରେ ପୁଣି ହିଂସା!

ଇମ୍ଫାଲ,୧୭।୧: ବୁଧବାର ସକାଳେ ମଣିପୁରର ମୋରେହ ଜିଲାରେ ସୁରକ୍ଷା ବାହିନୀ ଏବଂ ସନ୍ଦିଗ୍ଧ କୁକି ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା, ଏହା ପରେ ସିଡିଏ ଅଧିକାରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ପୋଲିସର ସୂଚନାନୁସାରେ, ଆତଙ୍କବାଦୀମାନେ ବୋମା ଫିଙ୍ଗି...

ସେନା ଶକ୍ତିରେ ଆମେରିକା ନମ୍ବର ଓ୍ବାନ, ଜାଣନ୍ତୁ ଭାରତ ରହିଛି କେତେ ନମ୍ବରରେ

ନୂଆଦିଲ୍ଲୀ,୧୭।୧: ସାମରିକ ଶକ୍ତି ଭାବେ ଭାରତ ହେଉଛି ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ଦେଶ। ଗ୍ଲୋବାଲ ଫାୟାର୍‌ ପାୱାର୍‌ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ଏହି ର଼୍ୟାଙ୍କିଙ୍ଗରେ ଆମେରିକା ସାମରିକ ଶକ୍ତି ଭାବେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଭାବେ ପରିଗଣିତ ହୋଇଛି।...

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ୫୭ବର୍ଷ ପୂର୍ବରୁ ଡାକ ଟିକେଟରେ ଲେଖାଯାଇଥିଲା ସମୟ!

ନୂଆଦିଲ୍ଲୀ,୧୭।୧: ରାମ ମନ୍ଦିରକୁ ନେଇ ନିକଟରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ତାରିଖ ଯେତେ ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ଆଶା ଉଦ୍ଦୀପନା ସେତିକି ବୃଦ୍ଧି ପାଉଛି। ଏହାରି ଭିତରେ ନେପାଳର ଏକ...

ଭଏସ କ୍ଲୋନିଂରେ ଦେଶରେ ସର୍ବାଧିକ ଠକେଇ, ଏମିତି କଲ ଆସିଲେ କରିବେ କ’ଣ

ନୂଆଦିଲ୍ଲୀ,୧୭।୧: ଆଜିକାଲି ଭଏସ କ୍ଲୋନିଂ ଠକେଇର ଏକ ନୂଆ ମାଧ୍ୟମ ପାଲଟିଛି। ଠକମାନେ ପୀଡ଼ିତଙ୍କ ଘନିଷ୍ଠ ସମ୍ପର୍କୀୟ କିମ୍ବା ଘନିଷ୍ଠ ବନ୍ଧୁଙ୍କ ସହିତ ନିଜ ସ୍ବରରେ ଫୋନରେ କଥାବାର୍ତ୍ତା କରନ୍ତି ଏବଂ ଏହା ଏକ ଜରୁରୀକାଳୀନ ପରିସ୍ଥିତି ବୋଲି ଦର୍ଶାଇ...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପରେ ଲାଗିବ ରୋକ! ଆସିଲା ବଡ଼ ଅଭିଯୋଗ, ହାଇକୋର୍ଟରେ ପିଟିଶନ ଦାଖଲ

ଲକ୍ଷ୍ନୌ,୧୭।୧: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି ହାଇକୋର୍ଟରେ ଏକ ଜନହିତ ପିଟିଶନ ଦାଖଲ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

China Virus: ବିଶ୍ୱକୁ ପୁଣି ବିପଦରେ ପକାଇବ ଚାଇନା, କରୋନା ଭଳି ଘାତକ ଭାଇରସକୁ ମୂଷା ଉପରେ କରୁଛି ପରୀକ୍ଷା

ବେଜିଂ,୧୭।୧: ସମଗ୍ର ବିଶ୍ୱରେ ୩ ବର୍ଷ ପୂର୍ବେ ତଥା ୨୦୨୦ରେ କରୋନା ପରି ଏକ ବିପଜ୍ଜନକ ରୋଗ ନିଦ ହଜାଇଦେଇଥିଲା। ଏହି କାରଣରୁ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ମଧ୍ୟ ଯାଇଥିଲା। ସମଗ୍ର ବିଶ୍ୱ ଚାଇନାକୁ କରୋନା ରୋଗ ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri