Tag Archives: Home Middle

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବାକୁ ଶରଦ ପାଓ୍ବାରଙ୍କୁ ମିଳିଲା ନିମନ୍ତ୍ରଣ

ମୁମ୍ବାଇ,୧୭।୧: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସୁପ୍ରିମୋ ଶରଦ ପାୱାରଙ୍କୁ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ ମିଳିଛି। ଏହି ନିମନ୍ତ୍ରଣ ସମ୍ପର୍କରେ ଶରଦ ପାୱାର ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କୁ ଚିଠି ଲେଖି...

ଆଜି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ

ଭୁବନେଶ୍ୱର/ପୁରୀ,୧୭।୧(ଅନିଲ ଦାସ/ ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ବୁଧବାର ଅନୁଷ୍ଠିତ ହେବ। ଏଥିଲାଗି ଜଗନ୍ନାଥ ଧାମ ମନ୍ତ୍ରଧ୍ବନିରେ ମୁଖରିତ ହେଉଛି। ବଡ଼ଦାଣ୍ଡର ଚୁତଃପାର୍ଶ୍ୱ ସଜେଇ ହେଉଛି। ମହାଯଜ୍ଞ ଚାଲିଛି, ନାମସଂକୀର୍ତ୍ତନ ସହ ଭାବଭକ୍ତିରେ ସମଗ୍ର ପରିବେଶରେ...

ଅଯୋଧ୍ୟାରେ ଖୋଲିବ ସାତ ତାରକା ନିରାମିଷ ହୋଟେଲ, ଦେଶରେ ପ୍ରଥମ

ଅଯୋଧ୍ୟା,୧୬।୧: ଅଯୋଧ୍ୟାରେ ଜାନୁଆରୀ ୨୨କୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ମଙ୍ଗଳବାର ପ୍ରାଣ ପ୍ରତିଷ୍ଠା ପାଇଁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଏହାରି ଭିତରେ ଅଯୋଧ୍ୟାକୁ ମିଳିବାକୁ ଯାଉଛି ଏକ ସାତ ତାରକା ହୋଟେଲ।...

ମାଞ୍ଜାସୁତାରେ ପୁଣି ଜଣକ ବେକ କଟିଲା

କଟକ,୧୬ା୧ (କାର୍ତ୍ତିକ ସାହୁ) ଗୁଡ଼ିରେ ବ୍ୟବହୃତ ମାଞ୍ଜାସୂତା ଲାଗି ପୁଣି ଜଣକ ବେକ କଟିଛି। ବାଦାମବାଡ଼ି ଅଞ୍ଚଳରେ ମଙ୍ଗଳବାର ଅପରାହ୍ଣରେ ଘଟିଛି ଏଭଳି ଅଘଟଣ। ଆହତ ବ୍ୟକ୍ତି ଜଣକ ହେଲେ ୪୨ ମୌଜା ନହରପଦା ଗ୍ରାମର ଶିବ ପ୍ରସାଦ ପଣ୍ଡା(୪୮)।...

କେନ୍ଦ୍ରାପଡାରେ ମଦ ବିକ୍ରି ବନ୍ଦ

କେନ୍ଦ୍ରାପଡା,୧୬।୧: ଜାନୁଆରୀ ୧୭ ଓ ୨୨ରେ ଜିଲାରେ ମଦ ବିକ୍ରି ବନ୍ଦ। ବିକ୍ରି ସହ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡା ଜିଲାପାଳ ଅମ୍ରିତ ଋତୁରାଜ । ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଓ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ...

ଭାରତକୁ ତର ଦେଖାଇଲା ମାଳଦ୍ୱୀପ: ତୁର୍କୀ ସହ କଲା ଘାତକ ଡିଲ୍‌

ମାଲେ,୧୬।୧: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ କ୍ରମାଗତ ଭାବରେ ଭାରତ ବିରୋଧୀ ଟିପ୍ପଣୀ ଦେବା ସହ କାର୍ଯ୍ୟଧାରା ଜାରି ରଖିଛନ୍ତି। ଏହିକ୍ରମରେ ଆଗକୁ ଯାଇ ମାଳଦ୍ୱୀପ ବର୍ତ୍ତମାନ ତୁର୍କୀ ସହିତ ଏକ ଘାତକ ଡ୍ରୋନ କିଣିବା ପାଇଁ ଚୁକ୍ତି କରିଛି।...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ବିବାଦ: କେଜରିଓ୍ବାଲ-ସଞ୍ଜୟଙ୍କ ବିରୋଧରେ ମାନହାନୀ ମାମଲା ଶୁଣାଣି ଉପରେ ରହିତାଦେଶ

ନୂଆଦିଲ୍ଲୀ,୧୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ବିବାଦୀୟ ଟିପ୍ପଣୀ ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଏଏପି ଏମପି ସଞ୍ଜୟ ସିଂହଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାର ଶୁଣାଣି ଉପରେ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ। ଗୁଜରାଟର...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ମାମଲା: ଆବେଦନକାରୀଙ୍କୁ ଆୟର ଉତ୍ସ ସଂକ୍ରାନ୍ତରେ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୬ା୧ (କାର୍ତ୍ତିକ ସାହୁ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ଦାୟର ମାମଲାରେ ଆବେଦନକାରୀଙ୍କୁ ଆୟର ଉତ୍ସ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ...

କୁନୋ ନ୍ୟାଶନାଲ ପାର୍କରେ ଆଖିବୁଜିଲା ଚିତା ‘ଶୌର୍ଯ୍ୟ’

ଭୋପାଳ,୧୬।୧: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ନାମିବ୍ୟାରୁ ଆସିଥିବା ଆଖି ବୁଜିଛି ଆଉ ଏକ ଚିତା। ମଙ୍ଗଳବାର ଚିତା ‘ଶୌର୍ଯ୍ୟ’ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ କୁନୋ ନ୍ୟାଶନାଲ ପାର୍କରେ ୧୦ ଚିତାଙ୍କ ମୃତ୍ୟୁ ହୋଇସାରିଲାଣି। ଏଥିରେ ୭...

ଜ୍ଞାନବାପି ମାମଲା: ହିନ୍ଦୁ ପକ୍ଷଙ୍କ ସପକ୍ଷରେ ରାୟ ଦେଲେ ସୁପ୍ରିମକୋର୍ଟ

ବାରାଣସୀ,୧୬।୧: ବହୁଚର୍ଚ୍ଚିତ ବାରାଣସୀର ଜ୍ଞାନବାପି ମସ୍‌ଜିଦ୍‌ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ମସଜିଦ୍‌ ପରିସରରେ ଥିବା ସିଲ୍‌ ଅଞ୍ଚଳକୁ ସଫା କରିବା ଲାଗି ହିନ୍ଦୁ ପକ୍ଷକୁ ଅନୁମତି ମିଳିଛି। ଜିଲା ମାଜିଷ୍ଟ୍ରେଟ୍‌ଙ୍କ ତତ୍ତ୍ୱାବଧାନରେ ଉକ୍ତ ଅଞ୍ଚଳକୁ ସଫା...

କର୍ମଚାରୀମାନେ ଦିଅନ୍ତୁ ସ୍ବତଃ ପ୍ରବୃତ୍ତ ଇସ୍ତଫା! ଦୁର୍ଗମ ପାହାଡିଆ ଇଲାକାକୁ ଶିଫ୍ଟ ହୋଇଗଲା କମ୍ପାନୀ, ତା’ପରେ…

ଶିଆନ,୧୬।୧: କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିବା ପାଇଁ ଅଧିକାଂଶ ସ୍ଥାନରେ ସେମାନଙ୍କ କାମରେ ଭୁଲ ବାହାର କରାଯାଇଥାଏ କିମ୍ବା ଅନ୍ୟ କୌଣସି ଉପାୟରେ ହଇରାଣ କରାଯାଏ ଯାହାଦ୍ୱାରା ସେମାନେ ନିଜେ ଇସ୍ତଫା ଦେଇଦେବେ। କିନ୍ତୁ ଚାଇନାର ଏକ କମ୍ପାନୀ ଏପରି...

ଗର୍ଭଯନ୍ତ୍ରଣା କମ୍‌ କରିବା ପାଇଁ ୫ଘଣ୍ଟା ଧରି ଭଜନ ଗାଇଲେ ମହିଳା, ସ୍ବାମୀ ବଜାଇଲେ ଗିଟାର, ଜନ୍ମ କଲେ ଶିଶୁ

ସିଏଟଲ,୧୬।୧: ମା’ ହେବା ସବୁ ନାରୀ ପାଇଁ ଏକ ସୁନ୍ଦର ଅନୁଭବ। କିନ୍ତୁ ଏହି ସୁଖଦ ମୂହୂର୍ତ୍ତ ପାଇବା ପାଇଁ ନାରୀକୁ ୧୦ମାସ କାଳ ଗର୍ଭ ଯନ୍ତ୍ରଣା ସହିବାକୁ ପଡିଥାଏ। ସର୍ଜରୀ ହେଉ କି ପ୍ରାକୃତିକ ଭାବରେ, ଗର୍ଭାବସ୍ଥା କଷ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri