Tag Archives: Home Middle

ପ୍ଲିଜ ଗୁଳି କର ନାହିଁ : ଲାଇଭ ପ୍ରସାରଣ ସମୟରେ ଟିଭି ଷ୍ଟୁଡିଓରେ ପ୍ରବେଶ କଲେ ସଶସ୍ତ୍ର ଲୋକେ, ପରେ ଏପରି ଘଟିଲା…

କ୍ୱେଟା,୧୦।୧ : ଇକ୍ୟୁଏଡରରେ ଅବସ୍ଥା ବିଗିଡି ଯାଇଛି। ସେଠାରେ ମୁଖାପିନ୍ଧିଥିବା ସଶସ୍ତ୍ର ଲୋକେ ଏକ ଟେଲିଭିଜନ ଚ୍ୟାନେଲର ସେଟରେ ପ୍ରବେଶ କଲେ। ଲାଇଭ ପ୍ରସାରଣ ସମୟରେ ବନ୍ଧୁକ ଏବଂ ବିସ୍ଫୋରକ ପ୍ରଦର୍ଶନ କରି ସେମାନେ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା...

ଭାରତ ପାଇଁ ଖୁସି ଖବର: ଆୟୁର୍ବେଦ, ସିଦ୍ଧ-ୟୁନାନିର ୫୨୯ ରୋଗକୁ ତାଲିକାଭୁକ୍ତ କରିବ ଡବ୍ଲୁଏଚଓ…

ଜେନେଭା,୯।୧ : ଭାରତର ପ୍ରାଚୀନ ଚିକିତ୍ସା ପ୍ରଣାଳୀ ଆୟୁର୍ବେଦ, ସିଦ୍ଧ ଏବଂ ୟୁନାନି ବିଶ୍ୱସ୍ତରରେ ମାନ୍ୟତା ପାଇବାକୁ ଯାଉଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ବର୍ତ୍ତମାନ ଏହାର ପପୁଲାର ସିରିଜ ଅନ୍ତର୍ଜାତୀୟ ବର୍ଗୀକରଣ ରୋଗରେ ଭାରତର ପାରମ୍ପାରିକ ଔଷଧ ଅଧୀନରେ ଥିବା...

ମାଳଦ୍ୱୀପକୁ ବଡ଼ ଝଟକା: ୧୦,୫୦୦ ହୋଟେଲ ବୁକିଂ-୫,୫୨୦ ଫ୍ଲାଇଟ ଟିକେଟ ବାତିଲ କଲେ ଭାରତୀୟ…

ନୂଆଦିଲ୍ଲୀ,୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ସୋସିଆଲ ମିଡିଆରେ ଶେୟାର କରିଥିବା ଫଟୋ ପରେ ମାଳଦ୍ୱୀପ ଉପରେ ଦେଇଥିବା ବିବୃତ୍ତିରୁ ଆରମ୍ଭ ହୋଇଥିବା ବିବାଦ ସମାପ୍ତ ହେବାର ନା ଧରୁନି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ମାଳଦ୍ୱୀପର...

ଚାଇନା ଆଗରେ ହାତ ପାତିଲା ମାଳଦ୍ୱୀପ: କହିଲା ଆମର ପର୍ଯ୍ୟଟକ ଦରକାର…

ବେଜିଂ,୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷାଦ୍ୱୀପ ଗସ୍ତକୁ ନେଇ ବିବାଦ ମଧ୍ୟରେ ମାଲଦ୍ୱୀପ ଚାଇନାରୁ ଅଧିକ ପର୍ଯ୍ୟଟକ ପଠାଇବାକୁ ଅନୁରୋଧ କରିଛି। ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ତାଙ୍କ ଦେଶକୁ ଯଥାସମ୍ଭବ ପର୍ଯ୍ୟଟକ...

Ayodhya Ram Mandir Inauguration: ବନ୍ଦ ରହିବ ସବୁ୍‌ ସ୍କୁଲ କଲେଜ…

ଲକ୍ଷ୍ନୌ,୯।୧ : ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶରେ ଉତ୍ସବର ପରିବେଶ ରହିଛି। ଏହି ବିଶେଷ ଉତ୍ସବରେ ଅଯୋଧ୍ୟାରେ ଏକ ବିଶାଳ ସମାରୋହ ଆୟୋଜନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...

ବିଷାକ୍ତ ହେଲାଣି ଓଡିଶା ବାୟୁ: ବାଲେଶ୍ୱର ଦେଶର ତୃତୀୟ ପ୍ରଦୂଷିତ ସହର

ଭୁବନେଶ୍ୱର,୯।୧: ଓଡିଶା ଆକାଶରେ ପ୍ରଦୂଷିତ ବୟୁ। ରାଜ୍ୟରେ ପ୍ରଦୂଷଣ ସ୍ଥିତି ସାଂଘାତିକବସ୍ଥାରେ ରହିଛି। ବିଶେଷକରି ରାଜ୍ୟର କଟକ ଭୁବନେଶ୍ୱର ସମେତ ୬ଟି ସହରରେ ସ୍ଥିତି ସଙ୍ଗୀନ ରହିଛି। ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩ଶହ ପାର କରିଛି। ରାଜଧାନୀ ଭୁବନେଶ୍ୱରରେ...

ପିଉଛନ୍ତି କି ବୋତଲ ପାଣି, ହୋଇ ଯାଆନ୍ତୁ ସାବଧାନ ! ବ୍ରେନ-ହାର୍ଟରେ ପହଞ୍ଚିବ ଏସବୁ…

ନୂଆଦିଲ୍ଲୀ,୯।୧ : ବୋତଲରେ ପାଣି କିଣିବା ଅତ୍ୟନ୍ତ ସହଜ, ଏହା ଆମ ପାଇଁ ସହଜରେ ଉପଲବ୍ଧ କିନ୍ତୁ ବର୍ତ୍ତମାନ ଏହି ବିଷୟରେ ଏକ ଚିନ୍ତାଜନକ ପ୍ରକାଶ ସାମ୍ନାକୁ ଆସିଛି । ଏକ ଗବେଷଣା ଅନୁଯାୟୀ, ବୋତଲରେ ପାଣିରେ ଲକ୍ଷ ଲକ୍ଷ...

ଆତଙ୍କବାଦୀ ହବିବୁଲ୍ଲାଙ୍କ ବିରୋଧରେ ଏନଆଇଏର କଡ଼ା ପଦକ୍ଷେପ…

ନୂଆଦିଲ୍ଲୀ,୯।୧ : ଜମ୍ମୁ-କଶ୍ମୀରରେ କାର୍ଯ୍ୟ କରୁଥିବା ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଉପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କଡା ଆଭିମୁଖ୍ୟ ଗ୍ରହଣ କରିଛି। ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଷଡଯନ୍ତ୍ର କରି ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବାର...

ହାଇଟେକ୍‌ ଟ୍ରାଜେଡି: ଆସିଲା ଡିଏନ୍‌ଏ ରିପୋର୍ଟ, ମୃତ ତୃତୀୟ ବ୍ୟକ୍ତି ଦିଲ୍ଲୀପ

ଭୁବନେଶ୍ୱର,୯।୧: ହାଇଟେକ୍‌ ଟ୍ରାଜେଡିରେ ନୂଆ ତଥ୍ୟର ଖୁଲାସା ହୋଇଛି। ଡିସେମ୍ବର ୩୦ରେ ଘଟିଥିବା ବିସ୍ଫୋରଣରେ ମୃତ ତୃତୀୟ ବ୍ୟକ୍ତିଙ୍କର ଡିଏନଏ ରିପୋର୍ଟ ମଙ୍ଗଳବାର ଆସିଛି। ରିପୋର୍ଟ ଆସିଲା ପରେ ମୃତଦେହ ଦିଲ୍ଲୀପ ନା ଜ୍ୟୋତିଙ୍କର ତାହା ସ୍ପଷ୍ଟ ହୋଇଛି। ଡିଏନଏ...

ପୁଅକୁ ହତ୍ୟା କରି ମୃତ ଦେହକୁ ସୁଟକେସରେ କଲେ ଭର୍ତ୍ତି ମା’…

ପଣଜୀ,୯।୧ : ବେଙ୍ଗାଲୁରୁରୁ ଗୋଆକୁ ଆସିଥିବା ଏକ ଷ୍ଟାର୍ଟଅପ କମ୍ପାନୀର ସିଇଓ ତାଙ୍କ ଚାରି ବର୍ଷର ପୁଅକୁ ହୋଟେଲ ରୁମରେ ହତ୍ୟା କରିଛନ୍ତି। ଏହି ଅପରାଧ କରିବା ପରେ ମହିଳା ମୃତ ଦେହକୁ ସୁଟକେସରେ ଭର୍ତ୍ତି କରି ଘଟଣାସ୍ଥଳରୁ ପଳାଇଥିଲେ।...

ବିଶ୍ୱରଞ୍ଜନ ମହାନ୍ତି ପିସିସି ମିଡିଆ କମିଟି ଅଧ୍ୟକ୍ଷ

ବନେଶ୍ୱର,୯।୧: କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କୁ ମିଳିଲା ନୂଆ ଦାୟିତ୍ୱ। ପିସିସି ମିଡିଆ କମିଟି ଅଧ୍ୟକ୍ଷ ହେଲେ ବିଶ୍ୱରଞ୍ଜନ। ବିଶ୍ୱରଞ୍ଜନଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ଚିଠି। ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଦାୟିତ୍ୱ ନେବା ପରେ ମିଡିଆ...

ଆଉ ଦାଖଲ କରିବାକୁ ପଡ଼ିବନି ସ୍ପିଡ ଗଭର୍ନର ସାର୍ଟିଫିକେଟ : ଗାଡି ମାଲିକଙ୍କ ପାଇଁ ଖୁସି ଖବର…

ନୂଆଦିଲ୍ଲୀ,୯।୧ : ବାଣିଜି୍ୟକ ଗାଡି ମାଲିକଙ୍କ ପାଇଁ ଖୁସି ଖବର ଆସିଛି। ଏବେ ଆଉ ସେମାନଙ୍କୁ ଯାନଗୁଡିକ ସ୍ପିଡ ଗଭର୍ନର ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ ନାହିଁ। ଦିଲ୍ଲୀ ସରକାର ଏହି ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି। ଏକ ସରକାରୀ ନିର୍ଦ୍ଦେଶରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri