Tag Archives: Home Middle

ଡାଲ ହ୍ରଦ ପାଲଟିଲା ବରଫ: ଭିଡ଼ିଓ ଭାଇରାଲ…

ଶ୍ରୀନଗର,୮।୧ : ପ୍ରବଳ ଶୀତ ଯୋଗୁ ଜମ୍ମୁ-କଶ୍ମୀର, ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ସମେତ ଦେଶର ସମସ୍ତ ଅଞ୍ଚଳରେ ସ୍ଥିତି ସଙ୍କଟ ଜନକ ରହିଛି। ଶ୍ରୀନଗରର ପ୍ରସିଦ୍ଧ ଡାଲ ହ୍ରଦର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ପ୍ରସବ କରାଇବାକୁ ଡାକ୍ତରଙ୍କୁ ଅନୁରୋଧ କରୁଛନ୍ତି ଗର୍ଭବତୀ ମହିଳା…

କାନପୁର,୮।୧ : ଅଯୋଧ୍ୟାରେ ରାମ ମନ୍ଦିରର ପବିତ୍ର କାର୍ଯ୍ୟକ୍ରମ ବିଷୟରେ ସବୁଠାରେ ଉତ୍ସାହ ଦେଖିବାକୁ ମିଳୁଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଏକ ଶୁଭ ସମୟରେ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଅନେକ ଗର୍ଭବତୀ ମହିଳା, ଯେଉଁମାନଙ୍କର ପ୍ରସବ...

ଦୋଷୀ ଯିବେ ଜେଲ: ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି ଠିକ ନୁହେଁ…

ନୂଆଦିଲ୍ଲୀ,୮।୧ : ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ଦେଇଛନ୍ତି। ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି ଠିକ ନୁହେଁ ବୋଲି କୋର୍ଟ କହିଛନ୍ତି। ଏବେ ଦୋଷୀ ଜେଲ ଯିବେ। ବିଲକିସ ବାନୋ ଗଣବଳାତ୍କାର ମାମଲାରେ ସୁପ୍ରିମକୋର୍ଟ ଅପରାଧୀଙ୍କୁ ଅକାଳରେ...

ଗାଜା ଆକ୍ରମଣରେ ପତ୍ନୀ, ଦୁଇ ପୁଅ, ଝିଅ ସହ ସମ୍ପୂର୍ଣ୍ଣ ପରିବାରକୁ ହରାଇଲେ ଖବରଦାତା

ଜେରୁଜେଲମ,୮।୧: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ୩ମାସରୁ ଅଧିକ ସମୟ ଧରି ଚାଲିଆସୁଛି। ଯୁଦ୍ଧରେ ଏପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଯେଉଁଠାରେ ଇସ୍ରାଏଲ ହମାସକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ନିଷ୍ପତ୍ତି ନେଇଛି। ଏଥି...

ସୋନିଆ-ରାହୁଲ ଅଡୁଆରେ: ଗାନ୍ଧୀ ପରିବାର ଦ୍ୱାରା ବିନା ଲାଇସେନ୍ସରେ ପରିଚାଳିତ ଅନାଥ ଆଶ୍ରମ ଚର୍ଚ୍ଚାରେ…

ନୂଆଦିଲ୍ଲୀ,୮।୧ : ନ୍ୟାଶନାଲ କମିଶନ ଫର ପ୍ରୋଟେକଶନ ଅଫ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ଅଧ୍ୟକ୍ଷ ପ୍ରିୟଙ୍କା କାନୁନଗୋ ଉତ୍ତରପ୍ରଦେଶର ପ୍ରୟାଗର ଆନନ୍ଦ ଭବନ କମ୍ପ୍ଲେକ୍ସରେ ଗାନ୍ଧୀ ପରିବାର ଦ୍ୱାରା ବିନା ଲାଇସେନ୍ସରେ ପରିଚାଳିତ ଅନାଥ ଆଶ୍ରମରେ ଭୟଙ୍କର ପରିସ୍ଥିତିକୁ କଡ଼ା...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ବୟାନ ପରେ ଭାରତ କ୍ଷୁବ୍ଧ, ମାଳଦ୍ଵୀପ ହାଇକମିଶନଙ୍କୁ ସମନ

ନୂଆଦିଲ୍ଲୀ,୮ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆପତ୍ତିଜନକ ବୟାନ ଦେବା ମାଳଦ୍ଵୀପ ଉପରେ ଭାରି ପଡ଼ିଛି। ପ୍ରଥମେ ସୋସିଆଲ ମିଡିଆରେ ମାଳଦ୍ଵୀପକୁ ବଏକଟ କରିବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଥିଲା, ଏହା ପରେ ଅଗ୍ରଣୀ ଭାରତୀୟ ଟ୍ରାଭେଲ କମ୍ପାନୀଗୁଡିକ...

ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କ ଜୀବନ ଗଲା

ଝାରସୁଗୁଡ଼ା,୮ା୧: ବେଲପାହାଡ଼ ଗୌରପଡ଼ା ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ୩ ବାଇକ୍‌ଆରୋହୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣା ପରେ...

୨୯୦୦୦ ଭୂତ କମ୍ପାନୀ ଦ୍ୱାରା ୪୪୦୦୦ କୋଟି ଟିକସ ଚୋରି: ମହାରାଷ୍ଟ୍ରରେ ସର୍ବାଧିକ…

ନୂଆଦିଲ୍ଲୀ,୮।୧ : ନକଲି ରେଜିଷ୍ଟ୍ରେଶନ ବିରୋଧରେ ଅଭିିଯାନ ସମୟରେ ଆଠ ମାସ ମଧ୍ୟରେ ୪୪,୦୧୫ କୋଟି ଟଙ୍କା ଜାଲ ଇନପୁଟ ଟ୍ୟାକ୍ସ କ୍ରେଡିଟ (ଆଇଟିସି) ସହିତ ଜଡିତ ୨୯,୨୭୩ ନକଲି କମ୍ପାନୀ ଅର୍ଥାତ ଭୂତ କମ୍ପାନୀକୁ ଜିଏସଟି ଅଧିକାରୀ ଚିହ୍ନଟ...

୯୦ ତୋପ ମାଡ଼ କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୮।୧ : ଦକ୍ଷିଣ କୋରିଆ ଏବଂ ଉତ୍ତର କୋରିଆ ମଧ୍ୟରେ କ୍ରମାଗତ କଳହ ଲାଗିଛି । ଏହି ସମୟରେ ଦକ୍ଷିଣ କୋରିଆ ମିଡିଆ ଏଜେନ୍ସି ରିପୋର୍ଟ କରିଛି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ଦକ୍ଷିଣ...

ହସିନା ପଞ୍ଚମ ଥର ପାଇଁ ପୁଣି ପ୍ରଧାନମନ୍ତ୍ରୀ…

ଢାକା,୮।୧ : ବାଂଲାଦେଶରେ ହିଂସାତ୍ମକ ଘଟଣା ତଥା ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନପି) ଦ୍ୱାରା ନିର୍ବାଚନ ବହିଷ୍କାର ମଧ୍ୟରେ ନିର୍ବାଚନ ଆୟୋଗ ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଆୱାମୀ ଲିଗକୁ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା...

ଓଡ଼ିଶା ଆଗରେ କଷ୍ଟସାଧ୍ୟ ଲକ୍ଷ୍ୟ

ଭୁବନେଶ୍ୱର, ୮।୧ (ତପନ ସ୍ବାଇଁ): ଭଦୋଦରାର ମୋତିବାଗ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ଆଗରେ ବରୋଦା କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ବରୋଦାର ପ୍ରଥମ ଇନିଂସ ୩୫୧ ରନ ଜବାବରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟରେ...

ଓଡ଼ିଶା ୧୮୦ ରନରେ ଅଲ୍‌ଆଉଟ୍‌

ବରଗଡ,୮।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ରବିବାର ଓଡ଼ିଶା ଓ ସୌରାଷ୍ଟ୍ର ମଧ୍ୟରେ ୨୩ ବର୍ଷରୁ କମ୍‌ ବୟସ ବର୍ଗର ସି. କେ. ନାଇଡୁ ଟ୍ରଫି ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମେ ସୌରାଷ୍ଟ୍ର ଦଳର ଅଧିନାୟକ ଜୟ ଗୋହିଲ ଟସ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri