Tag Archives: Home Middle

ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ଭାରୀ: ମାଳଦ୍ୱୀପର ୩ ମନ୍ତ୍ରୀ ନିଲମ୍ବିତ

ମାଲେ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ଉପହାସ କରୁଥିବା ନେଇ ବିବାଦ ଉପରେ ମାଳଦ୍ୱୀପ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ମାଳଦ୍ୱୀପ ସରକାର ମନ୍ତ୍ରୀ ମରିୟମ ଶିଆନା,...

ନୀତୀଶଙ୍କ ରାଜ୍ୟରେ ମଦ ବିକ୍ରି ନିଷେଧ, କିନ୍ତୁ ଗ୍ରାମାଞ୍ଚଳରେ ପହଞ୍ଚୁଛି ଡ୍ରଗ୍ସ ପୁଡିଆ,ବିକ୍ରିରେ ମହିଳା-ଶିଶୁଙ୍କ ସମ୍ପୃକ୍ତି…

ପାଟନା,୭।୧ : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ମଦ ବିକ୍ରି ନେଇ ନିଷେଧାଦେଶ ଆଇନ ଲାଗୁ କରି ନିଜର ପତିଆରା ଜାହିର କରୁଛନ୍ତି। କିନ୍ତୁ ଏହି ଆଇନ ପରେ ଅନ୍ୟ ନିଶା ପଦାର୍ଥର ବିକ୍ରୟ ବୃଦ୍ଧି ପାଇବାରେ ଲାଗିଛି।...

ଏଟିଏସ୍‌ର ବଡ଼ ଧରଣର ଚଢ଼ାଉ, ୬ ଗିରଫ

ମୁମ୍ବାଇ,୭ା୧: ମହାରାଷ୍ଟ୍ର ପୋଲିସର ଆତଙ୍କବାଦୀ ବିରୋଧୀ ୟୁନିଟ (ଏଟିଏସ୍‌) ରବିବାର ଅପରାହ୍ନରେ ମୁମ୍ବାଇର ବୋରିଓ୍ବାଲି ଅଞ୍ଚଳରେ ଚଢ଼ାଉ କରିଛି। ଏହି ସମୟରେ ୬ ଜଣଙ୍କୁ ଗିରଫ କରାଯାଇଛି। ଏଟିଏସ ସହ ଜଡିତ ସୂତ୍ର ଅନୁଯାୟୀ, ଏହି ଲୋକଙ୍କ ନିକଟରୁ ୪ଟି...

ପୁଣି କରୋନା ଆତଙ୍କ: ୨୪ ଘଣ୍ଟାରେ ୫ ମୃତ, ସକ୍ରିୟ ମାମଲା ୪୦୦୦ ଟପିଲା…

ନୂଆଦିଲ୍ଲୀ,୭।୧ : କରୋନା ମହାମାରୀ ପୁଣି ଥରେ ଦେଶରେ ଆତଙ୍କ ସୃଷ୍ଟି କରୁଛି। ଏହାର ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୂତନ ଆକଳନ ଅନୁସାରେ ସକ୍ରିୟ ମାମଲା ୪ ହଜାର ଅତିକ୍ରମ କରିଛି।...

ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଲାଗିଲା ନିଆଁ, ଜଳିଗଲା ୧୦୦୦ରୁ ଅଧିକ ଆଶ୍ରୟସ୍ଥଳୀ

ଢାକା,୭ା୧: ବାଂଲାଦେଶର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲା କକ୍ସ ବଜାରରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀ ଆଶ୍ରୟ ନେଇଥିବା ଶିବିରରେ ନିଆଁ ଲାଗିଯାଇଛି। ଫଳରେ ଏହି ଅଗ୍ନିକାଣ୍ଡରେ ୧୦୦୦ରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଆଶ୍ରୟସ୍ଥଳୀ ନଷ୍ଟ ହୋଇଯାଇଥିବା ବେଳେ ହଜାର ହଜାର ଲୋକ...

ମାଲକାନଗିରି ବିମାନବନ୍ଦରରେ ଟ୍ରାଏଲ ରନ୍‌, ଅବତରଣ କଲା VT-100 ବିମାନ

ମାଲକାନଗିରି,୭ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରିରେ ଖୁବ୍‌ଶୀଘ୍ର କାର୍ଯ୍ୟମକ୍ଷ ହେବାକୁ ଯାଉଛି ରାଜ୍ୟର ଆଉ ଏକ ବିମାନବନ୍ଦର। ଏହି ପରିପ୍ରେକ୍ଷୀରେ ମାଲକାନଗିରି ବିମାନବନ୍ଦରରେ ରବିବାର ଟ୍ରାଏଲ ରନ୍‌ ହୋଇଛି। ସଫଳତାର ସହିତ VT-100 ବିମାନ ଅବତରଣ କରିଛି। ଆଜି ପରୀକ୍ଷାମୂଳକ ଭାବେ VT-100...

ଅଖିଳେଶ ପ୍ରଥମେ ନିଜେ ଠିକ ଅଛନ୍ତି କି ନାହିଁ ଦେଖନ୍ତୁ: ମାୟାବତୀଙ୍କ କଟାକ୍ଷ…

ଲକ୍ଷ୍ନୌ,୭।୧ : ଉତ୍ତରପ୍ରଦେଶରେ ବିଏସପି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ସମାଜବାଦୀ ପାର୍ଟି (ଏସପି) କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଅଖିଳେଶ ଯାଦବ ଅନ୍ୟମାନଙ୍କ ଉପରେ କୌଣସି କଟାକ୍ଷ କରିବା ପୂର୍ବରୁ ପ୍ରଥମେ ନିଜେ ଠିକ ଅଛନ୍ତି...

ଟ୍ରେନ୍‌ ଅଟକାଇ ଲୋକଙ୍କ ସମସ୍ୟା ଶୁଣିଲେ ରେଳମନ୍ତ୍ରୀ

ଖୋର୍ଦ୍ଧା,୭ା୧(ପ୍ରଭାତ ପାଣିଗ୍ରାହୀ): ଟ୍ରାକ୍‌ ଉପରେ ଗଡୁଥିଲା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଟ୍ରେନ୍‌। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ବିନା ଷ୍ଟେଶନରେ ଲୋକଙ୍କୁ ଦେଖି ହଠାତ୍‌ ଅଟକି ଯାଇଥିଲା ମନ୍ତ୍ରୀଙ୍କ ଟ୍ରେନ୍‌। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବୋଲଗଡ଼...

ଦକ୍ଷିଣ କୋରିଆକୁ ଚେତାବନୀ ଦେଲେ କିମ୍‌ଙ୍କ ଭଉଣୀ

ପ୍ୟୋଙ୍ଗ୍‌ୟାଙ୍ଗ,୭ା୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ ଦକ୍ଷିଣ କୋରିଆକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି କେହି ଉତ୍ତେଜିତ କରିବାକୁ ଚେଷ୍ଟା କରନ୍ତି ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିକଟରେ ଦକ୍ଷିଣ କୋରିଆ...

୧୫ ଜାନୁୟାରୀରେ କଂଗ୍ରେସ ନେତା କରିବେ ରାମଲାଲାଙ୍କ ଦର୍ଶନ: ଏସବୁ ନେତାଙ୍କୁ ମିଳିଛି ନିମନ୍ତ୍ରଣ…

ନୁଆଦିଲ୍ଲୀ,୭।୧ : ଉତ୍ତର ପ୍ରଦେଶର କଂଗ୍ରେସ ନେତାମାନେ ଜାନୁଆରୀ ୧୫ ରେ ଅଯୋଧ୍ୟା ଯିବେ ଏବଂ ରାମ ଲାଲାଙ୍କର ଦର୍ଶନ କରିବେ। ଦଳର ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେ କହିଛନ୍ତି ୟୁପି କଂଗ୍ରେସର ସମସ୍ତ ବଡ ନେତା ଖାରମାସ ଶେଷ...

ତୃତୀୟ ଥର କ୍ଲିନସ୍ବିପ୍‌ ମାଷ୍ଟରପ୍ଲାନ: ଗୁଜରାଟ ଯିବେ ମୋଦି…

ନୂଆଦିଲ୍ଲୀ,୭।୧ : ଦେଶରେ ଲୋକସଭା ନିର୍ବାଚନ ପାଇଁ ମାତ୍ର କିଛି ମାସ ବାକି ଅଛି। ଭାରତୀୟ ଜନତା ପାର୍ଟି (ଭାଜପା) ଏ ସମ୍ପର୍କରେ ସକ୍ରିୟ ହୋଇଛି। ଏଥର ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଏନଡିଏକୁ ଚ୍ୟାଲେଞ୍ଜ କରିବାକୁ ବିରୋଧୀମାନେ ଇଣ୍ଡିଆ ଗଠନ...

ଚାଇନାରେ କମୁଛି ଦେଶଭକ୍ତଙ୍କ ସଂଖ୍ୟା: ଜିନପିଙ୍ଗ ଆଣିଲେ ନୂଆ ଆଇନ, ସ୍କୁଲରେ ପାଠ୍ୟପୁସ୍ତକରେ ସାମିଲ…

ବେଜିଂ,୭।୧ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ନିରାଶା ବର୍ତ୍ତମାନ ଅନ୍ତର୍ଜାତୀୟସ୍ତରରେ ଦୃଶ୍ୟମାନ ହେଉଛି। ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ଦ୍ୱାରା ଦେଶ ଘେରି ରହିଛି। ଦେଶରେ ନିଯୁକ୍ତି ସଂଖ୍ୟା ହ୍ରାସ ପାଇବା ବିରୋଧରେ ଯୁବବର୍ଗମାନେ ବିରୋଧ କରୁଛନ୍ତି ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri