Tag Archives: Home Middle

ହାଡ଼ଥରା ଶୀତ: ପୁଣି ୫ ଦିନ ବଢ଼ିଲା ସ୍କୁଲ ଛୁଟି…

ମୁମ୍ବାଇ,୭।୧ : ଦିଲ୍ଲୀର ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଏକ ଖୁସି ଖବର ଅଛି। ଦିଲ୍ଲୀ ସରକାର ଶୀତଦିନ ଛୁଟିକୁ ୫ ଦିନ ବୃଦ୍ଧି କରିଛନ୍ତି। ଏହି ଛୁଟିଗୁଡ଼ିକ କେବଳ ଶ୍ରେଣୀ ନର୍ସରୀରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କ ପାଇଁ। ଏହି ସୂଚନା...

ବାୟୁସେନାକୁ ବଡ ସଫଳତା: ପ୍ରଥମ ଥର ପାଇଁ ସୁପର ହର୍କ୍ୟୁଲସ ବିମାନ ରାତିରେ କାର୍ଗିଲରେ କଲା ସଫଳ ଅବତରଣ,ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୭।୧ : ଭାରତୀୟ ବାୟୁସେନା ବହୁତ ସଫଳତା ହାସଲ କରିଛି। ବାସ୍ତବରେ ବାୟୁସେନା ଏହାର ସି-୧୩୦ ଜେ ସୁପର ହର୍କ୍ୟୁଲସ ବିମାନକୁ ରାତିରେ କାର୍ଗିଲ ଏୟାରଷ୍ଟ୍ରିପରେ ଅବତରଣ କରିବାରେ ସଫଳ ହୋଇଛି। ଏହି ସମୟ ମଧ୍ୟରେ ବାୟୁସେନା କମାଣ୍ଡୋମାନଙ୍କୁ ଏକ...

ଆନ୍ଦୋଳନରୁ ଓହରିଲେ ଡ୍ରାଇଭର

ଭୁବନେଶ୍ୱର,୭।୧(ଅନିଲ ଦାସ): କେନ୍ଦ୍ର ସରକାରଙ୍କ ହିଟ୍‌ ଆଣ୍ଡ ରନ୍‌କୁ ନେଇ ହୋଇଥିବା ନୂଆ ଆଇନ ଓ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଓଡ଼ିଶା ଡ୍ରାଇଭର ସଂଘ ଚଳାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନରୁ ଓହରି ଯାଇଛି।...

Sextortion: ଯୁବବର୍ଗଙ୍କଠାରୁ ନେଇ ସେନା ଯବାନ ସାମିଲ, ଭାରତରେ ବୃଦ୍ଧି ପାଉଛି…

ନୂଆଦିଲ୍ଲୀ,୬।୧ : ଦିଲ୍ଲୀରେ ସାଇବର ଠକେଇ ସମ୍ପର୍କରେ ପୋଲିସ ପ୍ରତିଦିନ ୨୦୦ ରୁ ଅଧିକ ଅଭିଯୋଗ ଗ୍ରହଣ କରିଥାଏ, ଏହି ଅଭିଯୋଗଗୁଡିକ ମଧ୍ୟରୁ ଅଧିକାଂଶ ଓ୍ବାର୍କଫ୍ରମ ହୋମ, ସେକ୍ସଟୋର୍ଶନ, ଓଟିପି ସମ୍ବନ୍ଧୀୟ ସମସ୍ୟା ଏବଂ ଉତ୍ପାଦର ଅନଲାଇନ ବିକ୍ରୟ ସହ...

ସୋନିଆ ଗୋଆରେ, ଭିଡ଼ିଓ ଭାଇରାଲ…

ପଣଜୀ,୬।୧ : କଂଗ୍ରେସ ନେତ୍ରୀ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବ୍ୟକ୍ତିଗତ କାରଣରୁ ଗୋଆ ଗସ୍ତରେ ଅଛନ୍ତି। ସେ ଡାବୋଲିମ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିିବା ପରେ ସେ ଦକ୍ଷିଣ ଗୋଆର ଏକ ରିସୋର୍ଟକୁ ଯାଇଛନ୍ତି। ଏହି ସମୟରେ କୌଣସି...

କଂଗ୍ରେସ-ଟିଏମସି ଫାଟ: ଆମେ ଏକୁଟିଆ ଲଢ଼ିବାକୁ ପ୍ରସ୍ତୁତ, ସିଟ ବାଣ୍ଟିବା ବିଷୟରେ ଆଲୋଚନା ନାହିଁ…

କୋଲକାତା,୬।୧ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି ଏବଂ ରାଜନୈତିକ ଦଳ ଉତ୍ସାହର ସହ ଭାଜପା ବିରୋଧରେ ଲଢ଼ିବା ପାଇଁ ସେମାନଙ୍କ ରୋଡମ୍ୟାପ ପ୍ରସ୍ତୁତ କରୁଛନ୍ତି। ବିରୋଧୀ ଦଳର ଇଣ୍ଡିଆରେ ଥିବା ସହଯୋଗୀ ଦଳ...

ସମ୍ବଲପୁରରେ ଏନ୍‌କାଉଣ୍ଟର, ଜଣେ ଆହତ

ସମ୍ବଲପୁର,୬ା୧: ସମ୍ବଲପୁରରେ ପୋଲିସ ଏନ୍‌କାଉଣ୍ଟରେ ଶନିବାର ଜଣେ ଆହତ ହୋଇଥିବା ଜଣାପଡ଼ିଛି। ସହରର କେନ୍‌ଘାଟି ଆଇସ୍‌ ଫ୍ୟାକ୍ଟ୍ରି ନିକଟରେ ଏହି ଏନ୍‌କାଉଣ୍ଟର ହୋଇଛି। ଏକ ଡକାୟତି ଘଟଣାରେ ଚଢ଼ାଉ ବେଳେ ଏନ୍‌କାଉଣ୍ଟର ହୋଇଛି। ଦୁର୍ବୃତ୍ତମାନେ ପୋଲିସ ଉପରକୁ ଗୁଳି ଚାଳନା...

ଅପରାଧୀଙ୍କ ଚରିତ୍ରଗତ ପ୍ରମାଣପତ୍ରକୁ ବିନା ଶୁଣାଣିରେ ରଦ୍ଦ କରାଯାଇ ପାରିବ ନାହିଁ: ହାଇକୋର୍ଟ…

ପ୍ରୟାଗରାଜ,୬।୧ : ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଅପରାଧିକ ପୃଷ୍ଠଭୂମି ଯୋଗୁ ଚରିତ୍ରଗତ ପ୍ରମାଣପତ୍ର ରଦ୍ଦ କରିବା ଉଚିତ ନୁହେଁ। ଏଭଳି ବ୍ୟକ୍ତିଙ୍କୁ କାରଣ ଦର୍ଶାଇବାକୁ କିମ୍ବା ତାଙ୍କ ଅଭିଯୋଗର ଶୁଣାଣି କରିବାର ସୁଯୋଗ ଦିଆଯିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ...

୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ, ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ନିମନ୍ତ୍ରଣ

ଭୁବନେଶ୍ୱର,୬ା୧(ଅସମାପିକା ସାହୁ): ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆସନ୍ତା ୨୭ ତାରିଖରେ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଶନିବାର ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀମାନେ...

କରୋନା ସମୟରେ ହୋଇଥିବା ୧୭ ହଜାର ମୃତ୍ୟୁ ପାଇଁ ଏହି ଔଷଧ ଦାୟୀ

ପ୍ୟାରିସ୍‌,୬ା୧: କରୋନା ମହାମାରୀରେ ହୋଇଥିବା ୧୭ ହଜାର ମୃତ୍ୟୁ ପାଇଁ ଏକ ଔଷଧ ଦାୟୀ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଫ୍ରାନ୍ସ ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ମାର୍ଚ୍ଚରୁ ଜୁଲାଇ ୨୦୨୦ ପର୍ଯ୍ୟନ୍ତ କରୋନାର ପ୍ରଥମ...

ନିଲମ୍ବିତ କର୍ମଚାରୀ ନିର୍ବାହ ଭତ୍ତା ପାଇଁ ସବୁଦିନ ଅଫିସ ଆସିବା ଆବଶ୍ୟକ ନାହିଁ: କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ମୁମ୍ବାଇ,୬।୧ : ବମ୍ବେ ହାଇକୋର୍ଟ କହିଛନ୍ତି ଇଣ୍ଡଷ୍ଟ୍ରିଆଲ ଏମ୍ପ୍ଲୟମେଣ୍ଟ ଆକ୍ଟ, ୧୯୪୬ ଷ୍ଟାଣ୍ଡିଂ ଅର୍ଡର ଆକ୍ଟର ଧାରା ୧୦-ଏ ଅନୁଯାୟୀ ନିଲମ୍ବନ ସମୟରେ ଜଣେ କର୍ମଚାରୀ ନିର୍ବାହ ଭତ୍ତା ପାଇବାକୁ ହକଦାର। ଏଭଳି କ୍ଷେତ୍ରରେ ନିଯୁକ୍ତିଦାତାଙ୍କ ଦ୍ୱାରା କୌଣସି ସର୍ତ୍ତ...

ଚାଇନାର ଦାଦାଗିରି: ଭୁଟାନ ରାଜ ପରିବାରର ଜମି ଦଖଲ କରୁଛି,ଉପଗ୍ରହ ଚିତ୍ରରୁ ପଡିଲା ଧରା…

ବେଜିଂ,୬।୧ : ସାଟେଲାଇଟ ଚିତ୍ରରୁ ଜଣା ପଡିଛି ଚାଇନା ଉତ୍ତର-ପୂର୍ବ ଭୁଟାନରେ ଥିବା ଭୁଟାନ ରାଜ ପରିବାରର ଜମିକୁ ବେଆଇନ ଦଖଲ କରୁଛି। ଖେନାପାଜୋଙ୍ଗର ଏକ ନଦୀ ଉପତ୍ୟକା ଦେଇ ଟାଉନଶିପ ନିର୍ମାଣ କରି ବେଆଇନ ଭାବେ ଜମି ଖୋଳିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri