ରାଜ୍ୟ ସଭା ପାଇଁ ଏକମାତ୍ର ପ୍ରାର୍ଥୀ ସୁଜିତ ଭୁବନେଶ୍ୱର,୧୦।୧୨: ରାଜ୍ୟସଭା ପାଇଁ ଏକମାତ୍ର ପ୍ରାର୍ଥୀ ସୁଜିତ କୁମାର। ଏ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶପାଇଛି। ନାମାଙ୍କନ ପାଇଁ ଆଜି ଶେଷ ତାରିଖ ଥିଲା ବେଳେ ଆଉ କୌଣସି ଦଳ ପ୍ରାର୍ଥୀ ଦେଇ ନଥିବା ସ୍ପଷ୍ଟ ହୋଇଛି। ଏକ...
ଅଧ୍ୟକ୍ଷ ପଦରୁ ହଟିବେ କି ଧନକର, ନବୀନ କରିବେ ଖେଳ! ନୂଆଦିଲ୍ଲୀ,୧୦।୧୨: ଚଳିତ ଶୀତକାଳୀନ ଅଧିବେଶନକୁ ନେଇ ଜାତୀୟ ରାଜନୀତି ଜୋର ଧରିଛି। ସ୍ଥିତି ଏପରି ହୋଇଛି ଯେ, ବିରୋଧୀ ମେଣ୍ଟ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟ ଧନକରଙ୍କୁ...
୪ ବର୍ଷରେ ସରିବ ମେଟ୍ରୋ ରେଳ ପ୍ରକଳ୍ପ: ଏହି ସ୍ଥାନରେ ହୋଇପାରେ ଷ୍ଟେସନ ଭୁବନେଶ୍ୱର,୧୦।୧୨: ଓଡ଼ିଶାରେ ମେଟ୍ରୋ ରେଳ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଡିପିଆର କାର୍ଯ୍ୟ ପରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଖୋଲା ଯାଇ ମାଟି ପରୀକ୍ଷା କରାଯାଇଛି। ଏହାରି ମଧ୍ୟରେ ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର...
ପ୍ରଥମ ଦେଶ ଭାବେ ସିଙ୍ଗାପୁର ହେବ ଓଡ଼ିଶାର ପାର୍ଟନର, ଜାନୁଆରୀରେ ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଭୁବନେଶ୍ୱର,୧୦।୧୨: ଆସନ୍ତା ବର୍ଷ ଜାନୁଆରୀ ୨୮ ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫’ ପାଇଁ ପ୍ରଥମ ଭାବେ ପାର୍ଟନର ହେବ ସିଙ୍ଗାପୁର। ସିଙ୍ଗାପୁରର ହାଇ କମିଶନର, ସାଇମନ୍...
ଓଡ଼ିଶାରେ ଚାଲିବ ଡବଲ୍ ଡେକର୍: ଟେଣ୍ଡର ଆହ୍ବାନ କଲା CRUT ଭୁବନେଶ୍ୱର,୧୦।୧୨: ଖୁବଶୀଘ୍ର ଓଡ଼ିଶାରେ ଗଡ଼ିବ ଦୁଇ ଥାକିଆ ବସ୍। କ୍ୟାପିଟାଲ୍ ରିଜିଅନ୍ ସହରୀ ପରିବହନ (CRUT) ପକ୍ଷରୁ ଟେଣ୍ଡର ଆମନ୍ତ୍ରଣ କରାଯାଇଛି। ଖୋର୍ଦ୍ଧା, ପୁରୀ, କଟକ ଜିଲା ପାଇଁ ଏହି ଯୋଜନା କରାଯାଇଛି। ଏହି ଦୁଇ ଥାକିଆ ବସ୍ ଗୁଡ଼ିକ...
ଭୁବନେଶ୍ବରରେ ବଢୁଛି ଜନସଂଖ୍ୟା: ଟ୍ରାଫିକ୍ ସମସ୍ୟା ଦୂର ପାଇଁ ଏକାଧିକ ଫ୍ଲାଇଓଭର, ରିଙ୍ଗ ରୋଡ ନିର୍ମାଣ ପାଇଁ ଯୋଜନା ଭୁବନେଶ୍ୱର,୧୦।୧୨: ରାଜଧାନୀରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ଦୃଷ୍ଟିରୁ ଗାଡି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵ ଆରୋପ କରିଛନ୍ତି। ଭୁବନେଶ୍ବର ସହରର ଗାଡି ଚଳାଚଳ ଓ ଟ୍ରାଫିକ୍...
ମିଶନଶକ୍ତି ପାଇଁ ବିଧାନସଭାରେ ମୁହାଁମୁହିଁ, ଗୃହରେ ନବୀନଙ୍କ ଉପରେ ରାଗିଗଲେ ସୋଫିଆ, ଆଉ ତା’ପରେ… ଭୁବନେଶ୍ୱର,୧୦।୧୨: ରାଜ୍ୟ ରାଜନୀତିରେ ଲାଗିଛି ନିଆଁ। ବକେୟା ଦରମା ସହ ଅନ୍ୟାନ୍ୟ ୯ ଦାବି ନେଇ ହଜାର ହଜାର ମିଶନଶକ୍ତି ମହିଳା ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଲୋୟର ପିଏମଜିର ଗାନ୍ଧୀମାର୍ଗରେ ସେମାନେ ଧାରଣାରେ ବସିଛନ୍ତି। ଏହାକୁ ନେଇ ବିରୋଧୀ ଦଳ...
ମମତାଙ୍କୁ ଦିଆଯାଉ ଇଣ୍ଡିଆ ମେଣ୍ଟର ନେତୃତ୍ୱ, ଲାଲୁଙ୍କ ବୟାନକୁ ନେଇ ସଞ୍ଜୟ ରାଉତ କହିଲେ… ନୂଆଦିଲ୍ଲୀ,୧୦।୧୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଣ୍ଡିଆ ମିଳିତ ମଞ୍ଚର ନେତୃତ୍ୱ ହସ୍ତାନ୍ତର କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ମମତା ମିଳିତ ମଞ୍ଚର ନେତୃତ୍ୱ ପାଇବା ଉଚିତ୍। ଆମେ ସେମାନଙ୍କୁ...
ଭାଙ୍ଗିବ ଇଣ୍ଡିଆ ମେଣ୍ଟ? ଲାଲୁଙ୍କ ବୟାନକୁ ନେଇ ଉଠିଲାଣି ଝଡ଼ ପାଟନା,୧୦।୧୨: ନିକଟରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଇଣ୍ଡିଆ ମେଣ୍ଟ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ମିଳିତ ମଞ୍ଚରୁ ସ୍ବର ଆସିବା ଆରମ୍ଭ ହୋଇଛି ଯେ କଂଗ୍ରେସ ପାର୍ଟି ଏବଂ ଏହାର ନେତାମାନେ ଇଣ୍ଡିଆ ଆଲାଇନ୍ସକୁ ଉପଯୁକ୍ତ ନେତୃତ୍ୱ...
ମିଶନ ଶକ୍ତି ମହିଳାଙ୍କ ଧାରଣାକୁ ନେଇ ଭାଜପାକୁ ଟାର୍ଗେଟ କଲେ ନବୀନ ଭୁବନେଶ୍ୱର,୧୦ା୧୨: ବକେୟା ଦରମା ସହ ଅନ୍ୟାନ୍ୟ ୯ ଦାବି ନେଇ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ଅନୁବନ୍ଧିତ ଜିପିଏଲ୍ଏଫ ମିଶନଶକ୍ତି ମହିଳାମାନେ ମଙ୍ଗଳବାର ଲୋୟର ପିଏମ୍ଜିର ଗାନ୍ଧୀମାର୍ଗରେ ଧାରଣାରେ ବସିଛନ୍ତି। ଏହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ...
ଲାଞ୍ଚ ଜାଲରେ ସର୍ବସାଧାରଣ, ଉପଭୋକ୍ତା ଏବଂ କ୍ଷୁଦ୍ର ବ୍ୟବସାୟ ସ୍ବାର୍ଥଜଡ଼ିତ ବିଷୟ ଉପରେ ସର୍ଭେ ମାଧ୍ୟମରେ ତଥ୍ୟ ସଂଗ୍ରହ କରୁଥିବା ଅଗ୍ରଣୀ କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଲୋକାଲସର୍କଲ୍ସ’ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ବ୍ୟବସାୟ...
ଯୁଦ୍ଧ ଅପରାଧରେ ଆଇନର ସମ୍ମୁଖୀନ ହେବେ ଅସାଦ ତେହେରାନ୍,୧୦ା୧୨: ସିରିଆରେ ବିଦ୍ରୋହୀମାନେ ରାଜଧାନୀ ଡମାସ୍କସ୍କୁ ଅକ୍ତିଆର କରିବା ସହ ରାଷ୍ଟ୍ରପତି ବଶର ଅଲ୍-ଅସାଦଙ୍କୁ କ୍ଷମତାଚ୍ୟୁତ କରିଛନ୍ତି। ଯୁଦ୍ଧ ଅପରାଧ ମାମଲାରେ ଅସାଦ ଓ ସିରିଆର ଅନ୍ୟ ଶୀର୍ଷ ଅଧିକାରୀମାନେ ବିଚାରର ସମ୍ମୁଖୀନ ହେବେ ବୋଲି ଜାତିସଂଘ ମାନବାଧିକାର ମୁଖ୍ୟ ଭୋଲକର...