Tag Archives: Home Middle

ହମାସ ପାଖରେ ଚାଇନା ନିର୍ମିତ ରାଇଫଲ-ଗ୍ରେନେଡ: ଇସ୍ରାଏଲ ସେନା କଲା ପର୍ଦ୍ଦାଫାଶ…

ଗାଜା,୬।୧ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ୩ ମାସ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ ପ୍ରଧାମନ୍ତ୍ରୀବେଞ୍ଜାମିନ ନେତାନ୍ୟାହୁଙ୍କ ସୈନ୍ୟବାହିନୀ ଗାଜା ଷ୍ଟ୍ରିପକୁ କାବୁ କରିବାରେ ସକ୍ଷମ ହୋଇ ନାହାନ୍ତି। ଏହି ସମୟରେ, ହମାସ...

ICC ବଦଳାଇଲା କ୍ରିକେଟର ୩ ନିୟମ: ଆଇପିଏଲ ତଥା ଟି-୨୦ ବିଶ୍ୱକପରେ ହେବ ବଡ଼ ପରିବର୍ତ୍ତନ…

କୋଲକାତା,୬।୧ : ଷ୍ଟମ୍ପିଂ ନିୟମ ଏବଂ ଏହା ସହ ଜଡିତ ଢିଆରଏସ ଆଇସିସି ଦ୍ୱାରା ପରିବର୍ତ୍ତନ କରାଯାଇଛି। ଏହା ସହ ଆଉ ଦୁଇଟି ନିୟମ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହି ନୂତନ ନିୟମ ଚଳିତ ବର୍ଷ ଆଇପିଏଲ ୨୦୨୪ରେ ଏବଂ...

ତଲାକ ପରେ ପୁଣି ବିବାହ କରିଥିବା ମହିଳାଙ୍କୁ ଭରଣପୋଷଣ ଦେବେ ପ୍ରଥମ ସ୍ବାମୀ: ହାଇକୋର୍ଟ…

ମୁମ୍ବାଇ,୬।୧ : ବମ୍ବେ ହାଇକୋର୍ଟ କହିଛନ୍ତି ତଲାକ ହୋଇଥିବା ମୁସଲିମ ମହିଳା ପୁଣି ବିବାହ କରିବା କଲେ ମଧ୍ୟ ପ୍ରୋଟେକଶନ ଅଫ ରାଇଟ୍ସ ଅନ ଡାଇଭର୍ସ ଅଧିନିୟମ, ୧୯୮୬ ଅନୁଯାୟୀ ତାଙ୍କ ପ୍ରଥମ ସ୍ବାମୀଙ୍କଠାରୁ ଭରଣପୋଷଣ ପାଇବେ। ଜଷ୍ଟିସ ରାଜେଶ...

ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆର ପୁଣି ଗୁଳି ବର୍ଷଣ

ସିଓଲ,୬ା୧: ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଦକ୍ଷିଣ କୋରିଆର ସୈନ୍ୟ ଶନିବାର କହିଛନ୍ତି, ଦକ୍ଷିଣ କୋରିଆ ସହିତ ବିବାଦୀୟ ସାମୁଦ୍ରିକ ସୀମା ନିକଟରେ ଉତ୍ତର କୋରିଆ ଆଜି ୬୦ରୁ ଅଧିକ ଗୁଳି ଚଳାଇଛି।...

ବ୍ୟାଡ଼ମିଣ୍ଟନ ଟ୍ରେନିଂରେ ନାବାଳିକାଙ୍କ ବକ୍ଷସ୍ଥଳରେ ହାତ ରଖୁଥିଲେ କୋଚ: ୫ବର୍ଷ ଜେଲ ସହ ୫ ହଜାର ଜରିମାନା ଦଣ୍ଡାଦେଶ…

ମୁମ୍ବାଇ,୬।୧ : ମୁମ୍ବାଇର ଏକ କୋର୍ଟ ଜଣେ ବ୍ୟାଡମିଣ୍ଟନ କୋଚଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ନାବାଳିକେ ବ୍ୟାଡମିଣ୍ଟନ ଖେଳାଳି ଙ୍କ ପିଠିରେ ପିଟିବା ଏବଂ ବକ୍ଷସ୍ଥଳରେ ହାତ ରଖିବା ଅପରାଧ ପାଇଁ ଏହି ଦଣ୍ଡ ଦିଆଯାଇଛି। ଯେତେବେଳେ ନାବାଳିକାଙ୍କୁ...

ଜାନୁଆରୀ ମାସ ଛୁଟି ଦିନରେ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ୱର,୬।୧: ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରୀ ମାସର ରବିବାର ସମେତ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା...

ମା’ ସୀତାଙ୍କ ବାପଘରୁ ଅଯୋଧ୍ୟାକୁ ଆସିଲା ଘରକରଣା ସାମଗ୍ରୀ, ୨୨ରେ ଗୃହ ପ୍ରବେଶ

ଅଯୋଧ୍ୟା,୬ା୧: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହାକୁ ନେଇ ସମଗ୍ର ଦେଶରେ ଉତ୍ସାହର ବାତାବରଣ ରହିଛି। ଏହି କ୍ରମରେ ମା’ ସୀତାଙ୍କ ବାପଘରୁ ସାମଗ୍ରୀ ଅଯୋଧ୍ୟାରେ ତାଙ୍କ ଶାଶୁ ଘରେ ପହଞ୍ଚିଛି। ୨୨ରେ ରାମଲାଲାଙ୍କ...

ବଳାତ୍କାର ପୀଡ଼ିତାଙ୍କୁ କେତେ ମିଳିବ କ୍ଷତିପୂରଣ ତାହା ଧାର୍ଯ୍ୟ କରିବେ ଜିଲା ଆଇନ ସେବା ପ୍ରାଧିକରଣ: କୋର୍ଟଙ୍କ ନିର୍ଦ୍ଦେଶ…

ପ୍ରୟାଗରାଜ,୬।୧ : ଆହ୍ଲାବାଦ ହାଇକୋର୍ଟ ଜଣେ ବଳାତ୍କାର ପୀଡିତାଙ୍କୁ ଉତ୍ତରପ୍ରଦେଶ ପୀଡିତା କ୍ଷତିପୂରଣ ଯୋଜନା ୨୦୧୪ ଅନୁଯାୟୀ କ୍ଷତିପୂରଣ ନେଇ ଜିଲା ଆଇନ ସେବା ପ୍ରାଧିକରଣ ନିକଟକୁ ଯିବାକୁ କହିଥିଲେ। ଜଷ୍ଟିସ ଜ୍ୟୋସ୍ନା ଶର୍ମା ବଳାତ୍କାର ପୀଡିତଙ୍କ ପାଇଁ କ୍ଷତିପୂରଣ...

Ram Mandir: ଅଯୋଧ୍ୟାରେ ପହଞ୍ଚିବା ଲାଗି ଶ୍ରଦ୍ଧାଳୁଙ୍କ ପାଇଁ ୪୩୦ ସହରରୁ ଚାଲିବ ୭୨ ଟ୍ରେନ…

ନୂଆଦିଲ୍ଲୀ,୬।୧ : ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପହଞ୍ଚିବା ଲାଗି ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ସ୍ବତନ୍ତ୍ର ପ୍ରସ୍ତୁତି କରିଛି। ଅଯୋଧ୍ୟା ପାଇଁ ରେଳବାଇ ଅନେକ ନୂତନ ଟ୍ରେନ ଆରମ୍ଭ କରିବାକୁ ଯାଉଛି। ଏଥିରେ...

ଇସ୍ରୋକୁ ବଡ଼ ସଫଳତା, ଧାର୍ଯ୍ୟ କକ୍ଷପଥରେ ପହଞ୍ଚିଲା ଆଦିତ୍ୟ ଏଲ୍‌-୧

ନୂଆଦିଲ୍ଲୀ,୬।୧: ବର୍ଷ ଆରମ୍ଭରୁ ଇତିହାସ ରଚିଛି ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ। ଭାରତର ଆଦିତ୍ୟ ଉପଗ୍ରହ ଏଲ୍‌-୧ ପଏଣ୍ଟର ହେଲୋ କକ୍ଷପଥରେ ପ୍ରବେଶ କରିଛି। ଭାରତର ସୂର୍ଯ୍ୟ ମିଶନ ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଏକ୍ସ ହ୍ୟାଣ୍ଡଲରେ...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମିଳିନି ନିମନ୍ତ୍ରଣ: ୨୨ ଜାନୁଆରୀରେ କରିବି ଗୋଦାବରୀ ନଦୀରେ ଆରତି,କହିଲେ ଉଦ୍ଧବ…

ମୁମ୍ବାଇ,୬।୧ : ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଲୋକଙ୍କୁ ଦ୍ୱାର ଦେଶରେ ନିମନ୍ତ୍ରଣ କରାଯାଉଛି। ବାଲାସାହେବ ଉଦ୍ଧବ ଠାକରେଙ୍କ ଶିବସେନା ଏପର୍ଯ୍ୟନ୍ତ ଏହି କାର୍ଯ୍ୟ ପାଇଁ ନିମନ୍ତ୍ରଣ ପାଇନାହିଁ । ଏହି ସମୟରେ...

ନାଁ ଶୁଣି ଜାହାଜରୁ ପଳାୟନ କରିଥିଲେ ଜଳଦସ୍ୟୁ, ଜାଣନ୍ତୁ କିଏ ଏହି ଭାରତୀୟ ନୌସେନାର ମାର୍କୋସ କମାଣ୍ଡୋ

ନୂଆଦିଲ୍ଲୀ,୬।୧: ଭାରତୀୟ ନୌସେନାର ମାର୍କୋସ କମାଣ୍ଡର ଏବେ ପୁଣି ଚର୍ଚ୍ଚାରେ। ଦିନକ ପୂର୍ବରୁ ସୋମାଲିଆ ତଟରେ ଏମଭି ଲିଲା ନରଫୋକ ଜାହାଜକୁ ଜଳଦସ୍ୟୁଙ୍କ ଠାରୁ ବଞ୍ଚାଇ ୨୧ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଏଥିରେ ୧୫ଭାରତୀୟ ମଧ୍ୟ ସାମିଲ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri