Tag Archives: Home Middle

ଇସ୍ରୋ ପାଖରେ ନାହିଁ ଶକ୍ତିଶାଳୀ ରକେଟ୍, ଏଲନ ମସ୍କଙ୍କ ରକେଟରେ ସାଟେଲାଇଟ ଲଞ୍ଚ କରିବ ଭାରତ

କୋଲକାତା, ୩।୧: ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ଜିସାଟ୍-୨୦ ନାମକ ପରବର୍ତ୍ତୀ ପିଢ଼ିର ଭାରୀ ଯୋଗାଯୋଗ ସାଟେଲାଇଟ ଉତକ୍ଷେପଣ ସ୍ପେସ୍ ଏକ୍ସ କରିବ। ପ୍ରଥମ ଥର ପାଇଁ ମହାକାଶ ବିଭାଗ ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଫାଲକନ୍...

ସିରାଜ୍‌ଙ୍କ ସାମ୍ନାରେ ଆତ୍ମସମର୍ପଣ କଲା ଦକ୍ଷିଣ ଆଫ୍ରିକା: ୫୫ ରନ୍‌ରେ ଅଲଆଉଟ୍‌

କେପଟାଉନ,୩।୧: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସରେ ୫୫ ରନ୍‌ରେ ଅଲଆଉଟ୍‌ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଅତି ସାଧାରଣ ଦେଖାଯାଉଥିବା ଭାରତୀୟ ବୋଲରମାନେ ଏହି ମ୍ୟାଚ୍‌ରେ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଛନ୍ତି। ମହମ୍ମଦ ସିରାଜ ସର୍ବାଧିକ ୬ଟି...

ଦକ୍ଷିଣ ଆଫ୍ରିକାକୁ ଅଷ୍ଟମ ଝଟକା, ସିରାଜଙ୍କ ନାମରେ ୬ ଓ୍ବିକେଟ…

କେପଟାଉନ, ୩।୧ : କେପଟାଉନରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଟସ ତିଛି ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟିମ ଇଣ୍ଡିଆର ବୋଲିଂକୁ ଆଫ୍ରିକା ଦଳ ସାମନା କରି...

Hindenburg Report : ସୁପ୍ରିମକୋର୍ଟଙ୍କ ରାୟ ପରେ ଶେୟାର ବଜାର ଉପରମୁହାଁ, ଘଣ୍ଟାଏ ମଧ୍ୟରେ ୧୧ ପ୍ରତିଶତରୁ ଅଧିକ ରିଟର୍ନ ପାଇଲେ ନିବେଶକ…

ମୁମ୍ବାଇ,୩।୧ : ଷ୍ଟକ ମାର୍କେଟରେ ପୁଞ୍ଜି ବିନିଯୋଗ କରୁଥିବା ଲୋକଙ୍କ ଆଖି ସୁପ୍ରିମକୋର୍ଟଙ୍କ ରାୟ ଉପରେ ଥିଲା। ବୁଧବାର ଦେଶର ଶୀର୍ଷ ଅଦାଲତରୁ ନିବେଶକମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ଆସିବାକୁ ଥିଲା ଏବଂ ସେମାନଙ୍କ ହଜାର ହଜାର କୋଟି...

Metaverse gangrape: ଶରୀରକୁ ନ ଛୁଇଁ ଗଣବଳାତ୍କାର ! ଅନଲାଇନ ଅବତାରର ପ୍ରଥମ ବଳାତ୍କାର ମାମଲା ରୁଜୁ…

ଲଣ୍ଡନ,୩।୧ : ମେଟାଭର୍ସ ବଳାତ୍କାରର ପ୍ରଥମ ମାମଲା ବ୍ରିଟେନରେ ପଞ୍ଜିକୃତ ହୋଇଛି। ଅନଲାଇନ ମେଟାଭର୍ସରେ ୧୬ ବର୍ଷର ବାଳିକାକୁ ଗଣବଳାତ୍କାର ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ। ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି। ଏହି ଅଭିଯୋଗ ଆଣିଥିବା...

କ୍ରୋଧରେ ଅଙ୍ଗନଓ୍ବାଡି କର୍ମଚାରୀଙ୍କ ନାକ କାଟିଦେଲେ ବ୍ୟକ୍ତି, ସ୍ବାସ୍ଥ୍ୟାବସ୍ଥା ଗୁରୁତର…

ବେଙ୍ଗାଲୁରୁ,୩।୧ : କର୍ନାଟକର ବେଲଗାଭି ଜିଲାର ବାସୁରତେ ଗାଁରେ ଜଣେ ବ୍ୟକ୍ତି କ୍ରୋଧରେ ଅଙ୍ଗନୱାଡି କର୍ମଚାରୀଙ୍କ ନାକ କାଟି ଦେଇଛନ୍ତି। ପୋଲିସ କହିଛି ନ୍‌ ଅଙ୍ଗନୱାଡି କର୍ମଚାରୀଙ୍କ ପିଲାମାନେ ଅଭିଯୁକ୍ତ ବ୍ୟକ୍ତିଙ୍କ ବଗିଚାରୁ ଫୁଲ ତୋଳୁଥିଲେ, ସେଥିପାଇଁ ସେ ରାଗି...

ମହୁଆଙ୍କୁ ବହିଷ୍କାର କାହିଁକି, ଲୋଭସଭା ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୩।୧ : କ୍ୟାସ ଫର କ୍ୱେରୀ ମାମଲାରେ ଲୋକସଭାରୁ ବହିଷ୍କାର ବିରୋଧରେ ଟିଏମସି ନେତା ମହୁଆ ମୋଇତ୍ରଙ୍କ ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ସମୟ ମଧ୍ୟରେ ସୁପ୍ରିମକୋର୍ଟ ଦୁଇ ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ ଜବାବ...

‘ମୋର ଦଳ ନାହିଁ କି ଖବରକାଗଜ ନାହିଁ, ମୋର କିଛି ନାହିଁ’: ସୌମ୍ୟ ରଞ୍ଜନ ପଟ୍ଟନାୟକ

ଖୋର୍ଦ୍ଧା,୩।୧: ଦୀର୍ଘ ଦିନର ବ୍ୟବଧାନ ପରେ ମୁହଁ ଖୋଲିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ପୂର୍ବତ୍ତନ ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ। ବୁଧବାର ଖୋର୍ଦ୍ଧା ଜାନକୀ ଜୟନ୍ତୀ ଅବସରରେ ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ଏହି ବଡ ବୟାନ ଦେଇଛନ୍ତି ସୌମ୍ୟ।...

ରାଜ ତିଲକ ହେଉ ହେଉ ଏଠି ହୋଇଯାଏ ବନବାସ: ପୁଣି ଭାବୁକ ହେଲେ ଶିବରାଜ…

ଭୋପାଳ,୩।୧ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ବୁଦ୍ଧନୀ୍‌ର ଶାହଗଞ୍ଜରେ ପହଞ୍ଚିଛନ୍ତି। ସେଠାରେ ଭାଜପା କର୍ମୀମାନେ ତାଙ୍କୁ ସ୍ବାଗତ କରିଥିଲେ। କିନ୍ତୁ  ଶିବରାଜ ନିରାଶ ହୋଇ କହିଛନ୍ତି ଜଣେ ମୁଖ୍ୟମନ୍ତ୍ରୀ ପଦ ପାଇପାରିବେ ଅବା ହରାଇ ପାରିବେ।...

IND vs SA: ୩୧ ବର୍ଷରେ କେପଟାଉନରେ ଭାରତ ୪ ଥର ପରାଜିତ, ଅଝାରଙ୍କଠାରୁ ବିରାଟ ପର୍ଯ୍ୟନ୍ତ ସଭିଏଁ ଅସଫଳ..

କେପଟାଉନ,୩।୧ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦୁଇ ଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ବୁଧବାର (ଜାନୁୟାରୀ ୩) ରୁ କେପଟାଉନରେ ଖେଳାଯିବ। ଟିମ ଇଣ୍ଡିଆ ସିରିଜକୁ ୧-୧ ରେ ଶେଷ କରିବାକୁ...

୧୮ ବର୍ଷରୁ କମ ବୟସ୍କଙ୍କୁ ଦୁଇ ଚକିଆ ଗାଡି ଚଳାଇବା ମନା, ନ ମାନିଲେ ୩ ବର୍ଷ ଜେଲ…

ଲକ୍ଷ୍ନୌ, ୩।୧ : ୧୮ ବର୍ଷରୁ କମ ବୟସ୍କ ରାଜ୍ୟକୌଣସି ସର୍ବସାଧାରଣ ସ୍ଥାନରେ ଦୁଇ ଚାରି ଚକିଆ ଯାନ ଚଳାଇବେ ନାହିଁ। ଏ ସମ୍ପର୍କରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ପରିବହନ ବିଭାଗ ସହାୟତାରେ...

୧୨ ବର୍ଷ ଗର୍ଭବତୀ ନାବାଳିକାଙ୍କ ୩୪ ସପ୍ତାହ ଭ୍ରୁଣର ଗର୍ଭପାତକୁ ମନା କଲେ ହାଇକୋର୍ଟ: ନାବାଳକ ଭାଇଙ୍କ ସହ ସମ୍ପର୍କରୁ ହୋଇଥିଲେ ଗର୍ଭବତୀ…

ଥିରୁଭାନନ୍ତପୁରମ,୩।୧ : ଗର୍ଭପାତ ପାଇଁ ୧୨ ବର୍ଷର ନାବାଳିକାଙ୍କର ଆବେଦନକୁ କେରଳ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। କୋର୍ଟ କହିଛନ୍ତି ଗର୍ଭସ୍ଥ ଭ୍ରୁଣକୁ ୩୪ ସପ୍ତାହ ପୂରଣ ହୋଇଛି। ତେଣୁ ଏହି ପର୍ଯ୍ୟାୟରେ ଗର୍ଭପାତକୁ ଅନୁମୋଦନ କରାଯାଇପାରିବ ନାହିଁ। ପ୍ରକୃତରେ, ନାବାଳିକା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri