Tag Archives: Home Middle

ମେଡିକାଲ ଛାତ୍ରୀଛାତ୍ରଙ୍କ ପାଇଁ ମାସିକ ଷ୍ଟାଇପେଣ୍ଡ ବଢାଇଲେ ଓଡ଼ିଶା ସରକାର

ଭୁବନେଶ୍ୱର,୩।୧: ନୂଆ ବର୍ଷ ଆରମ୍ଭରୁ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଦେଇଛନ୍ତି ଓଡ଼ିଶା ସରକାର। ନର୍ସିଂ, ଫାର୍ମାସି, ଏଏନଏମ୍ ସହ ଅନ୍ୟ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କରାଯାଇଛି। ଏଣିକି ଏଏନଏମ୍ ଛାତ୍ରଛାତ୍ରୀଙ୍କୁ ମାସିକ ୨...

ଆଦାନୀ-ହିଣ୍ଡନବର୍ଗ ମାମଲା: SEBI ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୧: ଆଦାନୀ-ହିଣ୍ଡନବର୍ଗ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ସେବିର ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କରି ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ସେବିର ତଦନ୍ତ ଉପଯୁକ୍ତ ଏବଂ ଏହି ଘଟଣାର ଅନୁସନ୍ଧାନ...

ଆତଙ୍କବାଦୀଙ୍କୁ ପାକିସ୍ତାନର କଡ଼ା ଜବାବ: ଏନକାଉଣ୍ଟରରେ ୪ ମୃତ…

ଇସଲାମାବାଦ,୩।୧ : ପାକିସ୍ତାନ ସୁରକ୍ଷା ବାହିନୀ ଖାଇବର ପାସ୍ତୁନଖ୍ବାର ଉତ୍ତର ୱାଜିରିସ୍ତାନ ଜିଲାରେ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ସମେତ ୪ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି। ନ୍ୟୁଜ ଚ୍ୟାନେଲ, ଜିଓ ନ୍ୟୁଜ ସୂଚନା ଦେଇଛି ପାକ ସୁରକ୍ଷା ବାହିନୀ ଏକ ଗୁପ୍ତ...

ଦେଶରେ ଆଉ ୬୦୨ଟି କରୋନାର ନୂଆ ମାମଲା ରେକର୍ଡ, ୫ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୩।୧: ଗତ ୨୪ ଘଣ୍ଟାରେ ଦେଶରେ ୬୦୨ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସହିତ ସାରା ଦେଶରେ ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୪୪୪୦ରେ ପହଞ୍ଚିଛି। ମଙ୍ଗଳବାର ୫୭୩ଟି ନୂଆ...

କ୍ୟାନସର ଔଷଧରେ ହେବ ଡାଇବେଟିସ ଚିକିତ୍ସା: ଦୁଇ ଔଷଧ ମିଶାଇ ହେଲା ବିକଶିତ…

ମେଲବୋର୍ନ,୩।୧ : ଏବେ କ୍ୟାନସର ଔଷଧରେ ଡାଇବେଟିସ ଚିକିତ୍ସା କରାଯିବ। ଅଷ୍ଟ୍ରେଲିଆର ବେକର୍‌ ହାର୍ଟ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ସେମାନଙ୍କର ଅନୁସନ୍ଧାନ ସମୟରେ ଅଗ୍ନାଶୟ ଷ୍ଟେମ କୋଷରେ ଏପରି ପରିବର୍ତ୍ତନ ଆଣିବାରେ ସଫଳ ହୋଇଛନ୍ତି। ଏହା ପରେ କୋଷଗୁଡ଼ିକ ଅଧିକ ଇନସୁଲିନ...

ଆଜି ବି ଇଡିର ସମନରେ ହାଜର ହେବେନି କେଜ୍‌ରିଓ୍ବାଲ, ଏଏପି କହିଲା ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ,୩।୧: ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ତୃତୀୟ ନୋଟିସ ପଠାଇଛି। ତେବେ ଇଡିର ତୃତୀୟ ନୋଟିସ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ହାଜର ହେବାକୁ ଯାଉନାହାଁନ୍ତି। ଏହି ନୋଟିସ ସମ୍ପର୍କରେ ଆମ...

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୧୪ ମୃତ, ୨୭ ଗୁରୁତର

ଗୁଆହାଟୀ,୩।୧: ବୁଧବାର ଆସାମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୪୫ ଜଣଙ୍କୁ ନେଇ ଯାଉଥିବା ଏକ ବସ୍‌ ଡେରାଗାଓଁରେ ଏକ ଟ୍ରକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।...

ଆଜିଠୁ ଦ୍ୱିତୀୟ ଟେଷ୍ଟ

କେପ୍‌ଟାଉନ,୩ା୧(ପି.ଟି): ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ବୁଧବାର ଆରମ୍ଭ ହେବ। ଭାରତୀୟ ବୋଲର ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନର ଲକ୍ଷ୍ୟ ରଖିଥିବା ବେଳେ ରୋହିତ ଶର୍ମାଙ୍କ ନିକଟରୁ ମଧ୍ୟ କିଛି ଚମତ୍କାର ଆଶା ରହିବ। ବିଶ୍ୱ...

ରାମଲାଲାଙ୍କ ପାଇଁ ସୁନା କଲମ, ଜାମନଗରରୁ ଆସିବ ଅଯୋଧ୍ୟା, ଭିଡ଼ିଓ ଭାଇରାଲ….

ଅଯୋଧ୍ୟା,୨।୧ : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଜାନୁୟାରୀ ୨୨ ଉଦଘାଟନ ହେବାକୁ ଯାଉଛି। ରାମଲାଲାଙ୍କ ପାଇଁ ଗୁଜରାଟର ଜାମନଗରରୁ ଅଯୋଧ୍ୟାକୁ ଏକ ବିଶେଷ ଉପହାର ମଧ୍ୟ ପଠାଯାଉଛି। ଜାମନଗରର ରାୱଲଜୀ ସୁନା ଓ ରୂପାରେ ଏକ ସ୍ବତନ୍ତ୍ର କଲମ...

ଆନ୍ଦୋଳନରୁ ଓହରିଲେ ଟ୍ରକ ଡ୍ରାଇଭର ସଂଘ, ଏବେ କାର୍ଯ୍ୟକାରୀ ହେବନି ହିଟ୍‌ ଆଣ୍ଡ ରନ୍‌ ଆଇନ

ନୂଆଦିଲ୍ଲୀ,୨।୧: ଆନ୍ଦୋଳନରୁ ଓହରିଛନ୍ତି ଟ୍ରକ ଡ୍ରାଇଭର ସଂଘ। ହିଟ୍‌ ଆଣ୍ଡ ରନ୍‌ ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା ଟ୍ରକ୍‌ ଡ୍ରାଇଭରଙ୍କ ସହ କେନ୍ଦ୍ର ସରକାର ଆଲାଚନା କରିଛନ୍ତି। ଆଲୋଚନା ପରେ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ ଆସୋସିଏଶନ(AIMTC) ଏନେଇ...

ସ୍ତ୍ରୀଙ୍କ ଇଛା ବିରୁଦ୍ଧରେ ଶାରୀରିକ ସମ୍ପର୍କ ରଖିଲେ ସ୍ବାମୀଙ୍କୁ ଦିଆଯାଇ ପାରିବ ଛାଡପତ୍ର: ହାଇକୋର୍ଟ…

କୋଚି,୨।୧ : କେରଳ ହାଇକୋର୍ଟ କହିଛନ୍ତି ଯେ ସ୍ତ୍ରୀଙ୍କ ଇଛା ବିରୁଦ୍ଧରେ ସ୍ବାମୀ ଯଦି ଶାରୀରିକ ସମ୍ପର୍କ ରଖନ୍ତି ତେବେ ଏହା ମାନସିକ ଏବଂ ଶାରୀରିକ ନିର୍ଯାତନା ବର୍ଗରେ ଆସିବ। ଏକ୍ଷେତ୍ରରେ ସ୍ବାମୀଙ୍କୁ ଛାଡପତ୍ର ଦିଆଯାଇ ପାରିବ। ଜଷ୍ଟିସ ଅମିତ...

ଇଣ୍ଡିଗୋ ଏୟାରଲାଇନ୍ସରେ ଚାକିରୀ କରେଇଦେବାକୁ କହି ଠକେଇ, ଏୟାରଲାଇନ୍ସର କର୍ମଚାରୀ ଗିରଫ

ନୂଆଦିଲ୍ଲୀ,୨।୧: ଦେଶର ଜଣାଶୁଣା ଏୟାରଲାଇନ୍ସ ଇଣ୍ଡିଗୋ ଏୟାରଲାଇନ୍ସରେ ଚାକିରୀ ଦେବା ଆଳରେ ଠକେଇ କରାଯାଉଛି। ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏଥିରେ ଏୟାରଲାଇନ୍ସର ଜଣେ ପୂର୍ବ କର୍ମଚାରୀଙ୍କ ହାତ ଥିବା ଜଣାପଡିଛି। ପୋଲିସ ତାଙ୍କୁ ଗିରଫ କରିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri