Tag Archives: Home Middle

ବିରିୟାନୀକୁ ନେଇ ବିବାଦ: ଗ୍ରାହକଙ୍କୁ ଲାଠିଚାର୍ଜ କଲେ ହୋଟେଲର ଓ୍ବେଟର, ଭିଡିଓ ଭାଇରାଲ

ହାଇଦ୍ରାବାଦ,୨।୧: ବିରିୟାନୀକୁ ନେଇ ତୁମୁଳ କାଣ୍ଡ। ଘଟଣା ଏପରି ହେଲା କି, ହୋଟେଲର ଓ୍ବେଟରମାନେ ଗ୍ରାହକଙ୍କ ଉପରେ ଲାଠିଚାର୍ଜ କରିଛନ୍ତି। ନୂଆବର୍ଷରେ ଲୋକେ ରେଷ୍ଟୁରାଣ୍ଟ, କ୍ଲବ କିମ୍ବା ପବ୍‌କୁ ଯାଇ ପାଳନ କରୁଥିବାବେଳେ ଗୋଟିଏ ହୋଟେଲରେ ଏପରି ଅଭାବନୀୟ ଘଟଣା...

ଅକ୍ଷତ ବଣ୍ଟନ ସହିତ ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ, ଆମନ୍ତ୍ରଣ ପାଇଁ ଘରେ ଘରେ ପହଞ୍ଚିଲେ ଶ୍ରୀରାମ…

ଅଯୋଧ୍ୟା,୨।୧ : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ନିମନ୍ତ୍ରଣ ବଣ୍ଟନ ସହିତ ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ...

Hit and Run: ଧକ୍କା କଲେ ହେବ ୧୦ ବର୍ଷ ଜେଲ ସହ ୭ ଲକ୍ଷ ଜରିମାନା, ବିରୋଧ କରି ଦେଶବ୍ୟାପୀ ବସ-ଟ୍ରକ ଡ୍ରାଇଭରଙ୍କ ଧର୍ମଘଟ…

ନୂଆଦିଲ୍ଲୀ,୨।୧ : ନୂତନ ‘ହିଟ ଆଣ୍ଡ ରନ’ ଆଇନକୁ ବିରୋଧ କରି ବସ, ଟ୍ରକ ଏବଂ କ୍ୟାବ ଡ୍ରାଇଭରମାନେ ଦେଶର ବିଭିନ୍ନ ସ୍ଥାନରେ ଧର୍ମଘଟ କରୁଛନ୍ତି। ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ, ହରିୟାଣା ଏବଂ ପଞ୍ଜାବ ସମେତ ଅନେକ ରାଜ୍ୟରେ...

ରାଜ୍ୟପାଳ ଆରିଫଙ୍କୁ ବ୍ରିନ୍ଦା କରାତଙ୍କ ଚ୍ୟାଲେଞ୍ଜ: ଯଦି ସାହସ ଅଛି ଲୋକସଭା ନିର୍ବାଚନ ଲଢନ୍ତୁ…

ନୂଆଦିଲ୍ଲୀ,୨।୧ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ମାତ୍ର କିଛି ମାସ ବାକି ଅଛି। ଏଭଳି ପରିସ୍ଥିତିରେ ରାଜନୈତିକ ନେତାଙ୍କ ମଧ୍ୟରେ ପରସ୍ପର ଉପରେ କାଦୁଅ ଫିଙ୍ଗା ତୀବ୍ର ହୋଇଛି। ଏହି ସମୟରେ ସିପିଆଇ (ଏମ) ନେତା ବ୍ରିନ୍ଦା କରାତ...

ପଞ୍ଜାବରେ ହେବ ନାହିଁ ଏଏପି-କଂଗ୍ରେସ ମେଣ୍ଟ! ମିଳିଲା ଏହି ସଙ୍କେତ

ନୂଆଦିଲ୍ଲୀ,୨।୧: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ‘ଇଣ୍ଡିଆ’ ଆଗାମୀ ଦିନରେ ସିଟ ବଣ୍ଟନକୁ ଚୂଡାନ୍ତ ରୂପ ଦେବ। ଏହି ସମୟରେ କଂଗ୍ରେସର ରାଷ୍ଟ୍ରୀୟ ଗଠବନ୍ଧନ କମିଟି ସିଟ...

ଶିଶୁ କନ୍ୟାଙ୍କୁ ବୋରୱେଲରେ ଫୋପାଡ଼ିଥିବା ମା’ଙ୍କ ପରିଚୟ ମିଳିଲା

ସମ୍ବଲପୁର,୨।୧: ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲରିପାଲିର ଏକ ପରିତ୍ୟକ୍ତ ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଏକ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କ ମା’ଙ୍କ ପରିଚୟ ମିଳିଛି। ସମ୍ବଲପୁର ଏସ୍‌ପି ଏହି...

ଭାରତକୁ ଦୋଷଦେଲା ପାକିସ୍ତାନ, ‘ର’ ଉପରେ ଲଗାଇଲା ଗୁରୁତର ଅଭିଯୋଗ

ଇସଲାମାବାଦ,୨।୧: ପାକିସ୍ତାନର ବାଲୁଚିସ୍ତାନରେ ରହୁଥିବା ଲୋକମାନେ ସରକାରଙ୍କ ବିରୋଧରେ ତୀବ୍ର ବିରୋଧ କରୁଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନୀ ସେନା ବାଲୁଚି ଲୋକଙ୍କୁ ଜବରଦସ୍ତ ଅପହରଣ କରୁଛି। ସେଥିପାଇଁ ହଜାର ହଜାର ବାଲୁଚି ପାକିସ୍ତାନର ଇସଲାମାବାଦରେ ଏକ ରାଲି...

ଘନ କୁହୁଡ଼ି ହେଲା କାଳ, ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ୩ ମୃତ, ୫୦ରୁ ଅଧିକ ଆହତ

ନିଶ୍ଚିନ୍ତକୋଇଲି,୨।୧(ଅଶୋକ କୁମାର ମହାପାତ୍ର): କଟକ-ଚାନ୍ଦବାଲି ରାସ୍ତାର କଟରପଡ଼ା ନିକଟ କଳାପୋଲ ନିକଟରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୭.୩୦ ମିନିଟ୍‌ ସମୟରେ କେନ୍ଦ୍ରାପଡାରୁ କଟକ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍‌କୁ କଟକରୁ...

ଜାପାନ ପରେ ଥରିଲା ମ୍ୟାନମାର

ନ୍ୟାପିଦ,୨।୧: ଜାପାନରେ ଗୋଟିଏ ଦିନରେ ୧୫୫ଥର ଭୂକମ୍ପ ଅନୁଭୂତ ହୋଇଥିବା ଖବର ଏବେ ଚର୍ଚ୍ଚାରେ ଥିବା ବେଳେ ମଙ୍ଗଳବାର ସକାଳୁ ସକାଳୁ ମ୍ୟାନମାରରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଥିବା ଖବର ମିଳିଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟ୍ଟର ସ୍କେଲରେ...

ଗୋଟିଏ ଦିନରେ ୧୫୫ଥର ଭୂକମ୍ପର ଝଟକା ଅନୁଭବ କଲେ ଜାପାନବାସୀ, ୮ ମୃତ

ଟୋକିଓ,୨।୧: ଏବେ ଖବରର ଶିରୋନାମାରେ ରହିଛି ଜାପାନ ଭୂକମ୍ପ। ଗୋଟିଏ ଦିନରେ ୧୫୫ଥର ଭୂକମ୍ପ ଝଟକା ପରେ ଜାପାନର ପାଣିପାଗ ଏଜେନ୍ସି ସୁନାମି ସତର୍କ ସୂଚନା ଜାରି କରିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ଘରକୁ...

ପ୍ରଯୁକ୍ତିକୁ ଅସ୍ତ୍ର କରିବା ବନ୍ଦ ହେଉ

ନୂଆଦିଲ୍ଲୀ,୨।୧(ପି.ଟି.): ଅତ୍ୟାବଶ୍ୟକ ସରକାରୀ ସେବାରେ ଆଧାର ନମ୍ବର ବ୍ୟବହାର ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ ଗତବର୍ଷ ମାର୍ଚ୍ଚରେ ରାୟ ଦେଇଥିଲେ। ଏହା ସତ୍ତ୍ୱେ କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଅଧିନିୟମ (ଏମ୍‌ଜିଏନ୍‌ଆର୍‌ଇଜିଏ)ରେ ମଜୁରି ପୈଠ ପାଇଁ...

ଦେଶରେ ୧୯୬ ଜେଏନ୍‌.୧ ମାମଲା

ନୂଆଦିଲ୍ଲୀ,୨।୧(ପି.ଟି.): ଭାରତରେ ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ ସଂକ୍ରମଣ ୧୯୬ରେ ପହଞ୍ଚତ୍ଛି। ଆଇଏନ୍‌ଏସ୍‌ଏସିଓଜି ତଥ୍ୟରୁ ଏହା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିିତ ଅଞ୍ଚଳକୁ ଉକ୍ତ ଭାରିଆଣ୍ଟ ସଂକ୍ରମଣ କଲାଣି। କେରଳରେ ସର୍ବାଧିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri