Tag Archives: Home Middle

ଦକ୍ଷିଣ କୋରିଆର ବିରୋଧୀ ନେତା ଲି ଜେ ମ୍ୟୁଙ୍ଗଙ୍କ ଉପରକୁ ଛୁରିରେ ଆକ୍ରମଣ: ଦେଖନ୍ତୁ ଭିଡିଓ

ସିଓଲ,୨।୧: ଦକ୍ଷିଣ କୋରିଆର ବିରୋଧୀ ଦଳ ନେତା ଲି ଜେ ମ୍ୟୁଙ୍ଗଙ୍କ ଉପରକୁ ଛୁରିରେ ଆକ୍ରମଣ କରାଯାଇଛି। ଯେତେବେଳେ ସେ ପ୍ରେସ କନଫରେନ୍ସ କରୁଥିଲେ ସେହି ସମୟରେ ତାଙ୍କ ଉପରକୁ ଏହି ଆକ୍ରମଣ କରାଯାଇଛି। ଦକ୍ଷିଣ କୋରିଆର ନ୍ୟୁଜ ଏଜେନ୍ସି...

୭ ଘଣ୍ଟାରେ ୬୦ ଥର ଥରିଲା ଜାପାନ, ଲୋକେ ଭୟଭୀତ

ଟୋକିଓ,୨।୧: ଜାନୁୟାରୀ ୧ ସୋମବାର ଅର୍ଥାତ୍‌ ନୂଆବର୍ଷରେ ସ୍ଥାନୀୟ ସମୟ ଅପରାହ୍ନ ୪ଟା ସମୟରେ କେନ୍ଦ୍ରୀୟ ଜାପାନର ପଶ୍ଚିମ ଉପକୂଳରେ ଥିବା ଇଶିକାୱା ପ୍ରିଫେକ୍ଟରର ନୋଟୋ ଉପଦ୍ୱୀପ ନିକଟରେ ୭.୬ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଘଟି ଅନେକ ଘର...

ବଫର୍ ଷ୍ଟକ୍ ପାଇଁ ୨୫,୦୦୦ ଟନ୍ ପିଆଜ କିଣିଲେଣି ସରକାର

ନୂଆଦିଲ୍ଲୀ,୧ା୧: ଘରୋଇ ଉପଲବ୍ଧତା ବୃଦ୍ଧି ତଥା ମୂଲ୍ୟ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ବଫର ଷ୍ଟକ୍ ବଜାୟ ରଖିବା ଏବଂ ବଜାରରେ ହସ୍ତକ୍ଷେପ କରିବା ପାଇଁ ବିପୁଳ ପରିମାଣରେ ପିଆଜ କ୍ରୟ କରୁଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସରକାର...

ମଣିପୁରରେ ପୁଣି ହିଂସା: ୩ ଜଣଙ୍କୁ ଗୁଳି କରି ହତ୍ୟା, ଅନେକ ଜିଲାରେ କର୍ଫ୍ୟୁ

ଇମ୍ଫାଲ,୧।୧: ସୋମବାର ସାରେ ମଣିପୁରର ଥୌବାଲ ଜିଲାରେ ତିନି ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ୫ ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି। ଯାହା ପରେ ପୁଣିଥରେ ରାଜ୍ୟର ପାଞ୍ଚଟି ଉପତ୍ୟକା ଜିଲାରେ କର୍ଫ୍ୟୁ ଲାଗୁ କରାଯାଇଛି।...

ପିକନିକ୍ ପାଇଁ ଯାଉଥିବା ଗାଡ଼ି ପାଇଁ ଆବଶ୍ୟକ ସ୍ୱତନ୍ତ୍ର ଅନୁମତି, SOP ଜାରି କଲା ପରିବହନ ବିଭାଗ

ଭୁବନେଶ୍ୱର,୧।୧: ନୂଆବର୍ଷ ଏବଂ ଶୀତଋତୁରେ ଲୋକମାନେ ବିଭିନ୍ନ ସ୍ଥାନକୁ ବୁଲିଯିବାକୁ ଯୋଜନା କରିଥାନ୍ତି। ପିକନିକ୍‌ ଋତୁରେ ମାତ୍ରାଧିକ ଦୁର୍ଘଟଣା ରୋକିବା ପାଇଁ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ମାନକ ସଂଚାଳନ ପ୍ରକ୍ରିୟା(ଏସଓପି)ଜାରି କରାଯାଇଛି। ଏହି ନୁଆ ଏସଓପିରେ କଠୋର ନିୟମାବଳୀ...

ଡିସେମ୍ବରରେ ୧.୬୫ ଲକ୍ଷ କୋଟି ଜିଏସ୍‌ଟି ସଂଗ୍ରହ କଲେ ଭାରତ ସରକାର, ଓଡ଼ିଶାର ନୂଆ ରେକର୍ଡ

ଭୁବନେଶ୍ୱର,୧।୧: ଡିସେମ୍ବର ୨୦୨୩ରେ ୧.୬୫ ଲକ୍ଷ କୋଟି ଟଙ୍କା ହୋଇଛି ଜିଏସ୍‌ଟି ସଂଗ୍ରହ। ସୋମବାର କେନ୍ଦ୍ର ଅର୍ଥ ମନ୍ତ୍ରାଳାୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ବର୍ଷ ଡିସେମ୍ବର ତୁଳନାରେ ଏହା ୧୦ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ ଚଳିତବର୍ଷ...

ଜାପାନ ସୁନାମୀ ପରେ ୩୩ ହଜାର ଘରୁ କଟିଲା ବିଜୁଳୀ, ଜାରି ହେଲା ହେଲ୍ପଲାଇନ ନମ୍ବର

ଟୋକିଓ/ନୂଆଦିଲ୍ଲୀ,୧।୧: ଜାପାନରେ ବଡ ଧରଣର ଭୂକମ୍ପ ପରେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଇଶିକାୱାରେ ସମୁଦ୍ରର ଉଚ୍ଚ ତରଙ୍ଗ ଲୋକଙ୍କୁ ଭୟଭୀତ କରିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୫ ମାପ କରାଯାଇଛି । ରୁଷିଆର ଉପକୂଳବର୍ତ୍ତୀ ଅଞ୍ଚଳରେ...

Video: ଶକ୍ତିଶାଳୀ ଭୂମିକମ୍ପ ପରେ ଜାପାନକୁ ଛୁଇଁଲା ସୁନାମିର ପ୍ରଥମ ଜୁଆର, ଉଚ୍ଚ ସ୍ଥାନକୁ ଚାଲିଯିବାକୁ ବାସିନ୍ଦାଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧।୧: ସୋମବାର କେନ୍ଦ୍ରୀୟ ଜାପାନରେ ୭.୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମିର ପ୍ରଥମ ଜୁଆର ଉପକୂଳକୁ ଛୁଇଁଛି। ସୁନାମି ପ୍ରଭାବକୁ ଦୃଷ୍ଟିରେ ରଖି ଉପକୂଳ ବାସିନ୍ଦାଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ଭୂମିକମ୍ପ ଉତ୍ପତ୍ତିସ୍ଥଳ ହାୱାଇ ସ୍ଥିତ...

ମେଟ୍ରୋ ଟ୍ରେନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୧: ନୂଆବର୍ଷରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ମେଟ୍ରୋ ଟ୍ରେନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ-ଭୁବନେଶ୍ବର ବାସିନ୍ଦାଙ୍କୁ ମେଟ୍ରୋ ଟ୍ରେନ୍‌ ଭେଟି ଦେଇ ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ବାରଙ୍ଗ ବ୍ଲକର ରତାଗଡ଼-ଲେଙ୍କାସାହିରେ ମେଟ୍ରୋ ପ୍ରକଳ୍ପର...

ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ମାର୍ଚ୍ଚ ୧୨ରେ ହେବ ବୋମା ବିସ୍ଫୋରଣ: ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁଙ୍କ ଧମକ…

ନୂଆଦିଲ୍ଲୀ,୧।୧ : ଆମେରିକାରେ ବସିଥିବା ବିଚ୍ଛିନ୍ନତାବାଦୀ ତଥା ଶିଖ ଫର ଜଷ୍ଟିସ ପ୍ରତିଷ୍ଠାତା ଗୁରୁପତଓ୍ବନ୍ତ ସିଂ ପନ୍ନୁ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି। ପୃଥକ ଖାଲିସ୍ତାନ ଉପରେ ହୋଇଥିବା ଜନମତ ସଂଗ୍ରହରେ ବିଫଳ ହେବା ପରେ ସେ ବମ୍ବେ...

ହାଇଟେକ୍‌ ଟ୍ରାଜେଡି: ବିସ୍ଫୋରଣରେ ସ୍ବାମୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ

ଭୁବନେଶ୍ୱର,୧ା୧: ରାଜଧାନୀର ପାଣ୍ଡରାସ୍ଥିତ ହାଇଟେକ୍‌ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ରବିବାର ଖୋର୍ଦ୍ଧା ଜିଲା ଜଟଣୀର ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ତାଙ୍କ ସ୍ତ୍ରୀ ସୁନା ଆତ୍ମହତ୍ୟା କରି ଦେଇଛନ୍ତି। ଏହି ଦୁଃଖଦ ଖବର...

ଜାପାନରେ ୭.୫ ତୀବ୍ରତାର ଭୂକମ୍ପ, ଆସିପାରେ ସୁନାମୀ

ଟୋକିଓ,୧।୧: ପଶ୍ଚିମ ଜାପାନରେ ୭.୫ ତୀବ୍ରତାର ଭୂକମ୍ପ ଅନୁଭୁତ ହୋଇଛି। ଏହି ଭୂକମ୍ପ ପରେ ସେଠାରେ ସୁନାମୀ ଚେତାବନୀ ଜାରି କରାଯାଇଛି। ଉତ୍ତର କେନ୍ଦ୍ରୀୟ ଜାପାନରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ଘଟିବା ମାତ୍ରେ ସୁନାମି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri