Tag Archives: Home Middle

ନୂଆବର୍ଷ ପୂର୍ବରୁ ପୁରୀରେ ଅସମ୍ଭାଳ ଭିଡ଼: ଆସନ୍ତାକାଲିଠୁ ଲାଗୁ ହେବ ନୂଆ କଟକଣା

ପୁରୀ,୩୧ା୧୨: ନୂଆବର୍ଷ ପୂର୍ବରୁ ପୁରୀରେ ରବିବାର ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ନବନିର୍ମିତ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଦେଖିବା ଲାଗି ସେମାନଙ୍କଠାରେ ଉତ୍ସାହ ପରିଲକ୍ଷିତ ହୋଇଛି। ଦର୍ଶନାର୍ଥୀମାନେ ବଡଦାଣ୍ଡର ମରଚିକୋଟ୍‌‌ଠାରେ ନବ ନିର୍ମିତ  ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍‌‌...

ଛାଡପତ୍ର ମାମଲାକୁ ଏକତରଫା ପ୍ରତ୍ୟାହାର କରିପାରିବେନି ସ୍ତ୍ରୀ ଅବା ସ୍ବାମୀ: ହାଇକୋର୍ଟ…

ନୂଆଦିଲ୍ଲୀ,୩୧।୧୨ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ପରସ୍ପର ସହମତ ହୋଇଥିବା ଛାଡପତ୍ର ସମାଧାନ ଚୁକ୍ତିରୁ ସ୍ତ୍ରୀ ଅବା ସ୍ବାମୀ ଏକପାଖିଆ ପ୍ରତ୍ୟାହାର କରିବା ଅନ୍ୟ ପକ୍ଷଙ୍କ ପାଇଁ ମାନସିକ ନିର୍ଯାତନା ପାଲଟି ଥାଏ। ଜଷ୍ଟିସ ସୁରେଶ କୁମାର କୈତ...

ଗାଜାରେ ଭୟଙ୍କର ପରିସ୍ଥିତି: ଭିକ ମାଗି ଚଳୁଛନ୍ତି ଲୋକେ

ଜେରୁଜେଲମ୍‌,୩୧ା୧୨: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଅନେକ ମାସ ଧରି ଚାଲିଆସୁଛି। ହମାସ୍‌କୁ ମୂଳୋତ୍ପାଟନ କରିବା ପାଇଁ ଇସ୍ରାଏଲ ଗାଜାକୁ ଧ୍ୱଂସ କରିଛି। ଇସ୍ରାଏଲର ଗ୍ରାଉଣ୍ଡ ଆକ୍ରମଣ ଯୋଗୁ ଲୋକମାନେ ଗାଜାର ଦକ୍ଷିଣ ଅଞ୍ଚଳରେ ପ୍ରତିକୂଳ ପରିସ୍ଥିତିରେ ରହିବାକୁ...

ରାମମନ୍ଦିର ଉଦଘାଟନ ପୁଲଓ୍ବାମା ଭଳି ଯୋଜନାବଦ୍ଧ କାର୍ଯ୍ୟକ୍ରମ, ଭୋଟରଙ୍କୁ ଆକର୍ଷିତ କରିବା ଲକ୍ଷ୍ୟ: କର୍ନାଟକ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ…

ବେଙ୍ଗାଲୁରୁ,୩୧।୧୨ : କର୍ନାଟକ ମନ୍ତ୍ରୀ ଡି ସୁଧାକର ତାଙ୍କ ବିବୃତ୍ତି ନେଇ ବିବାଦ ସୃଷ୍ଟି କରିଛନ୍ତି । ସେ କହିଛନ୍ତି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପୁଲୱାମା ଆକ୍ରମଣ ପରି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରାମ ମନ୍ଦିର ନିର୍ମାଣ...

ଝିଅମାନଙ୍କ ଲୁହଠାରୁ ବଡ଼ ନୁହେଁ ରାଜନୈତିକ ଫାଇଦା: ମୋଦିଙ୍କୁ କହିଲେ ରାହୁଲ…

ନୂଆଦିଲ୍ଲୀ,୩୧।୧୨ : ବିଶ୍ୱ ପଦକ ବିଜେତା କୁସ୍ତି ଖେଳାଳି ଭିନେଶ ଫୋଗାଟ ଶନିବାର ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାର ଫେରାଇ ଦେଇଛନ୍ତି। ଭିନେଶ ଏହି ଉଭୟ ପୁରସ୍କାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘର ବାହାରେ ରଖିବାକୁ ଚାହୁଁଥିଲେ କିନ୍ତୁ...

୨୦୨୪ ରେ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ଭାରତ

ନୂଆଦିଲ୍ଲୀ,୩୧।୧୨: ୨୦୨୩ରେ ବିଶ୍ୱର ବିଭିନ୍ନ ଦେଶ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଭାରତ ଏହାର ସ୍ଥିତି ଦୃଢ ରଖି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇପାରିଛି। ଭାରତର ଘରୋଇ ବଜାରରେ ଚାହିଦା ବୃଦ୍ଧି, ଦର ନିୟନ୍ତ୍ରଣ ଏବଂ ବିଦେଶୀ...

ତେହରିକ୍‌-ଏ-ହୁରିୟତ ବ୍ୟାନ୍‌

ନୂଆଦିଲ୍ଲୀ,୩୧ା୧୨: ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ନେଇ ମୋଦି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ତେହରିକ୍‌-ଏ-ହୁରିୟତ ଜମ୍ମୁ-କଶ୍ମୀର ସଂଗଠନକୁ ଭାରତ ସରକାର ଏକ ବେଆଇନ ସଂଗଠନ ଭାବେ ଘୋଷଣା କରିଛନ୍ତି। ଭାରତ ସରକାରଙ୍କ ଏହି ପଦକ୍ଷେପ ଉପରେ ସ୍ବରାଷ୍ଟ ମନ୍ତ୍ରୀ...

ନେପାଳୀ ନୁଡଲରୁ ହୋଇଯାଆନ୍ତୁ ସତର୍କ, ଚିନ୍ତା ପ୍ରକାଶ କଲେ ଡାକ୍ତର

ନୂଆଦିଲ୍ଲୀ,୩୧।୧୨: କ’ଣ ଆପଣ ନେପାଳ ନୁଡଲର ସୌକିନ ଅଟନ୍ତି? ତେବେ ସତର୍କ ହୋଇଯାଆନ୍ତୁ। ଏହି ନୁଡଲ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ପ୍ରମାଣିତ ହୋଇଛି। ଏହି ନୁଡଲରେ ଅପମିଶ୍ରଣ ଚିହ୍ନଟ ହେବା ପରେ ପାଟନା ଉଚ୍ଚ ନ୍ୟାୟଳୟ ଏକ କମ୍ପାନୀ ଉପରେ...

ନୂଆବର୍ଷରେ ଖୁସି ଖବର : ୨୦୨୪ ବର୍ଷରେ ସୁନା ପାଲଟିବ ନିବେଶର ଉପଯୁକ୍ତ ବିକଳ୍ପ…

ନୂୂଆଦିଲ୍ଲୀ,୩୧।୧୨ : ନୂଆବର୍ଷରେ ନିବେଶକଙ୍କ ପାଇଁ ଖୁସି ଖବର ଆସିଛି। ରିପୋର୍ଟ ଅନୁସାରେ ସୁନାରେ ନିବେଶ ପାଇଁ ନୂତନ ବର୍ଷ ୨୦୨୪ ଆଶା ଜନକ ରହିବ ବୋଲି କୁହାଯାଉଛି। ପ୍ରକାଶିତ ରିପୋର୍ଟ ନେଇ ନିବେଶକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।...

ଗର୍ଭବତୀ କରାଇ ପାରିଲେ ନେବୁ ୧୩ ଲକ୍ଷ, ବିଫଳ ହେଲେ ଦେବୁ ୫ ଲକ୍ଷ: ଠକ ଦଳଙ୍କୁ ଗିରଫ କଲେ ପୋଲିସ, ଭିଡିଓ ଭାଇରାଲ…

ପାଟନା,୩୧।୧୨ : ବିହାରର ନୱାଦାରୁ ଏକ ଆଶ୍ଚର୍ଯ୍ୟଜନକ ଠକେଇ ମାମଲା ସାମ୍ନାକୁ ଆସିଛି। ଏଠାରେ ଥିବା ସାଇବର ପୋଲିସ ଷ୍ଟେଶନ ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଯାହା ମହିଳାମାନଙ୍କୁ ଗର୍ଭବତୀ କରିବା ନାମରେ ପ୍ରତାରଣା କରୁଥିଲା। ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ...

୯ମାସରେ ପିଇଛନ୍ତି ୧୩୦୮କୋଟି ଟଙ୍କାର ମଦ, ନୂଆବର୍ଷରେ ରେକର୍ଡ ଭାଙ୍ଗିବେ ନୋଏଡାବାସୀ

ନୋଏଡା,୩୧।୧୨: ପୁରୁଣା ବର୍ଷ ୨୦୨୩ ସରବାକୁ ଆଉ କେଇ ଘଣ୍ଟା ବାକି ଅଛି। ଏହାପରେ ପଦାର୍ପଣ କରିବ ୨୦୨୪। ତେବେ ଚଳିତ ବର୍ଷ ୯ମାସରେ ନୋଏଡାବାସୀ କୋଟି କୋଟି ଟଙ୍କାର ମଦ ପିଇଛନ୍ତି। ଅବକାରୀ ବିଭାଗର ତଥ୍ୟ ଅନୁଯାୟୀ, ନୋଏଡାବାସୀ...

ଖୁବଶୀଘ୍ର ରାଜ୍ୟରେ ସ୍ଥାପନ ହେବ ଏକହଜାର ଶୀତଳଭଣ୍ଡାର, ହିତାଧିକାରୀଙ୍କୁ ମିଳିବ ୭୦ପ୍ରତିଶତ ରିହାତି

ଭୁବନେଶ୍ୱର,୩୧।୧୨: ରାଜ୍ୟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମଞ୍ଜୁର ହୋଇଥିବା ଏକହଜାରଟି ସୌରଚାଳିତ ଶୀତଳ ଗୃହ ସ୍ଥାପନ ଉପରେ କୃଷି ଓ କୃଷକ ସଶସ୍ତ୍ରକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଗତକାଲି ବିଭାଗୀୟ ସମୀକ୍ଷା ବୈଠକରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri