Tag Archives: Home Middle

ରାମ ମନ୍ଦିର ଉଦ୍‌ଘାଟନୀରେ ଯୋଗ ଦେବନି କଂଗ୍ରେସ!

ନୂଆଦିଲ୍ଲୀ,୨୧।୧୦: ରାମ ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ନେଇ ଅଯୋଧ୍ୟାରେ ଭବ୍ୟ ଆୟୋଜନ ଆରମ୍ଭ ହୋଇଛି। ଜାନୁୟାରୀ ୨୨ରେ ହେବାକୁ ଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୮ହଜାର ଅତିଥି ଉପସ୍ଥିତ ରହିବେ। ଏଥିରେ ବଡ ବଡ ବ୍ୟବସାୟୀ, ଶିଳ୍ପପତି, ନେତା, ସନ୍ଥ, ସେଲିବ୍ରେଟି...

୪ ବର୍ଷରୁ କମ ବୟସ୍କ ପିଲାଙ୍କୁ କଫ ସିରପ ମନା, ବ୍ୟାନ କଲା ଭାରତ…

ନୂଆଦିଲ୍ଲୀ,୨୧।୧୨ : ଭାରତର ଡ୍ରଗ ରେଗୁଲେଟର ଚାରି ବର୍ଷରୁ କମ ପିଲାମାନଙ୍କ ପାଇଁ କଫ ସିରପକୁ ବ୍ୟାନ କରିଛନ୍ତି । କଫ ସିରପ ଯୋଗୁଁ ବିଶ୍ୱସ୍ତରରେ ୧୪୧ ପିଲାଙ୍କ ମୃତ୍ୟୁ ପରେ ଏହି ପଦକ୍ଷେପ ନିଆଯାଇଛି। ନିୟାମକ ସଂସ୍ଥା ଶିଶୁମାନଙ୍କ...

ସୋସିଆଲ ମିଡିଆ ‘ଏକ୍ସ’ର ସର୍ଭର ଡାଉନ

ଓ୍ବାଶିଂଟନ,୨୧ା୧୨: ଗୁରୁବାର ପୂର୍ବାହ୍ନ ୧୧ଟାରୁ ସର୍ଭର ଡାଉନ ଯୋଗୁ ସୋସିଆଲ ‘ଏକ୍ସ’ରେ କୌଣସି ପୋଷ୍ଟ ଦେଖି ହେଉନାହିଁ। ଫଳରେ ୟୁଜର୍ସମାନେ ନାନା ଅସୁବିଧାରେ ପଡ଼ିଛନ୍ତି। ସାରା ବିଶ୍ୱରେ ଏହି ସମସ୍ୟା ଦେଖାଦେଇଛି।   ଅନେକ ୟୁଜର ଏହା ଉପରେ ଅଭିଯୋଗ...

ପୁଣି ଭାରତକୁ ଫେରିଲା ମାସ୍କ: ୨୪ ଘଣ୍ଟାରେ ୬ ମୃତ, ୩୫୮ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୨୧।୧୨ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଥରେ ଲୋକଙ୍କୁ ଭୟଭୀତ କରିବାରେ ଲାଗିଛି। ଭାରତ ସମେତ ସମଗ୍ର ବିଶ୍ୱରେ କରୋନା ପୁଣିଥରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା କାରଣରୁ ୬ ଜଣଙ୍କର...

ତାମିଲନାଡୁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ୩ ବର୍ଷ ଜେଲ-୫୦ ହଜାର ଜରିମାନା ଦଣ୍ଡାଦେଶ…

ଚେନ୍ନାଇ,୨୧।୧୨ : ବେଆଇନ ଭାବେ ସମ୍ପତ୍ତି ଠୁଳ କରିଥିବା ମାମଲାରେ ମାଡ୍ରାସ ହାଇକୋର୍ଟ ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡିଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୋନମୁଡି ଏବଂ ତାଙ୍କ ସ୍ତୀଙ୍କ କୋର୍ଟ ୫୦ ଲକ୍ଷ ଟଙ୍କା ଲେଖାଏଁ...

ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ

ଭୁବନେଶ୍ୱର,୨୧ା୧୨: ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଭୁବନେଶ୍ୱର,ବ୍ରହ୍ମପୁରରେ ଥିବା ଘର ଓ ଅଫିସ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ...

ଭାରତକୁ ପ୍ରଶଂସା କଲେ ନଓ୍ବାଜ, କହିଲେ ପଡୋଶୀ ଦେଶ ଚନ୍ଦ୍ରରେ ପହଞ୍ଚିଥିବାବେଳେ ପାକିସ୍ତାନ ଭୂମିରୁ ଉଠିନାହିଁ…

ଇସଲାମାବାଦ,୨୧।୧୨ : ପାକିସ୍ତାନର ଆର୍ଥିକ ଅବସ୍ଥା କାହାଠାରୁ ଲୁଚି ରହିନାହିଁ। ପ୍ରତିଦିନ ସାହାଯ୍ୟକାରୀ ଦେଶ ସହାୟତା କରୁଛନ୍ତି। ଏହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପୁଣିଥରେ ଭାରତର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଆମ ଚାରିପାଖରେ ଥିବା ଦେଶମାନେ...

ଭାରତ ମୁସଲମାନଙ୍କ ପାଇଁ ପାଲଟିଛି ସ୍ବର୍ଗ: ମୋଦି…

ନୂଆଦିଲ୍ଲୀ,୨୧।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ମୁସଲମାନମାନଙ୍କ ପାଇଁ ସ୍ବର୍ଗ ବୋଲି ବର୍ଣ୍ଣନା କରିଛନ୍ତି। ବିଦେଶୀ ଖବରକାଗଜ ‘ଫାଇନାନ୍ସିଆଲ ଟାଇମ୍ସ’କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଏକ ପ୍ରଶ୍ନର ଉତ୍ତରରେ ପିଏମ ମୋଦି ଏଭଳି କହିଛନ୍ତି । ଦୁନିଆର ଅନ୍ୟ...

ପୋଷ୍ଟପେଡ ଫୋନ ବିଲ୍‌ ନ ଦେଲେ ହେବ ଜେଲ ଦଣ୍ଡ…

ନୂଆଦିଲ୍ଲୀ,୨୧।୧୨ : ପୋଷ୍ଟପେଡ ଫୋନ ବିଲ ପେମେଣ୍ଟରେ ବିଳମ୍ବ କଲେ ୟୁଜରଙ୍କୁ ଜେଲ ଦଣ୍ଡ ହେବ। ଏହା ଶୁଣି ୟୁଜର ଆଶ୍ଚର୍ଯ୍ୟ ହୋଇପାରନ୍ତି, କିନ୍ତୁ ଏହା ସତ୍ୟ। ଯଦି ଏହା କରାଯାଏ ତେବେ ୟୁଜରଙ୍କୁ କୋର୍ଟକୁ ଯିବାକୁ ପଡିପାରେ। ଏଥିସହ,...

୪୮ ଘଣ୍ଟାରେ କଂଗ୍ରେସ ସଂଗ୍ରହ କଲା ୩ କୋଟି ଚାନ୍ଦା, ବିହାର-ମହାରାଷ୍ଟ୍ରରୁ ଅଧିକ ଲୋକ ସାମିଲ…

ନୂଆଦିଲ୍ଲୀ,୨୧।୧୨ : କଂଗ୍ରେସ ପାର୍ଟି ମାତ୍ର ୪୮ ଘଣ୍ଟା ମଧ୍ୟରେ କ୍ରାଉଡ ଫଣ୍ଡିଂ ମାଧ୍ୟମରେ ୩ କୋଟି ଟଙ୍କା ସଂଗ୍ରହ କରିଛି। ଏପର୍ଯ୍ୟନ୍ତ ପ୍ରାୟ ୧,୧୩,୦୦୦ ଲୋକ ଦାନ କରିଛନ୍ତି। ୨୦୨୪ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପାଇଁ ସମ୍ବଳ...

ମେସେଜ-କଲ ହେବ ଟ୍ରାକ୍‌: ମୋବାଇଲ ୟୁଜରଙ୍କ ଉପରେ ସରକାରଙ୍କ କଡ଼ା ନଜର, ଆସିଲା ନୂଆ ବିଲ୍‌…

ନୂଆଦିଲ୍ଲୀ,୨୧।୧୨: ଟେଲିକମ ବିଲ ୨୦୨୩ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଛି। ଏହି ବିଲରେ ସରକାର ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରଭାବ ପକାଇ ଅନେକ ପଦକ୍ଷେପ ନେବାକୁ ଅନୁମତି ପାଇଛନ୍ତି। ଟେଲିକମ ସେକ୍ଟର ମାଧ୍ୟମରେ ଜାତୀୟ ସୁରକ୍ଷା...

ଇଣ୍ଟରନେଟ କାଟିଲେ ଜରିମାନା ସହ ୩ ବର୍ଷ ଜେଲ ଦଣ୍ଡ, ସରକାରଙ୍କ ନୂଆ ନିୟମ…

ନୂଆଦିଲ୍ଲୀ,୨୧।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପ୍ରତ୍ୟେକ ଉପଭୋକ୍ତାଙ୍କୁ ଇଣ୍ଟରନେଟ ଯୋଗାଇବାକୁ ଚାହୁଁଛନ୍ତି। ଏଥିପାଇଁ ମୋଦି ସରକାର ପ୍ରତ୍ୟେକ ଗାଁକୁ ଇଣ୍ଟରନେଟ ସହିତ ସଂଯୋଗ କରୁଛନ୍ତି। ଏହା ବ୍ୟତୀତ ପ୍ରତ୍ୟେକ ପଞ୍ଚାୟତ ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର କେବୁଲ ବିଛାଯାଉଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri