Tag Archives: Home Middle

ଟ୍ରାଭିସ୍ ହେଡଙ୍କୁ ୬.୮୦ କୋଟିରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ

ଦୁବାଇ,୧୯।୧୨: ଅଷ୍ଟ୍ରେଲୀୟ ବ୍ୟାଟର ଟ୍ରାଭିସ୍ ହେଡଙ୍କୁ ୬.୬୦ କୋଟିରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ। ହେଡଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା। ସନରାଇଜର୍ସ ହାଇଦ୍ରାବାଦ ହେଡଙ୍କ ନିଲାମ ଡାକରା ଆରମ୍ଭ କରିଥିଲା। ଏହା ପରେ ଚେନ୍ନାଇ ସୁପର କିଙ୍ଗ୍ସ...

ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକଙ୍କୁ ୪ କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ,୧୯।୧୨: ଆଇପିଏଲ୍‌ ୨୦୨୪ ପାଇଁ ନିଲାମ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହୋଇଛି। ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକଙ୍କୁ ଆଇପିଏଲ୍‌ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ୪ କୋଟି ଟଙ୍କାରେ କିଣିଛି। ଆଇପିଏଲ ନିଲାମର ପ୍ରଥମ ସେଟରେ ହ୍ୟାରିଙ୍କ ନାମ ଥିଲା ।...

ଶଶି ଥରୁର, ଡିମ୍ପଲ୍ ଯାଦବ, ସୁପ୍ରିୟା ସୁଲେ ଲୋକସଭାରୁ ନିଲମ୍ବିତ, ୧୪୧ ରେ ପହଞ୍ଚିଲା ଏମପିଙ୍କ ନିଲମ୍ବନ ସଂଖ୍ୟା

ନୂଆଦିଲ୍ଲୀ,୧୯।୧୨: ସଂସଦର ସୁରକ୍ଷା ବିଭ୍ରାଟ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ବିରୋଧୀ ଦଳର ଆଭିମୁଖ୍ୟ ଜାରି ରହିଛି। ଲୋକସଭାରେ ବାଚସ୍ପତିଙ୍କୁ ଅପମାନିତ କରିଥିବା ଅନେକ ସଦସ୍ୟଙ୍କୁ ମଙ୍ଗଳବାର ପୁଣି ନିଲମ୍ବିତ କରାଯାଇଛି। ଏଥିମଧ୍ୟରେ କଂଗ୍ରେସ ଏମପି ଶଶି...

ମୋଦିଙ୍କ ଉପରେ ଅସୁର ଶକ୍ତି ସବାର ହୋଇଛି: ଅଧିର ରଞ୍ଜନ

ନୂଆଦିଲ୍ଲୀ,୧୯।୧୨: କଂଗ୍ରେସ ଏମପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ଅଧୀର ରଂଜନ ଚୌଧରୀ ନିଜକୁ ତଥା ବିରୋଧୀ ଦଳର ଏମପିମାନଙ୍କୁ ନିଲମ୍ବନ କରିଥିବାରୁ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। ଚୌଧୁରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ...

ଜ୍ଞାନଵାପି ମାମଲାରେ ମୁସଲିମ ପକ୍ଷର ସମସ୍ତ ଆବେଦନ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ

ନୂଆଦିଲ୍ଲୀ,୧୯।୧୨: ଉତ୍ତରପ୍ରଦେଶର ବାରାଣାସୀରେ ଅବସ୍ଥିତ କାଶୀ ବିଶ୍ୱନାଥ-ଜ୍ଞାନଵାପି ଜମି ମାଲିକାନା ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ବିଚାରପତି ରୋହିତ ରଂଜନ ଅଗ୍ରୱାଲଙ୍କ ଖଣ୍ଡପୀଠ ମାଲିକାନା ବିବାଦ ମାମଲାକୁ ଚ୍ୟାଲେଞ୍ଜ କରି ଅଞ୍ଜୁମାନ ଇଣ୍ଟେଜାମିଆ ମସଜିଦ...

ଆଇସଲ୍ୟାଣ୍ଡରେ ଆଗ୍ନେୟଗିରି ଉଦ୍‌ଗିରଣ, ଘୋଷଣା ହେଲା ଏମରଜେନ୍ସି

ରିକଜାଭିକ,୧୯।୧୨: ଆଇସଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଆଗ୍ନେୟଗିରି ବିସ୍ଫୋରଣ ହେତୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଦକ୍ଷିଣ ପଶ୍ଚିମ ଆଇସଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଏକ ଆଗ୍ନେୟଗିରି ବିସ୍ଫୋରଣ ଘଟିଛି ବୋଲି ଜାତୀୟ ପାଣିପାଗ ବିଭାଗ ମଙ୍ଗଳବାର କହିଛି। ନ୍ୟୁଜ ଏଜେନ୍ସି ସିହ୍ନୁଆ...

ଚାଇନାରେ ପୁଣିଥରେ ୫.୫ ତୀବ୍ରତାର ଭୂକମ୍ପ ଅନୁଭୂତ

ବେଜିଂ,୧୯।୧୨: ଚାଇନାରେ ପୁଣି ଥରେ ଶକ୍ତିଶାଳୀ ଭୂକମ୍ପ ଝଟକା। ଉତ୍ତର-ପଶ୍ଚିମ ଜିନଜିଆଙ୍ଗ ଅଞ୍ଚଳରେ ୫.୫ ତୀବ୍ରତାର ଭୂକମ୍ପ ହୋଇଛି। ଏହାର କିଛି ଘଣ୍ଟା ପୂର୍ବରୁ ଚାଇନା ଗାନ୍‌ସୁ ଏବଂ କଂଘଇ ପ୍ରଦେଶରେ ୬.୨ତୀବ୍ରତାର ଭୟଙ୍କର ଭୂକମ୍ପ ଭୂକମ୍ପ ହୋଇଥିଲା। ଯେଉଁଥିରେ...

ରେଡ ସିରେ ହୁତି ଆକ୍ରମଣର ଜବାବ ଦେବାକୁ ଏକାଠି ହେଲେ ଏହି ଦେଶ

ଓ୍ବାଶିଂଟନ,୧୯।୧୨: ରେଡ ସି ବା ଲୋହିତ ସାଗରରେ ଆନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ ଉପରେ ହୁତି ଆକ୍ରମଣ ବିରୋଧରେ ଆମେରିକା ଏକ ମିଳିତ ମଞ୍ଚ ଗଠନ କରିବାକୁ ଘୋଷଣା କରିଛି। ‘ଅପରେଶନ ପ୍ରସପେରିଟି ଗାର୍ଡିୟନ’ ରେ ବାହାରେନ, କାନାଡା, ଫ୍ରାନ୍ସ, ଇଟାଲୀ,...

ନା ମରିଛନ୍ତି ଅଣ୍ଡର ଓ୍ବାର୍ଲଡ ଡନ, ନା ଦିଆଯାଇଛି ବିଷ, ଗୁଇନ୍ଦା ରିପୋର୍ଟରେ ଆସିଲା ଚମକାଇବା ଭଳି ତଥ୍ୟ

ଇସଲାମାବାଦ,୧୯।୧୨: ମୋଷ୍ଟ ଓ୍ବାଣ୍ଟେଡ ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କୁ ବିଷ ଦିଆଯାଇଥିବା ଖବର ସୋମବାର ହେଡଲାଇନରେ ଥିଲା। ଜଣେ ପାକିସ୍ତାନୀ ସାମ୍ବାଦିକ ସୋସିଆଲ ମିଡିଆରେ କହିଛନ୍ତି ଯେ ଦାଉଦଙ୍କୁ ପାକିସ୍ତାନର କରାଚିରେ ଭର୍ତ୍ତି କରାଯାଇଛି, କିନ୍ତୁ ଏହି ଦାବି ପଛରେ...

ତାମିଲନାଡୁରେ ପ୍ରବଳ ବର୍ଷାରେ ବନ୍ୟା ପରିସ୍ଥିତି, ରିଲିଫ ଶିବିରକୁ ଗଲେ ୭୫୦୦ ଲୋକ, ଫସିଛନ୍ତି ୮ଶହରୁ ଅଧିକ ପର୍ଯ୍ୟଟକ

ଚେନ୍ନାଇ,୧୯।୧୨: ଲଗାତାର ଦୁଇ ଦିନ ଧରି ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଛି। ଏହି କାରଣରୁ, ସାଧାରଣ ଜନଜୀବନ ବ୍ୟାହତ ହୋଇଛି। ରାଜ୍ୟର ଅନେକ ନଦୀ ଓ ହ୍ରଦର ଜଳ ସ୍ତର ଯଥେଷ୍ଟ ବୃଦ୍ଧି ପାଇଛି। ରାଜ୍ୟର ୪ଟି ଉପକୂଳବର୍ତ୍ତୀ...

ଭୂକମ୍ପ ଝଟକାରେ ଥରିଲା ଚାଇନା, ୧୧୧ ମୃତ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

ବେଜିଂ,୧୯।୧୨: ଉତ୍ତର-ପଶ୍ଚିମ ଚାଇନାର ଗାନସୁ ଏବଂ କଂଘଇ ପ୍ରଦେଶରେ ୬.୨ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଚାଇନାର ସରକାରୀ ସମ୍ବାଦ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଭୂମିକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୧୧ ଅତିକ୍ରମ କରିଛ। ରିପୋର୍ଟ ଅନୁଯାୟୀ, ପ୍ରବଳ ଭୂକମ୍ପ ଯୋଗୁଁ...

ଦଶମରେ ଡ୍ରପ୍ ଆଉଟ ତାଲିକାରେ ଓଡ଼ିଶା ଦେଶରେ ପ୍ରଥମ

ନୂଆଦିଲ୍ଲୀ,୧୮ା୧୨: ବର୍ଷ ୨୦୨୧-୨୨ରେ ଭାରତରେ ୨୦.୬ ପ୍ରତିଶତ ଛାତ୍ରୀଛାତ୍ର ଦଶମରେ ପାଠ ପଢା ଛାଡିଥିବା ବେଳେ ୪୯.୯ ପ୍ରତିଶତ ସହିତ ଓଡ଼ିଶା ପ୍ରଥମରେ ରହିଛି। ୪୨.୧ ପ୍ରତିଶତ ସହିତ ବିହାର ଦ୍ୱିତୀୟ, ତୃତୀୟରେ ମେଘାଳୟ(୩୩.୫ ପ୍ରତିଶତ), ଚତୁର୍ଥରେ କର୍ଣ୍ଣାଟକ(୨୮.୫ ପ୍ରତିଶତ)...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri