Tag Archives: Home Middle

ବିମାନ ଭଡା ପୁଣି ବେଲଗାମ, ଦିଲ୍ଲୀରୁ ମୁମ୍ବାଇ ଭଡା ହେଲା ୫ ଗୁଣା…

ନୂଆଦିଲ୍ଲୀ/ମୁମ୍ବାଇ,୧୩।୧୨ : ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ବିମାନ ଭଡା ପ୍ରାୟ ୫ ଗୁଣା ବୃଦ୍ଧି ପାଇଛି। ପୂର୍ବରୁ ଦିଲ୍ଲୀରୁ ମୁମ୍ବାଇ ଯିବାକୁ ହେଲେ ପ୍ରାୟ ୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଏହି କ୍ଷେତ୍ରର ଭଡା...

ଅନୁଚ୍ଛେଦ ୩୭୦ ନେଇ ମୁହଁ ଖୋଲିଲେ ଇମ୍ରାନ, କହିଲେ ଜଟିଳ ହେବ କଶ୍ମୀର ପ୍ରସଙ୍ଗ…

ଇସଲାମାବାଦ,୧୩।୧୨ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜମ୍ମୁ-କଶ୍ମୀରରେ ଧାରା ୩୭୦ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କଶ୍ମୀର ପ୍ରସଙ୍ଗକୁ ଅଧିକ ଜଟିଳ କରିବ ବୋଲି ଇମ୍ରାନ କହିଛନ୍ତି। ରାୱଲପିଣ୍ଡିର ଅଦିୟନା...

କହିବାର ସ୍ବାଧିନତା ରହିଛି ବୋଲି ମନ ଇଛା କିଛି କହି ହେବ ନାହିଁ: ହାଇକୋର୍ଟ…

ମୁମ୍ବାଇ,୧୩।୧୨ : ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ରହିଛି ବୋଲି ଏହାର ଯଥାର୍ଥ ସୀମା ଅତିକ୍ରମ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଏହାର ପରିଣାମ ବିପଦଜନକ ହୋଇପାରେ। କହିବାର ସ୍ବାଧିନତା...

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ

ଭୋପାଳ,୧୩।୧୨: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଭାଜପା ନେତା ମୋହନ ଯାଦବ। ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୋତିଲାଲ ନେହେରୁ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ହୋଇଥିବା ଏହି...

ଆମେରିକାରେ ମେକ ଇନ ଇଣ୍ଡିଆ ସାଇକେଲ, ଚାଇନା ଉତ୍ପାଦର ସ୍ଥାନ ନେଲା…

ଓ୍ବାଶିଂଟନ,୧୩।୧୨: ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ମେକ ଇନ ଇଣ୍ଡିଆ ପରି ପ୍ରୟାସ ଆରମ୍ଭ କରିଥିଲେ। ଏହାର ପ୍ରଭାବ ବର୍ତ୍ତମାନ ଭାରତ ସମେତ ସମଗ୍ର ବିଶ୍ୱରେ ଦୃଶ୍ୟମାନ ହେଉଛି । ମେକ ଇନ ଇଣ୍ଡିଆ ଉତ୍ପାଦଗୁଡ଼ିକ...

ସୁଡଙ୍ଗରେ ଭର୍ତ୍ତି କରାଯାଉଛି ସମୁଦ୍ର ପାଣି: ଆତଙ୍କବାଦୀଙ୍କୁ ଧ୍ୱଂସ ପାଇଁ ଇସ୍ରାଏଲର ନୂତନ କୌଶଳ…

ଜେରୁଜେଲମ,୧୩।୧୨: ଦୁଇ ମାସରୁ ଅଧିକ ସମୟ ଧରି ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଛି। ଗୋଟିଏ ପଟେ ପାଲେଷ୍ଟାଇନ ଯୁଦ୍ଧ ରୋକିବା ପାଇଁ ସମର୍ଥନ ମାଗୁଥିବାବେଳେ ଅନ୍ୟ ପଟେ ଇସ୍ରାଏଲର ପ୍ରତିଶୋଧ ପରାୟଣ କାର୍ଯ୍ୟାନୁଷ୍ଠାନ ଅଧିକ କଠୋର ହେବାରେ ଲାଗିଛି। ଇସ୍ରାଏଲ ହମାସ...

ସଂସଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ୨୦୦୧ ଆକ୍ରମଣରେ ଶହୀଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୩।୧୨: ଆଜି ସଂସଦର ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ସଂସଦ ଗୃହରେ ପହଞ୍ଚିଛନ୍ତି। ଏଠାରେ ସେ ସଂସଦ ଉପରେ ୧୩ ଡିସେମ୍ବର ୨୦୦୧ରେ ହୋଇଥିବା ଆକ୍ରମଣରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ...

ମଧ୍ୟପ୍ରଦେଶ, ଛତିଶଗଡରେ ଆଜି ଶପଥ ନେବେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ହେବେ ସାମିଲ

ନୂଆଦିଲ୍ଲୀ,୧୩।୧୨: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଚୟନ ହୋଇଛନ୍ତି। ଏହି ତିନୋଟି ରାଜ୍ୟ ମଧ୍ୟରୁ ମଧ୍ୟପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ଛତିଶଗଡରନୂଆ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ବୁଧବାର ଶପଥ ଗ୍ରହଣ କରିବେ। ମଧ୍ୟପ୍ରଦେଶରେ ରାଜେନ୍ଦ୍ର...

ଫେବୃୟାରୀ ୧୫ରୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର,୧୩ା୧୨(ଅସମାପିକା ସାହୁ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଫେବୃୟାରୀ ୧୫ରୁ ଆରମ୍ଭ ହେବ। ତେବେ ଦଶମ ପରୀକ୍ଷା ମାର୍ଚ୍ଚ ୧୩ରେ ଓ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨ରେ ଶେଷ ହେବ। ଏନେଇ...

କଂଗ୍ରେସର ଦୁର୍ନୀତି ଦୋକାନ ବନ୍ଦ ହେବା ଆବଶ୍ୟକ: ଭାଜପା…

ନୂଆଦିଲ୍ଲୀ,୧୨।୧୨ : ବିରୋଧୀ ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରି କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଙ୍ଗଳବାର କହିଛନ୍ତି ନୂତନ ଶକ୍ତି ସହ ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ଯୋଗୁ ବିରୋଧୀ...

ଧୀରଜଙ୍କ କଳାଧନକୁ ସମର୍ଥନ କଲେ ଆରବିଆଇ ପୂର୍ବତନ ଗଭର୍ନର, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୧୨।୧୨ : ମଙ୍ଗଳବାର ପ୍ରକାଶିତ ଏକ ସାକ୍ଷାତକାରରେ ପୂର୍ବତନ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଡ. ରଘୁରାମ ରାଜନ କଂଗ୍ରେସ ରାଜ୍ୟସଭା ଏମପି ଧୀରଜ ପ୍ରସାଦ ସାହୁଙ୍କ ପାଖରୁ ଜବତ କରାଯାଇଥିବା ନଗଦ ଟଙ୍କାକୁ ସମର୍ଥନ କରିଛନ୍ତି।...

ବିନା ପାର୍ସପୋର୍ଟ, ଭିସାରେ ଋଷିଆରୁ ଆମେରିକା ଯାତ୍ରା କଲେ ବ୍ୟକ୍ତି

ଲସ ଏଞ୍ଜେଲେସ,୧୨।୧୨: ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଯିବାକୁ ହେଲେ ପାର୍ସପୋର୍ଟ ଓ ଭିସା ସହ ଟିକେଟର ଆବଶ୍ୟକ ହୋଇଥାଏ। କିନ୍ତୁ, ଆମେରିକାର ଲସ ଏଞ୍ଜେଲେସରେ ଏକ ଆଶ୍ଚର୍ଯ୍ୟ କରିବା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ରୁଷୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri