Tag Archives: Home Middle

ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ରାମସ୍ବାମୀଙ୍କୁ ହତ୍ୟା ଧମକ

ଓ୍ବାଶିଂଟନ,୧୨।୧୨: ଭାରତୀୟ ମୂଳ ଆମେରିକୀୟ ବ୍ୟବସାୟୀ ବିବେକ ରାମସ୍ବାମୀ ଆସନ୍ତା ବର୍ଷ ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜଣେ ପ୍ରାର୍ଥୀ ଅଟନ୍ତି। ଏହି ସମୟରେ ବିବେକ ରାମସ୍ବାମୀଙ୍କୁ ହତ୍ୟା ଧମକ ଦିଆଯାଇଛି। ସେ ଅଭିଯୋଗ କରିଛନ୍ତି ଯେ...

ପ୍ରବାସୀଙ୍କ ପାଇଁ ଅଷ୍ଟ୍ରେଲିଆ କରୁଛି ନୂଆ ନିୟମ

ନୂଆଦିଲ୍ଲୀ,୧୨।୧୨: ଅଷ୍ଟ୍ରେଲିଆ ମାଇଗ୍ରେଶନ ପାଇଁ ନୂତନ ନିୟମ ପ୍ରସ୍ତୁତ କରିବ। ଏହା ଅଧୀନରେ ଅଷ୍ଟ୍ରେଲିଆ ଯିବାକୁ ଆବେଦନ କରୁଥିବା ଛାତ୍ରମାନଙ୍କ ଇଂରାଜୀ ଭାଷାରେ ପାରଦର୍ଶିତା ପରୀକ୍ଷା ଅନ୍ତର୍ଭୂକ୍ତ କରାଯିବ। ସୋମବାର ଏହି ବିଷୟରେ ପରିଚିତ ଲୋକମାନେ କହିଛନ୍ତି ଯେ ଏହା...

ହିଣ୍ଡନ ଏୟାରବେସ୍‌ ପାଚେରି ତଳେ ସୁଡ଼ଙ୍ଗ

ନୂଆଦିଲ୍ଲୀ,୧୨ା୧୨: ଦିଲ୍ଲୀଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହିଣ୍ଡନ ଏୟାରବେସ୍‌ ମଧ୍ୟକୁ ଏକ ସୁଡ଼ଙ୍ଗ ଖୋଳାଯିବାକୁ ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଛି। ଫଳରେ ଏୟାରବେସ୍‌ର ସୁରକ୍ଷାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଗାଜିଆବାଦରେ ଥିବା ଉକ୍ତ ଏୟାରବେସ୍‌...

ତିନି ନ୍ୟାୟ ସଂହିତା ବିଲ୍ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୧ା୧୨: କେନ୍ଦ୍ର ପକ୍ଷରୁ ପ୍ରସ୍ତାବିତ ତିନିଜଣ ନୂତନ ଅପରାଧୀ – ଭାରତୀୟ ନ୍ୟାୟ ସଂହିତା ବିଲ୍, ଭାରତୀୟ ନାଗରିକ୍ ସୁରକ୍ଷା ବିଲ୍ ଏବଂ ଭାରତୀୟ ସାକ୍ଷ୍ୟ ବିଲ୍ – ସଂସଦୀୟ ସ୍ଥାୟୀ କମିଟିର ସୁପାରିଶ ପରେ ସରକାର ପ୍ରତ୍ୟାହାର କରି...

ଏଏଫ୍‌ସି କପ୍‌: ବିଜୟ ସହ ନକ୍ ଆଉଟରେ ଓଏଫ୍‌ସି

ଭୁବନେଶ୍ୱର,୧୧ା୧୨: କଳିଙ୍ଗ ଷ୍ଟାଡିୟମରେଅନୁଷ୍ଠିତ ଏଏଫ୍‌ସି କପ୍‌ର ମ୍ୟାଚ୍‌ରେ ବସୁନ୍ଧରା କିଙ୍ଗ୍ସକୁ ୧-୦ରେ ପରାସ୍ତ କରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଏହି ବିଜୟ ସହିତ ଏଏଫ୍‌ସି କପ୍‌ର ନକ୍ ଆଉଟ ରାଉଣ୍ଡକୁ ଦଳ ଉତ୍ତୀର୍ଣ୍ଣ ହୋଇଛି। ଗ୍ରୁପ୍‌ ଡିରେ ସ୍ଥାନ ପାଇଥିବା ଓଏଫ୍‌ସି...

ଜମ୍ମୁ-କଶ୍ମୀର ସହ ଜଡିତ ୨ଟି ବିଲ୍‌ ରାଜ୍ୟ ସଭାରେ ପାରିତ

ନୂଆଦିଲ୍ଲୀ,୧୧।୧୨: ରାଜ୍ୟ ସଭାରେ ସୋମବାର ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍‌, ୨୦୨୩ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍‌ ୨୦୨୩ ପାରିତ ହୋଇଛି। ଆଲୋଚନା ପରେ ଭଏସ ଭୋଟ ଦ୍ୱାରା ଏହି ବିଲ୍‌କୁ ଅନୁମୋଦନ କରାଯାଇଛି। ଶେଷରେ ସ୍ବରାଷ୍ଟ୍ର ମନ୍ତ୍ରୀ...

ଡିସେମ୍ବର ୧୩ରେ ଶପଥ ନେବେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ

ରାୟପୁର,୧୧।୧୨: ଛତିଶଗଡର ଆଦିବାସୀ ନେତା ବିଷ୍ଣୁ ଦେଓ ସାଏ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଡିସେମ୍ବର ୧୩ ଅର୍ଥାତ୍‌ ବୁଧବାର ଶପଥ ଗ୍ରହଣ କରିବେ। ଅପରାହ୍ନ ୨ଟାରେ ରାୟପୁରରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ସୋମବାର ଭାଜପା ଏହି...

ରାଜସ୍ଥାନରେ ଘୁଞ୍ଚିଲା ବିଧାୟକ ଦଳ ବୈଠକ, ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମିଳିବ କି ନୂଆ ଚେହେରାଙ୍କୁ ସୁଯୋଗ

ଜୟପୁର,୧୧।୧୨: ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ଭାଜପାରେ କସରତ ଜାରି ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଦଳରେ ଅଡୁଆ ବଢାଇଦେଇଛନ୍ତି। ବିଶେଷ ସୂତ୍ରରୁ ପ୍ରକାଶ ଯେ, ଏକ ବର୍ଷ ପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବା ପାଇଁ...

ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ଭୋପାଳ,୧୧।୧୨:ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଭାଜପା ବିଧାୟକ ଦଳର ବୈଠକରେ ମୋହନ ଯାଦବଙ୍କ ନାଁରେ ମୋହର ବାଜିଛି। ସେ ଶିବରାଜ ସିଂ ଚୌହାନଙ୍କ ସ୍ଥାନ ନେବେ। ଏହାସହ ରାଜ୍ୟରେ ୨ ଉପମୁଖ୍ୟମନ୍ତ୍ରୀ ଭାବେ ଜଗଦୀଶ ଦେଓଡା ଏବଂ...

ଆର୍ଟିକଲ ୩୭୦କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ମୋଦି କହିଲେ-ଏହା ଆଶାର କିରଣ

ନୂଆଦିଲ୍ଲୀ,୧୧।୧୨: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇବାକୁ ମୋଦି ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଠିକ କହିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତଜ୍ଞତା ଜଣାଇଛନ୍ତି। ଏହି ନିଷ୍ପତ୍ତି ଉପରେ ସେ କହିଛନ୍ତି ,  ଏହା ଐତିହାସିକ ଏବଂ ସର୍ବୋଚ୍ଚ...

ଅପରାଧିକ ମାମଲା ବିଚାରାଧୀନ ଥିଲେ ବି ନବୀକରଣ ହେବ ପାସପୋର୍ଟ,ବିଦେଶ ଯାତ୍ରା-ପାସପୋର୍ଟ ରଖିବା ବ୍ୟକ୍ତିଗତ ଅଧିକାର ବୋଲି କହିଲେ ହାଇକୋର୍ଟ…

ହାଇଦ୍ରାବାଦ,୧୧।୧୨ : ତେଲଙ୍ଗାନା ହାଇକୋର୍ଟ କହିଛନ୍ତି ଅପରାଧିକ ମାମଲା ବିଚାରାଧୀନ ଥିବାରୁ ପାସପୋର୍ଟ କର୍ତ୍ତୃପକ୍ଷ ଜଣେ ବ୍ୟକ୍ତିଙ୍କ ପାସପୋର୍ଟ ନବୀକରଣ ଆବେଦନକୁ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ଜଷ୍ଟିସ ସୁରେପାଲୀ ନନ୍ଦା କହିଛନ୍ତି, ଆବେଦନକାରୀଙ୍କ ପାସପୋର୍ଟ ନବୀକରଣକୁ ଅସ୍ବୀକାର କରିବା ତାଙ୍କ...

ସୁପ୍ରିମକୋର୍ଟରେ ପହଞ୍ଚିଲେ ମହୁଆ

ନୂଆଦିଲ୍ଲୀ,୧୧ା୧୨: ସୋମବାର ସୁପ୍ରିମକୋର୍ଟରେ ଲୋକ ସଭା ସଦସ୍ୟତା ବାତିଲ କରିବା ନିଷ୍ପତ୍ତିକୁ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ର ଚ୍ୟାଲେଞ୍ଜ କରିଛନ୍ତି। ସୂଚନାଯୋଗ୍ୟ, ମହୁଆଙ୍କୁ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚରାଯାଇଥିବା ଅଭିଯୋଗ ହୋଇଥିଲା, ଏହା ପରେ ନୈତିକ କମିଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri