Tag Archives: Home Middle

ବିଷ୍ଣୁଦେଓ ସାଏ ହେବେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ

ରାୟପୁର,୧୦।୧୨: ଭାଜପା ରବିବାର ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି। ବିଷ୍ଣୁଦେବ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ବିଧାୟକ ଦଳ ବୈଠକରେ ତାଙ୍କ ନାଁ ଉପରେ ନିଷ୍ପତ୍ତି ନିଆଯାଇଛି। ବିଷ୍ଣୁଦେଓ ସାଏ ଭାଜପାର ଜଣେ ଭେଟେରାନ ନେତା। ସେ...

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ସପ୍ତାହରେ ୫ ଦିନ କାମ, ଦରମା ବଢିବ ୧୭ ପ୍ରତିଶତ…

ମୁମ୍ବାଇ,୧୦।୧୨ : ଅର୍ଥମନ୍ତ୍ରୀ ଭାଗବତ କରାଡ ସଂସଦରେ ଭାରତୀୟ ବ୍ୟାଙ୍କ ଆସୋସିଏଶନ ପକ୍ଷରୁ ଏକ ପ୍ରସ୍ତାବ ଗ୍ରହଣ କରିଥିବା ନିଶ୍ଚିତ କରିଛନ୍ତି। ସୂଚନାନୁସାରେ, ସପ୍ତାହରେ ପାଞ୍ଚ ଦିନ କାର୍ଯ୍ୟ କରିବାର ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଆଇବିଏର ପ୍ରସ୍ତାବକୁ ଅର୍ଥ ମନ୍ତ୍ରଣାଳୟ...

ବରକନ୍ୟାଙ୍କ କାର୍‌କୁ ମୁହାଁମୁହିଁ ଧକ୍କାଦେଲା ଟ୍ରକ୍‌: ନବଦମ୍ପତିଙ୍କ ସମେତ ଚାଲିଗଲା ୫ ଜୀବନ

ରାୟପୁର,୧୦ା୧୨: ରବିବାର ଛତିଶଗଡ଼ର ଜାଞ୍ଜ୍‌ଗିର-ଚମ୍ପା ଜିଲାରେ ଏକ ଦୁଃଖଦ ଘଟଣା ଘଟିଛି। ବରକନ୍ୟାଙ୍କ କାର୍‌ ସହ ଏକ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହେବାରୁ ନବଦମ୍ପତିଙ୍କ ସହ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି। ଜଣେ ପୋଲିସ ଅଧିକାରୀ...

୨୦୨୪ ଲୋକସଭା ନିର୍ବାଚନରେ ଆନନ୍ଦଙ୍କୁ ମିଳିବ ଗୁରୁତ୍ୱପୂର୍ଣ୍ଣ ଭୂମିକା: ମାୟାବତୀ…

ଲକ୍ଷ୍ନୌ,୧୦।୧୨ : ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ଉତ୍ତରାଧିକାରୀ ଭାବରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ରବିବାର ଲକ୍ଷ୍ନୌରେ...

ଛାଡପତ୍ର ମାମଲା ବିଚାରାଧୀନ ଥିବାବେଳେ ସ୍ତ୍ରୀ କଲେ ଦ୍ୱିତୀୟ ବିବାହ, ହାଇକୋର୍ଟ ଦେଲେ ବଡ ଝଟକା…

ବେଙ୍ଗାଲୁରୁ,୧୦।୧୨ : କର୍ନାଟକରେ ହାଇକୋର୍ଟରେ ଛାଡପତ୍ର ମାମଲା ବିଚାରାଧୀନ ଥିବାବେଳେ ସ୍ତ୍ରୀ ଦ୍ୱିତୀୟ ବିବାହ କରିଥିଲେ। ହାଇକୋର୍ଟ ଏହି ମାମଲାରେ ସ୍ତ୍ରୀଙ୍କୁ ଝଟକା ଦେବା ଭଳି ରାୟ ଦେଇଥିଲେ। କୋର୍ଟ ଭରଣପୋଷଣ ଭତ୍ତା ଆବେଦନକୁ ରଦ୍ଦ କରିଛନ୍ତି। ବାସ୍ତବରେ ଏହି...

Video: ସରୁନି ବଲାଙ୍ଗିର ମଦ ବ୍ୟବସାୟୀଙ୍କ ଟଙ୍କା ଗଣତି, ଆସିଲା SBI ଭିତରେ ଟଙ୍କା ଗଣା ଦୃଶ୍ୟ

ବଲାଙ୍ଗୀର,୧୦ା୧୨: ରବିବାର ବଲାଙ୍ଗୀର ସୁଦପଡା ମଦଭାଟିରେ ଚଢାଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୧୪୦ଟି ବ୍ୟାଗର ଗଣତି ଶେଷ ହୋଇଥିବା ବେଳେ ଏହା ଆଗକୁ ମଧ୍ୟ ଚାଲିବ ବୋଲି ସୂଚନା ମିଳିଛି। ସେହିପରି ବଲାଙ୍ଗିର ସୁଦପଡା SBI ମ୍ୟାନେଜର ଭଗତ...

କିଏ ସେହି ଧୀରଜ ସାହୁ? ଜାଣନ୍ତୁ ତାଙ୍କ ପାଖକୁ କେଉଁଠୁ ଆସିଲା ପୁଳାପୁଳା ଟଙ୍କା

ରାଞ୍ଚି,୧୦ା୧୨: ଝାଡ଼ଖଣ୍ଡ, ଓଡ଼ିଶା ଏବଂ ବେଙ୍ଗଲରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ନଗଦ ଟଙ୍କା ଗଣନା କାର୍ଯ୍ୟ ଜାରି ରହିଛି ଏବଂ ଏହି ପରିମାଣ ବୃଦ୍ଧି...

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ନିଜ ଝିଅ, ଭିଡିଓ ଭାଇରାଲ…

ଚଣ୍ଡିଗଡ,୧୦।୧୨ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଝିଅ ସିରତ କୌର ହଠାତ ଲାଇମ ଲାଇଟକୁ ଆସିଛନ୍ତି। ବାସ୍ତବରେ ସିରତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସିରତ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ପିତାଙ୍କ ବିରୋଧରେ...

ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଅଜଣା ୫୦ ପ୍ରତିଶତ ଯୁବବର୍ଗ…

ଜେନେଭା,୧୦।୧୨ : ପୃଥିବୀର ୫୦ ପ୍ରତିଶତ ପିଲା ଏବଂ ଯୁବବର୍ଗମାନେ ଜଳବାୟୁ ପରିବର୍ତ୍ତନ କ’ଣ ତାହା ପ୍ରକୃତରେ ଜାଣନ୍ତି ନାହିଁ। ଅପରପକ୍ଷରେ ୫୦ ପ୍ରତିଶତ ଜଳବାୟୁ ପରିବର୍ତ୍ତନ ବିଷୟରେ ଶୁଣିଛନ୍ତି, ଏହା କ’ଣ ଜାଣଛନ୍ତି। ମିଳିତ ଜାତିସଂଘର ୟୁନିସେଫ ଏବଂ...

ଅମ୍ବାନୀ-ଆଦାନୀଙ୍କୁ ପଛରେ ପକାଇଲେ ଦେଶର ୩ ଯୁବ କୋଟିପତି, ଜାଣନ୍ତୁ ତାଙ୍କର ନେଟଓ୍ବର୍ଥ

ନୂଆଦିଲ୍ଲୀ,୧୦।୧୨: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଭାରତର ବାସିନ୍ଦା। କିନ୍ତୁ ବର୍ତ୍ତମାନ ଏହାର ପରିଭାଷା ବଦଳିଛି। ଚଳିତ ବର୍ଷ ୨୦୨୩ରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅନେକେ କୋଟିପତି ହୋଇଛନ୍ତି। କିନ୍ତୁ ସେଥିମଧ୍ୟରୁ ଏହି ତିନି ଜଣ...

ଡିଏନଏ ଟେଷ୍ଟରୁ ସନ୍ତାନର ପିତା ନ ହୋଇଥିବା ଜଣାପଡିଲେ ବି ଲାଳନପାଳନ ଦାୟିତ୍ୱରୁ ମିଳିବନି ମୁକ୍ତି: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୦।୧୨ : ସୁପ୍ରିମକୋର୍ଟ ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି ଯଦି ଜଣେ ବ୍ୟକ୍ତି ଡିଏନଏ ରିପୋର୍ଟରେ ଜୈବିକ ପିତା ଘୋଷିତ ନ ହେଲେ ମଧ୍ୟ ତାଙ୍କୁ ଜନ୍ମ ହୋଇଥିବା ସନ୍ତାନର ଲାଳନପାଳନ ଦାୟିତ୍ୱରୁ ମୁକ୍ତି ମିଳିବ ନାହିଁ।...

ପ୍ରଜନନ କ୍ଷମତା ବୃଦ୍ଧି କରୁଥିବା ଜିନ ଦ୍ୱାରା କମୁଛି ଆୟୁଷ…

ଓ୍ବାଶିଂଟନ,୧୦।୧୨ : ପ୍ରଜନନ କ୍ଷମତା ବୃଦ୍ଧି କରୁଥିବା ଜିନ ଯୋଗୁଁ ମାନବ ଜୀବନର ସମୟ ସୀମା କମ ହେବାରେ ଲାଗିଛି। ସାଇନ୍ସ ଆଡଭାନ୍ସ ଜର୍ନାଲରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରେ ଏହା ଦାବି କରାଯାଇଛି। ମାନବ ଡିଏନଏ ତଥ୍ୟ ଅଧ୍ୟୟନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri