Tag Archives: Home Middle

କଂଗ୍ରେସ ଟିକେଟରୁ ହରିୟାଣା ବିଧାନସଭା ନିର୍ବାଚନରେ ଏଣ୍ଟ୍ରି କରିବେ ଭିନେଶ! ରାହୁଲଙ୍କୁ ଭେଟିବା ପରେ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୪।୯: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ମହଲ ଗରମ ରହିଛି । ଏହି ସମୟରେ କୁସ୍ତି ଖେଳାଳି ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି। ଉଭୟ କୁସ୍ତିଯୋଦ୍ଧା ନିର୍ବାଚନ ପ୍ରାର୍ଥୀ...

ଲଘୁଚାପ ସମ୍ଭାବନା: ୫ ଦିନ ଛେଚିବ ବର୍ଷା

ଭୁବନେଶ୍ୱର,୪।୯(ଅନୁରାଧା ମହାରଣା):ମୌସୁମୀ ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନରେ ଜୈସାଲମେର୍‌, ଉଦୟପୁର, ପଶ୍ଚିମ ବିଦର୍ଭାର ଲଘୁଚାପକ୍ଷେତ୍ରର କେନ୍ଦ୍ରସ୍ଥଳ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସମେତ ରାମଗୁଣ୍ଡମ୍‌, କଳିଙ୍ଗପାଟନମ୍‌ ଏବଂ ବଙ୍ଗୋପସାଗର ଦକ୍ଷିଣପୂର୍ବ, ପୂର୍ବକେନ୍ଦ୍ରୀୟ ଅଞ୍ଚଳ ଦେଇ ଗତି କରୁଛି। ଆସନ୍ତା ୫ ତାରିଖରେ...

ରାଜଧାନୀରେ ୯ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ବ୍ୟକ୍ତି ଗିରଫ

ଭୁବନେଶ୍ୱର,୩ା୯(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଜଣେ ୯ ବର୍ଷୀୟା ଶିଶୁକନ୍ୟାଙ୍କୁ ୫୫ ବର୍ଷୀୟ ପଡୋଶୀ ବ୍ୟକ୍ତି ବଳାତ୍କାର କରିଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ସେ ହେଲେ ଧଡିଆ ବେହେରା (୫୫)।...

ଭଙ୍ଗା ହେଲାଣି ୧୪୪୩ ଭାଟି, ମୂଳପୋଛ କରାଯିବ ସମସ୍ତ ବେଆଇନ ମଦ କାରବାର: ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, ୩।୯: ବେଆଇନ ମଦ କାରବାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅଗଷ୍ଟ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଚଢ଼ାଉ ଅଭିଯାନ ଆଜିବି ଜାରି ରହିଛି। ଦୀର୍ଘ ୧୫ ଦିନ ଧରି ଚାଲିଥିବା ଏହି ଚଢ଼ାଉ ସମଗ୍ର...

Ravenshaw: କିଏ ଏହି ରେଭେନ୍ସା, କେମିତି ହୋଇଥିଲା ରେଭେନ୍ସା ବିଶ୍ୱ ବିଦ୍ୟାଳୟ, ଜାଣନ୍ତୁ ଏହା ପଛର କାହାଣୀ…

ଭୁବନେଶ୍ୱର,୩।୯: ଦେଶର ଯେଉଁକିଛି ବିଶ୍ୱ ବିଦ୍ୟାଳୟ ଅଛି ସେଥିମଧ୍ୟରୁ ରେଭେନ୍ସା ହେଉଛି ସର୍ବ ପୁରାତନ ବିଶ୍ୱ ବିଦ୍ୟାଳୟ। ତେଣୁ ଏବେ କିଛିଦିନ ତଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସାର ନାଁ ପରିବର୍ତ୍ତନ କରିବା ନେଇ ବିଷୟବସ୍ତୁ ଉଠାଇଥିଲେ। ଏବଂ...

ନଡ୍ଡା କହିଲେ ଭାଜପା ଏବେ ବଡ଼ ଦଳ, ଆରଏସଏସର ପଡିବନି ଆବଶ୍ୟକ, ଉତ୍ତର ରଖିଲା ସଂଘ

ନୂଆଦିଲ୍ଲୀ,୩।୯: ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ) ପ୍ରମୁଖ ମୋହନ ଭଗଓ୍ବତ ଓ ୬ ସଂଯୁକ୍ତ ମହାସଚିବଙ୍କ ଉପସ୍ଥିତିରେ କେରଳରେ ଅଖିଳ ଭାରତୀୟ ସମନ୍ବୟ ବୈଠକ ଶେଷ ହୋଇଛି। ତେବେ ଏହି ବୈଠକରେ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା, ମହାସଚିବ ସଂଗଠନ...

ଜନସେବା କେନ୍ଦ୍ର ଆଧାର ଅପଡେଟ୍‌ ପାଇଁ ଅଧିକ ଟଙ୍କା ମାଗୁଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଏହି ନମ୍ବରରେ କରନ୍ତୁ ଅଭିଯୋଗ

ଭୁବନେଶ୍ୱର, ୩।୯: ସୁଭଦ୍ରା ଯୋଜନାରେ ଆବେଦନ କରିବା ଲାଗି ରାଜ୍ୟର ସମସ୍ତ ଜନସେବା କେନ୍ଦ୍ରରେ ଅହେତୁକ ଭିଡ଼ ଦେଖିବାକୁ ମିଳୁଛି। ଏନେଇ ଜନସେବା କେନ୍ଦ୍ର ଓଡ଼ିଶା ମୁଖ୍ୟ ମଦନ ମୋହନ ରାଉତ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ,...

ଭାଜପା ରାଜ୍ୟ କାର୍ଯ୍ୟାଳୟରୁ ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା କର୍ମୀ

ଭୁବନେଶ୍ୱର, ୩।୯: ଭାଜପାରୁ ନିଲମ୍ବିତ ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ମଙ୍ଗଳବାର ପାର୍ଟି ଅଫିସ ଆସିଥିବା ବେଳେ ତାଙ୍କୁ ଧକ୍କା ମାରି ଘଉଡ଼ାଇ ଦେଇଛନ୍ତି ମହିଳା ନେତ୍ରୀ। ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମହିଳା କର୍ମୀମାନେ...

ଅଚାନକ ଅବକାରୀ କାର୍ଯ୍ୟାଳୟରେ ପହଞ୍ଚିଲେ ବିଧାୟିକା ସୋଫିଆ ଫିର୍ଦୋସ: ଫାଇଲ୍‌ ଘାଣ୍ଟିବା ପରେ…

କଟକ,୩।୯(ଶିଳ୍ପା ପ୍ରିୟଦର୍ଶିନୀ): ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ ଅଚାନକ ଅବକାରୀ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ କଟକ ପରିଦର୍ଶନ କରିଛନ୍ତି। ଏହି କାର୍ଯ୍ୟାଳୟକୁ ଭୁବନେଶ୍ବରକୁ ଉଠାଇ ନେବାର ଖବର ପାଇବା ପରେ ବିଧାୟିକା ସେଠାରେ ପହଞ୍ଚିଥିଲେ। କାର୍ଯ୍ୟାଳୟ ବୁଲି ଦେଖିବା ସହିତ କାଗଜପତ୍ର...

‘ଆମ ଓଡିଶା, ନବୀନ ଓଡ଼ିଶା’ କାମକୁ ଆଗେଇ ନେବେ ମୋହନ ସରକାର: ମନ୍ତ୍ରୀ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର,୩।୯: ଗତ ସରକାରଙ୍କ ‘ଆମ ଓଡିଶା, ନବୀନ ଓଡ଼ିଶା’ କାମ ଆଗେଇ ନିଆଯିବ ବୋଲି ବିଧାନସଭାରେ ପ୍ରତିଶ୍ରୁତି ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। କଂଗ୍ରେସ ବିଧାୟକ ତାରା ବାହିନିପତିଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି, ‘ଆମ...

ସୁରକ୍ଷାବାହିନୀକୁ ବଡ଼ ସଫଳତା: ୯ ମାଓବାଦୀ ନିପାତ

ରାୟପୁର,୩।୯: ଛତିଶଗଡର ଦାନ୍ତେୱାଡା ଏବଂ ବିଜାପୁରର ସୀମାନ୍ତ ଅଞ୍ଚଳରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ସୁରକ୍ଷାବାହିନୀ ଗୁଳିରେ ୯ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ମାଓବାଦୀଙ୍କ ମୃତଦେହ ସହିତ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର...

ନୂଆଁଖାଇରେ ସିଏମ୍‌ କିଷାନର ପ୍ରଥମ କିସ୍ତି

ଭୁବନେଶ୍ୱର, ୩।୯(ସୁନିତ୍‌ ମିଶ୍ର): ଡିଜିଟାଲ ଫସଲ ସର୍ବେକ୍ଷଣର ସମୀକ୍ଷା ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri