Tag Archives: Home Middle

ବିଇଡି ଡିଗ୍ରୀ ଧାରକ ପ୍ରାଥମିକ ବିଦ୍ୟାଳୟରେ ପଢ଼ାଇବାକୁ ଯୋଗ୍ୟ ନୁହନ୍ତି: ହାଇକୋର୍ଟ…

ପାଟନା,୯।୧୨ : ବିଇଡି ଡିଗ୍ରୀଧାରୀମାନେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି ପାଟନା ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି କେ ବିନୋଦ ଚନ୍ଦ୍ରନ ଏବଂ ଜଷ୍ଟିସ ରାଜୀବ ରାୟଙ୍କୁ ନେଇ ହାଇକୋର୍ଟର...

ଜଣେ ମନ୍ତ୍ରୀଙ୍କ ପାଖରେ ୧୩ ବିଭାଗ,ଏବେ ଆଇନ ବି ପକେଟରେ…

ନୂଆଦିଲ୍ଲୀ,୯।୧୨ : ଉପରାଜ୍ୟପାଳ ଭି.କେ ସାକ୍ସେନା ଆଇନ ବିଭାଗ ସହ ଜଡିତ ଫାଇଲଗୁଡ଼ିକୁ ମନ୍ତ୍ରୀଙ୍କ ଅନୁମୋଦନ ବିଳମ୍ବରେ ଦର୍ଶାଇ ପ୍ରତ୍ୟାହାର କରିବାର  ଦିନକ ପରେ ଦିଲ୍ଲୀ ମନ୍ତ୍ରୀ କୈଲାଶ ଗେହଲଟଙ୍କଠାରୁ ଆଇନ ବିଭାଗକୁ ଫେରାଇ ନିଆଯାଇଛି ଏବଂ ଆଇନ ବିଭାଗ...

ଗଣତନ୍ତ୍ରର ହତ୍ୟା କରାଯାଇଛି: ମହୁଆଙ୍କ ବହିଷ୍କାର ନେଇ କହିଲେ ମମତା…

କୋଲକାତା,୯।୧୨ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାଶ ଫର କ୍ୱେରୀ ମାମଲାରେ ପାର୍ଟି ଏମପି ମହୁଆ ମଇତ୍ରଙ୍କୁ ଲୋକସଭାରୁ ବହିଷ୍କାର କରିବା ନେଇ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡା ସମାଲୋଚନା କରିଛନ୍ତି। ମହୁଆଙ୍କ ବହିଷ୍କାର ନେଇ ଲୋକସଭାରେ...

୨ ନାତୁଣୀଙ୍କ ସହ ଚେସ୍‌ ଖେଳିଲେ ଶାହା, ସୋସିଆଲ ମିଡିଆରେ ଭାଇରାଲ…

ନୂଆଦିଲ୍ଲୀ,୯।୧୨ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଭାଜପା ନେତା ଅମିତ ଶାହା ପୁଣି ଦୁଇ ନାତୁଣୀଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଶାହା ଏହି ଫଟୋକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଫଟୋରେ ଶାହା ଦୁଇ...

ଦେଶରେ ୩୭ ହଜାର ଓ୍ବେବସାଇଟ ୟୁଆରଏଲ ବ୍ଲକ…

ନୂଆଦିଲ୍ଲୀ,୯।୧୨ : ଗତ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଜାତୀୟ ସ୍ତରରେ ବିରୋଧୀ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ବହୁ ସଂଖ୍ୟକ ଓ୍ବେବସାଇଟ ବ୍ଲକ କରିଛନ୍ତି। ଜାନୁୟାରୀ ୨୦୧୮ରୁ ଅକ୍ଟୋବର ୨୦୨୩ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା...

୧୧ରେ ଭାରତ ଉପରେ ହେବ ସାଇବର ଆକ୍ରମଣ, ମିଳିଲା ଧମକ

ନୂଆଦିଲ୍ଲୀ,୯ା୧୨: ଦେଶକୁ ଏକ ବଡ଼ଧରଣର ସାଇବର ଆକ୍ରମଣ ଧମକ ମିଳିଛି। ଏପରି ଧମକ ଦେଇଛି ପାକିସ୍ତାନୀ ହ୍ୟାକର୍ସ ଗ୍ରୁପ୍‌। ଏହି ଗ୍ରୁପ୍‌ ଲେଖିଛି, ଡିସେମ୍ବର ୧୧ରେ ଭାରତରେ ଏକ ‘ସାଇବର ପାର୍ଟି’ ଆୟୋଜନ ହେବ। ଏହାକୁ କେନ୍ଦ୍ର ସରକାର ଗୁରୁତର...

ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହ ଚିତ୍ର, ଆସନ୍ତା ମାସରେ ହେବ ପ୍ରାଣ ପ୍ରତିଷ୍ଠା

ନୂଆଦିଲ୍ଲୀ, ୯।୧୨: ଆସନ୍ତା ମାସରେ ଅଯୋଧ୍ୟା ରାମ ମନ୍ଦିରରେ ଭଗବାନଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଗର୍ଭଗୃହ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହାରି ମଧ୍ୟରେ ପ୍ରଥମ ଚିତ୍ର ସାମ୍ନାକୁ ଆସିଛି, ଯେଉଁଥିରେ ଭବ୍ୟ ଗର୍ଭଗୃହର କାନ୍ଥ ଏବଂ ଗମ୍ବୁଜରେ...

ସିରିଆରେ ଆଇଏସ ଆକ୍ରମଣ: ୭ ମୃତ, ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା…

ଦାମାସକସ,୯।୧୨ : ସିରିଆର ଡିଆର ଅଲ-ଜୁର ପ୍ରଦେଶରେ ଇସଲାମିକ ଷ୍ଟେଟ (ଆଇଏସ) ଆକ୍ରମଣରେ ୭ ଜଣ ସୈନିକ ଏବଂ ସରକାରୀ ସମର୍ଥକଙ୍କର ମୃତ୍ୟୁ ଘଟିଛି। ସିରିଆର ମାନାବାଧିକାର ଅବଜରଭେଟୋରୀ ଅନୁଯାୟୀ, ଶନିବାର ଦକ୍ଷିଣ ଡିଆର ଅଲ-ଜୁରରେ ଥିବା ଟି-୨ ତୈଳ...

ଗୋଟିଏ କାର୍ଯ୍ୟକ୍ଷେତ୍ରରେ ଏକାଠି ଚାକିରି କରିପାରିବେ ନାହିଁ ସ୍ବାମୀ-ସ୍ତ୍ରୀ: ହାଇକୋର୍ଟ

ଲକ୍ଷ୍ନୌ,୧୨।୯: ଲକ୍ଷ୍ନୌ ହାଇକୋର୍ଟ ଚାକିରିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସ୍ବାମୀ-ସ୍ତ୍ରୀ ଗୋଟିଏ କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି କରିବା ମାମଲାରେ ଏକ ପିଟିଶନ କୋର୍ଟରେ ଦାଖଲ କରାଯାଇଥିଲା। ଜଷ୍ଟିସ ପ୍ରକାଶ ଶୁକ୍ଲାଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି। କୋର୍ଟ...

ଭାରତ-ରୁଷିଆ ସମ୍ପର୍କର ଗ୍ୟାରେଣ୍ଟର ମୋଦି: ପୁଟିନ…

ମସ୍କୋ,୯।୧୨: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ପୁଟିନ ତାଙ୍କ ନୀତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ମୋଦିଙ୍କୁ ରୁଷିଆ-ଭାରତ ସମ୍ପର୍କର ମୁଖ୍ୟ ଗ୍ୟାରେଣ୍ଟର ବୋଲି ବର୍ଣ୍ଣନା...

ଭାଜପାକୁ ଭୋଟ ଦେଇଥିଲେ ମୁସଲିମ ମହିଳା, ଭାଉଜଙ୍କୁ ନିସ୍ତୁକ ଭାବେ ପିଟିଲେ ଦିଅର

ଭୋପାଳ,୯।୧୨: ମଧ୍ୟପ୍ରଦେଶର ସେହୋରରେ ଆଶ୍ଚର୍ଯ୍ୟ କରିଦେବା ଘଟଣା ସାମ୍ନାକୁ ଆସିଛି। ଜଣେ ମୁସଲମାନ ସମ୍ପ୍ରଦାୟର ମହିଳା ଭାଜପାକୁ ଭୋଟ ଦେଇଥିବାରୁ ତାଙ୍କ ଦିଅର ତାଙ୍କୁ ନିସ୍ତୁକ ଭାବେ ମାଡ ମାରିଛନ୍ତି। ଦିଅର ଜଣକ ତାଙ୍କୁ ଚାପୁଡା, ଗୋଇଠା ଓ ନିର୍ମମ...

ଭାରତୀୟ ଛାତ୍ରୀଛାତ୍ରଙ୍କ ପାଇଁ ମଶାଣି ପାଲଟିଛି ବିଦେଶ ମାଟି: କାନାଡାରେ ସର୍ବାଧିକ ମୃତ୍ୟୁ

ନୂଆଦିଲ୍ଲୀ,୯।୧୨: ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଉଛନ୍ତି ଭାରତୀୟ ଛାତ୍ରୀଛାତ୍ର। ସ୍ବପ୍ନର ବିଡା ମୁଣ୍ଡରେ ଲଦିବା ସହ କେଇ ମୁଠା ଆଶାରେ ଘର ଠୁ ବାହାରେ ରହି ପାଠ ପଢୁଛନ୍ତି। ହେଲେ ବାପାମାଆଙ୍କ ଆଶା ନେଇ ବାହାରକୁ ପଢିବାକୁ ଯାଇଥିବା ସନ୍ତାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri