Tag Archives: Home Middle

କଟକରେ ପୁଣି ବିଡବ୍ଲ୍ୟୁଏଫ୍‌ ଟୁର୍‌ ସୁପର-୧୦୦

କଟକ,୯ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ରାଜ୍ୟ ବ୍ୟାଡ୍‌ମିଣ୍ଟନ ପ୍ରେମୀମାନଙ୍କୁ ପୁଣି ଥରେ ଅନେକ ତାରକା ଖେଳାଳିଙ୍କୁ ଦେଖିବାର ସୁଯୋଗ ମିଳିବ। କାରଣ କଟକରେ ପୁଣି ଥରେ ଆୟୋଜନ ହେବାକୁ ଯାଉଛି ଏସିଆ ମହାଦେଶର ଅନ୍ୟତମ ମର୍ଯ୍ୟାଦାଜନକ ଟୁର୍ନାମେଣ୍ଟ ବିଡବ୍ଲ୍ୟୁଏଫ ଟୁର୍‌ ସୁପର-୧୦୦। ଆସନ୍ତା...

ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା ବନ୍ଦ

ପୁରୀ, ୯ା୧୨(ଅଜିତ ମହାନ୍ତି): ଶ୍ରୀମନ୍ଦିର ପରିସରରେ ପାନ, ଗୁଟ୍‌ଖା ସେବନ ବନ୍ଦ ଏବଂ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଉଛି। ନୂଆବର୍ଷଠାରୁ ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ଆସିବାକୁ ଥିବାରୁ ଏ ନେଇ ପୂର୍ବରୁ...

କେରଳ ସିପିଆଇ ନେତା କାନମ ରାଜେନ୍ଦ୍ରଙ୍କ ପରଲୋକ

ଥିରୁଭାନନ୍ତପୁରମ,୮।୧୨: କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ(ସିପିଆଇ) କେରଳ ରାଜ୍ୟ ସମ୍ପାଦକ କାନମ ରାଜେନ୍ଦ୍ର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କୋଚିର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ତାଙ୍କର ପରଲୋକ ଘଟିଛି। ୭୩ବର୍ଷିୟ କାନମ କିଛି ଦିନ ପୂର୍ବରୁ...

ଅଡୁଆରେ ବାଇଡେନଙ୍କ ପୁଅ

ଓ୍ବାଶିଂଟନ,୮ା୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର ବାଇଡେନ୍‌ କାଲିଫର୍ନିଆରେ ୯ଟି ଟିକସ ଠକେଇ ମାମଲାରେ ଗୁରୁବାର ଅଭିଯୁକ୍ତ ହୋଇଛନ୍ତି। ହଣ୍ଟରଙ୍କ ବ୍ୟବସାୟ କାରବାରର ତଦନ୍ତ କରୁଥିବା ସ୍ବତନ୍ତ୍ର କାଉନସେଲ୍‌ ତାଙ୍କୁ ଅଭିଯକ୍ତ କରିଛନ୍ତି। ୨୦୧୮ରେ ସଂଘୀୟ ଅସ୍ତ୍ରଶସ୍ତ୍ର...

ଟ୍ରାଫିକ ନିୟମ ଭାଙ୍ଗିବାରୁ ୪୬୨୩ଜଣ ଗାଡି ମାଲିକଙ୍କ ବାତିଲ ହେବ ଡିଏଲ, ଲିଷ୍ଟରେ ଅଛି କି ଆପଣଙ୍କ ନାମ

ନୂଆଦିଲ୍ଲୀ,୮।୧୨: ସଡକରେ ଯାତାୟକ କରୁଥିବା ବାଇକ, କାର, ବସ ଓ ଭାରି ଯାନ ଚାଳକଙ୍କ ମନମାନି ଏବେ ଚଳିବ ନାହିଁ। ଆଗକୁ ପୋଲିସ, ପରିବହନ ଓ ଟ୍ରାଫିକ ବିଭାଗ ଚାଳକଙ୍କ ଉପରେ କଡା ନଜର ରଖିବାକୁ ଯାଉଛି। ସଡକରେ ଏବେ...

ସୂର୍ଯ୍ୟଙ୍କ ପ୍ରଥମ ଫୁଲ ଡିସ୍କ ଫଟୋ ପଠାଇଲା ଆଦିତ୍ୟ ଏଲ-୧, ୧୨ଟି ରଙ୍ଗରେ ଦେଖାଗଲେ ସୂର୍ଯ୍ୟ

ନୂଆଦିଲ୍ଲୀ,୮।୧୨: ଖୁବ ଶୀଘ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଯାଉଛି ଆଦିତ୍ୟ ଏଲ୧। ଶୁକ୍ରବାର ଆଦିତ୍ୟ ଏଲ-୧ ସୂର୍ଯ୍ୟଙ୍କ ପ୍ରଥମ ଫୁଲ ଡିସ୍କ ଫଟୋ ପଠାଇଛି। ଆଦିତ୍ୟ ଏଲ-୧ରେ ଥିବା ପେଲୋଡ, ସୋଲାର ଅଲ୍ଟାଭାଓଲେଟ ଇମେଜିଂ ଟେଲିସ୍ପୋପ ସୂର୍ଯ୍ୟଙ୍କ ପ୍ରଥମ ଫୁଲ ଡିସ୍କ...

ମଣିପୁରରେ ପୁଣି ବିକ୍ରି ହେବ ମଦ, ବିହାରରେ ତେଜିଲା ଦାବି

ଇମ୍ଫାଲ,୮।୧୨: ମଣିପୁରରେ ପୁଣି ବିକ୍ରି ହେବ ମଦ। ରାଜ୍ୟରେ ମଦ ନିଷେଧ ଆଇନକୁ ପ୍ରତ୍ୟାହାର କରାଯାଇଛି। ୩୦ବର୍ଷ ତଳେ ରାଜ୍ୟରେ ମଦବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ଯାହାକୁ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟର ଭାଜପା ନେତୃତ୍ୱାଧିନ  ସରକାର। ରାଜ୍ୟ...

କୋରିଆକୁ ହରାଇଲା ଭାରତ

ସାଣ୍ଟିଆଗେ,୮ା୧୨: ଜୁନିୟର ମହିଳା ହକି ବିଶ୍ୱକପ୍‌ରେ ୯ମରୁ ୧୨ତମ ସ୍ଥାନ ପାଇଁ କ୍ଲାସିଫିକେଶନ ମ୍ୟାଚରେ ଭାରତ ଦୃଢ ପ୍ରତ୍ୟାବର୍ତ୍ତନ ସହ କୋରିଆକୁ ୩-୧ ଗୋଲ୍‌ରେ ପରାସ୍ତ କରିଛି। ଭାରତର ରୋପନି କୁମାରୀ (୨୩ତମ ମିନିଟ), ମମ୍‌ତାଜ ଖାଁ (୪୪ତମ) ଓ...

ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲା: ସଂସଦରୁ ମହୁଆ ମୋଇତ୍ରା ବହିଷ୍କୃତ

ନୂଆଦିଲ୍ଲୀ,୮।୧୨: ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ମାମଲାରେ ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ରା ଶୁକ୍ରବାର ଲୋକ ସଭାରୁ ବହିଷ୍କୃତ ହୋଇଛନ୍ତି। ଲୋକ ସଭାରେ ଆଗତ କରାଯାଇଥିବା ‘ଏଥିକ୍ସ କମିଟି’ ରିପୋର୍ଟ ଆଧାରରେ ସେ ବହିଷ୍କୃୃତ ହୋଇଥିବା...

‘ଜନସାଧାରଣଙ୍କଠାରୁ ଲୁଟ୍ ହୋଇଥିବା ପ୍ରତ୍ୟେକ ଟଙ୍କା ଫେରସ୍ତ କରିବାକୁ ପଡିବ …’, ଆଉ ଏକ ଗ୍ୟାରେଣ୍ଟି ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜନତାଙ୍କୁ ଆଉ ଏକ ଗ୍ୟାରେଣ୍ଟି ଦେଇଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ”ଜନସାଧାରଣଙ୍କଠାରୁ ଯାହା ଲୁଟ୍ ହୋଇଛି, ଗୋଟିଏ ଗୋଟିଏ ଟଙ୍କା ଫେରସ୍ତ...

ତୃତୀୟ କାର୍ଯ୍ୟକାଳରେ ବିଶ୍ୱର ଟପ-୩ ଇକନୋମିରେ ଆସିବ ଭାରତ: ମୋଦି

ଡେରାଡୁନ,୮।୧୨: ଉତ୍ତରପ୍ରଦେଶରେ ଦୁଇ ଦିନିଆ ବିଶ୍ୱ ନିବେଶକ ସମ୍ମିଳନୀରେ ଦେଶ ତଥା ବିଶ୍ୱର ୫୦୦୦ରୁ ଅଧିକ ନିବେଶକ ଏବଂ ପ୍ରତିନିଧୀ ଅଂଶଗ୍ରହଣ କରିବେ। ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ଏପର୍ଯ୍ୟନ୍ତ ୩ ଲକ୍ଷ କୋଟି ଟଙ୍କା ମୂଲ୍ୟର...

ଭୁଲ ବୁଝିଲା ତାଲିବାନ, ବଦଳାଇଲା ନିୟମ

ଆଫଗାନିସ୍ତାନ,୮।୧୨: ମହିଳାମାନଙ୍କ ଉପରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗାଇଥିବା ତାଲିବାନ ଏବେ ତା’ର ଭୁଲକୁ ଅନୁଭବ କରିଛି। ବାସ୍ତବରେ ଆଫଗାନିସ୍ତାନରେ ତାଲିବାନ ଦ୍ୱାରା ନିଯୁକ୍ତ ଉପ ବୈଦେଶିକ ମନ୍ତ୍ରୀ ଶେର ମହମ୍ମଦ ଅବ୍ବାସ ଷ୍ଟାନିକଜାଇ କହିଛନ୍ତି ଯେ ଲୋକେ ତାଲିବାନରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri