Tag Archives: Home Middle

ଶାସକ ଦଳ ସରକାରୀ କର୍ମଚାରୀଙ୍କୁ ନିଜ ପ୍ରଚାର କାର୍ଯ୍ୟରେ ଲଗାଇ ପାରିବେ: ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୮।୧୧: ମଙ୍ଗଳବାର ସୁପ୍ରିମକୋର୍ଟ ଏକ କଣ୍ଟ୍ରୋଲ ଜେନେରାଲ ଅଫ ଡିଫେନ୍ସ ଆକାଉଣ୍ଟସ ଏବଂ ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (ଡିଓପିଟି)ର ଏକ କାର୍ଯ୍ୟାଳୟ ସ୍ମାରକପତ୍ରକୁ ଖାରଜ କରିବା ପାଇଁ ଦାଖଲ କରାଯାଇଥିବା ପିଆଇଏଲର ବିଚାର କରିବାକୁ ମନା କରିଦେଇଛନ୍ତି। ଏହି...

ଡିସେମ୍ବରରେ ବାତ୍ୟା ଭୟ: ୩୦ ବେଳକୁ ସ୍ପଷ୍ଟ ହେବ

ଭୁବନେଶ୍ୱର,୨୮।୧୧(ଅନୀଲ ଦାସ):ଓଡ଼ିଶାକୁ ଡିସେମ୍ବରରେ ବାତ୍ୟା ବିପଦ ଆଶଙ୍କା ରହିଛି। ପାରାଦୀପଠାରୁ ପ୍ରାୟ ୨ ହଜାର କିଲୋମିଟର ଦୂର ଦକ୍ଷିଣ ଆଣ୍ଡାମାନ ଓ ଏହାର ଆଖପାଖ ଅଞ୍ଚଳରେ ସୋମବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଧୀରେ ଧୀରେ ପଶ୍ଚିମ...

ମୂର୍ତ୍ତି ଯୋଗୁ ଋଷି ସୁନକ ଗ୍ରୀକ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇ ପାରିଲାନି ସାକ୍ଷାତକାର

ଲଣ୍ଡନ,୨୮।୧୧: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଗ୍ରୀକ ପ୍ରଧାନମନ୍ତ୍ରୀ କିରିଆକୋସ ମିତସୋଟାକିସଙ୍କ ସାକ୍ଷାତକାର କାର୍ଯ୍ୟକ୍ରମ ବାତିଲ ହୋଇଛି। ସୂଚନାଯୋଗ୍ୟ, ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତକାର ବାତିଲ ହେବାର କାରଣ ହେଉଛି ୨୫୦୦ ବର୍ଷ ପୁରୁଣା ମୂର୍ତ୍ତି । ଏହି...

ସୁଡ଼ଙ୍ଗରେ ମାନୁଆଲ ଖନନ ଆରମ୍ଭ

ନୂଆଦିଲ୍ଲୀ,୨୮ା୧୧: ଉତ୍ତରକାଶୀର ସିଲ୍‌କ୍ୟାରା ସୁଡ଼ଙ୍ଗରେ ୧୬ ଦିନ ହେଲା ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସୋମବାର ହାତ ମେଶିନ୍‌ରେ ଖନନ ଆରମ୍ଭ ହୋଇଛି। ସେମାନେ ସମାନ୍ତରାଳ ଦିଗରେ ଖନନ କରୁଥିବାବେଳେ ମେଶିନ୍‌ ସହାୟତାରେ ଭୂଲମ୍ବ ଦିଗରେ ମଧ୍ୟ...

ପିଲାଙ୍କୁ ଆକୃଷ୍ଟ କରିଛି ମେଟାର ପ୍ଲାଟଫର୍ମ ଡିଜାଇନ୍‌

ସାନ୍‌ ଫ୍ରାନ୍ସିସ୍କୋ,୨୮ା୧୧: ଫେସ୍‌ବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟା ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଜାଣିଶୁଣି ଏହାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକର ଡିଜାଇନ୍‌ କରିଛି। ଇନ୍‌ଷ୍ଟାଗ୍ରାମରେ କମ୍‌ ବୟସର ୟୁଜରଙ୍କ ସଂଖ୍ୟା ବହୁ ଅଧିକ ହୋଇଥିବା ନେଇ ଏହି ସଂସ୍ଥାକୁ ଲକ୍ଷ...

୪ରୁ ପାର୍ଲାମେଣ୍ଟ ଶୀତ ଅଧିବେଶନ

ନୂଆଦିଲ୍ଲୀ,୨୮।୧୧: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଡିସେମ୍ବର ୨ରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ଶୀତକାଳୀନ ଅଧିବେଶନ ଉପରେ ଆଲୋଚନା...

ସକାଳୁ ସକାଳୁ ଥରିଲା ୩ ଦେଶ

ବେଜିଂ,୨୮।୧୧: ଆଜି ସକାଳେ ପୃଥିବୀର ତିନୋଟି ଦେଶରେ ପାପୁଆ ନ୍ୟୁ ଗିନି, ଚାଇନା ଏବଂ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ମଙ୍ଗଳବାର (ରେ ଏହି ସୂଚନା ଦେଇଛି। ପାପୁଆ ନ୍ୟୁ ଗିନିର ଉତ୍ତର ଉପକୂଳରେ ୬.୩...

ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କଲେ ଉପରାଷ୍ଟ୍ରପତି, କଂଗ୍ରେସ କହିଲା-‘ଲଜ୍ଜାଜନକ’

ନୂଆଦିଲ୍ଲୀ,୨୭ା୧୧: ସୋମବାର ଏକ କାର୍ଯ୍ୟକ୍ରମରେ ଉପ-ରାଷ୍ଟ୍ରପତି ଜଗଦୀପ ଧନଖର ମହାତ୍ମା ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ତୁଳନା କରିଛନ୍ତି। ସେ ଦୁହିଁଙ୍କୁ କହିଥିଲେ କି ସମାନ୍ତରାଳ ଭାବେ ମହାତ୍ମା ଗାନ୍ଧୀଙ୍କୁ ଗତ ଶତାବ୍ଦୀର ପୂର୍ବତନ “ମହାପୁରୁଷ” ଏବଂ...

ଇସ୍ରାଏଲ-ହମାସ ମଧ୍ୟରେ ଦୁଇ ଦିନ ବଢ଼ିଲା ଯୁଦ୍ଧବିରତି, ସୂଚନା ଦେଲା ମଧ୍ୟସ୍ଥି କତାର

ନୂଆଦିଲ୍ଲୀ,୨୭ା୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ଆଉ ଦିନ ବୃଦ୍ଧି ପାଇଛି। ସୋମବାର ମଧ୍ୟରାତ୍ରିରେ ଏହି ସମୟସୀମା ଶେଷ ହେଉଥିବା ବେଳେ ଆଉ ଦୁଇ ଦିନ ବୃଦ୍ଧି ନେଇ ସୂଚନା ଦେଇଛି ମଧ୍ୟସ୍ଥି କତାର। ଦୁଇ ଦେଶରେ ଥିବା...

ଏଏଫ୍‌ସି କପ୍‌: ମୋହନବାଗାନ୍‌ ଉପରେ ଓଡ଼ିଶା ଏଫ୍‌ସିର ବୃହତ ବିଜୟ

ଭୁବନେଶ୍ୱର,୨୭ା୧୧: ଏଏଫ୍‌ସି କପ୍‌ରେ ତୃତୀୟ ବିଜୟ ହାସଲ କରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ସୋମବାର କୋଲକାତାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ମୋହନବାଗାନ୍‌ ଏଫ୍‌ସିକୁ ୫-୨ରେ ପରାସ୍ତ କରିଛି ଓଏଫ୍‌ସି। ଓଡ଼ିଶା ପକ୍ଷରୁ ରୟ କ୍ରିଷ୍ଣା(୨୯), ଡିଏଗୋ ମରିସିଓ(୩୨), ସାଇ...

ମାଟ୍ରିକ ସାର୍ଟିଫିକେଟରୁ ଜନ୍ମ ତାରିଖର ପ୍ରମାଣ ମିଳିଲେ ଆବଶ୍ୟକ ନାହିଁ ଡିଏନଏ ଟେଷ୍ଟ: ହାଇକୋର୍ଟ…

ମୁମ୍ବାଇ,୨୭।୧୧ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଏକ ବିଦ୍ୟାଳୟ ଦ୍ୱାରା ଦିଆଯାଇଥିବା ମାଟ୍ରିକ ସାର୍ଟିଫିକେଟ ଜନ୍ମ ତାରିଖ ନିର୍ଣ୍ଣୟ କରିବା ପାଇଁ ପର୍ଯ୍ୟାପ୍ତ ଆଇନଗତ ପ୍ରମାଣ ଭାବରେ ବିବେଚନା କରାଯାଏ। କୋର୍ଟ କହିଛନ୍ତି ଯେଉଁଠାରେ ଏଭଳି ପ୍ରମାଣପତ୍ର ମିଥ୍ୟା ପ୍ରମାଣିତ...

ସିଗାରେଟ ଦାମ ବଢ଼ାଇ ଦିଅ, ବଜେଟ ପୂର୍ବରୁ ଡାକ୍ତର-ଅର୍ଥନୀତିଜ୍ଞ କେନ୍ଦ୍ର ସରକାରଙ୍କୁ କଲେ ନିବେଦନ…

ନୂଆଦିଲ୍ଲୀ,୨୭।୧୧ : ଗତ ୧୫ ବର୍ଷ ଧରି ଭାରତରେ ସିଗାରେଟ ଟାଣୁଥିବା ଲୋକଙ୍କ ପାଇଁ ସିଗାରେଟ ମୂଲ୍ୟ ପ୍ରାୟ ୨୫୦ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ଡାକ୍ତର ଏବଂ ଅର୍ଥନୀତିଜ୍ଞ କହିଛନ୍ତି ସିଗାରେଟର ମୂଲ୍ୟ ଆହୁରି ବୃଦ୍ଧି ହେବା ଉଚିତ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri