Tag Archives: Home Middle

କିମ୍‌ ଜୋଙ୍ଗ ଉନଙ୍କ ଯୋଜନା: ଦକ୍ଷିଣ କୋରିଆ ଉପରେ କରିବେ ଆକ୍ରମଣ…

ପ୍ୟୋଙ୍ଗୟାଙ୍ଗ,୨୭।୧୧ : ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ପୁଣି ଥରେ ତିକ୍ତତା ବୃଦ୍ଧି ପାଇଛି। କିନ୍ତୁ ଏଥର ଉତ୍ତେଜନା ବହୁତ ବୃଦ୍ଧି ପାଇଛି। ପ୍ୟୋଙ୍ଗୟାଙ୍ଗ ଦକ୍ଷିଣ କୋରିଆ ସୀମା ନିକଟରେ ନିଜର ସୈନିକମାନଙ୍କୁ ପଠାଇଛି। ଏକଛତ୍ରବାଦୀ ଶାସକ...

ନିଃସ୍ବାର୍ଥପର ଭାବେ ଓଡ଼ିଶାବାସୀଙ୍କ କାର୍ଯ୍ୟ କରିବି: ପାଣ୍ଡିଆନ୍‌

ଭୁବନେଶ୍ୱର.୨୭।୧୧: ୫ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିରେ ଯୋଗ ଦେବା ପରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଗାଇଡାନ୍ସରେ କାର୍ଯ୍ୟ...

ଶେଷ ହେବ ଆଇପିସି-ସିଆରପିସି: ଶୀତ ଅଧିବେଶନରେ ହେବ ଆଗତ…

ନୂଆଦିଲ୍ଲୀ,୨୭।୧୧ : ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପୂର୍ବରୁ ଡିସେମ୍ବର ୨ ରେ ଏକ ସର୍ବଦଳୀୟ ବୈଠକ ଡାକଛନ୍ତି। ଏହି ବୈଠକରେ ଶୀତକାଳୀନ...

ପାଣ୍ଡିଆନଙ୍କୁ ବିଜେଡିରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ, ଅନେକ ବର୍ଷ ହେବ ସେ…

ଭୁବନେଶ୍ୱର.୨୭।୧୧: ଅବସରପ୍ରାପ୍ତ ଆଇଏଏସ ତଥା ୫ଟି-ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରେ ସ୍ବାଗତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପାଣ୍ଡିଆନଙ୍କୁ...

ବିଜେଡିରେ ଯୋଗଦେଲେ ପାଣ୍ଡିଆନ୍‌: ପ୍ରଣବ ଦାସ ପିନ୍ଧାଇଲେ ଶଙ୍ଖ ବ୍ୟାଚ୍‌

ଭୁବନେଶ୍ୱର.୨୭।୧୧: ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଅବସରପ୍ରାପ୍ତ ଆଇଏଏସ ତଥା ୫ଟି-ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ଆଜି ନବୀନ ନିବାସରେ ବିଜେଡିର ପ୍ରାଥମିକ ସଦସ୍ୟତା...

ଖମ୍ବରେ ଚଢ଼ିଥିବା ଲୋକଙ୍କୁ ଦେଖି ଭାଷଣ ଅଧାରେ ବନ୍ଦ କଲେ ପ୍ରଧାନମନ୍ତ୍ରୀ, କହିଲେ ପଡିଗଲେ ମୁଁ ଦୁଃଖିତ ହେବି, ଭିଡିଓ ଭାଇରାଲ…

ହାଇଦ୍ରାବାଦ,୨୭।୧୧ : ତେଲଙ୍ଗାନା ବିଧାନସଭା ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଅଧାରୁ ତାଙ୍କ ଭାଷଣ ବନ୍ଦ କରିବାକୁ ପଡିଛି। ଏଥର ମଧ୍ୟ ଏହାର କାରଣ ହେଲା ଲୋକମାନେ ଖମ୍ବ ଉପରକୁ ଚଢ଼ିଥିଲେ। ଏହାର ଭିଡିଓ ସୋସିଆଲ...

ଭାଜପାର ୨୦୨୪ ଲୋକସଭା ବିଜୟ ଯୋଜନା: ଘର ବାହୁଡିବେ ୫ ହଜାରରୁ ଅଧିକ ବହିଷ୍କୃତ…

ନୂଆଦିଲ୍ଲୀ,୨୭।୧୧ : ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଭାଜପା ଏହାର ରଣନୀତିକୁ ଅଧିକ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନରେ ବହିଷ୍କୃତ ହୋଇଥିବା ୫ ହଜାରରୁ ଅଧିକ ବିଦ୍ରୋହୀ ଘରକୁ ଫେରିବାକୁ ଯାଉଛନ୍ତି।...

ସମ୍ପତ୍ତି ଟାଇଟଲ ହସ୍ତାନ୍ତରରେ ସେଲ୍‌ ଏଗ୍ରିମେଣ୍ଟ ଅବା ପାଓ୍ବାର ଅଫ ଆଟର୍ନି ନୁହେଁ ପ୍ରର୍ଯ୍ୟାପ୍ତ, ମିଳିବନି ମାଲିକାନା ଅଧିକାର: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୭।୧୧ : ସମ୍ପତ୍ତି ଟାଇଟଲ ହସ୍ତାନ୍ତର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ସମ୍ପତ୍ତିର ଟାଇଟଲ ସ୍ଥାନାନ୍ତର କରିବା ପାଇଁ ଏକ ପଞ୍ଜୀକୃତ ଡକ୍ୟୁମେଣ୍ଟ ରହିବା ଆବଶ୍ୟକ। କୋର୍ଟଙ୍କ ଅନୁଯାୟୀ,...

ତାମିଲ ଟାଇଗର ପ୍ରଭାକରନ ଜୀବିତ: ଏମଡିଏମକେ ନେତାଙ୍କ ଦାବି…

ଚେନ୍ନାଇ,୨୭।୧୧ : ଶ୍ରୀଲଙ୍କା ସରକାର ଆନୁଷ୍ଠାନିକ ଭାବେ ଆତଙ୍କବାଦୀ ସଂଗଠନ ଲିବରେଶନ ଟାଇଗର୍ସ ଅଫ ତାମିଲ ଇଲମ (ଏଲଟିଟିଇ) ମୁଖ୍ୟ ଭେଲୁପିଲାଇ ପ୍ରଭାକରନଙ୍କ ମୃତ୍ୟୁ ଘୋଷଣା କରିବା ପରେ ମାରୁମାଲାର୍କି ଦ୍ରାବିଡା ମୁନ୍ନେଟ୍ରା କାଜାଗାମ (ଏମଡିଏମକେ) ମହାସଚିବ ଭାଇକୋ ଏକ...

୧୫ ଦିନରେ ଦୋକାନରୁ ହଲାଲ ଉତ୍ପାଦ ହଟାଇବାକୁ ଯୋଗୀଙ୍କ ନିର୍ଦ୍ଦେଶ…

ଲକ୍ଷ୍ନୌ,୨୭।୧୧ : ରପ୍ତାନି ପାଇଁ ମାଂସ ଏବଂ ଦ୍ରବ୍ୟ ବ୍ୟତୀତ ହଲାଲ ସାର୍ଟିଫିକେଟ ଥିବାଖାଦ୍ୟ ସାମଗ୍ରୀ ହଟାଇବା ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଖୁଚୁରା ବ୍ୟବସାୟୀ ତଥା ସୁପରଷ୍ଟୋର ଚେନକୁ ୧୫ ଦିନିଆ ଅଲ୍ଟିମେଟମ ପ୍ରଦାନ କରିଛି।...

ବର୍ଷାରେ ଭିଜି ଭିଜି ଭାଷଣ ଦେଲେ ଶରଦ ପାଓ୍ବାର,ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୨୭।୧୧ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପ୍ରତିଷ୍ଠାତା ଶରଦ ପାୱାର ବର୍ଷା ମଧ୍ୟରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ, ଯାହା ଅକ୍ଟୋବର ୨୦୧୯ ରେ ଦେଇଥିବା ଏକ ନିର୍ଣ୍ଣାୟକ ଭାଷଣର ସ୍ମୃତିକୁ ଫେରାଇ ଆଣିଥିଲା। ମହାରାଷ୍ଟ୍ରରେ ଗତ ବିଧାନସଭା...

ଶାମି ଛାଡିବେ କ୍ରିକେଟ, ରାଜନୀତିରେ ଯୋଗଦେବା ନେଇ ଚର୍ଚ୍ଚା, ଶାହାଙ୍କୁ ଭେଟିଲେ…

ମୁମ୍ବାଇ,୨୭।୧୧ : ବିଶ୍ୱକପ ୨୦୨୩ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରଠାରୁ ମହମ୍ମଦ ଶାମି ଖବରରେ ଅଛନ୍ତି। ଦିଲ୍ଲୀର ଏକ ଉତ୍ସବରେ ବୋଲର ମହମ୍ମଦ ଶାମି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଥିଲେ। ଭେଟେରାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri