Tag Archives: Home Middle

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ: ଅଷ୍ଟ୍ରେଲିଆ ବିପକ୍ଷରେ କଲା କାରନାମା

ଥିରୁଭାନନ୍ତପୁରମ୍‌,୨୬।୧୧:ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ୨୦ ଓଭରରେ ୪ ଉଇକେଟ ହରାଇ ୨୩୫ ରନ ସଂଗ୍ରହ କରିଛି। ଏଥିସହ ଭାରତୀୟ ଦଳ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। ଭାରତୀୟ ଦଳ ଟି-୨୦ ଫର୍ମାଟରେ ସର୍ବାଧିକ ଥର...

ଅଷ୍ଟ୍ରେଲିଆ ଆଗରେ ୨୩୬ ରନ୍‌ର ବିଶାଳ ଲକ୍ଷ୍ୟ ରଖିଲା ଭାରତ

ଥିରୁଭାନନ୍ତପୁରମ,୨୬।୧୧: ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ରବିବାର ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ଟିମ୍‌ ଇଣ୍ଡିଆ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ବ୍ୟାଟର...

ଦେଶର ନାଗରିକ କୋର୍ଟ ଆସିବାକୁ ଭୟ କରିବାର ଆବଶ୍ୟକତା ନାହିଁ: ସିଜେଆଇ

ନୂଆଦିଲ୍ଲୀ,୨୬।୧୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି ଓ୍ବାଇ ଚନ୍ଦ୍ରଚୁଡ ରବିବାର କହିଛନ୍ତି ଯେ ସୁପ୍ରିମକୋର୍ଟ ଏକ ‘ଲୋକ ଅଦାଲତ’ ଭାବରେ କାର୍ଯ୍ୟ କରିଛନ୍ତି। ଦେଶର ନାଗରିକମାନେ କୋର୍ଟକୁ ଯିବାକୁ ଭୟ କରିବା ଉଚିତ ନୁହେଁ କିମ୍ବା ଏହାକୁ ଶେଷ...

ଇସ୍ରାଏଲ ସେନା ଆକ୍ରମଣରେ ହମାସର ୪ କମାଣ୍ଡର ନିହତ

ଜେରୁଜେଲମ,୨୬।୧୧: ପଶ୍ଚିମ ଏସିଆରେ ହିଂସାତ୍ମକ ବିବାଦ ଜାରି ରହିଛି। ଇସ୍ରାଏଲ ସେନା ଦ୍ୱାରା କରାଯାଇଥିବା ଆକ୍ରମଣରେ ଲୁଚି ରହିଥିବା ଚାରିଜଣ ହମାସ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ହମାସ ସାମରିକ କମାଣ୍ଡରଙ୍କୁ ହତ୍ୟା କରାଯାଇଛି। ଖବର...

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର,୨୬ା୧୧:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରବିବାର ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସୋମବାର ରାଷ୍ଟ୍ରପତି ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବାକୁ ଥିବାବେଳେ ଭର୍ଚୁଆଲି ସେ ଏକ ମଲ୍ଟି-ମଡେଲ୍‌ ଲଜିଷ୍ଟିକ୍ସ...

ସବୁ ଚର୍ଚ୍ଚାର ଘଟିଲା ଅନ୍ତ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ରଖିଲା ଗୁଜରାଟ ଟାଇଟାନ୍ସ

ମୁମ୍ବାଇ,୨୬।୧୧: ସମସ୍ତେ ଅପେକ୍ଷାର ଅନ୍ତ ଘଟାଇ ବଡ଼ ଘୋଷଣା କରିଛି ଗୁଜରାଟ ଟାଇଟାନ୍ସ। ହାର୍ଦ୍ଦିକ ପାଣ୍ଡ୍ୟା ଦଳ ସହିତ ରହିବେ ବୋଲି ଘୋଷଣା କରିଛି ଗୁଜରାଟ ଟାଇଟାନ୍ସ। ଏହା ସହିତ ହାର୍ଦ୍ଦିକଙ୍କୁ ଦଳରେ ରଖି ରଖି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା...

ବିମାନରେ ଡେଷ୍ଟିନେଶନ ଓ୍ବେଡିଂ: ଏତିକି ସମୟ ପାଇଁ ବୁକିଂ କଲେ ବିମାନ

ଦୁବାଇ,୨୬।୧୧: ଆରମ୍ଭ ହୋଇଛି ବିବାହ ଋତୁ। ବିବାହକୁ ଜାକଜକମରେ ଓ ନୂଆ ଢଙ୍ଗରେ କରିବା ପାଇଁ ବର-କନ୍ୟାଙ୍କ ପରିବାର ବିଭିନ୍ନ ପ୍ରକାର ପ୍ଲାନିଂ କରିବା ଆରମ୍ଭ କଲେଣି। ଓ୍ବେଡିଂ ସହ ଏବେ ଡେଷ୍ଟିନେଶନ ଓ୍ବେଡିଂର ଚାହିଦା ଅଧିକ। ଏହାରି ଭିତରେ...

ଜାପାନରେ ଗୁଜରାଟର ମୁଖ୍ୟମନ୍ତ୍ରୀ

ଟୋକିଓ,୨୬ା୧୧: ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରବିବାର ଜାପାନରେ ପହଞ୍ଚିଛନ୍ତି। ଟୋକିଓ ବିମାନବନ୍ଦରରେ ପଟେଲଙ୍କୁ ଜାପାନରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ସ୍ବାଗତ କରିଥିଲେ। ଭୂପେନ୍ଦ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସାମିଲ ଯୋଗ ଦେବେ। ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀ ପୂର୍ବରୁ...

ମୁମ୍ବାଇ ଆକ୍ରମଣକୁ କେବେ ଭୁଲିପାରିବୁ ନାହିଁ: ମୋଦି

ନୂଆଦିଲ୍ଲୀ,୨୬ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ‘ମନ୍‌ କି ବାତ୍‌’ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ମନେ ପକାଇ ଏହାକୁ ଭାରତର ସବୁଠାରୁ ଘୃଣ୍ୟ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ନଭେମ୍ବର ୨୬ କୁ ଆମେ...

‘ଭାରତ ଆମ ଯନ୍ତ୍ରଣାକୁ ନିଜର ଭାବିଛି’

ଜେରୁଜେଲମ୍‌,୨୬ା୧୧: ମୁମ୍ବାଇରେ ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରୁ ବଞ୍ଚିଥିବା ଜଣେ ଇସ୍ରାଏଲୀ ଶିଶୁଙ୍କ ଜେଜେବାପା ତାଙ୍କ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ୧୫ ବର୍ଷ ପୂର୍ବେ ଆମ ସହିତ କ’ଣ ଘଟିଥିଲା ତାହା ଭାରତ ବେଶ୍‌ ଭଲ ଭାବେ...

‘ମୋୟେ ମୋୟେ’ ଗୀତରେ ଭିଡିଓ କଲେ ଦିଲ୍ଲୀ ଓ ପଶ୍ଚିମବଙ୍ଗ ପୋଲିସ, ଭାଇରାଲ ହେଉଛି ମଜାଦାର ଭିଡିଓ

ନୂଆଦିଲ୍ଲୀ,୨୬।୧୧: କିଛିଦିନ ଧରି ସୋସିଆଲ ମିଡିଆରେ ଏକ ମଜାଦାର ଟ୍ୟୁନ ଟ୍ରେଣ୍ଡ କରୁଛି। ତାହା ହେଉଛି ‘ମୋୟେ ମୋୟେ’। ୟୁଜର୍ସ ଏହି ଗୀତରେ ମଜାଦାର ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ବର୍ତ୍ତମାନ ଦିଲ୍ଲୀ ଓ ପଶ୍ଚିମବଙ୍ଗର ପୋଲି...

ୟୁକ୍ରେନର ୨୦ ଡ୍ରୋନ୍‌ ନଷ୍ଟ କଲା ରୁଷିଆ

ମସ୍କୋ,୨୬ା୧୧: ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ଉପରେ ଡ୍ରୋନ୍‌ ଆକ୍ରମଣ କରିଚାଲିଛନ୍ତି। ଏହି ସମୟ ମଧ୍ୟରେ ମସ୍କୋରେ ୟୁକ୍ରେନର ୨୦ ଡ୍ରୋନକୁ ଉଡ଼ାଇ ଦେଇଛି ବୋଲି ରୁଷିଆ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri