Tag Archives: Home Middle

୨୬/୧୧ ମୁମ୍ବାଇ ଆକ୍ରମଣ: ସାକ୍ଷୀ ଦେଇଥିଲି ବୋଲି ପଢିବାକୁ ମିଳି ନ ଥିଲା ସ୍କୁଲ

ନୂଆଦିଲ୍ଲୀ,୨୬।୧୧: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୧୫ବର୍ଷ। ସମୟ ବିତିଥିଲେ ବି କ୍ଷତ ଶୁଖିନି। କ୍ଷତ ଆଉ କ୍ଷତି ଦୁଇଗୁଣା ବଢିଛି। ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ଜଣଙ୍କ ହତ୍ୟା କରାଯାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ଆହତ...

୨୬/୧୧ ମୁମ୍ବାଇ ଆକ୍ରମଣ: ଆଜିବି ଲିଭିନି କ୍ଷତିର ଦାଗ, ଭୁଶୁଡି ପଡିଥିଲା ମୁମ୍ବାଇର ଅର୍ଥନୀତି

ନୂଆଦିଲ୍ଲୀ,୨୬।୧୧: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ଭାରତର ସୁରକ୍ଷା ଚିନ୍ତା ବଢ଼ାଇଥିଲା। ପାକିସ୍ତାନରୁ ସମୁଦ୍ର ପଥରେ ଆସିଥିବା ଆତଙ୍କବାଦୀ ଏକସଙ୍ଗେ ମୁମ୍ବାଇ ମହାନଗରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ୧୬୬ ଜଣଙ୍କୁ ହତ୍ୟା କରିବା ସହ ଅନେକେ ଆହତ...

ଦ୍ୱିତୀୟ ପର୍ଯ୍ୟାୟ ବନ୍ଧକ ମାନଙ୍କୁ ମୁକ୍ତ କରିବାରେ ବିଳମ୍ବ କଲା ହମାସ, ରଖିଲା ଏହି ସର୍ତ୍ତ

ନୂଆଦିଲ୍ଲୀ, ,୨୫ା୧୧: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗିବା ପରେ ବନ୍ଧକ ମାନଙ୍କୁ ମୁକ୍ତ କରିବାର ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ହମାସ ଇସ୍ରାଏଲ ଆଗରେ କିଛି ନୂଆ ଦାବି ଉପସ୍ଥାପନ କରିଛି। ହାମାସ କହିଛି ଯେ,...

ମୃତ୍ୟୁକୁ ଭିସା ନେବାକୁ ପଡେନା,ପଞ୍ଜାବୀ ଗାୟକ ଜିପି ଗ୍ରଓ୍ବାଲଙ୍କ ବାସଭବନରେ ଗୁଳିମାଡ଼ ପରେ କହିଲା ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍‌…

ଟରୋଣ୍ଟୋ,୨୫।୧୧ : ପଞ୍ଜାବୀ ଗାୟକ ଜିପି ଗ୍ରଓ୍ବାଲଙ୍କ ବିଷୟରେ ବଡ ଖବର ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ କାନାଡ଼ାସ୍ଥିତ ବାସଭବନ ଉପରେ ଗୁଳିମାଡ଼ ହୋଇଛି। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ଗୁଳି ଚଳାଇଥିବା ଦାବି କରିଛି। ସୋସିଆଲ ମିଡିଆରେ ଏକ...

ଯୌନ ସମ୍ପର୍କ ଦ୍ୱାରା ବି ହୋଇଥାଏ ମଙ୍କିପକ୍ସ ସଂକ୍ରମଣ, କହିଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୨୫।୧୧ : ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପ୍ରଥମ ଥର ପାଇଁ ନିଶ୍ଚିତ କରିଛି ମଙ୍କିପକ୍ସ ମଧ୍ୟ ଯୌନ ସମ୍ପର୍କ ମାଧ୍ୟମରେ ବିସ୍ତାର ହୋଇପାରେ। ଆଫ୍ରିକୀୟ ଦେଶ କଙ୍ଗୋରେ ମଙ୍କିପକ୍ସ ସଂକ୍ରମଣ ବହୁ ପରିମାଣରେ ବ୍ୟାପିଛି। ଆଫ୍ରିକୀୟ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯଦି...

ଲାହୋରରେ ହେବ କୃତ୍ରିମ ବର୍ଷା, ଖର୍ଚ୍ଚ ହେବ ୩୫ କୋଟି…

ଇସଲାମାବାଦ,୨୫।୧୧ : ଦୀର୍ଘ ଦିନ ଧରି ପାକିସ୍ତାନ ଏକ ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହା ସତ୍ତ୍ୱେ ପ୍ରାୟ ୩୫ କୋଟି ଟଙ୍କା ଖର୍ଚ୍ଚ କରି ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଲାହୋରରେ କୃତ୍ରିମ ବର୍ଷା...

ଅଣ୍ଡର କରେଣ୍ଟ ଦାବି କଲେ ଭାଜପା-କଂଗ୍ରେସ: ରାଜସ୍ଥାନରେ ୬୯ ପ୍ରତିଶତ ଭୋଟିଂ…

ଜୟପୁର,୨୫।୧୧ : ରାଜସ୍ଥାନରେ ୧୯୯ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନ ପାଇଁ ଶନିବାର ପ୍ରାୟ ୬୯ ପ୍ରତିଶତ ଭୋଟ ଗ୍ରହଣ କରାଯାଇଥିଲା। ରାଜ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା କଂଗ୍ରେସ ଏବଂ ଭାଜପା ମଧ୍ୟରେ ହେଉଛି। ଉଭୟ ଦଳର ନେତାମାନେ ନିଜ ନିଜ...

ସ୍ତ୍ରୀ ପିଲାଙ୍କ ପ୍ରତି ଅବହେଳା କରିବା ଏକ ଅପରାଧ: ହାଇକୋର୍ଟ…

କୋଲକାତା,୨୫।୧୧ : କଲିକତା ହାଇକୋର୍ଟର ଏକ ଡିଭିଜନ ବେଞ୍ଚ କହିଛନ୍ତି ସାମରିକ କ୍ରୁରତାର କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ ଏବଂ ତେଣୁ କ୍ରୁରତା ଘଟିଛି କି ନାହିଁ ତାହା ବିଭିନ୍ନ ତଥ୍ୟର ସମୀକ୍ଷା କରି କୋର୍ଟ ସ୍ଥିର କରିବେ। ଜଷ୍ଟିସ...

ଶେଷ ହେବେ ମଣିଷ: ବୈଜ୍ଞାନିକ ପ୍ରକାଶ କଲେ ତାରିଖ !…

ଓ୍ବାଶିଂଟନ,୨୫।୧୧ : ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଚିନ୍ତାର କାରଣ ପାଲଟିଛି। କିନ୍ତୁ ଯଦି ଆମେ ଅନେକ ଅତ୍ୟାଧୁନିକ ଆକଳନକୁ ଦେଖିବା, ଜନସଂଖ୍ୟାର ଗତି ହ୍ରାସ ପାଇଛି। ତା’ପରେ ଏକ ସମୟ ଆସିବ ଯେତେବେଳେ ଏହାର...

ପ୍ରେମ ସମ୍ପର୍କରୁ ଯୁବତୀଙ୍କୁ ୩୧ ଖଣ୍ଡ, ମାଟିତଳୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ

ନବରଙ୍ଗପୁର,୨୫।୧୧(ସଦାଶିବ ପ୍ରହରାଜ/କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ଥାନା ଅଞ୍ଚଳରୁ ଶନିବାର ଜଣେ ଯୁବତୀଙ୍କ ମୃତଦେହ ମାଟିତଳୁ ମିଳିଛି। ତାଙ୍କୁ ୩୧ ଖଣ୍ଡ କରି କାଟି ପ୍ରେମିକ ପୋତି ଦେଇଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ରାଇଘର ପୋଲିସ...

ରାୟଗଡ଼ାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୮୨ ପଞ୍ଚାୟତକୁ ଯୋଡ଼ିବ ୫୨ ବସ୍‌

ଭୁବନେଶ୍ୱର,୨୫ା୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାୟଗଡ଼ା ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଜିଲାରେ ୧୮୨ଟି ପଞ୍ଚାୟତକୁ ୫୨ଟି ବସ୍‌ ଚାଲିବ। ଏଥିପାଇଁ ୩୦୦ଟି ବସ୍‌ ଷ୍ଟପେଜ ମଧ୍ୟ କରାଯାଇଛି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ...

ଇଂଲିଶ୍‌ରେ ଆଇନ ହେଲେ ଆଞ୍ଚଳିକ ଭାଷା ଉପରେ ପଡିବନି ପ୍ରଭାବ: ହାଇକୋର୍ଟ…

କୋଚି,୨୫।୧୧ : କେରଳ ହାଇକୋର୍ଟ କହିଛନ୍ତି ରାଜ୍ୟର ଆଇନ ଏବଂ ନିୟମ ଇଂଲିଶ୍‌ ଭାଷାରେ ପ୍ରକାଶିତ ହେବା ଉଚିତ ।  ଯଦି ଆଞ୍ଚଳିକ ଭାଷାରେ ଏକ ଆଇନ ପ୍ରସ୍ତୁତ କରାଯାଏ, ତେବେ ଆଇନର ଇଂଲିଶ୍‌ ଅନୁବାଦ ଉପଲବ୍ଧ ହେବା ଉଚିତ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri