Tag Archives: Home Middle

ନିଜ ସୈନିକଙ୍କୁ ଆତଙ୍କବାଦୀ କରୁଛି ପାକିସ୍ତାନ: ଲୋକସଭା ନିର୍ବାଚନ ପୂର୍ବରୁ ଷଡଯନ୍ତ୍ରର ପର୍ଦ୍ଦାଫାଶ…

ନୂଆଦିଲ୍ଲୀ,୨୫।୧୧ : ଜମ୍ମୁ-କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ କ୍ରମାଗତ ଭାବରେ କାର୍ଯ୍ୟକଳାପ କରୁଛି, କିନ୍ତୁ ଭାରତୀୟ ସେନା ଯବାନମାନେ ସେମାନଙ୍କ କାର୍ଯ୍ୟକଳାପକୁ ପଣ୍ଡ କରୁଛନ୍ତି। ଭାରତୀୟ ସେନାର କଡା ସୁରକ୍ଷା ବ୍ୟବସ୍ଥାରେ ନିରାଶ ହୋଇ ପାକିସ୍ତାନୀ ଗୁପ୍ତଚର...

ସଫଳ ହେଲାନି ପ୍ରେମ, ଏହି ବଡ଼ କମ୍ପାନିର ମାଲିକଙ୍କ ହୋଇଗଲା ବ୍ରେକପ୍

ନୂଆଦିଲ୍ଲୀ,୨୫।୧୧: ପାରିବାରିକ ସମ୍ପର୍କରେ ମତଭେଦ ବର୍ତ୍ତମାନ କମ୍ପାନୀର ବୋର୍ଡ ରୁମରେ ପହଞ୍ଚିବା ଆରମ୍ଭ କରିଛି । ସଦ୍ୟତମ ମାମଲାରେ ରେମଣ୍ଡ ଗ୍ରୁପ କମ୍ପାନୀର ଚେୟାରମ୍ୟାନ ତଥା ଏମଡି ଗୌତମ ସିଘାଂନିଆ ଏବଂ ତାଙ୍କ ସ୍ତ୍ରୀ ନୱାଜ ମୋଦି ସିଘାଂନିଆ ଛାଡପତ୍ର...

ରାଜସ୍ଥାନ ନିର୍ବାଚନ: ମତଦାନ ୧ ପ୍ରତିଶତ କମ୍‌ ହେଲେ ଏହି ଦଳକୁ ମିଳିବ ଲାଭ…

ଜୟପୁର,୨୫।୧୧ : ରାଜସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଅନୁଷ୍ଠିତ ଜାରି ରହିଛି। ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଲୋକମାନେ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଶନିବାର ସକାଳ ୭ ଟାରୁ ମତଦାନ ବୁଥରେ...

ପୃଥିବୀ ଉପରେ ନୂଆ ବିପଦ: ବିରାଟକାୟ ହିମଖଣ୍ଡ ଭାଙ୍ଗିଲା, ଦେଖନ୍ତୁ ଭିଡିଓ…

ଓ୍ବାଶିଂଟନ,୨୫।୧୧ : ସମଗ୍ର ବିଶ୍ୱରେ ପରିବେଶକୁ କ୍ରମାଗତ ଭାବରେ ଅଣଦେଖା କରାଯାଉଛି। ଫଳରେ ଏହାର ପରିଣାମ ମଧ୍ୟ ଖରାପ ହେବାରେ ଲାଗିଛି। ବର୍ତ୍ତମାନ ପୃଥିବୀ ଉପରେ ନୂଆ ବିପଦ ଦେଖାଦେଇଛି। ଏନେଇ ବୈଜ୍ଞାନିକମାନେ କହିଛନ୍ତି ଯେ ଆଣ୍ଟାର୍କଟିକାରେ ଥିବା ସର୍ବବୃହତ...

ଚାଇନାର ଫ୍ରି ଭିସା ସେବା ଆରମ୍ଭ: ତାଲିକାରେ ୬ ଦେଶ…

ବେଜିଂ,୨୫।୧୧ : ଯେଉଁମାନେ ଚାଇନା ଦେଖିବା ଏବଂ ଭ୍ରମଣ କରିବାକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର ଅଛି, କିନ୍ତୁ ଏହି ଖୁସି ଖବର ଭାରତୀୟଙ୍କ ପାଇଁ ନୁହେଁ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲାଣ୍ଡ, ସ୍ପେନ ଏବଂ...

ତେଜସ ବିମାନ ଉଡାଇଲେ ପ୍ରଧାନମନ୍ତ୍ରୀ…

ବେଙ୍ଗାଲୁରୁ,୨୫।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳେ ବେଙ୍ଗାଲୁରୁରେ ତେଜସ ଯୁଦ୍ଧ ବିମାନ ଉଡ଼ାଣ କରିଥିଲେ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗାଲୁରୁର ୟେଲାହଙ୍କା ଏୟାରବେସରେ ପହଞ୍ଚିଥିଲେ। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ୱାରା ତେଜସ ପ୍ରସ୍ତୁତ କରାଯାଇଛି। ଏହା ଏକ...

ଦେଶର ୩ବଡ ବ୍ୟାଙ୍କ ଉପରେ ୧୦କୋଟି ଟଙ୍କାର ଜରିମାନା ଲଗାଇଲା ଆରବିଆଇ

ନୂଆଦିଲ୍ଲୀ,୨୫।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦେଶର ୩ବଡ ବ୍ୟାଙ୍କ ଉପରେ ନେଇଛି ବଡ କାର୍ଯ୍ୟାନୁଷ୍ଠାନ। ରେଗୁଲେଟୋରୀ ନିୟମର ଉଲ୍ଲଘଂନ ନେଇ ବ୍ୟାଙ୍କଗୁଡିକ ଉପରେ ଜରିମାନା ଲଗାଇଛି ଆରବିଆଇ। ସୂଚନାଯୋଗ୍ୟ, ସିଟି ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଏବଂ ଇଣ୍ଡିଆନ ଓଭରସିଜ...

ମାସକୁ ୩ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏଆଇ ମଡେଲ, ଦେଖିଲେ ଭ୍ରମରେ ପଡୁଛନ୍ତି ଅଭିନେତା

ମାଦ୍ରିଦ,୨୫।୧୧: ଆର୍ଟିଫିଶିଆଲ ଇଣ୍ଟେଲଜେନ୍ସି ଯେଉଁଠି ଲୋକଙ୍କ ପାଇଁ ସମ୍ଭାବନାର ସୁଯୋଗ ଦେଇଛି ସେହିପରି ଅଗାମୀ ଭବିଷ୍ୟତରେ ସମାଜ ପାଇଁ ସମସ୍ୟା ମଧ୍ୟ ବଢାଇଛି। ଏଆଇ ଯୋଗୁ ବହୁ ଲୋକ ଚାକିରୀ ହରାଉଛନ୍ତି। ଅନେକଙ୍କୁ ଭବିଷ୍ୟତରେ ଚାକିରୀ ହରାଇବା ନେଇ ଆଶଙ୍କା...

କେସିଆରଙ୍କ ପାଖରେ କାହିଁକି ରହିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ: ରାହୁଲଙ୍କ ପ୍ରଶ୍ନ…

ହାଇଦ୍ରାବାଦ,୨୫।୧୧: ନଭେମ୍ବର ୩୦ ରେ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। କଂଗ୍ରେସ ଏବଂ ଭାଜପାର ବିଶେଷ ଧ୍ୟାନ ଏହି ଦକ୍ଷିଣ ରାଜ୍ୟ ଉପରେ ରହିଛି। ଏଥର କଂଗ୍ରେସ ତେଲଙ୍ଗାନାକୁ ପାଞ୍ଚଟି ରାଜ୍ୟ ମଧ୍ୟରୁ ନିଜର ନିର୍ବାଚନ...

ଚନ୍ଦ୍ରକୁ ନିଜ ଡିଏନଏ ପଠାଇବେ ଏହି ବ୍ୟକ୍ତି, ମହାକାଶରେ ମିଳିବ ଜୀବସତ୍ତାର ସନ୍ଧାନ

ଓ୍ବାଶିଂଟନ୍‌,୨୫।୧୧: ସମାଜର ବିକାଶରେ ବିଜ୍ଞାନର ବଡ ଭୂମିକା ରହିଛି। ବର୍ତ୍ତମାନ ବିଜ୍ଞାନ ସାହାର୍ଯ୍ୟରେ ୩ଲକ୍ଷ ୮୪ହଜାର ୪ଶହ କିମି ଦୂରରେ ଥିବା ଚନ୍ଦ୍ରକୁ ଆମେ ହାତ ବଢାଇ ସାରିଛୁ। ଏହାର ସଫଳ ଉଦାହରଣ ହେଉଛି ନିକଟରେ ହୋଇଥିବା ଚନ୍ଦ୍ରାୟାନ-୩। ତେବେ...

ଅନୈତିକ ସମ୍ପର୍କ ଯୋଗୁ ବାପାଙ୍କ ଠାରୁ ଦୂରେଇ ଯାଇଥିଲେ ଏଲନ ମସ୍କ, ଏବେ…

ଓ୍ବାଶିଂଟନ୍‌,୨୫।୧୧: ଏଲନ ମସ୍କ ଓ ତାଙ୍କ ବାପାଙ୍କ ଭିତରେ ଥିବା ସମ୍ପର୍କର ଦୂରତା ଏବେ କାହାକୁ ଅଛପା ନାହିଁ। ଏପରିକି ଦୁହେଁ ସାର୍ବଜନିକ ସ୍ଥାନରେ ପରସ୍ପରକୁ ଆଙ୍ଗୁଠି ଦେଖାନ୍ତି। ଚଳିତ ବର୍ଷ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସର ପ୍ରଥମ ଷ୍ଟାରଶିପ୍‌...

ଫାଇଟର ଜେଟରେ ଉଡିଲେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁରେ ଯୁଦ୍ଧ ବିମାନ ତେଜସରେ ଉଡ଼ିଛନ୍ତି। ସେ ଶନିବାର ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ର ସୁବିଧା ପରିଦର୍ଶନ କରିଥିଲେ। ପିଏମଓ ଅନୁଯାୟୀ ସେ ତେଜସ ଜେଟର ଉତ୍ପାଦନ ବା ମ୍ୟାନ୍ୟୁଫ୍ୟାକ୍ଚରିଂ ହବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri