Tag Archives: Home Middle

ବିଶ୍ୱପକ୍‌ ପରେ ଅଷ୍ଟ୍ରେଲିଆକୁ ଟି-୨୦ରେ ହରାଇଲା ଭାରତ

ବିଶାଖାପଟ୍ଟନମ୍‌,୨୩।୧୧: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌କୁ ଭାରତ ୨ ଉଇକେଟ୍‌ରେ ବିଜୟୀ ହୋଇ ହୋଇଛି। ଏଥିସହ ବିଶ୍ୱପକ୍‌ ପରାଜୟର ପ୍ରତିଶୋଧ ଟି୨୦ରେ ନେଇଛି। ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ...

ଭାରତ ଆଗରେ ୨୦୯ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଲା ଅଷ୍ଟ୍ରେଲିଆ

ବିଶାଖାପଟ୍ଟନମ୍‌,୨୩।୧୧: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଗୁରୁବାର ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ...

ଧରିତ୍ରୀ କାର୍ଯ୍ୟାଳୟରେ ଅଭିନେତା ସୋନୁ ସୁଦ୍‌

ଭୁବନେଶ୍ବର,୨୩।୧୧: ଅଭିନେତା ତଥା କରୋନା ସମୟରେ ଗରିବଙ୍କ ଦେବଦୂତ ସାଜିଥିବା ସୋନୁ ସୁଦ୍‌ ଧରିତ୍ରୀ ୟୁଥ କନକ୍ଲେଭରେ ଯୋଗ ଦେବା ପାଇଁ ଗୁରୁବାର ଭୁବନେଶରସ୍ଥିତ ଧରିତ୍ରୀ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ତାଙ୍କୁ ଧରିତ୍ରୀ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ, ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ...

ଯୁକ୍ତ ୨ରେ ବାୟୋଲୋଜି ରଖି ନ ଥିଲେ ମଧ୍ୟ ପଢିପାରିବେ ଡାକ୍ତରୀ, NMC ଆଣିଲା ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ,୨୩।୧୧: ଜାତୀୟ ମେଡିକାଲ କମିଶନ (NMC) ଆଣିଲା ନୂଆ ଗାଇଡଲାଇନ। ଦ୍ୱାଦଶ ଶ୍ରେଣୀରେ ଯେକୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ବାୟୋଲୋଜି କିମ୍ବା ବାୟୋଟେକ୍ନୋଲୋଜିକୁ ଅତିରିକ୍ତ ବିଷୟ ରଖି ପାସ କରିଥିଲେ ଡାକ୍ତରୀ ପଢ଼ି ପାରିବେ। ଏନଏମସି ପକ୍ଷରୁ ଜାରି ବିଜ୍ଞପ୍ତି...

ଟନେଲରେ ଫସିଥିବା ଶ୍ରମିକମାନଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ,୨୩ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ସିଲ୍‌କ୍ୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଏବେବି ଜାରି ରହିଛି। ଟନେଲ ଭିତରେ ୪୫ ମିଟର ଯିବା ପରେ ଆଗର୍‌ ମେଶିନ କାମ ବନ୍ଦ କରିଦେଲା। ଅଳିଆ...

ସୋନିଆଙ୍କ ରହସ୍ୟମୟ ଭାଇଙ୍କୁ ନେଇ ରାଜନୈତିକ ଭୂକମ୍ପ…

ଜୟପୁର,୨୩।୧୧ : ଲାଲ ଡାଏରୀ ରାଜସ୍ଥାନ ରାଜନୀତିରେ ଏକ ଭୂକମ୍ପ ସୃଷ୍ଟି କରିଛି। ଏହି ପ୍ରସଙ୍ଗରେ କଂଗ୍ରେସ, ଗାନ୍ଧୀ ପରିବାର ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରକୁ ସଙ୍କଟରେ ପକାଇଥିବା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ସିଂ ଗୁଡା ଏବେ...

ବାଚସ୍ପତିଙ୍କୁ ଆଇନଗତ ନୋଟିସ, କ୍ଷମା ପ୍ରାର୍ଥନା ସହ ୧୦ କୋଟି କ୍ଷତିପୂରଣ ଦାବି…

ଚେନ୍ନାଇ,୨୩।୧୧ : ତାମିଲନାଡୁ ବିଧାନସଭା ବାଚସ୍ପତି ଏମ ଆପାଭୁ ବିରୋଧୀ ଏଆଇଏଡିଏମେକେ ବିଧାୟକମାନେ ରାଜ୍ୟରେ ଶାସକ ଡିଏମକେରେ ଯୋଗଦେବା ନେଇ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ମନ୍ତବ୍ୟ ପରେ ଏଆଇଏଡିଏମେକେ ତାଙ୍କୁ ଏକ ଆଇନଗତ ନୋଟିସ ପଠାଇ...

ମୃତ୍ୟୁ ଦଣ୍ଡାଦେଶ ଗୋଟିଏ ଦିନରେ ହେବା ଉଚିତ କି ? ଜାନୁୟାରୀ ୨୦୨୪ରେ ଶୁଣାଣି…

ନୂଆଦିଲ୍ଲୀ,୨୩।୧୧ : ମୃତ୍ୟୁ ଦଣ୍ଡାଦେଶ ଗୋଟିଏ ଦିନରେ ହେବା ଉଚିତ କି ? ଏନେଇ କରାଯାଇଥିବା ଆବେଦନର ଶୁଣାଣି ଜାନୁୟାରୀ, ୨୦୨୪ରେ କରିବା ଲାଗି ସୁପ୍ରିମକୋର୍ଟ ଆବେଦନପତ୍ରକୁ ତାଲିକାଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୃତ୍ୟୁଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ମାମଲାରେ...

ସ୍ପେସ ରେସ୍‌ରେ ଚାଇନା, ଇସ୍ରୋ ପୂର୍ବରୁ ଲଞ୍ଚ କରିବ ରକେଟ୍‌

ବେଜିଂ,୨୩।୧୧: ଇସ୍ରୋ ପରେ ଏବେ ଚନ୍ଦ୍ରରେ ନୂଆ ଇତିହାସ ଆରମ୍ଭ କରିବାକୁ ଯାଉଛି ଚାଇନା। ଚଳିତ ବର୍ଷ ଭାରତର ମହାକାଶ ଏଜେନ୍ସି ଇସ୍ରୋ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରାୟାନ ୩କୁ ଅବତରଣ କରି ବିଶ୍ୱରେ ଦବଦବା ସୃଷ୍ଟି କରିଥିଲା। ତେବେ...

ମୋଦି ନିଜ ଭଳି ଦେଖାଯାଉଥିବା ବ୍ୟକ୍ତିଙ୍କୁ ଗରବା ନାଚୁଥିବା ଦେଖି ଆଶ୍ଚର୍ଯ୍ୟ ହେଲେ, ଜଣାପଡିଲା ସତ୍ୟ…

ନୂଆଦିଲ୍ଲୀ,୨୩।୧୧ : ଡିପଫେକ ଭିଡିଓଗୁଡିକ ବିଷୟରେ ବର୍ତ୍ତମାନ ଅନେକ ଆଲୋଚନା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଟେକ୍ନୋଲୋଜି ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଜି -୨୦ ଭର୍ଚୁଆଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।...

ନିଶାରେ ଅପରାଧ କରିଥିବା କହିଲେ ଦଣ୍ଡାଦେଶରୁ ମିଳିବନି ମୁକ୍ତି: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୩।୧୧ : ସୁପ୍ରିମକୋର୍ଟ କହିଛନ୍ତି ମଦ୍ୟପାନ କରି ନିଶାରେ ଥିବା ସମୟରେ ଏହି ଅପରାଧ ହୋଇଛି ବୋଲି ଯୁକ୍ତି କରି ଦଣ୍ଡକୁ ଏଡାଯାଇପାରିବ ନାହିଁ। ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଶୀର୍ଷକୋର୍ଟ ଖାରଜ କରି ଏଭଳି...

ଭାରତର ପ୍ରଥମ ମହିଳା ସୁପ୍ରିମକୋର୍ଟ ବିଚାରପତି ଏମ୍ ଫାତିମା ବିବିଙ୍କର ୯୬ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ,୨୩।୧୧: ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ବିଚାରପତି ଏମ୍ ଫାତିମା ବିବିଙ୍କର ଗୁରୁବାର ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଫାତିମା ପ୍ରଥମ ମୁସଲମାନ ମହିଳା ବିଚାରପତି ଯିଏକି କୌଣସି ଉଚ୍ଚ ନ୍ୟାୟପାଳିକାରେ ନିଯୁକ୍ତ ହୋଇଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri