Tag Archives: Home Middle

ବିଶ୍ୱକପ ଫାଇନାଲ ପୂର୍ବରୁ ବିରାଟ କୋହଲିଙ୍କୁ ବିଶେଷ ଉପହାର ଦେଲେ ସଚିନ ତେନ୍ଦୁଲକର

ଅହମଦାବାଦ,୧୯ା୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଫାଇନାଲ ଆରମ୍ଭ ପୂର୍ବରୁ ସଚିନ ତେନ୍ଦୁଲକର ବିରାଟ କୋହଲିଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ତେନ୍ଦୁଲକର କୋହଲିଙ୍କୁ ତାଙ୍କର ଶେଷ ଦିନିକିଆ ଜର୍ସି ଦେଇଛନ୍ତି। ସଚିନ...

IND vs AUS Final: ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ଜାଣନ୍ତୁ ଭାରତର ପ୍ଲେଇଂ ଇଲେଭେନ

ଅହମଦାବାଦ,୧୯ା୧୧: ଅଷ୍ଟ୍ରେଲିଆ ଟସ୍ ଜିତି ଭାରତ ବିପକ୍ଷ ଫାଇନାଲ ମ୍ୟାଚ୍ ପାଇଁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଖେଳାଳିମାନେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିବେ। ଖେଳ ଏକାଦଶରେ ଭାରତ କୌଣସି ପରିବର୍ତ୍ତନ କରିନାହିଁ। ଭାରତୀୟ ଟିମ୍:...

ମୋଦି କରିବେ ବୋଲିଂ ଶାହା କରିବେ ବ୍ୟାଟିଂ, ଭାଜପା ନେତା ରହିବେ ବାଉଣ୍ଡରୀରେ: ବିଶ୍ୱକପ ଫାଇନାଲ ନେଇ ସଞ୍ଜୟଙ୍କ କଟାକ୍ଷ…

ମୁମ୍ବାଇ,୧୯।୧୧ : ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଟାକ୍ଷ କରିଛନ୍ତି। ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ଫାଇନାଲ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଭାଜପା ନେତାଙ୍କୁ ସଞ୍ଜୟ...

ବିଶ୍ୱକପ ଫାଇନାଲ: ପ୍ରତି ବଲ ଉପରେ କ୍ୟାମେରା ନଜର…

ଅହମଦାବାଦ,୧୯।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଅନ୍ତିମ ମ୍ୟାଚ ପାଇଁ ସାରା ବିଶ୍ୱରୁ ହଜାର ହଜାର ଦର୍ଶକ ଅହମଦାବାଦରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅହମଦାବାଦରେ ପହଞ୍ଚିବେ। ମ୍ୟାଚ ଦେଖିବା ପାଇଁ ଅହମଦାବାଦର ନରେନ୍ଦ୍ର...

ପୁଣି କ୍ରିକେଟ ରାଜନୀତି: ମୋଦି-ମାର୍ଲେସ ଦେଖିବେ ଫାଇନାଲ ମ୍ୟାଚ…

ଅହମଦାବାଦ,୧୯।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପୁଣି କ୍ରିକେଟ ରାଜନୀତି ଆରମ୍ଭ ହୋଇଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ କ୍ରିକେଟ ଫାଇନାଲ ମ୍ୟାଚ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆର ଉପମୁଖ୍ୟମନ୍ତ୍ରୀ...

ଭାରତ ନେବ ୨୦୦୩ର ପ୍ରତିଶୋଧ…

ଜେରୁଜେଲମ,୧୯।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ୨୦୨୩ର ଫାଇନାଲ ୧୯ ନଭେମ୍ବରରେ ଅହମଦାବାଦରେ ଖେଳାଯିବ। ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାରେ ଭାରତୀୟ ଦଳ ସଫଳ ହୋଇଥିବାବେଳେ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ...

ଫାଇନାଲ ମ୍ୟାଚ ଭିତରେ ୪୫ମିନିଟ ପାଇଁ ବନ୍ଦ ରହିବ ଅହମ୍ମଦାବାଦ ଏୟାରପୋର୍ଟ

ଅହମ୍ମଦାବାଦ,୧୯।୧୧: ଆଉ ମାତ୍ର ୨ଘଣ୍ଟାର ଅପେକ୍ଷା। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା। ଦୀର୍ଘ ୨୦ବର୍ଷ ପରେ ଭାରତ ଅଷ୍ଟ୍ରେଲିଆ ଆଇସିସିର ସବୁଠାରୁ ବଡ ଟୁର୍ନାମେଣ୍ଟରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ୧୦୦କୋଟି ଭାରତୀୟଙ୍କ...

ବିଶ୍ୱକପ ଫାଇନାଲ ଅହମଦାବାଦରେ, କିନ୍ତୁ ଭାରତ-ପାକିସ୍ତାନ ସୀମା ଉତ୍ସବ ମୁଖର…

ଅହମଦାବାଦ,୧୯।୧୧ : ରବିବାର କ୍ରିକେଟ ବିଶ୍ୱକପର ଅନ୍ତିମ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଅନ୍ତିମ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ, କିନ୍ତୁ ଅହମଦାବାଦଠାରୁ ପ୍ରାୟ ୧୦୦୦ କିଲୋମିଟର ଦୂରରେ ପଞ୍ଜାବର ଫିରୋଜପୁରର ଭାରତ-ପାକିସ୍ଥାନ...

ଭାରତ ବନାମ ଅଷ୍ଟ୍ରେଲିଆ: ପ୍ଲେଇଙ୍ଗ-୧୧ରୁ ବଞ୍ଚିତ ହବେ ଏହି ୪ଷ୍ଟାର ଖେଳାଳି!

ଅହମ୍ମଦାବାଦ,୧୯।୧୧: ଭାରତୀୟଙ୍କୁ ଧରିଛି କ୍ରିକେଟ ଫିଭର। ଫିଭର ପାଇଁ ସମସ୍ତଙ୍କ ଛାତି ଧକ୍‌ଧକ୍‌। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା। ଏଥିପାଇଁ ୧୪୦କୋଟି ଭାରତୀୟ ଅପେକ୍ଷାରତ। ଟିମ୍‌ ବ୍ଲୁରେ ଅଛନ୍ତି ଗୋଟିଏରେ ଗୋଟିଏ ପ୍ଲେଇଙ୍ଗ...

ଅଲ-ଶିଫା ହସ୍ପିଟାଲକୁ ଡେଥ୍‌ ଜୋନ ଘୋଷଣା କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୧୯।୧୧ : ଇସ୍ରାଏଲ-ହାମାସ ଯୁଦ୍ଧର ଦେଢ଼ମାସରୁ ଅଧିକ ସମୟ ବିତିଗଲାଣି। ଏହି ସମୟରେ ଜାତିସଂଘ ସମେତ ବିଶ୍ୱର ଅନେକ ଦେଶ ଇସ୍ରାଏଲକୁ ଯୁଦ୍ଧ ବନ୍ଦ କରିବାକୁ ନିବେଦନ କରିଛନ୍ତି। ଏହି ସମୟରେ, ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଗାଜାର ଅଲ-ଶିଫା ହସ୍ପିଟାଲକୁ ଏକ...

ଭାରତ ନେବ ବିଶ୍ୱକପ ନା ବ୍ୟାଟିଂରେ ବାଜି ମାରିବେ ଓ୍ବାର୍ନର, ଜାଣନ୍ତୁ କ‘ଣ କହିଲେ ଜ୍ୟୋତିଷ…

ଅହମଦାବାଦ,୧୯।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ବିଶ୍ୱକପ ୨୦୨୩ ର ଅନ୍ତିମ ମ୍ୟାଚ ୧୯ ନଭେମ୍ବରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ମହାନ ମ୍ୟାଚ ପୂର୍ବରୁ ବିଶ୍ୱ ଚାମ୍ପିୟନଙ୍କ ନାମକୁ ନେଇ ଅନେକ...

ଯୁଦ୍ଧ ବିରାମ ହେଲେ ବି ଫେରିବନି ଶାନ୍ତି: ବାଇଡେନ…

ଜେରୁଜେଲମ,୧୯।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି, ଯେଉଁଥିରେ ୧୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏକ ବଡ ବିବୃତ୍ତି ଦେଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri