Tag Archives: Home Middle

ମାଷ୍ଟରବ୍ଲାଷ୍ଟରଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ମୁମ୍ବାଇ,୧୫।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ବିରାଟ କୋହଲି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ସଚିନ ତେନ୍ଦୁଲକର ବିଶ୍ୱକପ ୨୦୦୩ରେ ୬୭୩ ରନ ସଂଗ୍ରହ କରିଥିଲେ। ଏଥି ସହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ କୋହଲି ୮୧ତମ ରନ ସ୍କୋର କରିବା...

ଛାଡପତ୍ର ବିନା ଲିଭ୍‌ ଇନ୍‌ରେ ରହିବା ଦ୍ୱିତୀୟ ବିବାହ ସହ ସମାନ: ହାଇକୋର୍ଟ…

ଚଣ୍ଡିଗଡ଼,୧୫।୧୧ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କହିଛନ୍ତି ଛାଡପତ୍ର ନ ଦେଇ ଅନ୍ୟ ଜଣେ ମହିଳା ଅବା ପୁରୁଷଙ୍କ ସହ ଲିଭ୍‌ ଇନ୍‌ରେ ରହିବା ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୯୪, ୪୯୫ ଅନୁଯାୟୀ ବିବାହିତ...

ଲଞ୍ଚ ହେଲା ଦୁନିଆର ଦ୍ରୁତତମ ଇଣ୍ଟରନେଟ ସେବା, ଗୋଟିଏ ସେକେଣ୍ଡରେ ଡାଉନଲୋଡ ହେବ ୧୫୦ ଫିଲ୍ମ

ବେଜିଂ,୧୫।୧୧: ବିଶ୍ୱର ସବୁଠାରୁ ଦ୍ରୁତ ଇଣ୍ଟରନେଟ ସେବା ଲଞ୍ଚ ହୋଇଛି। ଏହାଦ୍ୱାରା ଅଲଲାଇନରେ ଗୋଟିଏ ସେକେଣ୍ଡରେ ୧୫୦ରୁ ଅଧିକ ଫିଲ୍ମ ଡାଉନଲୋଡ କରିହେବ। ଚାଇନା କମ୍ପାନୀ ବିଶ୍ୱର ସବୁଠାରୁ ଦ୍ରୁତତମ ଇଣ୍ଟରନେଟ ନେଟଓ୍ବର୍କର ଲଞ୍ଚ କରିଛି। କମ୍ପାନୀ ଦାବି କରିଛି...

ବୈଧ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡି ଚଳାଇଲେ ସର୍ବନମ୍ନ ୬ ମାସ ଜେଲଦଣ୍ଡ: ହାଇକୋର୍ଟ…

ବେଙ୍ଗାଲୁରୁ,୧୫।୧୧ : ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୦୪-ଏ ଅନୁଯାୟୀ ଦଣ୍ଡନୀୟ ଅପରାଧ ପାଇଁ ତାଙ୍କୁ ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ କର୍ନାଟକ ହାଇକୋର୍ଟ ଜଣେ ଯୁବକଙ୍କୁ ଦିଆଯାଇଥିବା ୬ମାସର କାରାଦଣ୍ଡକୁ ନିଶ୍ଚିତ କରିଛନ୍ତି।...

ସେମିଫାଇନାଲ୍‌ ମ୍ୟାଚ୍‌ରେ ଭାରତକୁ ବଡ଼ ଝଟ୍‌କା: ରିଟାର୍ଡ ହର୍ଟ ହୋଇ ପାଭିଲିୟନ ଫେରିଲେ ଗିଲ

ମୁମ୍ବାଇ,୧୫।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ୍‌ ସେମିଫାଇନାଲ ମ୍ୟାଚ୍‌ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ଆରମ୍ଭରୁ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲା। କିନ୍ତୁ ମ୍ୟାଚ୍‌ ବେଳେ...

ମହାଦେବ ବେଟିଂ ଆପ ବିବାଦରେ ଫସିଲା ଡାବର ଗ୍ରୁପ

ନୂଆଦିଲ୍ଲୀ,୧୫।୧୧: ବିବାଦୀୟ ମହାଦେବ ବେଟିଂ ଆପ ମାମଲାରେ ପ୍ରଥମେ ସେଲିବ୍ରେଟି ଓ ରାଜନେତାଙ୍କ ନାଁ ସାମ୍ନାକୁ ଆସିଥିଲା। କିନ୍ତୁ ଦିନକୁ ଦିନ ଏଥିରେ ଅନେକ ବଡ ବଡ କମ୍ପାନୀ ଫସିଥିବା ତଦନ୍ତରୁ ଜଣାପଡିଛି। ଆୟୁର୍ବେଦ ଔଷଧ ପ୍ରସ୍ତୁତ କରୁଥିବା ଏଫଏମସିଜି...

ୟୁକ୍ରେନକୁ ଘାତକ ଅସ୍ତ୍ରଶସ୍ତ୍ର ଯୋଗାଉଛି ପାକିସ୍ତାନ

ଇସଲାମବାଦ,୧୫।୧୧: କରଜରେ ବୁଡି ରହିଥିବା ପାକିସ୍ତାନ ୟୁକ୍ରେନକୁ ବିପୁଳ ଅସ୍ତ୍ରଶସ୍ତ୍ର ବିକ୍ରି କରିଛି। ପାକିସ୍ତାନ ୟୁକ୍ରେନକୁ ୩୬କୋଟି ୪୦ଲକ୍ଷ ଟଙ୍କାର ଅସ୍ତ୍ରଶସ୍ତ୍ର ଗୋଳାବାରୁଦ ବିକ୍ରି କରିଛି । ଏଥିପାଇଁ ପାକିସ୍ତାନ ଗତ ବର୍ଷ ଆମେରିକାର ଦୁଇ ଘରୋଇ କମ୍ପାନୀ ସହ...

ଫେଲ୍‌ ହେବ ଆମେରିକାର ପ୍ଲାନ: ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଇ ପାରିବ ନାହିଁ ଆମେରିକା, ସଂସଦରେ ପ୍ରସ୍ତାବ ଆଣିବେ ଆମେରୀକୀୟ ମହିଳା ଏମପି

ଓ୍ବାଶିଂଟନ୍‌, ୧୫।୧୧: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ସାରା ଅଞ୍ଚଳ ଏବେ ଛାରଖାର ହୋଇଯାଇଛି। ଆମେରିକା ଇସ୍ରାଏଲକୁ ସମର୍ଥନ କରି ବିଭିନ୍ନ ଘାତକ ଅସ୍ତ୍ରଶସ୍ତ୍ର ସହ ଆର୍ଥିକ ପ୍ୟାକେଜ ଯୋଗେଇ ଦେଇ ଆସୁଛି। ଏନେଇ ଆମେରିକାରର ମୁସଲିମ...

ଡୋଡା ବସ ଦୁର୍ଘଟଣାରେ ମୁତ୍ୟ ସଂଖ୍ୟା ୩୬ ଛୁଇଁଲା, ୨୨ ଆହତ, ବସ କାଟି ବାହାର କରାଗଲା ୨୫ ମୃତଦେହ…

ଶ୍ରୀନଗର,୧୫।୧୧ : ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। କିସ୍ତୱାଡରୁ ଜମ୍ମୁକୁ ଯାଉଥିବା ଏକ ବସ ଡୋଡାର ଆସାର ଅଞ୍ଚଳର ଟ୍ରୁଙ୍ଗାଲ ନିକଟରେ ୩୦୦ ଫୁଟ ଖାଲରେ ଖସି ପଡିଥିଲା। ସୂଚନା ଅନୁଯାୟୀ, ବସରେ ୫୫ଜଣ...

୨ଦିନରେ ଦେଶ ହରାଇଲା ୩କୋଟିପତି ବ୍ୟବସାୟୀ, ଜାଣନ୍ତୁ ସେମାନଙ୍କ ପ୍ରେରଣାଦାୟକ ଯାତ୍ରା

ନୂଆଦିଲ୍ଲୀ,୧୫।୧୧: ନିକଟରେ ୨ଦିନ ମଧ୍ୟରେ ଦେଶର ୩କୋଟିପତି ବ୍ୟବସାୟୀଙ୍କ ପରଲୋକ ହୋଇଛି। ସେମାନେ ହେଲେ କେଦାରନାଥ ଅଗ୍ରଓ୍ବାଲ, ଓବରଏ ଓ ସୁବ୍ରତ ରୟ। ଦେଶରେ କେଦାରନାଥ ଅଗ୍ରଓ୍ବାଲଙ୍କୁ ଅବା କିଏ ନଜାଣେ। ଯେଉଁ କମ୍ପାନୀର ମିଠା କେବଳ ଦେଶରେ ନୁହେଁ...

IND vs NZ Semi-Final: ଟସ୍ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ମୁମ୍ବାଇ,୧୫।୧୧: ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତର ଖେଳାଳି ଏକାଦଶରେ ଇଲେଭେନରେ କୌଣସି ପରିବର୍ତ୍ତନ ନାହିଁ। ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଖେଳାଳି ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ। ୨୦୧୯ ଦିନିକିଆ ବିଶ୍ଵକପରେ ଭାରତ ନ୍ୟୁଜିଲାଣ୍ଡ ନିକଟରୁ...

୬ ଦେଶର ଯୁଦ୍ଧ କୌଶଳକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ଭାରତ, ପାକିସ୍ତାନ-ଚାଇନାର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୧୫।୧୧ : ଯେତେବେଳେ ଆଜେରବାଇଜାନ-ଆର୍ମେନିଆ ଯୁଦ୍ଧ ଆରମ୍ଭ ହେଲା, ପ୍ରତିରକ୍ଷା ବିଶେଷଜ୍ଞମାନେ କହିଥିଲେ ଏହା ଦୁଇଟି ଛୋଟ ଦେଶ ମଧ୍ୟରେ ଲଢ଼େଇ ଏବଂ ଉଭୟ ଏହାକୁ ନିଜ ମଧ୍ୟରେ ସମାଧାନ କରିବେ। ଏହାର ଫଳାଫଳ ହେଲା ସୁନ୍ଦର ଉପତ୍ୟକା ଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri