Tag Archives: Home Middle

ଆଜି ଓ୍ବାଙ୍ଖ୍‌ଡ଼େ ଟକ୍କର: ନ୍ୟୁଜିଲାଣ୍ଡ ପ୍ରତି ଭାରତ ସତର୍କ

ମୁମ୍ବାଇ,୧୫୧୧(ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଏହାର ଅନ୍ତିମ ଚରଣରେ ପହଞ୍ଚିଛି। ବୁଧବାର ପ୍ରଥମ ସେମିଫାଇନାଲରେ ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ମୁକାବିଲା କରିବେ। ଚମତ୍କାର ପ୍ରଦର୍ଶନ ଜରିଆରେ ଲିଗ୍‌ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍‌ ଜିତି ଭାରତ ସେମିଫାଇନାଲରେ ପ୍ରବେଶ...

ପ୍ରଭାବଶାଳୀ ଭାରତୀୟରୁ ଜେଲ୍ ପର୍ଯ୍ୟନ୍ତ, ଜାଣନ୍ତୁ କିପରି ଥିଲା ସୁବ୍ରତ ରୟଙ୍କ ଯାତ୍ରା

ନୂଆଦିଲ୍ଲୀ, ୧୫।୧୧: ସାହାରା ଗ୍ରୁପ୍‌ ପ୍ରତିଷ୍ଠାତା ସୁବ୍ରତ ରୟଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୭୫ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥ ଥିବା ସୁବ୍ରତଙ୍କୁ ରବିବାର ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି...

ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ଦେହାନ୍ତ, ୭୫ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ

ନୂଆଦିଲ୍ଲୀ, ୧୪।୧୧: ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ମଙ୍ଗଳବାର ୭୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ସେ ପ୍ରାଣ ତ୍ୟାଗ କରିଛନ୍ତି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ତେବେ...

ବଳାତ୍କାର ପୀଡିତା କହିଲେ ମୁଁ ବିବାହ କରି ଖୁସିରେ ରହୁଛି, ଦୋଷୀଙ୍କ ଦଣ୍ଡ କୋହଳ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧୧ : ଜଣେ ୧୧ ବର୍ଷର ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଦଣ୍ଡକୁ ସେ ଜେଲରେ ବିତାଇଥିବା ସମୟକୁ ହ୍ରାସ କରି ସୁପ୍ରିମକୋର୍ଟ ଦଣ୍ଡ କୋହଳ କରିଛନ୍ତି। ଏଥିସହ ସୁପ୍ରିମକୋର୍ଟ ଝିଅର ବିବୃତ୍ତିକୁ ଗ୍ରହଣ କରିଛନ୍ତି।...

ବ୍ରହ୍ମପୁର ରିଙ୍ଗ୍‌ ରୋଡ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରୀ

ଭୁବନେଶ୍ୱର,୧୪।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ମଙ୍ଗଳବାର ସେ ବହ୍ମପୁର ରିଙ୍ଗ୍‌ ରୋଡ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରୋଜେକ୍ଟ ଦ୍ୱାରା ବ୍ରହ୍ମପୁର,...

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ, ଏଏପି ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ, ୧୪।୧୧: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଆମ୍ ଆଦମୀ ପାର୍ଟିକୁ ଭାରି ପଡିଛି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଏଏପିକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।...

ମୁଖ୍ୟମନ୍ତ୍ରୀ ନମସ୍କାର ପରେ କଲେ ଖବରଦାତାଙ୍କ ଆରତି, ଭିଡିଓ ଭାଇରାଲ…

ପାଟନା,୧୪।୧୧ : ବିହାର ସିଏମ ନୀତୀଶ କୁମାର ଗତ କିଛି ଦିନ ହେବ ତାଙ୍କ ବିବୃତ୍ତି ଏବଂ ଆଚରଣ ପାଇଁ ଖବରରେ ଅଛନ୍ତି। ବିଧାନସଭାରେ ମହିଳାଙ୍କ ବିଷୟରେ ଆପତ୍ତିଜନକ ବିବୃତ୍ତି ଦେବା ପରେ ସେ ଗଣମାଧ୍ୟମଠାରୁ ନିଜକୁ ଦୂରେଇ ରଖିଛନ୍ତି।...

୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ: ଭୁବନେଶ୍ୱର ମେଟ୍ରୋ ରେଳ, ଆମ ହସ୍ପିଟାଲ ଯୋଜନାକୁ ଅନୁମୋଦନ

ଭୁବନେଶ୍ୱର, ୧୪।୧୧: ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୧ ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଫେଜ୍-୧ ଡିପିଆର ଉପରେ ମୋହର ଲାଗିଥିବା...

ବାବର ଆଜମଙ୍କୁ ସମର୍ଥନ କଲେ ଭାରତୀୟ କ୍ରିକେଟର, ସମାଲୋଚକଙ୍କ ମୁହଁ ବନ୍ଦ, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୧୪।୧୧ : ବିଶ୍ୱକପ ୨୦୨୩ ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟରେ ଅଛି। ପ୍ରଥମ ସେମିଫାଇନାଲ ୧୫ ନଭେମ୍ବରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। କିଛି ସମୟ ପୂର୍ବରୁ ପ୍ରଶଂସକମାନେ ଆଶା କରୁଥିଲେ ସେମିଫାଇନାଲରେ ଭାରତ ପାକିସ୍ତାନକୁ ଭେଟିବ କିନ୍ତୁ...

ନିଯୁକ୍ତି ପରୀକ୍ଷାରେ ଓଢ଼ଣୀ ମନା, ପୁଅମାନେ କରିବେନି ଇନ୍‌ସର୍ଟ : ସରକାରଙ୍କ କଡ଼ା ନିର୍ଦ୍ଦେଶ…

ବେଙ୍ଗାଲୁରୁ,୧୪।୧୧ : କର୍ନାଟକ ପରୀକ୍ଷା ପ୍ରାଧିକରଣ (କେଏଏ) ବିଭିନ୍ନ ବୋର୍ଡ ଏବଂ ନିଗମର ନିଯୁକ୍ତି ପରୀକ୍ଷା ସମୟରେ ପରୀକ୍ଷା ହଲରେ ଥିବା ସମସ୍ତ ନିଯୁକ୍ତି ଆଶାୟୀଙ୍କ ପାଇଁ ମୁଣ୍ଡ ଆବରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତେବେ କେତେକ ସଂଗଠନର ବିରୋଧ...

ମ୍ୟାନମାରରେ ଏୟାର ଷ୍ଟ୍ରାଇକ: ମିଜୋରାମରେ ପ୍ରବେଶ କଲେ ୨ ହଜାର ଲୋକ, ହସ୍ପିଟାଲରେ କରାଗଳା ଭର୍ତ୍ତି…

ନୂଆଦିଲ୍ଲୀ,୧୪।୧୧ : ଭାରତ-ମ୍ୟାନମାର ସୀମାରେ ସୀମାନ୍ତ ଅଞ୍ଚଳରେ ମ୍ୟାନମାର ସେନା ଏୟାର ଷ୍ଟ୍ରାଇକ ପରେ ୨ ହଜାରରୁ ଅଧିକ ଲୋକ ମିଜୋରାମରେ ପ୍ରବେଶ କରିଛନ୍ତି। ଅଧିକାରୀଙ୍କ ଅନୁଯାୟୀ ମ୍ୟାନମାର ସେନାର ଏୟାର ଷ୍ଟ୍ରାଇକରେ ପ୍ରଭାବିତ ଅନେକ ସାଧାରଣ ନାଗରିକ ଅନ୍ତର୍ଜାତୀୟ...

ବୁଲା କୁକୁର କାମୁଡିଲେ ଦାନ୍ତ ପିଛା ସରକାର ଦେବେ କ୍ଷତିପୂରଣ ୧୦ ହଜାର: ହାଇକୋର୍ଟ…

ଚଣ୍ଡିଗଡ଼,୧୪।୧୧ : ବୁଲା କୁକୁର କାମୁଡା ଘଟଣାରେ ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ରାଜ୍ୟକୁ ଦାୟୀ କରି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୁକୁର କାମୁଡ଼ିବା ମାମଲାରେ ଦାନ୍ତ ପିଛା ସର୍ବନିମ୍ନ ୧୦,୦୦୦ ଟଙ୍କା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri