Tag Archives: Home Middle

ସାବଧାନ ! ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକିଲେ ସର୍ବନିମ୍ନ ୬ ମାସ ଜେଲ, ସଂସଦୀୟ କମିଟିର ପ୍ରସ୍ତାବ…

ନୂଆଦିଲ୍ଲୀ,୧୪।୧୧ : ସଂସଦୀୟ କମିଟି ପରାମର୍ଶ ଦେଇଛି ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକ୍ରୟ କରିବାରେ ଦୋଷୀମାନଙ୍କୁ ସର୍ବନିମ୍ନ ୬ମାସ ଦଣ୍ଡ ଦିଆଯାଉ। ଏହା ସହିତ ୨୫,୦୦୦ ଟଙ୍କା ଜରିମାନା ଲାଗୁ କରିବାକୁ ମଧ୍ୟ କମିଟି ପରାମର୍ଶ ଦେଇଛି। ଭାଜପା ଏମପି...

କୁମାରସ୍ବାମୀ କରିଛନ୍ତି ବିଦ୍ୟୁତ ଚୋରି: କଂଗ୍ରେସର ଅଭିଯୋଗ, ଭିଡିଓ ଭାଇରାଲ…

ବେଙ୍ଗାଲୁରୁ,୧୪।୧୧ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। କଂଗ୍ରେସ ଅଭିଯୋଗ କରିଛି ଦିୱାଲୀ ସମୟରେ ତାଙ୍କ ଜେପି ନଗର ବାସଭବନକୁ ସାଜସଜ୍ଜା ଆଲୋକରେ ସଜାଯାଇଥିଲା ଯେଉଁଥି ପାଇଁ ବିଦ୍ୟୁତ ଚୋରି ହୋଇଥିଲା। ସୋସିଆଲ...

ଏନଆରଆଇ ବିବାହରେ ଥିବା ତ୍ରୁଟି ଯାଞ୍ଚ୍‌ କରିବାକୁ ବିଦେଶ ମନ୍ତ୍ରଣାଳୟର ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୪।୧୧ : ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଇନ ଆୟୋଗଙ୍କୁ କହିଛନ୍ତି ଏନଆରଆଇଙ୍କ ବିବାହ ପ୍ରସଙ୍ଗ ଯାଞ୍ଚ କରିବା ଏବଂ ଅନ୍ତର୍ଜାତୀୟ ଆଇନ ତଥା ବେସରକାରୀ ଆଇନ ଉପରେ ଏହାର ଢାଞ୍ଚାକୁ ମଜବୁତ କରିବା ଜରୁରୀ। ସୂଚନାନୁସାରେ, ସମ୍ପ୍ରତି ସମ୍ପୃକ୍ତ ଆଇନଗୁଡ଼ିକରେ...

ଶ୍ରୀଲଙ୍କାରେ ବଡ଼ ଧରଣର ଭୂକମ୍ପ, ତୀବ୍ରତା ୬.୨…

କଲମ୍ବୋ,୧୪।୧୧ : ଶ୍ରୀଲଙ୍କାରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୬.୨ ରେ ମାପ କରାଯାଇଛି। ମଧ୍ୟାହ୍ନ ୧୨ଟା ୩୧ରେ ଏହି ଭୂକମ୍ପ ଘଟିଛି। ଏହାର କେନ୍ଦ୍ର ଭୂଗର୍ଭରେ କଲମ୍ବୋ ଠାରୁ ୧୦ କିଲୋମିଟର...

ଗାଜା ଯୁଦ୍ଧରେ ୧୦୨ ଜାତିସଂଘ କର୍ମଚାରୀ ମୃତ, ୨୭ ଆହତ…

ଜେରୁଜେଲମ,୧୪।୧୧: ହମାସ ଏବଂ ଇସ୍ରାଏଲ ଯୁଦ୍ଧରେ ଜାତିସଂଘର ୧୦୨ କର୍ମଚାରୀ ନିହତ ହୋଇଛନ୍ତି। ଏଥିରେ କୁହାଯାଇଛି ଯୁଦ୍ଧ ଆରମ୍ଭରୁ ଜାତିସଂଘର ୨୭ ଜଣ କର୍ମଚାରୀ ଆହତ ହୋଇଛନ୍ତି। ମିଳିତ ଜାତିସଂଘ ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି ଫର ପାଲେଷ୍ଟାଇନ ଶରଣାର୍ଥୀ...

ଆତଙ୍କବାଦୀ ଆକ୍ରମଣ, ୨ ପୋଲିସ କର୍ମଚାରୀଙ୍କ ସମେତ ୩ ମୃତ…

ଇସଲାମାବାଦ,୧୪।୧୧: ପାକିସ୍ତାନର ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ଦୁଇଟି ପୃଥକ ଆତଙ୍କବାଦୀ ଆକ୍ରମଣରେ ଦୁଇ ପୋଲିସଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ସେନା ଏହି ସୂଚନା ଦେଇଛି। ପାକିସ୍ତାନ ସେନାର ମିଡିଆ ୱିଙ୍ଗ ଇଣ୍ଟର ସର୍ଭିସେସ ଲୋକସମ୍ପର୍କ (ଆଇଏସଆରପି)...

ପୁରୀ ରେଳଷ୍ଟେଶନ କୋଚିଂ ଡିପୋରେ ଲାଗିଲା ନିଆଁ

ପୁରୀ,୧୪l୧୧: ପୁରୀ ରେଳଷ୍ଟେଶନ କୋଚିଂ ଡିପୋରେ ଥିବା ଏକ ଟ୍ରେନ୍‌ରେ ମଙ୍ଗଳବାର ନିଆଁ ଲାଗିଯାଇଛି। ହେଲେ ନିଆଁ ଲାଗିବାର କାରଣ ଜଣାପଡିନାହିଁ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁଲିଭା କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ଅଗ୍ନିକାଣ୍ଡରେ ମୃତାହତ ସମ୍ପର୍କରେ...

ଜୀବନ ଯୁଦ୍ଧରେ ହାରିଗଲେ ବୃଦ୍ଧା

ସୋନପୁର,୧୪l୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ କଇଁଫୁଲ ଛକ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ମୁକୁଳା ପଡିଥିବା ଏକ ବୋରୱେଲ ଗାତରେ ଦୁଃଖୀ ନେଗୀ ନାମ୍ନୀ ଜଣେ ବୃଦ୍ଧା ଖସି ପଡିଥିଲେ। ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ୍‌ ଟିମ୍‌ ସହଯୋଗରେ...

କଂଗ୍ରେସ ଭାବୁଥିଲା ରାମ ମନ୍ଦିର ନିର୍ମାଣ ହୋଇପାରିବ ନାହିଁ:ମୋଦି

ଭୋପାଳ,୧୪।୧୧: ମଧ୍ୟପ୍ରଦେଶର ବେତୁଲଠାରେ ଅନୁଷ୍ଠିତ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଦଳକୁ କଡ଼ା ଟକ୍କର ଦେଇଛନ୍ତି। କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି, ଏହା ହେଉଛି ସେହି କଂଗ୍ରେସ ଯିଏ ଭାବିଥିଲା ଯେ ରାମ ମନ୍ଦିର ନିର୍ମାଣ ହେବ...

ବୋରୱେଲ ଗାତରୁ ଉଦ୍ଧାର ହେଲେ ବୃଦ୍ଧା

ସୋନପୁର,୧୪l୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ କଇଁଫୁଲ ଛକ ନିକଟରେ ମୁକୁଳା ପଡିଥିବା ଏକ ବୋରୱେଲ ଗାତରେ ଦୁଃଖୀ ନେଗୀ ନାମ୍ନୀ ଜଣେ ବୃଦ୍ଧା ଖସି ପଡିଥିଲେ। ହେଲେ ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ୍‌ ଟିମ୍‌ଙ୍କ ସହଯୋଗରେ ଗାତ...

ହମାସ ସଂସଦ ଉପରେ ଆଇଡିଏଫର କବଜା, ସ୍ପିକରଙ୍କ ଆସନରେ ବସିଲେ ସେନା

ଗାଜା,୧୪।୧୧: ଇସ୍ରାଏଲ ହମାସ ଯୁଦ୍ଧକୁ ୩୯ ଦିନ ହୋଇଛି। ଗାଜାରେ ଇସ୍ରାଏଲ ସେନା ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ହେତୁ ଗାଜାରେ ଏପର୍ଯ୍ୟନ୍ତ ୨୩ଲକ୍ଷ ଲୋକଙ୍କୁ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିବ।...

ସୁନକଙ୍କୁ ମିଳିଲା ପ୍ରଥମ ଅବିଶ୍ୱାସ ପତ୍ର, ଟୋରି ସାଂସଦ କହିଲେ, ‘ବହୁତ ହୋଇଗଲା…ଯିବାର ସମୟ ଆସିଗଲା’

ଲଣ୍ଡନ,୧୪।୧୧: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କ୍ୟାବିନେଟରେ ଅଦଳବଦଳରେ ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନଙ୍କୁ ବରଖାସ୍ତ କରିବା ପରେ ଏବେ ସୁନକ ପ୍ରଥମ ଅବିଶ୍ୱାସ ପତ୍ରର ସମ୍ମୁଖୀନ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ବିଶ୍ୱସ୍ତ ଟୋରୀ ସାଂସଦ ଆଣ୍ଡ୍ରେୟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri